ଆଜିର ରାଶିଫଳ, 17 ମେ 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଦୈନିକ କାମରେ ଫଶୀ ରହିବେ । ଆଜି ଦିନରେ ଆପଣଙ୍କର ପରିବାରରେ ଶୁଭ ମଙ୍ଗଳ କାର୍ଯ୍ୟ ଆରମ୍ଭ ହୋଇପାରେ । ଆପଣ ଜୀବନ ସାଥି ଓ ଗୁରୁଜନ ମାନଙ୍କ ସହ ସମ୍ପର୍କରେ ଆନନ୍ଦ ନେବେ । ଟଙ୍କା ପଇସା ମାମଲା ରେ ପାର୍ଟନରସିପ ରେ କୌଣସି ନୂଆ ବ୍ୟବସ୍ଥା କରିବେ । ଭାଗ୍ୟ ଉପରେ ଭରସା ରଖନ୍ତୁ ଓ ଆତ୍ମବିଶ୍ଵାସ ସହକାରେ କାର୍ଯ୍ୟ କରନ୍ତୁ । ଭୁଲ ଧାରଣ ଯୋଗୁ ସମ୍ପର୍କ ରେ ମତଭେଦ ଦେଖା ଯାଇପାରେ । ଆପଣ ଯାହା ବି କରିବେ ଭଲ ହେବ ।

ବୃଷ ରାଶି : କୋର୍ଟ କଚେରୀ ମାମଲା ତହରୁ ଦୂରେଇ ରୁହନ୍ତୁ । ଆପଣଙ୍କର ସାକାରାତ୍ମକ ବିଚାର ଅନ୍ୟ ମାନଙ୍କୁ ପ୍ରଭାବିତ କରିବ । ଆଜି ଆପଣ ଆସୁଥିବା ଦିନ ଗୁଡିକର ରଣନୀତି କରିବେ । ଅପେକ୍ଷା କରିଥିବା କାମରେ ବିଳମ୍ବ ହୋଇପାରେ । କାର୍ଯ୍ୟ ସ୍ଥଳରେ ମେହନତ ଫଳ ମିଳିବ । ଆବଶ୍ୟକ ବସ୍ତୁ ହଜି ଯାଇପାରେ । ବାଜରରେ ସ୍ଥିତି ବୁଝିବା ପାଇଁ ସମୟ ଲାଗିପାରେ । ଆଜି ନିବେଶ କରିବାରୁ ବଞ୍ଚିତ ରୁହନ୍ତୁ । ଧନ ମାର୍ଗରେ ସମସ୍ୟା ରହିପାରେ ।

ମିଥୁନ ରାଶି : ବେପାରୀ ମାନଙ୍କୁ ଆଜି ନୂଆ ଗ୍ରାହକ ମିଳିବେ । ଆଜି ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ରହିବ । ଆପଣ ଦାନ ପୂଣ୍ୟ କରିବେ । କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କର କାମରେ ଅସୁବିଧା କରିବେ । କିନ୍ତୁ ଆପଣ କାର୍ଯ୍ୟରେ ସଫଳତା ଲାଭ କରିବେ । ଆଜି ଆପଣ ମାନସିକ ଓ ଶାରୀରିକ ଫୁର୍ତ୍ତି ଅନୁଭବ କରିବେ । ମାତା ପିତାଙ୍କ ସହଯୋଗ ପାଇବେ ।

କର୍କଟ ରାଶି : ଆଜି ସହଯୋଗୀ ଅମାନଙ୍କର ପୁରା ସହଯୋଗ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ଅଫିସରେ ବାତାବରଣ ଅନୁକୂଳ ରହିବ । ଜୁନିୟର ଆପଣଙ୍କ ଠାରୁ ସାହାଜ୍ଯ ନେବେ । ଜୀବନ ସାଥିଙ୍କ ମନ ପସନ୍ଦର ଜିନିଷ କିଣିବା ପାଇଁ ଆପଣଙ୍କ ମୁଡ ହେବ । ବିଦେଶ ଯାତ୍ରାର ଯୋଗ ରହିଛି ଓ ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ । ଜରୁରୀ କାମ ପ୍ରତି ଧ୍ୟାନ ଦେବେ ଯାହା ଆପଣଙ୍କ ପାଇଁ ବେହତର ସାବ୍ୟସ୍ତ ହେବ ।

ସିଂହ ରାଶି : ଆଜି ଆପଣ ମେହନତ ବଳରେ ନିଶ୍ଚୟ ସଫଳ ହେବେ । କୌଣସି ନିସ୍ପତି ଏନବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ । ନଚେତ କୌଣସି ଅନୁଭବି ବ୍ୟକ୍ତି ଙ୍କ ଠାରୁ ପରାମର୍ଶ ନିଅନ୍ତୁ ଯାହା ଆପଣଙ୍କ ପାଇଁ ଫାଇଦା ରେ ରହିବ । ଆଜି ଆପଣଙ୍କୁ ଶତ୍ରୁ ପକ୍ଷ ଠାରୁ ସତର୍କ ରହିବାକୁ ହେବ । କାରୋବାରରେ ଭଲ ବୃଦ୍ଧି ହେବ । ଅଚାନକ ଧନ ଲାଭ ହେବ । ସାମାଜିକ କ୍ଷେତ୍ର ରେ ଅମଣ ସମାନ ବୃଦ୍ଧି ହେବ ।

କନ୍ୟା ରାଶି : ଆଜି ଆପଣ ଧନ ବଞ୍ଚିତ କରିବା ପାଇଁ କୌଣସି ବଡ ନିସ୍ପତି ନେବେ । କୌଣସି ବଡ ଯୋଜନା କରିବା ପାଇଁ ଆପଣ ଚିନ୍ତା କରିବେ । ବିଜେନ୍ସ ରେ ଲାଭ ହେବାର ଯୋଗ ରହିଛି । ଆପଣଙ୍କ କଥାର ଲୋକଙ୍କ ଉପରେ ପ୍ରଭାବ ପଡିବ । ମିତ୍ର ମାନଙ୍କ ସାହାଜ୍ଯ କରିବା ପାଇଁ ସୁଯୋଗ ମିଳିବ । କିଛି କାମ ଯୋଜନା ଅନୁସାରେ ନ ହେବା କାରଣରୁ ଆପଣଙ୍କର ମୁଡ ଅଫ ରହିବ । ଜୀବନ ସାଥିଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ ।

ତୁଳା ରାଶି : ଆଜି ଆପଣଙ୍କୁ ସବୁ କାମରେ ଅଧିକ ମେହନତ କରିବାକୁ ଅପଡିବ । ମାତା ପିତାଙ୍କ ସମ୍ପର୍କ ଭଲ ରହିବ । ଆଜି କାହା ଠାରୁ ଟଙ୍କା ଉଧାର ନିଅନ୍ତୁ ନାହି । ଛୋଟ ଛୋଟ କଥାରେ କାହା ସହ କଳହ କରନ୍ତୁ ନାହି । ପାରିବାରିକ ବାତାବରଣ ସୁଖଦ ରହିବ । ଭବିଷ୍ୟତକୁ ଧ୍ୟାନରେ ରଖି ନିବେଶ କରିବା ପାଇଁ ଆପଣ ଅବସର ସନ୍ଧାନରେ ଥିବେ । ଏହି ସମୟ ଟଙ୍କା ସଞ୍ଚୟ କରିବା ନିହାତି ଜରୁରୀ ଅଟେ । କୌଣସି କ୍ଷେତ୍ର ରେ ରହିଲେ ବଡ ସ୍ତର ରେ ରହିବେ ।

ବିଛା ରାଶି : ଆୟ କରିବାର ନୂଆ ରାସ୍ତା ମିଳିବ । ନୂଆ ମିତ୍ର ସ୍ଥାପନ ହେବେ । ସମ୍ପର୍କରେ ଲାଭ ମିଳିବ । ଧର୍ମ କର୍ମରେ ରୁଚି ବଢିବ । ପ୍ରିୟଜନଙ୍କ ସହ ଭେଟ ହେବ । ମନ କଥା କହିବାର ଅବସର ପାଇବେ । ସ୍ଵାସ୍ଥ୍ୟରେ ସୁଧାର ଆସିବ । ମାନ ସମାନରେ ବୃଦ୍ଧି ହେବ । ବ୍ୟାକିଙ୍ଗ କ୍ଷେତ୍ରରେ ଥିବା ବ୍ୟକ୍ତି ଙ୍କ ପାଇଁ ଶୁଭ ଖବର ରହିଛି । ପଦ ଉନ୍ନତି ହେବାର ସମ୍ଭାବନା ରହିଛି । ଆପଣ ନିଜର ଖୁସି ଦୁଇ ଗୁଣା କରିବା ପାଇଁ ପରିବାର ଲୋକଙ୍କ ସହ ରହିବେ ।

ଧନୁ ରାଶି : ଆଜି କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ । ପ୍ରଗତିର ରାସ୍ତା ଖୋଲିଯିବ । ପ୍ରେମ ପ୍ରସଙ୍ଗ କାରଣରୁ ବିବାଦ ହେବାର ସମ୍ଭାବନା ରହିଛି । ବାଣୀ ଉପରେ ସଂଯମ ରଖନ୍ତୁ । ଅଚାନକ ଯାତ୍ରା କାରଣରୁ ମାନସିକ ଚିନାତରେ ରହିବେ । ପୂଜା ପାଠରେ ମନ ଲାଗି ରହିବ । ଅନାବଶ୍ୟକ ଖର୍ଚ୍ଚା ହୋଇପାରେ । କୌଣସି ଅସହାୟକ ବ୍ୟକ୍ତି ଙ୍କୁ ସାହାଜ୍ଯ କରିବେ । ସମସ୍ତଙ୍କର ଆଶୀର୍ବାଦ ରୁ ଆପଣ ସୁଖଦ ପରିଣାମ ପାଇବେ ।

ମକର ରାଶି : ଆପଣ ନିଜର ଖରାପ ଅଭ୍ଯାସ କୁ ପରିବର୍ତ୍ତନ କରିବା ସହ ଯେଉଁ ନିସ୍ପତି ନେବେ ସେଥିରେ କାୟମ ରୁହନ୍ତୁ । ଯାତ୍ରାରେ ଲାଭ ପାଇବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଯାହା ଦ୍ଵାରା ପରିବାର ରେ ହସ ଖୁସିର ମାହୋଲ ରହିବ । ସନ୍ତାନ ମାନଙ୍କ ମଧ୍ୟରେ ମତଭେଦ ହୋଇପାରେ । ଅଟକି ରହିଥିବା ଧନ ଫେରି ପାଇବେ । ଦିନ ସାରା ଲାଭର ଫାଇଦା ଉଠାଇବେ । ଅଯଥା ଖର୍ଚ୍ଚ କରନ୍ତୁ ନାହି ।

କୁମ୍ଭ ରାଶି : ଆଜି ଆପଣ ଅନାବଶ୍ୟକ ବାହାର ଖାଦ୍ୟ ଖାଇବାକୁ ବଞ୍ଚିତ ରୁହନ୍ତୁ । ରାଜକୀୟ ସହଯୋଗ ପ୍ରାପ୍ତ ହେବ । ଆଜି ଆପଣଙ୍କର ସମସ୍ୟାର ସମାଧାନ ହେବ । ନୂଆ ପୃଜେକ୍ଟ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । କୌଣସି ପୁରୁଣା ମିତ୍ରଙ୍କ ସହ ସମ୍ପର୍କରେ ଆସିବା ବା ଭେଟ ହୋଇପାରେ । ଧନ ଲାଭ ପାଇଁ ଆପଣଙ୍କୁ ଆପଣଙ୍କର ପ୍ରତିଭାର ପ୍ରୟୋଗ କରିବାକୁ ହେବ । ଲୋକଙ୍କୁ ପ୍ରଭାଭିତ କରିବାରେ ସଫଳ ହେବେ ।

ମୀନ ରାଶି : ଆଜି ଆପଣକର ନୂଆ ସମ୍ପର୍କ ସ୍ଥାପନ ହେବ । ଘରେ କଳହ ସୃଷ୍ଟି ହେବ କାରଣରୁ ମାନସିକ ଚପରେ ରହିବେ । ମନ କଥା କହିବାର ଅବସର ପାଇବେ । ରାଜନୈତିକ ସହଯୋଗ ମିଳିବ । କାର୍ଯ୍ୟ ସ୍ଥଳରେ ପରିବର୍ତ୍ତନ ହୋଇପାରେ । ବ୍ୟବସାୟରେ ନୂଆ ଯୋଜନା ଆରମ୍ଭ କରିବେ । କୌଣସି ଖାସ କାର୍ଯ୍ୟରେ ବସ୍ତା ରହିବେ । କାରୋବରରେ ବିଶେଷ ସଫଳତା ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।