ଆଜିର ରାଶିଫଳ, 17 ମଇ 2023, ବୁଧବାର, ଶ୍ରୀ ଗଣେଶଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 17 ମଇ 2023 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କର ଦାଂପତ୍ଯ ଜୀବନରେ ଭଲ ସମୟ ରହିବ । ଆପଣ ପରିବାର ଲୋକଙ୍କ ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟାର ଅନ୍ତ ଘଟିବ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବେ । ସମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ନୂଆ ନିବେଶ କରିବେ ।

ବୃଷ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ ନୂଆ ଯୋଜନା ଆରମ୍ଭ କରି ପାରିବେ । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧନ ଲାଭର ଆଶଙ୍କା ରହିଛି । ଆପଣ କୌଣସି ନିଷ୍ପତି ନେବା ପୂର୍ବରୁ ଭାବି ଚିନ୍ତି ନିଅନ୍ତୁ । ଚାକିରି କରିଥିବା ବ୍ୟକ୍ତି ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କର ସହ ଯୋଗ ପାଇବେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କ ସମୟ ଅନୁକୂଳ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ପାରିବାରିକ ମାହୋଲ ଭଲ ରହିବ । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ର ରେ ରୁଚି ରଖିବେ । ଚାକିରି କରିଥିବା ବ୍ୟକ୍ତି ଙ୍କୁ ନୂଆ ପଦ ମିଳିବାର ଆଶଙ୍କା ରହିଛି । ସମାଜ ରେ ଆପଣଙ୍କ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଆପଣ ପ୍ରଶଂସା ର ପାତ୍ର ହେବେ । କୌଣସି ଅନୁଭବି ବ୍ୟକ୍ତି ଙ୍କ ସହ ଆପଣଙ୍କର ସାକ୍ଷାତ ହୋଇପାରେ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ଆଜି କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ଆପଣଙ୍କ ଯାତ୍ରା ସଫଳ ହେବେ । ଆପଣଙ୍କ ମନରେ ସାକାରାତ୍ମକ ଚିନ୍ତାଧାରା ଆସିବ ଯାହା ପାଇଁ ଆପଣ ଜୀବନର କର କ୍ଷେତ୍ର ରେ ସଫଳ ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ବଧ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । କୌଣସି କ୍ଷେତ୍ର ରୁ ଧନ ଲାଭର ଯୋଗ ରହିଛି ।

ସିଂହ ରାଶି : ଏହି ରାଶିର ଲୋକ ମାନେ ନିଜ ମିତ୍ରା ମାନଙ୍କ ସହ ଅଧିକ ସମୟ ବିତାଇବେ । ଆପଣ ନିଜ ଦୃଢ ମନୋବଳ ଦ୍ଵାରା ଯେ କୌଣସି ନୂଆ କାମର ଶୁଭାରମ୍ଭ କରି ପାରିବେ । ମହିଳା ମାନେ ନିଜ ପାଇଁ ନୂଆ ଉପହାର କ୍ରୟ କରିବେ । କୌଣସି କ୍ଷେତ୍ର ରୁ ଧନ ପ୍ରାପ୍ତ ହେବାର ଯୋଗ ରହିଛି । ବ୍ୟବସାୟରେ ଭଲ ଲାଭ ହେବ ସହ କୌଣସି ନୂଆ ନିବେଶ କରି ପାରିବେ । ଆପଣଙ୍କର ଅଟକି ଥିବା ସବୁ କାମ ପୁରା ହେବାର ଶୁଭ ସମୟ ଆସି ଯାଇଛି ।

କନ୍ୟା ରାଶି : ଏହି ରାଶିର ଲୋକ ମାନେ ସନ୍ତାନ ମାନଙ୍କ ତରଫରୁ କୌଣସି ଖୁସି ଖବର ଶୁଣିବାକୁ ପାଇବେ । ଆପଣଙ୍କର ଅଟକି ଥିବା ଟଙ୍କା ଆପଣ ଫେରସ୍ତ ପାଇବେ । ସମାଜ ରେ ଆପଣଙ୍କର ଯଶ ଓ ଖ୍ଯାତି ବୃଦ୍ଧି ପାଇବ । ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତି ନୂଆ ପଦ ପାଇବାର ଆଶଙ୍କା ରହିଛି । ଆପଣ ପରିବାର ଲୋକଙ୍କ ସହ କୌଣସି ଧାର୍ମିକ କାର୍ଯ୍ୟ ରେ ଯୋଗ ଦେଇ ନିଜକୁ ଆନନ୍ଦ ଅନୁଭବ କରିବେ ।

ତୁଳା ରାଶି : ଏହି ରାଶିର ଲୋକ ମାନଙ୍କୁ ପରିବାରର କୌଣସି ସଦସ୍ୟ ଙ୍କ ଠାରୁ ଶୁଭ ସମାଚାର ଶୁଣିବାକୁ ମିଳିବ । ପ୍ରେମ ଜୀବନରେ ଭଲ ସମୟ ରହିବ । ଆପଣ ନିଜ ମନ କଥା ନିଜ ପାର୍ଟନର ଙ୍କୁ କହି ପାରିବେ । ଆପଣଙ୍କ ଜୀବନରେ ଅନେକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଯାହା ଅପେକ୍ଷାରେ ଆପଣ ଅନେକ ଦିନ ହେବ ରହିଛନ୍ତି । କୌଣସି କ୍ଷେତ୍ର ରୁ ଧନ ପ୍ରାପ୍ତ ହେବ । ସମାଜ ରେ ଆପଣଙ୍କର ମାନ ଓ ପ୍ରତିଷ୍ଠା ହେବ । ମହିଳା ମାନେ ଘର କାମରେ ନିଜକୁ ବ୍ୟସ୍ତ ରଖିବେ ।

ବିଛା ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ । ଆପଣଙ୍କର ତାକି ଥିବା ସବୁ କାମ ପୁରା ହେବ । ମହିଳା ମାନେ ନିଜ ପାଇଁ ସମୟ ବାହାର କରି ବୁଲିବାକୁ ଯିବେ । କୌଣସି ବିଶିଷ୍ଟ ବ୍ୟକ୍ତି ଙ୍କ ସହ ଆପଣଙ୍କର ଦେଖା ହୋଇପାରେ ।

ଧନୁ ରାଶି : ଏହି ରାଶିର ଲୋକ ମାନେ ଆଜି ସାମାଜିକ ତଥା ପରିବାର ଲୋକଙ୍କ ସହ କୌଣସି ସମାରୋହ ରେ ଯୋଗ ଦେବେ । ଆପଣଙ୍କର ରୋଜଗାର ରେ ବୃଦ୍ଧି ହେବ । ଭାଗ୍ୟ ଆପଣଙ୍କ ସାଥ ଦେବ । କୌଣସି କ୍ଷେତ୍ର ରୁ ଆପଣ ଆକସ୍ମିକ ଭାବେ ଧନ ପ୍ରାପ୍ତ କରିବେ । ବ୍ୟବସାୟରେ ଅଧିକ ଉନ୍ନତି ହେବା ସହ ଆପଣ କିଛି ନୂଆ କରିବା ପାଇଁ ଚିନ୍ତା କରିବେ । ଆଜି ଆପଣଙ୍କୁ କିଛି ନୂଆ ଦାୟିତ୍ଵ ମିଳିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ପାଇବେ ।

ମକର ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ କୌଣସି ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ କିଛି ଟଙ୍କା ନିବେଶ କରିବେ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳତା ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ମହିଳା ମାନେ ନିଜ ପାଇଁ କିଛି ନୂଆ ଉପହାର କିଣିବାରେ ବ୍ୟସ୍ତ ରହିବେ । କୌଣସି କାରଣରୁ ଆପଣ ମାନସିକ ଚିନ୍ତା ରେ ରହିବେ । ତେଣୁ ନିଜ ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କର ଆର୍ଥିକ ନୀତିରେ ପରିବର୍ତ୍ତନ ଆସିବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ସମାଜ ରେ ଆପଣଙ୍କର ଯସ ଓ ପ୍ରତିଷ୍ଠାର ମାନ ବଢିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସୁଫଳ ହେବେ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ହାସଲ କରିବେ । ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟାର ନିବାରଣ ହେବ । ସନ୍ତାନ ମାନଙ୍କ ତରଫରୁ ଆପଣ ଶୁଭ ସମାଚାର ଶୁଣିବାକୁ ପାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କ ମନରେ ଆଜି ସାକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ । ଯାହା ଦ୍ଵାରା ମାନେ ସାମାଜିକ କାମରେ ବ୍ୟସ୍ତ ରହିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ବୁଝାମଣା ଠିକ ରହିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । କୌଣସି କ୍ଷେତ୍ର ରୁ ଆପଣ ଧନ ଲାଭ କରିବେ । ଆଜି ଆପଣ କୌଣସି ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତି ନେବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।