ଆଜିର ରାଶିଫଳ, 16 ଫେବୃୟାରୀ 2023, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ଫେବୃୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ଭଲ ସ୍ୱାସ୍ଥ୍ୟ ର ଆନନ୍ଦ ନେବେ । ଆପଣଙ୍କ ଆତ୍ମବିଶ୍ଵାସ ର ସ୍ତର ବହୁତ ବଢିବ । କୌଣସି ଅର୍ଡର ବି ମିଳିପାରେ । ଘର ଓ ସମ୍ପତି ମାମଲାରେ କାହାର ପରାମର୍ଶ ନିଅନ୍ତୁ । କୌଣସି ଅସହାୟ ଲୋକଙ୍କୁ କପଡା ଦାନ କରନ୍ତୁ । ଆପଣ ଲୋକପ୍ରିୟତା ହାସିଲ କରିବେ । କୌଣସି ଧାର୍ମିକ କାର୍ଯ୍ୟ କ୍ରମ ର ଯୋଜନା ବନାଇବେ । ଆଧ୍ୟାତ୍ମ ଆଡକୁ ଅଗ୍ରସର ହେବେ । ଆଜି ମାତା ପିତା ଙ୍କ ସାହାଯ୍ୟରେ ଆପଣ ସମ୍ପର୍କ ଦୃଢ କରି ପାରିବେ ।

ବୃଷ ରାଶି : ସଫଳତାର ଉପହାର ବେହତର ହେବ । ନିସ୍ପତି ନେବାରେ ଆପଣ କେବେ ହଁ କେବେ ନା କରିବେ ଯାହା ଫଳରେ ଭଲ ଅବସର ହାତରୁ ଯାଇ ପାରେ । ଭୂମି ସହ ଜଡିତ ମାମଲାରେ କାମ କରିଉବେ । ଆପଣ ଯେଉଁ କାମ କରିବେ ସେଥିରେ ଆପଣଙ୍କୁ ପ୍ରଶଂସା ମିଳିବ । ପାରିବାରିକ ଜୀବନ ସାଂମଞ୍ଜସ୍ୟପୂର୍ଣ୍ଣ ରହିବ । ଆପଣ  ଉଶ୍ଚାହ ସହକାରେ ପାରିବାରିକ ଗତି ବିଧି ରେ ଭାଗ ନେବେ । ଆଜି କୌଣସି ପୁରୁଣା ବନ୍ଧୁ ଙ୍କ ସହ ଭେଟ ହେବ ।

ମିଥୁନ ରାଶି : ଯାହା ଆପଣଙ୍କ ଆଗାମୀ ସମୟ ପାଇଁ ବେହତର ସାବ୍ୟସ୍ତ ହେବ । ଯଥା ସମ୍ଭବ ଆଜି ଉଧାର ନେବାରୁ ବଞ୍ଚିତ ହୁଅନ୍ତୁ । ଆଜି ଆପଣଙ୍କୁ ବ୍ୟାପାର ରେ ଅଚାନକ ଲାଭ ର ଅବସର ମିଳିପାରେ । ବାସ୍ତବରେ ଆଜି ଆପଣ ଅଧିକାଂଶ ସମୟ ନିଜ ତରଙ୍ଗ ରେ ଓ ନିଜ ସ୍ଵପ୍ନ ଦୁନିଆରେ ରହିବେ । ଆପଣଙ୍କ ଘର ର ସୁଖ ସୁବିଧା ରେ ବୃଦ୍ଧି ହେବ ।

କର୍କଟ ରାଶି : ପାରିବାରିକ ଜୀବନରେ ଆପଣଙ୍କର ସମୟ ବେହତର ହେବ । ସ୍ଵାମୀ ସ୍ତ୍ରୀ ନିଜ ପିଲା ମାନଙ୍କ ସହ ଭଲ ସମୟ ବ୍ଯତୀତ କରିବେ । ପ୍ରେମ ସମ୍ପର୍କ ରେ ବିବାହ ପାଇଁ ପାରିବାରିକ ସ୍ବୀକୃତି ମିଳିବ । କଠିନ ସମୟ ପରେ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି । ନିବେଶ କରିବା ପାଇଁ ଆଜି ଦିନ ଟି ଭଲ ରହିବ । କୋର୍ଟ କଚେରୀ ରେ ଆପଣଙ୍କୁ ବିଜୟ ମିଳିବାର ସମ୍ଭାବନା ଅଛି ।

ସିଂହ ରାଶି : ଆପଣଙ୍କ ବ୍ୟାପାର ର ସ୍ଥିତି ଭଲ ରହିବ । ଆଜି ପ୍ରେମ ଓ ସନ୍ତାନ ଙ୍କ ସହ ନିକଟତର ହେବେ । କାହା ଉପରେ ତୁରନ୍ତ ଭରସା କରନ୍ତୁ ନାହି । ଆପଣଙ୍କ ପାଇଁ ସମସ୍ଯା ଆସିପାରେ । ଆପଣଙ୍କ ମନରେ ନୂଆ ଯୋଜନା ଆସିପାରେ । ଆପଣଙ୍କୁ ଆପଣଙ୍କର କାର୍ଯ୍ୟ ଶୈଳୀ ରେ ପରିବର୍ତ୍ତବା ସମ୍ବଧି ଯୋଜନା ବନାଇବେ । ତାହା ଉପରେ ଅମଳ କରିବାରେ ଉଚିତ ସମୟ ଅଟେ । ବିଜେନ୍ସ ରେ ଲେନଦେନ ସମୟରେ ସତର୍କ ରୁହନ୍ତୁ । ନିଜ ଲୋକଙ୍କ ସାଥ ମିଳିବ ।

କନ୍ୟା ରାଶି : ଆପଣ ନିଜର ବ୍ୟକ୍ତିଗତ ମାମଲାରେ ଓ ପଇସା ର ସମାଧାନ କରିବା ପ୍ରତି ଧ୍ୟାନ ଦିଅନ୍ତୁ । ଆଜି କୌଣସି କାମରେ ଆପଣଙ୍କୁ ପରିଣାମ ଅବଶ୍ୟ ମିଳିବ । ଆଜି କୌଣସି ଧାର୍ମିକ ଗତି ବିଧି ରେ ବ୍ୟାସତା ରହିବେ । ଯାହା ଦ୍ଵାରା ତନ ଓ ମନ ଉଭୟ ପ୍ରଫୁଲ୍ଲିତ କରିବ । ସମ୍ପତି ବିକ୍ରୟ ସମ୍ବଧି କୌଣସି ଯୋଜନାରେ ସଫଳ ହେବେ । ସ୍ତ୍ରୀ ଜାତକ ଙ୍କ ସହଯୋଗ ମିଳିବ । ଆପଣ ପରାମର୍ଶ ନେଇ କୌଣସି କାର୍ଯ୍ୟ କରିଲେ ଲାଭକାରୀ ରହିବ ।

ତୁଳା ରାଶି : ବ୍ୟାପାର କ୍ଷେତ୍ର ରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ । ଆଜି ଦିନରେ ଆପଣ ଭାବନା ଉପରେ ନିସ୍ପତି ନିଅନ୍ତୁ ନାହି । ଶୈକ୍ଷିକ କାର୍ଯ୍ୟ ରେ ସଫଳ ରହିବ । ଆଜି ଆପଣ ସାନଦାର ଜିନିଷର ଅନୁଭବ ହେବ । ଆପଣ ଆଜି ପିଲାଙ୍କର ସଫଳତା କାରଣରୁ ଉଶ୍ଚାହ ଅନୁଭବ କରିବେ । ଆପଣ ଫୁର୍ତ୍ତି ସହକାରେ ନିଜର ସବୁ କାମ ବହୁତ ସହଜରେ ପୁରା କରିବେ ।

ବିଛା ରାଶି : ଛାତ୍ର ଙ୍କୁ ପରୀକ୍ଷା ପ୍ରତିଯୋଗୀତା ରେ ସଫଳତା ମିଳିବ । ବନ୍ଧୁ ଙ୍କ ସହଯୋଗ ଆପଣଙ୍କୁ ମିଳିବ । ଆଜି ଆପଣ ବୌଦ୍ଧିକ ଶକ୍ତି ରେ ଲେଖନ ଓ ସୃଜନ କାର୍ଯ୍ୟ କୁ ଭଲରେ ପୁରା କରିବେ । ଆପଣଙ୍କ ବିଚାର ଗୋଟେ ଜାଗାରେ ସ୍ଥିର ରହିବ ନାହି । ତାହା ଲଗାତାର ପରିବର୍ତ୍ତନ ହେବ । କୌଣସି ଖାସ ମଣିଷ ସହ ଆପଣ ମନ କଥା ସେୟାର କରିବେ । ଆପଣଙ୍କ ବ୍ୟବହାର ସନ୍ତୁଳନ ରକ୍ଷା କରନ୍ତୁ । ଆପଣଙ୍କୁ ଜମି ବାଡି ମାମଲାରେ ବାବଦ ବିବାଦ ର ସମାଧାନ କରିବେ ।

ଧନୁ ରାଶି : ଚାକିରି ରେ ଜଡିତ ଜାତକ ନିଜର ବନ୍ଧୁ ଙ୍କ ସହ ବୁଲିବାକୁ ଯିବାର ଅବସର ମିଳିବ । ଆପଣଙ୍କ ନାମ ଓ ପ୍ରସିଦ୍ଧି ରେ ବୃଦ୍ଧି ହେବ । ଆପଣଙ୍କୁ ପ୍ରଭାବଶାଳୀ ବ୍ୟକ୍ତିତ୍ବ ରୁ ପ୍ରଚୁର ଲାଭ ପ୍ରାପ୍ତ ହେବ । କୌଣସି ଅଟକି ଥିବା କାମରେ ସଫଳତା ମିଳିବ । ସୁଖଦ ଯାତ୍ରା ର ସଂଯୋଗ ଅଛି । ଚାକିରି ରେ ପ୍ରମୋଶନ ଆଡକୁ ଅଗ୍ରସର ହେବେ ।

ମକର ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ଆପଣଙ୍କ ଦାଂପତ୍ଯ ଜୀବନ ସୁଖମୟ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କ ଜୀବରେ ଅଚାନକ ଧାନ ର ବୃଦ୍ଧି ହେବ । ଯାହାର କଳ୍ପନା ଆପଣ କେବେ କରି ନ ଥିବେ । ପରିବାର ରେ ହସ ଖୁଶିର ମାହୋଲ ରହିବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ ।

କୁମ୍ଭ ରାଶି : ଶିକ୍ଷକ ମାନେ ନୂଆ ପଦ ହାସଲ କରିବେ । ଏହି ରାଶିର ଲୋକ ମାନଙ୍କର ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଆପଣ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ଯେଉଁ ମାନଙ୍କର ବିବାହ ରେ ବିଳମ୍ବ ହେଉଥିଲା ସେମାନଙ୍କର ବହୁତ ଜଲ୍ଦି ବିବାହ ହେବାକୁ ଯାଉଛି । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ ।

ମୀନ ରାଶି : ଛାତ୍ର ମାନେ କୌଣସି ଇଣ୍ଟରବିୟୁ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ସାଲାରି ରେ ବୃଦ୍ଧି ହୋଇପାରେ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିପାରେ । ଛାତ୍ର ମାନେ ପାଠ ପଢା ରେ ରୁଚି ରଖିବେ । ଦାଂପତ୍ଯ ଜୀବନରେ ଜୀବନସାଥି ଙ୍କ ସହ ଦୂର ଜାଗା କୁ ଯାତ୍ରା କରିବେ । ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ନିବେଶ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।