ଆଜିର ରାଶିଫଳ, 17 ଫେବୃୟାରୀ 2022, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଫେବୃୟାରୀ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ ଜଣାଶୁଣା ହେବା ପାଇଁ ଅବସର ମିଳିବ । ରଚାନାତ୍ମକ ପ୍ରୟାସ ଫଳଦାୟୀ ରହିବ । ଆଜି ଆପଣଙ୍କୁ ଭାଇ ମିତ୍ର ମାନଙ୍କ ଠାରୁ ସାହାଜ୍ଯ ମିଳିବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଚାକିରୀ କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଅଟକି ରହିଥିବା କାମ ପୁରା ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପୂର୍ବକ ପୁରା କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ ।

ବୃଷ ରାଶି : ଆଜି ଆପଣ କୌଣସି ବ୍ୟକ୍ତି ଙ୍କ ସହ ସମ୍ପର୍କ ସ୍ଥାପନ କରିବାର ସମ୍ଭାବନା ରହିଛି । ମିତ୍ର ମାନଙ୍କ ସହ ଭଲ ସମୟ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ରଚାନାତ୍ମକ କାର୍ଯ୍ୟରେ ସଫଳତା ମିଳିବ । ଆଜି ଭୌତିକ ବସ୍ତୁ ଉପରେ ଖର୍ଚ୍ଚ ବୃଦ୍ଧି ହୋଇପାରେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ହୋଇପାରେ । ତେଣୁ ସତର୍କ ରୁହନ୍ତୁ । କୌଣସି ପ୍ରଭାବଶାଳି ବ୍ୟକ୍ତି ଙ୍କ ସହ ଆପଣଙ୍କର ଭେଟ ହୋଇପାରେ ।

ମିଥୁନ ରାଶି : ଆଜି ଆପଣଙ୍କର ଅଧିକ ରୋଜଗାର ହୋଇପାରେ । ଜୀବନ ସାଥି ଙ୍କ ସହ ଆପଣ କୌଣସି କଥାକୁ ନେଇ ଆଲୋଚନା କରିବେ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଯାହା ପାଇଁ ଆପଣ ଫାଇଦାରେ ରହିବେ । ବେପାର କ୍ଷେତ୍ର ରେ ଅନୁକୂଳ ସ୍ଥିତି ରହିବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । କାରୋବାରରେ ନୂଆ ଲୋକଙ୍କ ସଂସ୍ପର୍ଶରେ ଆପଣ ଆସିବେ । ପ୍ରେମ ଜୀବନରେ ସମୟ ଭଲ ରହିବ ।

କର୍କଟ ରାଶି : ଯେଉଁ ମାନେ ନୂଆ ଚାକିରି ସନ୍ଧାନରେ ଥିଲେ ସେମାନଙ୍କୁ ନୂଆ ଚାକିରି ମିଳିପାରେ । କୌଣସି ନୂଆ ବସ୍ତୁ କ୍ରୟ କରିବେ । କୌଣସି କ୍ଷେତ୍ର ରୁ ଆପଣଙ୍କୁ ନୂଆ ଅନୁଭୂତି ଅନୁଭବ ହୋଇପାରେ । ଅଚାନକ ଧନ ବୃଦ୍ଧି ହୋଇପାରେ । ଚାକିରି କ୍ଷେତ୍ର ରେ ବଡ ଅଧିକାରୀଙ୍କ ସହଯୋଗ ଆପଣ ପାଇବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ । ସମାଜରେ ମାନ ସମାନ ବୃଦ୍ଧି ପାଇବ ।

ସିଂହ ରାଶି : ଆଜି ଆପଣଙ୍କର ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆର୍ଥିକ କ୍ଷେତ୍ରରେ ଆପଣ ପ୍ରୟାସ କରିଲେ ଲାଭ ପାଇବେ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଭାଗ୍ୟର ସଂପୂର୍ଣ୍ଣ ସାଥ ପାଇବେ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ସାହିତ୍ୟ କ୍ଷେତ୍ର ରେ ଥିବା ବ୍ୟକ୍ତିଙ୍କୁ କୌଣସି ଶୁଭ ସମାଚାର ଶୁଣିବାକୁ ମିଳିପାରେ । ଆପଣଙ୍କର ମାନସିକ ଚିନ୍ତା ଦୂର ହେବ । କ୍ଯାରିୟରକୁ ନେଇ ଆପଣ ନୂଆ ଯୋଜନା କରିବେ ।

କନ୍ୟା ରାଶି : ଆଜି ଆପଣଙ୍କୁ ମିତ୍ର ମାନଙ୍କ ଠାରୁ ଆର୍ଥିକ ସାହାଜ୍ଯ ମିଳିପାରେ । ଘର ପରିବାରରେ ସୁଖଦ ବାତାବରଣ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଦୂର ଜାଗାକୁ ବୁଲିବା ପାଇଁ ପ୍ଳାନ କରିବେ । ସରକାର ଓ ଉଚ୍ଚ ଅଧିକାରିଙ୍କ ଠାରୁ ଭଲ ସମର୍ଥନ ମିଳିପାରେ । ଅଟକି ରହିଥିବା କାମ ପୁରା ହେବ । ସମାଜରେ ମାନ ସମାନ ରେ ବୃଦ୍ଧି ହେବ । ପରିବାର ଲୋକଙ୍କ ସହଯୋଗ ଆପଣ ପାଇବେ ।

ତୁଳା ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଅଚାନକ ଖୁସି ଖବର ଶୁଣିବାକୁ ମିଳିବ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଆପଣ ବୁଲିବାକୁ ଯିବେ । କରଜ ରୁ ମୁକ୍ତି ପାଇବେ । ରାଜନିତି କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କ ପାଇଁ ସମୟ ଭଲ ରହିବ । ଆର୍ଥିକ ପକ୍ଷ ମଜବୁତ ରହିବ । ପରିବାରରେ ନୂଆ ଦାୟିତ୍ଵ ମିଳିପାରେ । କ୍ଯାରିୟାରକୁ ନେଇ ଆପଣ ନୂଆ ଯୋଜନା ଆରମ୍ଭ କରିବେ ।

ବିଛା ରାଶି : ଘର ପରିବାରରେ ସୁଖ ଶାନ୍ତି ଭରା ବାତାବରଣ ରହିବ । ମାନସିକ ଚିନ୍ତାରୁ ମୁକ୍ତି ପାଇବେ । ଭୌତିକ ସୁଖ ସୁବିଧା ଆପଣ ପାଇବେ । ପ୍ରେମ ଜୀବନରେ ସାଥୀଙ୍କୁ ମନ କଥା କହିବାର ସୁଯୋଗ ପାଇବେ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ଭଲ ପରିଣାମ ଦେଖିବାକୁ ମିଳିବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ଅଚାନକ ଧନ ପ୍ରାପ୍ତ ହୋଇପାରେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ ।

ଧନୁ ରାଶି : ଆଜି ଆପଣଙ୍କର ଅଧିକ ସମୟ ପରିବାର ଲୋକଙ୍କ ସହ ଅତିବାହିତ ହେବେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ହେବ । ଆଜି ଆପଣ ଅନ୍ୟ ମାନଙ୍କର ଉପଦେଶ ଶୁଣି ଏହାକୁ କାର୍ଯ୍ୟରେ ଲଗାଇବେ । ସମାଜରେ ଯଶ ଓ ଖ୍ଯାତି ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ବେପାର କ୍ଷେତ୍ର ରେ ଥିବା ବ୍ୟକ୍ତିଙ୍କୁ ବଡ ଅଲାଭ ମିଳିପାରେ । ଚାକିରି କ୍ଷେତ୍ରରେ ପ୍ରମୋଶନ ହୋଇପାରେ ।

ମକର ରାଶି : ଆଜି ଆପଣଙ୍କୁ କୌଣସି କ୍ଷେତ୍ର ରୁ ଶୁଭ ସମାଚାର ଶୁଣିବାକୁ ମିଳିପାରେ । ଧନ ଲାଭ ହେବାର ସମ୍ଭାବନା ମଧ୍ୟ ରହିଛି । ଯେଉଁ ମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ରୋଜଗାର କରିବାର ନୂଆ ଅବସର ପ୍ରାପ୍ତ ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ସାମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଆପଣଙ୍କର ପ୍ରଶଂସା ବଢିବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ । ଧନ ସଞ୍ଚୟ କରିବା ପାଇଁ ଆପଣ ଯୋଜନା କରିବେ ।

କୁମ୍ଭ ରାଶି : ଆଜି ଆପଣଙ୍କୁ କୌଣସି କ୍ଷେତ୍ର ରେ ଅଚାନକ ଧନ ଲାଭ ହୋଇପାରେ । ନୂଆ ଚାକିରି ମିଳିବାର ଯୋଗ ରହିଛି । ଆପଣ କଳା ଓ ସାହିତ୍ୟ କ୍ଷେତ୍ର ରେ ଆଗ୍ରହୀ ହେବେ । ଯେଉଁ ମାନେ ଏହି କ୍ଷେତ୍ର ରେ ଅହକନ୍ତି ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଆପଣଙ୍କର ଆଜି ନୂଆ ଅନୁଭୂତି ଅନୁଭବ ହେବ । କୌଣସି କ୍ଷେତ୍ର ରେ ବଡ ନିବେଶ କରିବେ । ଯାତ୍ରା ଆପଣଙ୍କ ପାଇଁ ଆନନ୍ଦ ଦାୟକ ଓ ଫଳପ୍ରଦ ରହିବ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କର ଶୁଭ ସମୟର ଆଗମନ ହେବାକୁ ଯାଉଛି । ଅଟକି ରହିଥିବା କାମ ଆରମ୍ଭ ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ସମ୍ପର୍କ ଭଲ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ପରିବାର ବର୍ଗଙ୍କର ସହଯୋଗ ପାଇବେ । ପ୍ରେମ ଜୀବନରେ ମନ କଥା ସାଥୀଙ୍କୁ କହିବାର ସୁଯୋଗ ପାଇବେ । ଯାତ୍ରା ଆପଣଙ୍କର ଶୁଭ ଦାଯକ ରହିବ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।