ଆଜିର ରାଶିଫଳ, 16 ମେ 2022, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ର କେୟାର ନେବାକୁ ପଡିବ । ସ୍ୱାସ୍ଥ୍ୟ ରେ କିଛି ପରିବର୍ତ୍ତନ ହୋଇପାରେ । ଆପଣ ନିଜର ବ୍ୟକ୍ତିତ୍ବ କୁ ଅଧିକ ଧ୍ୟାନ ଦେବେ । ନୂଆ ବ୍ୟକ୍ତି ଙ୍କ ସହ ସାକ୍ଷାତ ଆପଣଙ୍କୁ ଅନେକ କିଛି ଜ୍ଞାନ ଦେବ । ନିଜ ଉପରେ ଭରସା ରଖନ୍ତୁ । ପାରିବାରିକ ମାମଲା ରେ ଆପଣଙ୍କ ବ୍ୟସ୍ତ ରେ ରହିବେ । ବେପାର ବ୍ୟବସାୟ ଠିକ ଠାକ ଚାଲିବ । ମନରେ ଅସୁରକ୍ଷିତ ଭାବନା ଆସିପାରେ । କାମ ସ୍ଥାନରେ ପ୍ରସନ୍ନତା ଭରା ବାତାବରଣ ରହିବ ।

ବୃଷ ରାଶି : ପାରିବାରିକ ଜୀବନ ସୁଖମୟ ରହିବ । କରଜ କାରଣରୁ ଆପଣ ଚିନ୍ତା ରେ ରହିବେ । ଆପଣ ନିଜର ଲକ୍ଷ୍ୟ କୁ ଅଧିକ ନିକଟତର ଅନୁଭବ କରିବେ । ଆପଣ ଲକ୍ଷ୍ୟ ହାସଲ ନ କରିଥିଲେ ମଧ୍ୟ ଲକ୍ଷ୍ୟ ଆପଣଙ୍କର ସୁନିଶ୍ଚିନ୍ତ ଅଟେ । ଏହି କଥାର ଅନୁଭବ ଆଜି ହେବ । କାମ କାର୍ଯ୍ୟ ଆପଣ ବ୍ୟବହାରିକ ଢଙ୍ଗ ରେ ପୂରଣ କରିବେ । ସମୟ ଥାଉ ଥାଉ ଆପଣ ନିଜ କାମର ଭାଗ କରନ୍ତୁ । ସ୍ୱାସ୍ଥ୍ୟ ଆପଣଙ୍କର ଉତ୍ତମ ରହିବ ।

ମିଥୁନ ରାଶି : ଆଜି ପରିବାର ରେ ଖୁସି ମାହୋଲ ରହିବ । କଠିନତାର ମଧ୍ୟ ସାମନା କରିବାକୁ ପଡିପାରେ । ଏହି ରାଶିର ଲୋକ ଯେଉଁ ମାନେ ପର୍ଜ୍ୟଟନ କ୍ଷେତ୍ର ରେ ଯୋଡି ହୋଇ ଅଛନ୍ତି ସେମାନଙ୍କୁ ଅଚାନକ ଧନ ଲାଭ ହେବ । କାଜରୀ କ୍ଷେତ୍ର ରେ ଆପଣଙ୍କୁ ବଡ ନିର୍ଣ୍ଣୟ ନେବାକୁ ପଡିପାରେ । ଆପଣଙ୍କ ଘରୋଇ ଜୀବନ ସକ୍ରିୟ ସଂଚାର କାରଣରୁ ସୁଖଦ ରହିବ । ବିବାଦରୁ ବଞ୍ଚି ରୁହନ୍ତୁ । ପରିବାରରେ ଚାଲିଥିବା ସମସ୍ୟାର ନିବାରଣ ହେବ ।

କର୍କଟ ରାଶି : ଆଜି ଆପଣ ନିଜ କ୍ଷମତାର ବୃଦ୍ଧି କରିବା ପାଇଁ ଚେଷ୍ଟା କରିବେ । ଧନ ମାମଲା ରେ ଆଜି କୌଣସି ପ୍ରକାରର ତରବର ହୁଅନ୍ତୁ ନାହି । ଧନ କୁ ନେଇ କରିଥିବା ବଡ ନିସ୍ପତି ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କର କାର୍ଯ୍ୟ ସ୍ଥଳରେ ଉତ୍ତନତି ହୋଇପାରେ । ଯେଉଁ ଲୋକ କାରୋବର କରୁଛନ୍ତି ସେମାନଙ୍କର ଧନ ଲାଭ ହୋଇପାରେ । ସମାଜରେ ମାନ ସମାନ ବୃଦ୍ଧି ହେବ ।

ସିଂହ ରାଶି : ଆଜି ଦାଂପତ୍ଯ ଜୀବନ ପାଇଁ ସମୟ ଭଲ ରହିବ । ଆପଣଙ୍କର ସନ୍ତାନ ମାନେ ସଫଳ ହେବେ । ଘରୋଇ ଖର୍ଚ୍ଚ ରେ ବୃଦ୍ଧି ହୋଇପାରେ । ଏହି ରାଶିର ମହିଳା ମାନେ ଘର କାମରେ ବ୍ୟସ୍ତ ରେ ରହିବେ । ଉନ୍ନତି ର ନୂଆ ରାସ୍ତା ନଜର ଆସିବ । ଟଙ୍କା ର ଅଭାବ କାରଣରୁ ଘରେ କଳହ ହେବାର କାରଣ ହୋଇପାରେ । ମିତ୍ର ମାନଙ୍କ ସହ ଭଲ ସମୟ ବ୍ଯତୀତ ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ ।

କନ୍ୟା ରାଶି : ସମ୍ପର୍କ ବେହତର କରିବା ପାଇଁ ଚେଷ୍ଟା କରିବେ । ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରନ୍ତୁ । ଭଲ ପରିଣାମ ଦେଖିବାକୁ ପାଇବେ । ଆପଣ ନିଜର ଭାବନା ଉପରେ କାବୁ ରଖନ୍ତୁ । ଏମିତି କିଛି କାମ କରନ୍ତୁ ନାହି ଯାହା ପାଇଁ ଆପଣଙ୍କୁ ଅନୁତାପ କରିବାକୁ ପଡିବ । ଧନ ଲାଭ କରିବା ପାଇଁ ଆଜି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ନିବେଶ କରିବା ପାଇଁ ଆପଣ ବିଚାର କରିବେ ।

ତୁଳା ରାଶି : ଆଜି ବେରୋଜଗାର ଲୋକଙ୍କ ପାଇଁ ରୋଜଗାର କରିବାର ଅବସର ମିଳିବ । ଆର୍ଥିକ କ୍ଷେତ୍ରରେ ପ୍ରୟାସ ଆପଣଙ୍କର ଫଳପ୍ରଦ ରହିବ । ଘର ବା ସମ୍ପର୍କୀୟ ମାନଙ୍କ ସହ ପୂଜା ପାଠରେ ଆପଣ ଭାଗ ନେବେ । ପୁରୁଣା କରଜ ସୁଝିବା ପାଇଁ ଅବସର ମିଳିବ । ବିଦ୍ୟାର୍ଥୀ ମାନେ ମନ ଲଗାଇ ପାଠ ପଧିବେ । ପରିଶ୍ରମ କାରଣରୁ ସଫଳତା ପ୍ରାପ୍ତ ହେବ । ଜୀବନ ଆଧ୍ୟାତ୍ମିକ କ୍ଷେତ୍ର ରେ ବିକଶିତ ହେବ । ଅଟକି ରହିଥିବା କାମ ପୂରଣ ହେବ ।

ବିଛା ରାଶି : ଛାତ୍ର ଙ୍କୁ ଅଧିକ ମେହନତ କରିବାକୁ ହେବ । ପ୍ରେମ ଜୀବନ ପ୍ରସନ୍ନତା ଭରା ରହିବ । ବେପାର କ୍ଷେତ୍ର ରେ ଆଜି ଅଚାନକ ଧନ ଲାଭ ହେବ । ଯାହା କାରଣରୁ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ସନ୍ତାନ ମାନଙ୍କର ଭବିଷ୍ୟତ ପାଇଁ ଆଜି ଆପଣ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ । ବିଦେଶରେ ନୂଆ ବ୍ୟବସାୟ ଖୋଲିବାର ଅବସର ପାଇବେ । ଆପଣ ନିଜ ଉପରେ ବିଶ୍ଵାସ ରଖନ୍ତୁ । ନିବେଶ ମାମଲା ରେ ସାବଧାନ ରୁହନ୍ତୁ ।

ଧନୁ ରାଶି : ଆଜି ନୂଆ କାମ ଆରମ୍ଭ କରିବେ ଯେଉଁ ଥିରେ ଆପଣଙ୍କୁ ସଫଳତା ନିଶ୍ଚିନ୍ତ ପ୍ରାପ୍ତ ହେବ । ଯଦି ଆପଣଙ୍କର କୌଣସି ସରକାରୀ କାମ ଅଟକି ରହିଛି ତେବେ ତାହାକୁ ଅବହେଳା ପୂର୍ବକ ଛାଡନ୍ତୁ ନାହି । ଏହା ଦ୍ଵାରା ଆପଣଙ୍କୁ ଅନୁତାପ କରିବାକୁ ପଡିପାରେ । ଆପଣଙ୍କର ଆକର୍ଷଣ ଓ ବ୍ୟକ୍ତିତ୍ବ ଜରିଆରେ ନୂଆ ମିତ୍ର ସ୍ଥାପନ ହେବେ । ଆଜି ଆପଣଙ୍କର ପରିବାର ର ସଦସ୍ୟ ମାନଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ଧନ ଲାଭର ଯୋଗ ରହିଛି ।

ମକର ରାଶି : ଆଜି ଆର୍ଥିକ ସ୍ଥିତି ସାମାନ୍ଯ ରହିବ । ସ୍ୱାସ୍ଥ୍ୟ ରେ କିଛି ପରିବର୍ତ୍ତନ ହୋଇପାରେ । ପରିବାର ରେ କୌଣସି କାରଣରୁ ବିବାଦ ହୋଇପାରେ । ସମ୍ପତି ସହ ଜଡିତ ମାମଲା କୁ ନେଇ ଆପଣ ଚିନ୍ତା ରେ ରହିବେ । ମିଶ୍ରିତ ପରିଣାମ ମିଳିବାର ଆଶା ରହିଛି । ଅଧିକାରୀ ଆପଣଙ୍କର କାମରେ ଖୁସି ହେବେ । ଯେଉଁ ମାନେ ଅବିବାହିତ ଅଛନ୍ତି ସେମନଙ୍କ ପାଇଁ କୌଣସି କ୍ଷେତ୍ର ରୁ ବିବାହ ପ୍ରସ୍ତାବ ଆସିପାରେ ।

କୁମ୍ଭ ରାଶି : ମିତ୍ର ତଥା ପରିଜନ ମାନଙ୍କ ସହ ସମ୍ପର୍କ ଭଲ ରହିବ । ଭାଗ୍ୟ ର ସହଯୋଗ ମିଳିବ । ଭରପୁର ପ୍ରୟାସ କରିବେ । ଯେଉଁ କାମ ମନ ଲଗାଇ କରିବେ ସେଥିରେ ସଫଳ ହେବେ । ଆପଣଙ୍କର ଅଧୁରା କାମ ପୂରଣ ହେବ । ଆପଣ ନୂଆ କାମ ଆରମ୍ଭ କରିବେ । ବ୍ୟସ୍ତତା ରେ ଆଜି ଦିନ ଟି ଆପଣଙ୍କର ବ୍ଯତୀତ ହେବ । ପାରିବାରିକ ଚିନ୍ତା ରହିବ । ବିରୋଧୀ ପରାସ୍ତ ହେବେ । ରୋଜଗାର ରେ ବୃଦ୍ଧି ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆର୍ଥିକ ସ୍ଥିତି ଭଲ ରହିବ ।

ମୀନ ରାଶି : ବେରୋଜଗାର ବ୍ୟକ୍ତିତ୍ବ ଙ୍କୁ ରୋଜଗାର ମିଳିବ । ଶ୍ଵଶୁର ଘର ତରଫରୁ କାହାର ଆଗମନ ହେବା କାରଣରୁ ଆପଣଙ୍କ ମନ ହର୍ଷିତ ରହିବ । ଯେଉଁ କାମ ଆପଣଙ୍କର ଅଧିକ ପ୍ରିୟ ଆଜି ସେହି କାମ କରିବେ । ଆପଣଙ୍କ ମନରେ ନୂଆ ଆଇଡିଆ ଆସିପାରେ ଯାହାକୁ ଆପଣ କାର୍ଯ୍ୟକାରୀ କରିବେ । ଅଚାନକ ଧନ ଲାଭ ହେବାର ଯୋଗ ରହିଛି । ନୂଆ କାମ ଆରମ୍ଭ କରିଲେ ଶୁଭ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।