ଆଜିର ରାଶିଫଳ, 18 ଜୁନ୍ 2021, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ।

ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ଜୁନ୍ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆପଣଙ୍କ ଦ୍ଵାରା ଚିନ୍ତା କରା ଯାଇଥିବା କାମ ପୂରଣ ହେବ । ସାମାଜିକ କିମ୍ବା ଅନ୍ୟ କିଛି କ୍ଷେତ୍ରରେ ଆପଣ କିଛି ଖ୍ଯାତି କିମ୍ବା ସମ୍ମାନ ପାଇ ପାରିବେ । ଆପଣ କିଛି ସୁନ୍ଦର ଜିନିଷ କିଣି ପାରନ୍ତି । ଆପଣ କିଛି ଆଭୁଶଣ କିମ୍ବା କିଛି ବସ୍ତ୍ର କିଣି ପାରିବେ । ଏହି ସମୟ ରେ ଆପଣ ବାହାନ ର ସୁଖ ପାଇ ପାରିବେ । ଆପଣଙ୍କ ସମ୍ପର୍କ ଖୁବ ଭଲ ରହିବ । ବିଦ୍ୟାର୍ଥୀ ମାନେ ଅଭ୍ୟାଶରେ ଖୁବ ସଫଳତା ପାଇବେ । ଯେଉଁ ମାନେ ଜ୍ଞାନୀ ଲୋକମାନେ ସେମାନେ ଆପଣଙ୍କୁ କିଛି ମହତ୍ଵ ପୂର୍ଣ କଥା କହି ପାରନ୍ତି । ଆକସ୍ମିକ ଭାବେ ଆପଣ କିଛି ଧନ ପାଇବା ପାଇଁ ଯାଉଛନ୍ତି । ଆପଣ ଯଦି କିଛି ନୂଆ କାମ ଆରମ୍ଭ କରିବା ପାଇଁ ଯାଉଛନ୍ତି ତେବେ ଏହା ସଠିକ ସମୟ ନୁହେଁ । ଯାତ୍ରା ରେ ବିଘ୍ନ ଆସିପାରେ । ଯୋଗ କରିବା ଦ୍ଵାରା ଆଜି ଆପଣ ଆଧ୍ୟାତ୍ମିକ ଚିନ୍ତା ଧାରା ରେ ବୁଡି ରହିବେ । ଏହା ଆପଣଙ୍କୁ ଖୁବ ଶାନ୍ତି ପ୍ରଦାନ କରିବ । ଆପଣ ଆଜି ଗଣେଶ ଜି ଙ୍କର ଆରାଧନା କରନ୍ତୁ ।

ବୃଷ ରାଶି –

ଆପଣଙ୍କ ଆମଦାନୀ ବଢି ଜୀବ । ଆପଣ ନିଜ ଆର୍ଥିକ ସ୍ଥିତିତ ଠିକ କରିବା ପାଇଁ କିଛି ସାହାଜ୍ଯ ପାଇବେ । ଆଜି କିଛି ନୂଆ କାମ ଆରମ୍ଭ କରି ପାରିବେ କାରଣ ଆଜିର ଦିନ ଆପଣଙ୍କ ପାଇଁ ଖୁବ ସୁବ ଅଟେ । ଭାଇ କିମ୍ବା ବନ୍ଧୁ ମାନଙ୍କ ପାଖରୁ ଆପଣଙ୍କୁ କିଛି ସାହାଜ୍ଯ ମିଳିବ । ବିଦ୍ୟାର୍ଥୀ ନିଜ ଅଭ୍ୟାଶ କୁ ଖୁବ ସରଳତାପୂର୍ବକ ଭାବେ ସାରିବେ । ମନରେ ଉସ୍ଛାହ ତଥା କିଛି ଆସା ସଂଚାର ହୋଇ ପାରେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଆପଣ କିଛି ନୂଆ କାମ ଆରମ୍ଭ କରି ପାରିବେ । ଜମି ବାଡି ବିବାଦରେ ପଡନ୍ତୁ ନି । ଆପଣଙ୍କ ପାର୍ଟନର ଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ହେବ ଆଜି । ଆପଣ ଆଜି କିଛି ବିବାଦରେ ଫସି ଯାଇ ପାରନ୍ତି ନ ହେଲେ ଆପଣ ଆଇନ କାନୁନ ର ଲଢେଇ ରେ ବାଧ୍ୟ ହୋଇ ଯୋଗ ଦେବେ । ଆଜି ନିଜକୁ ସାନ୍ତ ରଖନ୍ତୁ । ବ୍ୟାପାର ରେ ଆପଣ ଲାଭ ପାଇବେ । ଆପଣଙ୍କୁ କିଛି କଷ୍ଟ ରାସ୍ତାରେ ଚାଲିବା ପାଇଁ ପଡିପାରେ । ଆପଣ ପରିଶ୍ରମ କରନ୍ତୁ ଦେଖିବେ ସୁଫଳ ପାଇବେ । ଆପଣଙ୍କ ଯାତ୍ରା କିଛି କଷ୍ଟ ଦାଯକ ହୋଇ ପାରେ । ଆଜିର ଦିନ ଆପଣଙ୍କ ପାଇଁ ମାଧ୍ୟମ ଫଳ ଦେବ ।

ମିଥୁନ ରାଶି –

ଆପଣ ନିଜ ଦାଇତ୍ଵ କୁ ଖୁବ ଭଲ ଭାବରେ ପୂରଣ କରିବେ । ଯଦି ଆପଣଙ୍କ ଜୀବନ ସାଥି ଯଦି ଚାକିରି କରୁଛନ୍ତି ସେ ଆଜି ଆପଣଙ୍କୁ କିଛି ଭଲ ପ୍ରଶଂସା ପାଇବା ପାଇଁ ଯାଉଛନ୍ତି ବୋଲି କହି ପାରନ୍ତି । ଆଜି ଆପଣ କିଛି ନୂଆ କାମ କରି ପାରନ୍ତି । କାର୍ଯ୍ୟ ସଫଳତା ପାଇବା ପାଇଁ ଆଇ ଦିନ ଖୁବ ଭଲ ଅଟେ । ଆପଣଙ୍କ ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ । କାମରେ କିଛି ଅସୁବିଧା ଆସିପାରେ ମାତ୍ର ଆପଣ ଏହାକୁ ଖୁବ ଶୀଘ୍ର ସମାଧାନ କରିନେବେ । ଆଜିର ଦିନ ଆପଣଙ୍କ ମିଶା ମିଶି ଫଳ ଦେବ । ଆପଣ ନିଜ ରାଗ ଓ ବାଣୀ ଉପରେ ସଂଯମ ରଖନ୍ତୁ । ଆପଣଙ୍କ ଜୀବନ ଖୁବ ଚିନ୍ତା ଜନକ ଦେଖି ଆପଣ ଭାଙ୍ଗି ଯାଅନ୍ତୁ ନି ସକାଳୁ ଉଠି ମା ଧାରିତ୍ରି କୁ ନମସ୍କାର କରନ୍ତୁ । ଆପଣଙ୍କ ସବୁ ପ୍ରକାର କଷ୍ଟର ସମାଧାନ ମିଳିବ ।

କର୍କଟ ରାଶି –

ଆପଣଙ୍କ ଦିନ ମଧ୍ୟମ ଫଳ ଦେବ । ଆପଣଙ୍କ ପାରିବାର ଓ ଓ କିଛି ସଦସ୍ୟ ମାନଙ୍କ ସହ ଆପଣ ଭୋଜି କରି ପାରନ୍ତି । କିଛି ଭଲ ସମୟ ବିତାଇବେ ଆଜି ଆପଣ । ଆଜି ଆପଣଙ୍କ ମାତା ପିତାଙ୍କ ଆଶୀର୍ବାଦ ରହିବ । ଆପଣ ଆଜି ବିଭନ୍ନ ସ୍ରୋତରୁ କିଛି ଆର୍ଥିକ ସାହାଜ୍ଯ ପାଇବା ପାଇଁ ଯାଉଛନ୍ତି । ଆପଣ ଆଜି କିଛି ଥକା ଅନୁଭବ କରିବେ । ଆପଣ ଆଜି ଖୁବ ଏପାଖ ସେପାଖ ହୋଇ ପାରନ୍ତି । ଯାହା ପାଇଁ ଆପଣ କିଛି ଚିଡ ଚିଡ ହୋଇ ପାରନ୍ତି । ଆପଣ ଆଜି ନିଜ ବୁଦ୍ଧି ଦ୍ଵାରା ଆସୁଥିବା ଅସୁବିଧାର ସାମ୍ନା କରିବେ । ଆଜି ଆପଣ ନାଲି ରଙ୍ଗର କିଛି ଡ୍ରେସ ପିନ୍ଧାନ୍ତୁ ଆପଣଙ୍କୁ ଏହା ଖୁବ ଭଲ ପରିଣାମ ଦେବ । ଆଜି ଆପଣ ସୂର୍ଯ୍ୟ ଭଗବାନ ଙ୍କୁ କିଛି ପାଣି ଦିଅନ୍ତୁ ଗାଧୋଇ ସାରିବା ପରେ ।

ସିଂହ ରାଶି –

ଆପଣଙ୍କ ଦିନ ସାମାନ୍ଯ ରହିବ । କାମ କାର୍ଜ୍ୟରେ ଭଲ ସଫଳତା ମିଳିବ ଆପଣଙ୍କୁ । ଘର ପରିବାର ଗୃହସ୍ଥି ଭଲ ରହିବ । ସନ୍ତାନ ମାନଙ୍କ ପାଖରୁ କିଛି ଭଲ ଖବର ମିଳିବାର ସମ୍ଭାବନା ଅଛି । ଆଜି ଆପଣ ନିଜ ପୁରୁଣା ବନ୍ଧୁ ମାନଙ୍କ ସହ ଦେଖା କରିବେ । କିନ୍ତୁ ଆପଣ ସାବଧାନରେ ରହିବେ । କିଛି ସାଙ୍ଗ ମାନଙ୍କ ସହ ଆପଣଙ୍କ ପରିସ୍ଥିତି ଖରାପ ହୋଇ ପାରେ । ଆପଣ କିଛି ଭଲ କାମ କରି ନିଜ ଜୀବନକୁ ଶୃଙ୍ଖଳ କରି ପାରିବେ । ଅନ୍ୟ ଲୋକଙ୍କ କଥା ଶୁଣିବା ଅପେକ୍ଷା ନିଜ ଲୋକମାନଙ୍କ କଥା ଶୁଣନ୍ତୁ ।

କନ୍ୟା ରାଶି –

ଆଜି ଆପଣଙ୍କ ଦିନ ଉତ୍ତମ ରହିବ । ଆପଣ କିଛି ଭଲ କାମରେ ନିବେଶ କରିଛନ୍ତି ଏବେ ଭଲ ଫଳ ପାଇବେ । ଆପଣଙ୍କ ପରିବାର ରେ କିଛି ବନ୍ଧୁ ବାନ୍ଧବଙ୍କ ଆଗମନ ହୋଇ ପାରେ । ଆପଣ କିଛି ଭଲ ସ୍ମୃତିରେ ଆପଣ ଆଜି ନିଜକୁ ହଜେଇ ଦେଇ ପାରନ୍ତି । ଆପଣଙ୍କ ମିତ୍ର ଆପଣଙ୍କ ପାଇଁ କିଛି ଭଲ ଖବର ଆଣି ପାରିବ । ଆପଣ ନିଜ ସମ୍ପର୍କ ର ଡୋରୀ କୁ ଆଉ କାହା ହାତରେ ଦିଅନ୍ତୁ ନି ନ ହେଲେ ଆପଣ ହଇରାଣ ହେବେ ।

ତୁଳା ରାଶି –

ଆପଣଙ୍କ ଦିନ ଠିକ ଠାକ ଜୀବ ଆଜି । ଭାଗ୍ୟ ଆପଣକ ସହ ରହିବ । ଘରେ କିଛି ବିଶେଷ କାମ ରହି ପାରେ । ଆଜି ଆପଣ ନିଜ କାମରୁ ଛୁଟି ନେଇ ପାରନ୍ତି । ଆପଣଙ୍କ ସମସ୍ଯା ବଢି ପାରେ । ଆପଣଙ୍କ ଘରକୁ ଆସିଥିବା ଲୋକମାନଙ୍କ ସହ ସମ୍ପର୍କ ଠିକ ରଖିବା ପାଇଁ ଚେଷ୍ଟା କରନ୍ତୁ ଯଦି ଆପଣଙ୍କ ସହ ସେ କଥା ହେବା ପାଇଁ ଚାହୁଁ ନାହାନ୍ତି ତେବେ ଆପଣ ନିଶ୍ଚିତ ଭାବେ ନିଜ କାମରେ ଧ୍ୟାନ ଦିଅନ୍ତୁ । ସମାଜରେ କିଛି ଭଲ କାମ କରିବା ପାଇଁ ଆପଣ ଚେଷ୍ଟା କରନ୍ତୁ । ଆପଣଙ୍କୁ କିଛି ଜରୁରୀ କାମ କୁ ଆଗ ସାରିବା ପାଇଁ ପଡିପାରେ । ଆପଣ ଅନ୍ୟ ମାନଙ୍କ ପାଖକୁ ଯାଇ ସାହାଜ୍ଯ ମାଗିବା ଅପେକ୍ଷା ନିଜେ ଏହାକୁ ସମାଧାନ କଲେ ଏହା ଅଧିକ ଭଲ ହେବ ।

ବିଛା ରାଶି –

ଆପଣ ଦିନ ଆଜି କିଛି ଭଲ କିଛି ଖରାପ ଯାଇ ପାରେ ଆପଣ କିଛି ଦିନ ପରେ ନିଜ କାମ ଆରମ୍ଭ କରି ପାରିବେ । ଆପଣ ନିଜ ଭାଇ କିମ୍ବା ବନ୍ଧୁ ମାନଙ୍କ ସାହାଜ୍ଯ ପାଇବେ । ଆଜି ଆପଣ ଅଯଥା କିଛି ଖରାପ କଥାରେ ପଡି ନିଜ ସମ୍ମାନ ହାନି କରି ପାରନ୍ତି । ଆପଣଙ୍କ କର୍ମ କ୍ଷେତ୍ର ରେ ସଫଳତା ମିଳିବା ପାଇଁ ଯାଉଛି । ଆଜି କାମ ଅଧିକ ଥିବାରୁ ଆପଣ କିଛି ଥକା ଅନୁଭବ କରିବେ । ପରିବାର ର ପରିବେଶ ଖୁବ ଭଲ ରହିବ । ଆପଣ ନିଜ ଯୋଜନା ଅନୁସାରେ କାମ କରିବା ଲାଭ ଦେବ ।

ଧନୁ ରାଶି –

ଆପଣଙ୍କ ଦିନ ଖୁସି ଭରା ରହିବ । ମିତ୍ରା ଓ ସାଙ୍ଗ ମାନଙ୍କ ସହ ଆପଣଙ୍କ ସମ୍ପର୍କ ଖୁବ ଭଲ ରହିବ । ଆପଣ ଏହା ଦ୍ଵାରା ଖୁବ ଭଲ ଲାଭ ପାଇବେ । କାରବାର କୁ ନେଇ ଆପଣ ଚିନ୍ତାରେ ରହି ପାରନ୍ତି । ଆପଣ ଅଧିକ ରୁ ଅଧିକ ଲୋକଙ୍କ ସହ ସମ୍ପର୍କ ବଢାନ୍ତୁ କାରଣ ଏହା ଆପଣଙ୍କୁ । ଆପଣଙ୍କ ରାସ୍ତା ଖୁବ ଭଲ ରହିବ । ଆପଣ ଆଜି କିଛି ଭଲ ଖବର ପାଇବା ପାଇଁ ଯାଉଛନ୍ତି । ଆପଣ ଭବିଷ୍ୟତ ରେ କିଛି ଭଲ ସମୟ ଭୋଗ କରିବା ପାଇଁ ଯାଉଛନ୍ତି ତାହାର ଆରମ୍ଭ ଏବେ ହୋଇ ଗଲାଣି । ଆଜଯୀ ଆପଣ କିଛି ଚାଉଳ କୁ ପାଣିରେ ପକେଇକି ଏହାକୁ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ ଦେଖିବେ ଆପଣ ଶାନ୍ତି ପାଇବେ ।

ମକର ରାଶି –

ଆପଣଙ୍କ ଦିନ ସାମାନ୍ଯ ରହିବ । ଆପଣଙ୍କ ସାଙ୍ଗ ଓ ସମ୍ବନ୍ଧୀୟ ମାନଙ୍କ ସମ୍ପର୍କ ଖୁବ ଭଲ ରହିବ । ଆପଣ ନଯ ଚାକିରି ପ୍ରମୋଶନ ପାଇବା ପାଇଁ ଯାଉଛନ୍ତି । ଆପଣ ନିଜ ଭାଇ ଭଉଣୀ ମାନଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିବେ । ଆପଣ ଜମି ବାଡି ପାଇଁ ନିଜ ମୁଣ୍ଡ ଖରାପ କରନ୍ତୁନି ସମୟ ଆସିଲେ ଆପଣ ନିଶ୍ଚୟ ଭାବେ ଏହାର ସମାଧାନ ପାଇବେ । ଚାକରି ପାଇ ନଥିବା ଲୋକମାନେ ନିଶ୍ଚୟ ଭାବେ ଚାକିରି ପାଇବେ ଏବେ ଏହି ସମୟରେ । ଆପଣ ଆଜି କିଛି ଅଟା ଖାଇବା କୁ ଦିଅନ୍ତୁ କଳା ଜନ୍ଦା ମାନଙ୍କୁ ।

କୁମ୍ଭ ରାଶି –

ଆଜି ଆପଣଙ୍କୁ କିଛି ଭଲ ଖବର ମିଳିବା ପାଇଁ ଯାଉଛି । ଆପଣ ଯଦି ବିଦ୍ୟାର୍ଥୀ ଅଛନ୍ତି ତେବେ ଆପଣ ନିଶ୍ଚୟ ଭାବେ ଭଲ ପ୍ରସ୍ତୁତି କରିବେ । ଯେଉଁ ମାନେ ରାଜନୀତି ରେ ଅଛନ୍ତି ସେମାନେ ନିଜ କର୍ମ କ୍ଷେତ୍ରରେ ଆଗକୁ ନିଶ୍ଚୟ ଭାବେ ଯିବେ । ଆପଣ ଅନାବଶ୍ୟକ ଭାବେ ଖର୍ଚ୍ଚ କରନ୍ତୁ ନି । ଆର୍ଥିକ ସ୍ଥିତି ଆପଣଙ୍କ ର ଖୁବ ଭଲ ହେବ । ଯେତେବେଳେ ଆପଣ ନିଜ କାମରେ ରହିବେ ମାନେ ରଖନ୍ତୁ କି ଆପଣ କାହା ପ୍ରଲୋଭନ ରେ ଆସନ୍ତୁ ନି । ମାନେ ରଖନ୍ତୁ ଏହା ଖୁବ ଅସୁବିଧାରେ ଆପଣଙ୍କୁ ପକେଇ ପାରେ ।

ମୀନ ରାଶି –

ଆପଣଙ୍କ ବ୍ୟକ୍ତିତ୍ବ ଖୁବ ଭଲ ରହିବ ଆଜି । ପ୍ରାୟ ସବୁ ଲୋକମାନେ ଆପପଣଙ୍କ ଆଡକୁ ଆକୃଷ୍ଟ ହେବେ । ଆପଣ ଯଦି ବିଦ୍ୟାର୍ଥୀ ଅଟନ୍ତି ତେବେ ଆପଣ ନିଶ୍ଚିତ ଭାବେ ନିଜ ପଧାରେ ଧ୍ୟାନ ଦିଅନ୍ତୁ କାରଣ ଏହା ଆପଣଙ୍କ ପାଇଁ ଭଲ ସମୟ ଅଟେ । ଆପଣଙ୍କ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ବିଦେହସ ର କିଛି ଇଉନିଭର୍ସିଟିରେ ନାମ ଲେଖାଇ ପାରିବେ । ଆପଣଙ୍କ ପରିବାରରେ ଆପଣଙ୍କ ସମୟ ଭଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।