ଆଜିର ରାଶିଫଳ, 17 ଜୁଲାଇ 2021, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଜୁଲାଇ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆପଣଙ୍କୁ ଆଜି କିଛି ବଡ ଅଫର ଆସିବା ପାଇଁ ଯାଉଛି । ଆପଣଙ୍କ ଜୀବନ ସାଥି ସହ ଆପଣଙ୍କ ସମ୍ପର୍କ ଖୁବ ଭଲ ରହିବ । ଆପଣ କିଛି ନୂଆ କାମ କରିବା ପାଇଁ ଚେଷ୍ଟା କରିବେ । ଆପଣ ଆଜି ନିଜ କଥାକକୁ ଅନ୍ୟ ଲୋକଙ୍କ ଆଗରେ କହି ପାରିବେ । ମାନଶୀକ ଚିନ୍ତା ଏବବେ ରହିବ ଆପଣଙ୍କ ପାଇଁ । ଯେଉଁ ମାନେ ପ୍ରେମ ସମ୍ପର୍କ ରେ ରହିଛନ୍ତି ସେମାନେ ଖୁବ ଭଲ ସମୟ ବିତାଇବେ । ଆପଣ ଯଦି ବ୍ୟାପାର କରୁଛନ୍ତି ତେବେ ଆପଣ ଆଜି କିଛି ବିଦେଶ ସମ୍ପର୍କ ରେ କାମ କରିବେ । ଆପଣଙ୍କ ଲାଭ ଖୁବ ଭଲ ରହିବ ଯେତିକି ଆପଣ ପାଉ ଥିଲେ ତା ଠାରୁ ଆପଣ ଆହୁରି ଅଧିକ ଲାଭ ପାଇବେ ।

ବୃଷ ରାଶି –

ଘର ପରିବାର ରେ ସବୁ ବେଳେ ଖୁସି ରହିବ । କେଉଁ ଜାଗାରୁ ଶୁଭ ସମାଚାର ମିଳିବାର ସମ୍ଭାବନା ଅଛି । ଯେଉଁ ମାନେ ମେଡିକାଲ ଲାଇନ ରେ କାମ କରୁଛନ୍ତି ସେମାନେ ଖୁବ ଭଲ ଲାଭ ପାଇବା ପାଇଁ ଯାଉଛନ୍ତି । ଯଦି ଆପଣ କିଛି ଜରୁରୀ କାମ କରିବା ପାଇଁ ଚାହୁଁ ଛନ୍ତି ତେବେ ଏହା ନିଶ୍ଚିତ ଭାବେ ହୋଇଯିବ । ଆପଣଙ୍କୁ ଆପଣଙ୍କ କାମରେ ସଫଳତା ମିଳିବ । ପ୍ରେମ ଜୀବନରେ ଥିବା ଲୋକମାନେ କିଛି ଭଲ ମୂହୁର୍ତ୍ତ ବିତାଇବେ । ଆପଣ ନିଜ ଆଶା କାମ କରୁଥିବା ଲୋକଙ୍କ ଉପରେ ଅଧିକ ବିସବାଶ କରିବା କଥା । ଆପଣ କାମ ଦେବା ସମ୍ପର୍କ ରେ ଅଧିକ କଥା ହୋଇ ଅନ୍ୟ କଥାକୁ କମ ହେବା ଉଚ୍ଚିତ ନ ହେଲେ ଏହା ଆପଣଙ୍କ ପାଇଁ ଖରାପ ହୋଇ ଜୀବ ।

ମିଥୁନ ରାଶି –

ଆପଣଙ୍କ ଆତ୍ମ ବିସବାଶ ବଢିବ । କାରବାର ରେ ଆପଣ ଙ୍କ ଗତି ଖୁବ ଭଲ ରହିବ । ପରିବାର ରେ ଥିବା ସାଙ୍ଗ ସାଥି ମାନଙ୍କ ସହ ଆପଣ ଆଜି ଦିନକୁ ଉପୋଭଗ କରିବେ । ଆପଣ ଆଜି ନିଜ ଶତ୍ରୁ ମାନଙ୍କ ଠାରୁ ମଧ୍ୟ ଖୁବ ଭଲ ରେ ରହିବେ । ଆପଣଙ୍କ ପରିଶ୍ରମ ପାଇଁ ଆପଣଙ୍କ ଫଳ ଏବେ ପାଇବେ । ଦାଂପତ୍ଯ ଜୀବନ ଆପଣଙ୍କ ର ଖୁବ ଭଲ ରହିବ । ଜୀବନ ସାଥି ର ସ୍ୱାସ୍ଥ୍ୟ ଆଜି ସାମାନ୍ୟ ଖରାପ ରହିବ । ଆପଣ ଆଜି ଟିକେ ନିଜକୁ ଏକା ଅନୁଭବ କରି ପାରନ୍ତି ତେଣୁ କରି ଆପ ଆଜି ହନୁମାନ ଚାଳିଶା ପଢିବା ଉଚ୍ଚିତ ।

କର୍କଟ ରାଶି –

ଏହି ରାଶିର ବିଦ୍ୟାର୍ଥୀ ମାନେ ପରିକ୍ଷାରେ ଭଲ ଫଳ ପାଇବେ । ଅବିବାହିତ ଲୋକ ମାନେ ଏବେ ବିବାହ କରିବେ । ଆଜି ଆପଣ ଗାଡି କିଣିବାର ଯୋଗ ମଧ୍ୟ ଅଛି । ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସହ ଖୁବ ଭଲ ଶାଥ ଦେବ । ଆପଣ ସବୁ ପ୍ରକାର ଖୁସି ପାଇ ପାରିବେ ଆପଣ ଏହି ସମୟ ରେ । ଏହି ସମୟ ମଧ୍ୟରେ ଆପଣ ସମାଜରେ ଖୁବ ପ୍ରଶଂସା ପାଇବେ । କାମ କରୁଥିବା ଜାଗାରେ ଥିବା ଉପର ଅଧିକାରୀ ମାନଙ୍କ ସହ ଆପଣଙ୍କ ସମ୍ପର୍କ ଖୁବ ଭଲ ରହିବ ଆପଣ ଏହା ପାଇଁ ଖୁବ ଭଲ ପରିଣାମ ପାଇବେ । ଆପଣ ଆଜି ପରିବାର ରେ ଥିବା ଲୋକମାନଙ୍କ ର ପାଦ ଛୁଇଁ କି ଆଶୀର୍ବାଦ ନିଅନ୍ତୁ ଏହା ଅଧିକ ଶୁଭ ଫଳ ଦେବ ।

ସିଂହ ରାଶି –

ଏହି ରାଶିର ଲୋକମାନେ କିଛି ନୂଆ କାମ କରିବା ପାଇଁ ଚେଷ୍ଟା କରିବେ । ଆପଣ ଆଜି ନିଜ ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ । ଆପଣଙ୍କୁ କିଛି ନୂଆ ଚାକିରି ମଧ୍ୟ ମିଳିବାର ଯୋଗ ଅଛି । ଯେଉଁ ଜାଗାରେ ଆପଣ କାମ କରୁଥିଲେ ସେହି ଠାରେ ଆପଣ ନିଶ୍ଚିତ ଭାବେ ନିଜର ଉପର ଅଧିକାରୀ ମାନଙ୍କ ସାହାଜ୍ଯ ପାଇବେ । ଆପଣ ଯଦି ଚାହିଁବେ ନିଜ ଚାକିରି ବଦଳାଇ ପାରିବେ । କାମ କ୍ଷେତ୍ରର ଆପଣଙ୍କ ସମୟ ଖୁବ ଭଲ ଅଛି । ପ୍ରେମ ଜୀବନ ଖୁବ ଆନନ୍ଦମୟ ରହିବ । ଆପଣଙ୍କ ଜୀବନରେ ମଧୁରତା ରହିବ । ଆପଣ କିଛି ଦିନ କାମ କରିବା ପରେ ହୁଏ ତ ଆପଣ ବଡ ପଦାକୁ ଯାଇ ପାରନ୍ତି ଏହି ସମୟ ଆପଣଙ୍କ ପାଇଁ ଖୁବ୍ବ ଭଲ ଅଛି । ଆପଣ ସକାଳୁ ଗାୟତ୍ରୀ ମନ୍ତ୍ର ବୋଲନ୍ତୁ ଆଜି ।

କନ୍ୟା ରାଶି –

ଏହି ରାଶିର ଲୋକମାନେ ସରକାରୀ ଚାକିରି କରିବାର ଅଧିକ ସମ୍ଭାବନା ଅଛି । ଯେଉଁ ମାନେ ଆଗରୁ ଚାକିରି କରିଛନ୍ତିଇ ସେମାନେ ନିଜ ଉପର ପଦକୁ ଯିବେ । ସନ୍ତାନ ମାନଙ୍କ ମାମଲାରେ ଆପଣ ଅନେକ ଖୁସିରେ ରହିବେ । ଆପଣ ଯାହା ଚାହୁଁ ଥିବେ ଅନେକ ଦିନ ହେଲା ତାହା ଆପଣଙ୍କୁ ମିଳିବାର ସମ୍ଭାବନା ଅଛି ଆଜି । ଆପଣ ଖୁବ୍ବ ଭାଗ୍ୟ ଶାଳି ଅଟନ୍ତି ବିବାହ ଅକରିବା ଅପାଇନ ଆପଣ ଯାହାକୁ ଚାହୁଁ ଛନ୍ତି ତାକୁ ହିନ ବିବାହ କରିବେ । ଆପଣ ଭାବିଥିବା କାମ ଯାହା ଅଟକି ଯାଇଥିବା ତାହା ଆଜି ପୂରଣ ହେବା ପାଇଁ ଯାଉଛି । ଯେଉଁ ମାନେ ପ୍ରେମ କରୁଛନ୍ତି ସେମାନେ ନିଶ୍ଚିତ ଭାବେ ଏକ ଅନ୍ତରଙ୍ଗ ମୂହୁର୍ତ୍ତ ବିତାଇବେ ।

ତୁଳା ରାଶି –

ଆପଣ ଙ୍କ ଆଜିର ଦିନ ଖୁବ ବଳ ଜିବ । ବ୍ୟାପାର ରେ ଆପଣ ସଫଳତା ପାଇବେ । ଆପଣ ନିଜ ପିଲା ଛୁଆ ଙ୍କ ସହ କିଛି ଭଲ ସମୟ ବିତାଇବେ । ଆପଣଙ୍କ ଦାଂପତ୍ଯ ଜୀବନ ଖୁବ ଭଲ ହେବ । ଯେଉଁ ମାନେ ମହିଳା ଅଟନ୍ତି ଅବିବାହୀତ ସେମାନେ ବିବାହ କରିବା ପାଇଁ ଯାଉଛନ୍ତି । ଆଜି ଆପଣଙ୍କ ପ୍ର୍ରେମିକ କିମ୍ବା ପ୍ରେମିକା ଙ୍କ ମୁଡ ଆଜି ଟିକେ ଖରାପ ରହିପାରେ । ଆଜି ଆପଣ ପରିବାର ସହ ରହହୀବେ । ଆପଣଙ୍କ ଘରକୁ ଆଜି କେହି ଆସି ପାରନ୍ତି । ଆଜି ଆପଣ ଭଗବାନ ଶ୍ରୀ ରାମ ଙ୍କ ଆରତୀ କରିବା ଉଚ୍ଚିତ ହେବ ।

ବିଛା ରାଶି –

ଆଜି ଆଗକୁ ବଢିବାରେ ଆପଣ ନିଜକୁ ପ୍ରସ୍ତୁତ କରିନେବେ । ଆପଣ ଯଦି ବିଦ୍ୟାର୍ଥୀ ଅଟନ୍ତି ତେବେ ଆପଣ ଆଜି ଶିକ୍ଷକ ଙ୍କ ସାହାଜ୍ଯ ନେବେ । ଆପଣ କିଛି ବଡ କମ୍ପାନୀ ରେ କାମ ପାଇ ପାରନ୍ତି ଆଜି । ଆପଣ କିଛି ଭଲ ଲାଭ ପାଇବେ ନିଜ ବ୍ୟାପାର ରୁ । ଆପଣ ଙ୍କୁ ଅଚାନକ ଧାନ ମିଳିବାର ଯୋଗ ଅଛି । ଆପଣ ଆଜି ସଫଳ ରହିବେ । ଆପଣଙ୍କ ମନ ଖୁବ ଖୁସି ରହିବ ଆଜି । ଆଜି ଆପଣ ମାଟିର ଗିନାରେ ପକ୍ଷୀ ମାନଙ୍କୁ କିଛି ଖାଇବା ପାଇଁ ଦିଅନ୍ତୁ । ଆପଣ ଏହା ସହ ପାଣି ଦେବା ପାଇଁ ଭୁଲି ଜୀବେନି ।

ଧନୁ ରାଶି –

ଆପଣ ଆଜି କିଛି କାମ ପାଇଁ ଚେଷ୍ଟା କରୁଥିଲେ ତାହା ଆଜି ଆପଣଙ୍କ ପାଖରେ ରହିବ । ଆପଣ ଚୟନ କରିବେ କି ଆପଣ ସେଇ କାମ କରିବେ କି ନା । ଆଜି ଆପଣ ନିଜ କିଛି ସମ୍ପତି କୁ ବିକି ଭଲ ଲାଭ ପାଇ ପାରନ୍ତି । ଯେଉଁ ମାନେ ଚାକିରି ରେ ଅଛନ୍ତି ସେମାନେ ଆଜି କିଛି ଭଲ ଫଳ ପାଇବେ । ଯେଉଁ ମାନେ ନିଜ କାମ କରିବା ପାଇଁ ସକ୍ଷମ ନ ଥିଲେ ସେମାନେ ଆଜି ନିଶ୍ଚତ ଭାବେ କାମ କରିବେ ଆଜି । ଆପ ଆଜି ଭଗବାନ ଶିବଙ୍କୁ ଆରାଧନା କରନ୍ତୁ ଦେଖିବେ ଆପଣ ତାଙ୍କ ଆଶୀର୍ବାଦ ରୁ ଭଲ ପରିଣାମ ପାଇବେ ।

ମକର ରାଶି –

ଏହି ରାଶିର ଲୋକମାନଙ୍କ ପାଇଁ ଏହି ଦିନ ଖୁବ ଭଲ ରହିବ । ଆପଣ ଆଜି ନିଜ ଘର ପାରିବାର ଲୋକମାନଙ୍କ ସହ ଭଲ ସମ୍ପର୍କ ରଖିବେ । ଘରକୁ ଆଶୁଥିବା ଲୋକମାନେ ଆପଣଙ୍କ ପାଇଁ କିଛି ପ୍ରସ୍ତାବ ନେଇକି ଆସିବେ । ଆପଣ ବ୍ୟାପାର ରେ ଆଜି ଖୁବ ଲାଭ କରିବେ । ଆପଣ କିଛି କାମରେ ସବୁ ଲୋକମାନଙ୍କ ଠାରୁ ଭଲ ପ୍ରମାଣିତ ହେବେ । ଆପଣ କିଛି ଜାଗାକୁ ବୁଲିବା ପାଇ ଯାଉଛନ୍ତି ଯେବେ ତେବେ ଆପଣ ଟିକେ ସଚେତନ ହୋଇକି ଯାଅନ୍ତୁ ।

କୁମ୍ଭ ରାଶି –

ଆପଣଙ୍କ ପାଇଁ ଆଜିର ଦିନ ଖୁବ ଭଲ ରହିବ । ଆପଣ ଏହି ମାସରେ ଖୁବ ଭଲ ପରିଣାମ ପାଇବେ । ଆପଣ ଯେଉଁ ଜାଗରେ କାମ ପାଇବା ପାଇଁ ଯାଉଛନ୍ତି ସେହୀ ଜାଗାରେ ଆପଣ ଖୁବ ଆଦର ପାଇବେ । ଆପଣଙ୍କ ଆଖ ପାଖରେ ଥିବା ଲୋକମାନଙ୍କୁ ଆଜି ଆପଣ ଖୁବ ପ୍ରଭାବିତ କରିବେ । ଆପଣ ଆଜି ବିଭିନ୍ନ ଉପାୟ ରେ ନିଜ ଲକ୍ଷ ପ୍ରାପ୍ତି କରିବା ପାଇ ଚାହିଁବେ । ଆଯୀ ଆପଣ କିଛି ନୂଆ ଲୋକଙ୍କ ସହ ରହିବେ । ଆତ୍ମବିଶ୍ଵାଶ ର ସହ ଆପଣ ନିଶ୍ଚିତ ଭାବେ ଆଗେଇ ଚାଲନ୍ତୁ ଦେଖିବେ ଆପଣ ନିଜ ଲକ୍ଷ ପ୍ରାପ୍ତି କରି ପାରିବେ ।

ମୀନ ରାଶି –

ପରିବାର ସହ ଆପଣଙ୍କ ସମ୍ପର୍କ ଖୁବ ଭଲ ରହିବ । ପିଲାମାନଙ୍କ ର ଆପଣ ଆଜି ଖୁବ ଭା ଧ୍ୟାନ ରଖିବେ । ଆଜି ଆପଣ କିଛି ଏସିଡିଟି ଭଳି ରୋଗକୁ ଅନୁଭବ କରିବେ । ଚିନ୍ତା କରିବାର କିଛି ନାହି ଆପଣ ଖୁବ କମ ସମୟରେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଆଜି ଆପନ ଅନ୍ୟମାନଙ୍କ ସମସ୍ଯା କୁ ଦୂର କରିବା ପାଇଁ ଚେଷ୍ଟା କରିବେ । ଆଜି ଆପନ ଟିକେ ସଚେତନ ହୋଇ ରୁହନ୍ତୁ କାରଣ ଆଜି କିଛି ଦୁର୍ଘଟଣା ଘଟି ପାରେ ଆପଣଙ୍କ ସହ । ଆପନ ଆସୁଥିବା ସମସ୍ଯା ରେ ନିଜକୁ ଏତେ ଭି ହଜେଇ ଦିଅନ୍ତୁ ନି କି ଆପଣ ସେଥିରୁ ବାହାରି ପାରିବେନି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।