ଆଜିର ରାଶିଫଳ, 17 ଅଗଷ୍ଟ 2020, ସୋମବାର, ଏହି ୬ଟି ରାଶିଙ୍କୁ ମିଳିଲା ଭୋଳାନାଥଙ୍କ ଆଶୀର୍ବାଦ, ହେବ ପ୍ରଚୁର ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହି ସମୟରେ ଆପଣଙ୍କ ଘରେ ଶୁଭ କାମ ହେବାର ଅଛି ଓ ଯାହା ଦ୍ଵାରା ଆପଣ ବହୁତ ଖୁସିରେ ରହିବେ । ଛୋଟ ସମସ୍ୟା ଆଜି ଆପଣଙ୍କ ପାଇଁ ବଡ ସମସ୍ୟାରେ ବଦଳି ଯାଇପାରେ । ଖର୍ଚ ମଧ୍ୟ ବଢିବାର ସମ୍ଭାବନା ଅଛି । ଆଜି ଆପଣ ନୂଆ କାମ ବିଷୟରେ ଚିନ୍ତା କରିବେ ଓ ସେହି କାମକୁ ଆରମ୍ଭ ମଧ୍ୟ କରି ପାରିବେ । ଜୀବନ ସାଥି ଆପଣଙ୍କ କଥାରେ ସହମତି ହେବେ ଓ ଆପଣଙ୍କ ସମ୍ପର୍କରେ ଦୃଢତା ଆସିବ । ଆପଣଙ୍କ କିଛି ଛୋଟ ମୋଟ ଆକ୍ସିଡେଣ୍ଟ ହେବାର ସୁଯୋଗ ଅଛି ତେଣୁ ଅଳ୍ପ ସାବଧାନ ହୋଇ ଚଳିବାକୁ ଚେଷ୍ଟା କରନ୍ତୁ ।

ବୃଷ

ବ୍ୟବସାୟରେ ଭଲ ଲାଭ ମିଳିବ । କର୍ମ ଭାର ବଢିପାରେ ଓ ଅନାବଶ୍ୟକ ଖର୍ଚ କରନ୍ତୁ ନାହିଁ । ପରିବାରରେ କିଛି ମଙ୍ଗଲ କାମ ମଧ୍ୟ ହୋଇପାରେ । ବ୍ୟବସାୟରେ କିଛି ଆସୁବିଧା ଦେଖା ଦେବ ଓ ଆପଣ ବହୁତ ପରିଶ୍ରମ କରି ବହୁତ ଲାଭ ପ୍ରଦ ହେବ । ନିଜର ସ୍ୱାସ୍ଥ୍ୟରେ ଆପଣ ଧ୍ୟାନ ଦିଅନ୍ତୁ ନଚେତ ବଡ ଅସୁବିଧା ହେବ । ବାଦ ବିବାଦରେ ମାମଲାରେ ଦୂରେଇ ରୁହନ୍ତୁ । କଥାବାର୍ତ୍ତାରେ ସଂଯମତା ରଖିବାକୁ ଚେଷ୍ଟା କରନ୍ତୁ ।

ମିଥୁନ

ଆଜି କୌଣସି ଏକ ପାଖରେ ଥିବା ଧାର୍ମିକ ସ୍ଥଳକୁ ଯାଇପାରନ୍ତି । ନୂଆ ଲୋକଙ୍କ ସହ ମିଳାମିଶା କରିପାରନ୍ତି । ପରିବାରରେ କିଛି ମଙ୍ଗଲ କାମ ମଧ୍ୟ ହୋଇପାରେ । ବ୍ୟବସାୟରେ ଆପଣଙ୍କ ବହୁତ ଲାଭ ହେବାର ସମ୍ଭାବନା ଅଛି । କର୍ମ କ୍ଷେତ୍ରରେ ଆପଣଙ୍କ ଗୁରୁଜନ ମାନଙ୍କ ପୁରା ସହଯୋଗ ମିଳିବ । ଦାମ୍ପଦ୍ୟ ଜୀବନରେ ଆପଣଙ୍କ ବହୁତ ଭଲରେ କଟିବ । ପରିଶ୍ରମ କରନ୍ତୁ ଓ ଦେଖିବେ ନିଶ୍ଚିନ୍ତ ରୂପେ ଫଳ ପାଇବେ ।

କର୍କଟ

ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ମଧୁର ରହିବା ସଙ୍ଗେ ସଙ୍ଗେ ଆପଣଙ୍କ ଭାଗ୍ୟ ମଧ୍ୟ ଫିଟିବାର ସୁଯୋଗ ଅଛି । ଆଜି କୌଣସି ଏକ ପାଖରେ ଥିବା ଧାର୍ମିକ ସ୍ଥଳକୁ ଯାଇପାରନ୍ତି । ନିଜ ପ୍ରେମିକା ସହିତ ଭଲରେ କଥା ହେବା ଦ୍ଵାରା ସେ ଆପଣଙ୍କୁ ବହୁତ ଭଲ ପାଇବେ । ଯଦି ଆପଣ ବର୍ତ୍ତମାନ ଜମି କିମ୍ବା ଘର କିଣୁଛନ୍ତି ତେବେ ଆପଣଙ୍କୁ ଆଗକୁ ବହୁତ ଲାଭ ମିଳିବ । ନଚେତ ନିଜେ ଖୋଲିଥିବା ଗାତରେ ଆପଣ ନିଜେ ହିଁ ପଡିବେ । ନିଜ ପ୍ରେମିକା ସହିତ ଭଲରେ କଥା ହେବା ଦ୍ଵାରା ସେ ଆପଣଙ୍କୁ ବହୁତ ଭଲ ପାଇବେ ।

ସିଂହ

ଜମି ବାଡି କିଣିବାଠାରୁ ଅଳ୍ପ ଦୂରେଇ ରୁହନ୍ତୁ ନଚେତ ବଡ ଠକାମିର ଶିକାର ହୋଇପାରନ୍ତି । ଏହା ଆପଣଙ୍କୁ ବ୍ୟବସାୟରେ ମଧ୍ୟ ବହୁତ ସାହାର୍ଯ୍ୟ କରିବ । ହଠାତ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଉପର ଅଧିକାରୀମାନେ ଆପଣଙ୍କୁ ସାହାର୍ଯ୍ୟ କରିପାରନ୍ତି । ନିଜର ଆତ୍ମବିଶ୍ଵାସ ବଢିବା ସାଙ୍ଗରେ କିଛି ଅଧା ଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ବିନା କାରଣରେ ବି ଆପଣ ଚିନ୍ତିତ ରହିବେ । ଯାହା ଦ୍ଵାରା କାମରେ ମନ ଲାଗିବ ନାହିଁ ।

କନ୍ୟା

ଜୀବନସାଥିଙ୍କ ସହଯୋଗ ପ୍ରାପ୍ତ ହେବାର ସମ୍ଭାବନା ଅଛି । ଏହା ସହିତ ବନ୍ଧୁମାନଙ୍କ ସହଯୋଗ ବି ପ୍ରାପ୍ତ ହୋଇପାରେ । ଜୀବନସାଥିଙ୍କ ସହିତ ଯାତ୍ରା କରିବାକୁ ପଡିପାରେ । ଆପଣଙ୍କୁ ଆପଣଙ୍କ ପରିଶ୍ରମର ଫଳ ମିଳିବ । କିନ୍ତୁ ଅନାବଶ୍ୟକ ଓ ବ୍ୟର୍ଥ ଖର୍ଚ ବି ଅଧିକ ରହିବ । ଯାହା ଦ୍ଵାରା ପରିବାରରେ କଳହ ହୋଇପାରେ । ଅଧିକ କାର୍ଯ୍ୟ ଭାର ହେବାର ସ୍ଥିତ ରହିବ । ବାଦ ବିବାଦ ଓ ଝଗଡା ଦ୍ଵାରା ମାନସିକ କଷ୍ଟ ବଢିବ । ଶତ୍ରୁମାନଙ୍କ ଠାରୁ ସମ୍ଭାଳି ରୁହନ୍ତୁ ।

ତୁଳା

ପ୍ରମୋସନର ଯୋଗ ଅଛି । ନିଜ ବାଣୀ ମାଧ୍ୟମରେ ଆପଣ ନିଜର କାମକୁ ପୁରା କରି ପାରିବେ । କାର୍ଯ୍ୟଭାର ବୁଦ୍ଧି ହେବ । ବ୍ୟବସାୟିକ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି । ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ । କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ, ବାଣିଜ୍ୟ, ବ୍ୟବସାୟ, କୃଷି ଓ ପରୀକ୍ଷା, ପରିଣାମ ଅନୁକୂଳ ହେବ । କୁଟୁମ୍ବରେ ଚିକିତ୍ସାର ଦାୟିତ୍ୱ ନେଇ ଧାଁ ଦଉଡ଼ କରିବା ଫଳରେ କଷ୍ଟ ସ୍ୱୀକାର କରିବେ । ଆପଣଙ୍କ ପୁରୁଣା ସାଙ୍ଗ ସହ ଭେଟ ହୋଇ ବହୁତ ଖୁସି ଅନୁଭବ କରିବେ ଓ ସେ ଆପଣଙ୍କୁ ଭଲ ଆଡଭାଇସ ଦେବା ଫଳରେ ନିଜର ବହୁତ ଲାଭ ହେବ ।

ବିଚ୍ଛା

ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟା କ୍ଷେତ୍ରରେ ଶୁଭଯୋଗ, ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ । ଜାଗା, ଜମି, ଉଚ୍ଚସ୍ତରୀୟ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଛନ୍ତି ତେବେ ଆଗେଇ ନବା ଉଚିତ୍ ।  ଯଦି ଆପଣ ଏକ ନୂଆ ବ୍ୟବସାୟ ବା ନୂଆ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କୁ ବହୁତ ଭଲ ଫଳ ଦେବ କାରଣ ଲୋକଙ୍କ କହିବା କଥା ଅନୁସାରେ ଗଣେଶ ହେଉଛନ୍ତି ଆର୍ଥିକ ଓ ଲାଭର ପ୍ରତୀକ ସେଥିପାଇଁ ଆସୁଥିବା ସମୟ ରେ ଆପଣ କିଛି ଭଲ ବ୍ୟବସାୟ କରିପାରିବେ ।

ଧନୁ

ଯଦି ଆପଣ ବୁଝି ବିଚାରୀ କାମ କରିବା କୁ ଚେଷ୍ଟା କରିବେ । ଆପଣଙ୍କ ନିଜର ଲୋକ ହିଁ ଆପଣଙ୍କୁ ବଡ ସମସ୍ୟାରେ ପକାଇପାରନ୍ତି । ଯଦି ଆପଣ ନୂଆ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଯୋଜନା କରି କାମ ଆରମ୍ଭ କରନ୍ତି ଓ ଏହା ଦ୍ଵାରା ଆପଙ୍କୁ ସଫଳତା ମିଳିବ । ଆର୍ଥିକ ସମସ୍ୟା ଦୂର ହେବ ଓ କୌଣସି ଅସୁବିଧା ହେବ ନାହିଁ । ଭାଗ୍ୟ ଆପଣଙ୍କ ହିଁ ସାଥ ଦେବ ଆପଣ ଯେଉଁ କ୍ଷେତ୍ର ଯାଆନ୍ତୁ ନା କାହିଁକି ସେଥିରେ ଆପଣ ଙ୍କୁ ଭଲ ଫଳ ମିଳିବ ।

ମକର

ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ନିଜର ମନ କଥା କହିବାକୁ ଚହୁଁଛନ୍ତି ତେବେ ଟିକେ ଆପଣ ଅପେକ୍ଷା କରନ୍ତୁ । ସେଥିପାଇଁ ସବୁଠୁ ଭଲ ହେବ ଆପଣ ତାଙ୍କ ସଙ୍ଗେ ମିଳା ମିଶା କମ କରନ୍ତୁ । ଆର୍ଥିକ ଦ୍ରୁଷ୍ଟି ରୁ ଦେଖିବାକୁ ଗଲେ ଆପଣକର ସେହିବହଳି ରହିବ ଓ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ନିଜ ସ୍ୱାସ୍ଥ୍ୟ ପାଇଁ ପରିଶ୍ରମ କରିବା ନିହାତି ଦରକାର ଯାହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ ନଚେତ କୌଣସି ପ୍ରକାରର ଆପଣଙ୍କ ଇନଫେକସନ ବା ଭାଇରାଲ ସମବନ୍ଧ୍ୟ ରେ କିଛି ରୋଗ ହୋଇପାରେ ।

କୁମ୍ଭ

ଯଦି ଆପଣ କୌନସି ଜାଗାରେ ବଡ ପଦବୀରେ ଅଛନ୍ତି ତେବେ ଦେଖି ଚାହିଁ ବିଚାର କରନ୍ତୁ ନଚେତ ବଡ ଅସୁବିଧାରେ ପଡ଼ିପାରନ୍ତି । ଆପଣଙ୍କ ବ୍ୟବାସାୟରେ ମଧ୍ୟ ଭଲ ଲାଭ ହେବ । ସମୟ ଅନୁସାରେ ଆଜି ଆପଣଙ୍କ ବ୍ୟବାସାୟିକ ବ୍ୟବସ୍ଥାରେ ବଢିବାର ସୁଯୋଗ ମଧ୍ୟ ଅଛି । ଯେଉଁ ମାନେ ଲଭର ଆଜି ସେମାନଙ୍କ ଜୀବନରେ ବହୁତ ଅସୁବିଧା ହେବା ସହିତ ମତ ଭେଦ ରହିପାରେ ଓ ସେଥିପାଇଁ ଆପଣ ତାଙ୍କ ଠାରୁ ଦୂରେଇ ରହିପାରନ୍ତି ।

ମୀନ

ଆଜି କିଛି ଲୋକଙ୍କ ପାଇଁ ଆପଣ ବହୁତ ଖାସ ହୋଇପାରନ୍ତି । ତାଙ୍କ ଆପଣଙ୍କ ପ୍ରତି ବିଶ୍ଵାସ ମଜବୁତ ହେବ । କାମ ରେ ଆଜି ବହୁତ କଷ୍ଟ କରିବାକୁ ପଡିବ । ଯାହା ଦ୍ଵାରା କି ଆପଣ ଆଜି ମାନସିକ ଚିନ୍ତା ରେ ରହିବେ । ଆଜି ଆପଣଙ୍କ ହଠାତ କିଛି ସମସ୍ୟାର ସମୀଖିନ ହୋଇପାରନ୍ତି । ଆଜି ଆପଙ୍କ ସ୍ଵାସ୍ଥ୍ୟରେ କିଛି ଅସୁବିଧା ହେବାର ଦେଖା ଯାଇପାରେ । ମାତା ପିତାଙ୍କ ଆଶ୍ରିବାଦ ମିଳିବ । ନିଜ ଜୀବନରେ ଚାକିରିର କାର୍ଯ୍ୟରେ କିଛି ଅସୁବିଧା ଦେଖା ଯାଇପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।