ଆଜିର ରାଶିଫଳ, 17 ମେ 2020, ରବିବାର, ଆଜି ଏହି ୫ଟି ରାଶିଙ୍କୁ ମିଳିବ ଭାଗ୍ୟର ସାଥ, ମିଳିବ ଖୁସି ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଅତ୍ୟଧିକ କୌଣସି ବିଷୟକୁ ନେଇ ଆଲୋଚନା କରନ୍ତୁ ନାହିଁ । ଆକସ୍ମିକ ଧନ ଲାଭ ହୋଇପାରେ । ବନ୍ଧୁମାନେ ସନ୍ଧ୍ୟା ସମୟରେ କୌଣସି ଯୋଜନା କରି ପାରନ୍ତି । କାମ କାର୍ଯ୍ୟରେ ସଫଳ ନ ହେବା କାରଣରୁ ମନ ଅଶାନ୍ତି ରହିବ । ପରିବାରର ସୁଖମୟ ରହିବ । ଶତ୍ରୁଙ୍କୁ ହାନି ପହଞ୍ଚାଇବାକୁ ଚେଷ୍ଟା କରି ପାରନ୍ତି । ଦୁର୍ଘଟଣା ଦ୍ଵାରା ଶାରୀରିକ ହାନି ହୋଇପାରେ । ସାବଧାନ ରୁହନ୍ତୁ । କୌଣସି ପ୍ରକାରର ଝଗଡା କରନ୍ତୁ ନାହିଁ ।

ବୃଷ

କୌଣସି ମହିଳା ସହ ସାକ୍ଷାତ ହୋଇପାରେ । ଯାହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । କୋର୍ଟ କଚେରୀ ମାମଲା ଆଗକୁ ବଢିବ ନାହିଁ । କାମର ଚିନ୍ତା ଆପଣଙ୍କ ମୁଣ୍ଡରେ ରହିବ । ଯେଉଁ କାରଣରୁ ପରିବାର ଓ ବନ୍ଧୁମାନଙ୍କ ପାଇଁ ସମୟ ବାହାର କରି ପାରିବେ ନାହିଁ । ଯେଉଁମାନେଙ୍କ ନୂଆ ନୂଆ ବିବାହ ହୋଇଛି, ସେମାନେ ନିଜର ସାଥିଙ୍କ ଠାରୁ ବହୁତ ଖୁସି ପାଇବେ । କହିବାକୁ ଗଲେ ଦାମ୍ପତ୍ୟ ଜୀବନରେ ସୁଖମୟ ପରିସ୍ଥିତି ରହିବ ।

ମିଥୁନ

ସ୍ଥାୟୀ ସମ୍ପତ୍ତିରୁ ଲାଭଦାୟକ ରହିବ । କାରୋବାରରେ ବୁଦ୍ଧି ହେବ । ରୋଜଗାରରେ ବୁଦ୍ଧି ହେବ । ପାର୍ଟନର ସହଯୋଗ ମିଳିବ । ଅଟକିଥିବା କାର୍ଯ୍ୟ ପୁରା ହେବ । ଆପଣଙ୍କ ଆଦର ସମ୍ମାନ ହେବ । ଆଜି ଆପଣ ରୋମାଞ୍ଚକ କାର୍ଯ୍ୟ କରିବେ । ଆପଣ ଆଜି ଘରେଲୁ ଜିନିଷ କ୍ରୟ କରି ପାରନ୍ତି । ସନ୍ତାନ ତରଫରୁ ଶୁଭ ସମାଚାର ମିଳିପାରେ । ବ୍ୟାପାରରେ ନୂଆ ଅନୁବନ୍ଧ ହୋଇପାରେ । ଉତ୍ସାହର ସହିତ କାର୍ଯ୍ୟ କରିବେ । ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ ।

କର୍କଟ

ପ୍ରେମୀ ପ୍ରେମିକାଙ୍କ ସମ୍ପର୍କରେ ବିବାଦ ଆସିପାରେ । ଯାତ୍ରା ପାଇଁ ସମୟ ଉପଯୁକ୍ତ ନୁହେଁ । ବ୍ୟାପାର କିମ୍ବା ଚାକିରିରେ ଯେତିକି ପରିଶ୍ରମ କରିବେ ସେଥିରେ ସେତିକି ଲାଭ ମିଳିବ । ଜୀବନର ଭରପୁର ଲାଭ ଉଠାନ୍ତୁ । ବନ୍ଧୁର ସାହାର୍ଯ୍ୟ ନିଅନ୍ତୁ । ଯୋଗ କରିବା ଦ୍ଵାରା ଆଧ୍ୟାତ୍ମିକ, ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରଖି ଆପଣଙ୍କ ହୃଦୟ ଓ ମସ୍ତିଷ୍କକୁ ଭଲ ରଖିବେ । ସଙ୍ଗୀତ ଇତ୍ୟାଦି ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ । ମାତା ପିତାଙ୍କ ସାହାର୍ଯ୍ୟ ଦ୍ଵାରା ଆର୍ଥିକ ଅସୁବିଧାରୁ ମୁକ୍ତି ପାଇ ପାରିବେ ।

ସିଂହ

କାର୍ଯ୍ୟ କ୍ଷତ୍ରରେ ନୂଆ ଦାୟିତ୍ଵ ମିଳିପାରେ । ସାମାଜିକ କାର୍ଯ୍ୟ କଳାପରେ ଜଡିତ ରହିବେ । କୌଣସି ମହିଳା ମିତ୍ରର ସହଯୋଗ କରି ପାରନ୍ତି । ମାତା ପିତାଙ୍କ ସହ ନିଜର ଖୁସିକୁ ଶେୟାର କରନ୍ତୁ । ସ୍ୱାସ୍ଥ୍ୟ କମଜୋର ରହିବ । କାମରେ ରୁଚି ବଢିବ ନାହିଁ । ବାଣୀରେ ସଂଯମତା ରଖନ୍ତୁ । ପାରବାରିକ ସହଯୋଗ ମିଳିବ । କିଛି ପରିବାରର ସଦସ୍ୟମାନଙ୍କୁ ଅଳ୍ପ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

କନ୍ୟା

ସମାଜ ସେବା କାର୍ଯ୍ୟରେ କାମ କରିବା ପାଇଁ ପ୍ରେରଣା ମିଳିବ । ମାନ ସମ୍ମାନ ମିଳିବ । ପୂର୍ବରୁ କରିଥିବା ପରିଶ୍ରମର ଫଳ ଆଜି ମିଳିବ । ବ୍ୟବସାୟରେ ପରିସ୍ଥିତି ଅନୁକୂଳ ରହିବ । ଭାଗ୍ୟର ସାଥ ମିଳିବ । ନିଜକୁ ନେଇ ଦୁଖୀ ରହିବା ଦ୍ଵାରା କିଛି ବି ହାସଲ ହେବ ନାହିଁ । ପରିବାର ସହିତ ବାଦ ବିବାଦ କରନ୍ତୁ ନାହିଁ । ବ୍ୟାପାରରେ କିଛି ହାନିର ଯୋଗ ଅଛି । ମିତ୍ରଙ୍କ ସାହିତ ମନୋରଞ୍ଜନ ଭରା ସମୟ ବିତାଇବେ । ଅଧିକାରୀ କାର୍ଯ୍ୟରେ ସହଯୋଗ କରି ପାରନ୍ତି ।

ତୁଳା

ମିତ୍ରଙ୍କ ଠାରୁ ସହଯୋଗ ମିଲିବ ନାହିଁ । ଶତ୍ରୁ ପକ୍ଷ ହାବି ରହିବେ । ନ ପଢି କୌଣସି ବି କାଗଜପତ୍ର ଉପରେ ହସ୍ତାକ୍ଷର କରନ୍ତୁ ନାହିଁ । ଘରେ ଚିନ୍ତାର ପରିବେଶ ରହିବ । ଶାରିରୀ ସମସ୍ୟା ରହିପାରେ । ଖରାପ ସମୟ ଅଛି । ଖର୍ଚ ଉପରେ କାବୁ ରଖିବାକୁ ଚେଷ୍ଟା କରନ୍ତୁ ଓ କେବଳ ଜରୁରୀ ଜିନିଷ ହିଁ କ୍ରୟ କରନ୍ତୁ । ମନୋରଞ୍ଜର ଅବସର ପ୍ରାପ୍ତ ହେବ । ଉତ୍ସାହବର୍ଧକ ସୂଚନା ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆୟରେ ବୁଦ୍ଧି ହୋଇପାରେ ।

ବିଚ୍ଛା

ପରିବାର ସହିତ ସମୟ ବ୍ୟତୀତ କରିବାର ଅବସର ମିଳିବ । ବୟସ୍କ ଲୋକମାନଙ୍କ ପ୍ରେମ ଓ ଆଶୀର୍ବାଦ ମିଳିବ । କୌଣସି ପ୍ରଭାବଶାଳି ବ୍ୟକ୍ତିଙ୍କ ମାର୍ଗଦର୍ଶନ ଓ ସହଯୋଗ ପ୍ରାପ୍ତ ହେବ । ବୁଦ୍ଧିମାନର ସହ ନିବେଶ କରନ୍ତୁ । ସନ୍ତାନ ତରଫରୁ ଶୁଭ ସମାଚାର ମିଳିବ । ନିବେଶ ଇତ୍ୟାଦିରେ ଲାଭ ମିଳିବ । ପ୍ରାପ୍ତ ହୋଇଥିବା ଟଙ୍କା ଆପଣଙ୍କ ଆଶା ଅନୁସାରେ ହେବ ନାହିଁ । ପ୍ରେମରେ ମାମଲାରେ କିଛି ପରିବର୍ତ୍ତନ ନଜର ଆସି ପାରେ ।

ଧନୁ

କାର୍ଯ୍ୟ କ୍ଷତ୍ରରେ ଆସୁଥିବା ସମସ୍ତ ବାଧା ଦୂର ହେବ । ପତ୍ନୀ ଓ ପିଲାଙ୍କ ସହିତ ସମସ୍ତ ସମସ୍ୟା ବିଷୟରେ କଥାବାର୍ତ୍ତା କରନ୍ତୁ । ଚାକିରିରେ ଅଧିକାରୀ ବର୍ଗଙ୍କ ଅପେକ୍ଷା କରିବେ । ପୁରୁଣା ରୋଗରୁ ମୁକ୍ତି ପାଇ ପାରିବେ । କୁ ସଂଗତିରୁ ଦୂରେଇ ରୁହନ୍ତୁ । ଫାଲତୁ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଭଲ ଜିନିଷକୁ ହିଁ ଗ୍ରହଣ କରନ୍ତୁ । କରଜ ନିଅନ୍ତୁ ନାହିଁ । କୌଣସି ବିବାଦରେ ବିଜୟ ମିଳିବ । ବ୍ୟବସାୟ ଭଲ ହୋଇପାରେ । କିଛି କାମ ଅଧିକ ବ୍ୟୟ ପ୍ରମାଣିତ ହେବ ।

ମକର

ଡୁବି ଯାଇ ଥିବା ଟଙ୍କା ମିଳିବାର କମ ସମ୍ଭାବନା ଅଛି । ଭାଗ୍ୟର ସାଥ ମିଳିବ ନାହିଁ । କାହା ସାହିତ ବି ଝଗଡା କରନ୍ତୁ ନାହିଁ । କିନ୍ତୁ ଶତ୍ରୁ ପରାସ୍ତ ହେବେ । ନୂଆ କାର୍ଯ୍ୟ ମିଳୁବ । ଭରପୁର ପ୍ରୟାସ ଦ୍ଵାରା ନିଶ୍ଚିତ ରୂପରେ ସଫଳ ହେବେ । ବ୍ୟାପାର ଆପଣ କୌଣସି ଭୁଲ ନିଷ୍ପତି ନେବା ଦ୍ଵାରା ଆପଣଙ୍କୁ ଆର୍ଥିକ କ୍ଷତି ହୋଇପାରେ । ଗୁରୁଜନମାନଙ୍କ ସ୍ଵାସ୍ଥ୍ୟର ଚିନ୍ତା ରହିବ । ସବୁଦିନ ବ୍ୟାୟମ କରନ୍ତୁ । ଆଜିର ଦିନରେ ଊର୍ଜା ଦ୍ଵାରା ଭରପୁର ରହିବେ ।

କୁମ୍ଭ

କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ରଖିବେ । ବ୍ୟାପାରରେ ନୂଆ ଯୋଜନା ଦ୍ଵାରା ବ୍ୟାପାର କରିବେ । ମିତ୍ରଙ୍କ ଠାରୁ କିମ୍ବା ଭାଇ ଭଉଣୀଙ୍କ ଠାରୁ ସହଯୋଗ ମିଳିପାରେ । ଯଦି ଆପଣଙ୍କ ଯୋଜନା ବାହାର ବୁଲିବାର ହୋଇଥାଏ ତେବ ତାହା ବିଫଳ ହୋଇଯିବ । ନିଜର ଆୟ ଉପରେ ଧ୍ୟାନ ଦିଅନ୍ତୁ । ଉତସାହରେ ବୁଦ୍ଧି ଆସିପାରେ । ପାରିବାରିକ ସୁଖ ଶାନ୍ତି ମିଳିବ । ଆରାମ ଓ ମନୋରଞ୍ଜନ ଉପରେ ବ୍ୟୟ କରିବେ । ଆପଣଙ୍କ ପରିଜନ ଆପଣଙ୍କ ସାଥ ଦେବେ ।

ମୀନ

ନିଜର ମାତା ପିତାଙ୍କୁ ଖୁସି କରିବାରେ ସଫଳ ହେବେ । ଜୀବନସାଥିଙ୍କ ସହିତ ଆରାମଦାଯକ ସାମୀ ବିତାଇଇବେ । ଘର ଓ ବାହାରରେ ପ୍ରସନ୍ନତା କା ୱାତାୱରଣ ରହିବ । କୌଣସି ବି କାର୍ଯ୍ୟ କରିବା ପୂର୍ବରୁ ତାହା ବିଷୟରେ ବୁଝି ନିଅନ୍ତୁ । ଆବଶ୍ୟକ ଜିନିଷ ହଜି ପାରେ । ଚିନ୍ତାରେ ରହିବେ । ପାରିବ ବ୍ୟବପାରରେ ଲାଭ ମିଳିବ । ବାହାର କାମରେ ସଫଳତା ମିଳିପାରେ । କାହାର ସହଯୋଗ ପ୍ରାପ୍ତ ହେବ । ଘରର ବାସକ ଲୋକମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରି ପାରନ୍ତି । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।