ଆଜିର ରାଶିଫଳ, 16 ନଭେମ୍ବର 2022, ବୁଧବାର, ଗଣେଶଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ଜୀବନରେ ବହୁତ କିଛି ଶୁଭ ଖବର ପ୍ରାପ୍ତ ହେବ । କାହାର କଥାରେ ପଡନ୍ତୁ ନାହି ନେଚେତ ସମସ୍ଯା ହୋଇପାରେ । ଆବଶ୍ୟକ ନିସ୍ପତି ବିଚାର କରି ନିଅନ୍ତୁ । ବ୍ୟବସାୟ ଠିକ ଚାଲିବ । ଚାକିରି ରେ କାର୍ଯ୍ୟ ଭାର ରହିବ । କୌଣସି ମନୋରଞ୍ଜକ କାର୍ଯ୍ୟକ୍ରମ ର ଆୟୋଜନ ହୋଇପାରେ । ଧନ ପ୍ରାପ୍ତି ମାର୍ଗ ରେ ଆସୁଥିବା ବାଧା ଦୂର ହେବ । ବହୁ ମୂଲ୍ୟର ଜିନିଷର ଧ୍ୟାନ ରଖନ୍ତୁ । ମନରେ ଶାନ୍ତି ବଜାୟ ରହିବ ।

ବୃଷ ରାଶି : ଆଜି ଆପଣଙ୍କର ଇଚ୍ଛା ପୁରା ହେବାର ଦିନ ଅଟେ । ଆପଣଙ୍କ ପରିବାର ରେ ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ଭୂମି, ଭବନ ସମ୍ବଧିତ କିଛି ଯୋଜନା କରିବେ । ଆର୍ଥିକ ଉନ୍ନତି ହେବ । ବ୍ୟବସାୟ ଠିକ ଚଳାଇବ । ବ୍ୟାପାରିକ ଗତି ବିଧି ରେ ଆପଣଙ୍କୁ ଭଲ ଲାଭ ମିଳିବ । ବିତ୍ତୀୟ ମାମଲାରେ ଆପଣଙ୍କୁ ସାବଧାରଣ ରହିବାର ଅଛି । ଅଫିସରେ ଉଚ୍ଚ ଅଧିକାରୀ ଙ୍କ ସହଯୋଗ ପ୍ରାପ୍ତ ହେବ । ପାରିବାରିକ ଜୀବନ ଉତ୍ତମ ରହିବ । ସନ୍ତାନ ଙ୍କ ସଫଳତା ପ୍ରାପ୍ତ ହେବ ।

ମିଥୁନ ରାଶି : ଆଜି ଆପଣଙ୍କୁ ଆରାମ ର ଅବସର ପ୍ରାପ୍ତ ହେବ । ଛୋଟ ମୋଟ ଯାତ୍ରା ର କାର୍ଯ୍ୟକ୍ରମ ହୋଇପାରେ । ଆଜି ଦିନ ଟି ଉପଲବ୍ଧି ରେ ଭାରି ରହିବ । ପୂର୍ବରୁ କରିଥିବା ମେହନତର ଭଲ ପରିଣାମ ପାଇବେ । ବନ୍ଧୁ ଙ୍କ ସହ ପାର୍ଟି କରିବେ ଯେଉଁଥି ରେ ଆପଣ ଖୁବ ଉପୋଭୋଗ କରିବେ । ପ୍ରେମୀ ଯୁଗଳ ପରସ୍ପରର ଭାବନାର କେୟାର କରିବେ । ଅଚାନକ ଧନ ଲାଭ ହୋଇପାରେ । ଘରୋଇ ଖର୍ଚ୍ଚ ବଢିପାରେ । ନୂଆ ଲୋକଙ୍କ ସହ ପରିଚୟ ହେବ । ବିଜେନ୍ସ ରେ ଲାଭ ହେବ । ନୂଆ ଚାକିର ର ଅଫର ମିଳିବ । ଦୂର ରୁ ଭଲ ଖବର ମିଳିବ ।

କର୍କଟ ରାଶି : ସାମାଜିକ ଓ ଧାର୍ମିକ ସମାରୋହ ପାଇଁ ଦିନ ବେହତର ଅଛି । ଶତ୍ରୁ ସକ୍ରିୟ ହେବେ । ସେଥିପାଇଁ ଆପଣ ଚିନ୍ତାରେ ରହିବେ । ଜୀବନ ସାଥିଙ୍କ ସହଯୋଗ ଆଜି ଆପଣଙ୍କ କାମରେ ଭଲ ସାବ୍ଯସ୍ତ ହେବ । ଆପଣଙ୍କ ଘରକୁ ଦୂର ସମ୍ପର୍କୀୟ ଙ୍କ ଆଗମନ ହୋଇପାରେ । ଆପଣଙ୍କ ଜୀବନ ସାଥି ଆପଣଙ୍କୁ ଖୁସିରେ ରଖିବାକୁ ଗିଫ୍ଟ ଦେବେ । କଟୁ ବାଣୀ ର ପ୍ରୟୋଗ କରନ୍ତୁ ନାହି ।

ସିଂହ ରାଶି : ଆଜି ଆପଣଙ୍କୁ କେହି ଏମିତି କାମ ପାଇଁ ଉକସାଇ ପାରନ୍ତି ଯାହାକୁ ନେଇ ବିବାଦ ଦେଖା ଦେଇପାରେ । ରାଜନୀତି ରେ ସକ୍ରିୟ ଲୋକେ ପାର୍ଟି ରେ ନୂଆ ଦାୟିତ୍ଵ ପାଇଅବେ । ପର୍ଜ୍ୟଟନ କ୍ଷେତ୍ର ରେ ଜଡିତ ଲୋକଙ୍କୁ ଭଲ ଭଲ ସ୍ଥାନ ଭ୍ରମଣ କରିବାର ଅବସର ମିଳିବ । ଛାତ୍ର ନୂଆ ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ । ଘରକୁ ଅତିଥି ଙ୍କ ଆଗମନ ହେବ । ଶୁଭ ସମାଚାର ପ୍ରାପ୍ତ ହେବ ।

କନ୍ୟା ରାଶି : ଆଜି ଆପଣଙ୍କ ପାରିବାରିକ ଜୀବନ ସୁଖମୟ ଓ ଆନନ୍ଦମୟ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଅନ୍ୟ ସହ କଥା ହେବା ସମୟରେ ସଠିକ ଭାଷାର ପ୍ରୟୋଗ କରିଲେ ଆପଣଙ୍କ ପାଇଁ ବେହତର ହେବ । ଆଜି ଆପଣଙ୍କୁ ଜମିବାଡି ମାମଲାରେ କିଛି ଫାଇଦା ମିଳିପାରେ । ଆପଣଙ୍କର ରଚନାତ୍ମକ କ୍ଷେତ୍ର ରେ ବୃଦ୍ଧି ହେବ । ଧର୍ଯ୍ୟ ରଖନ୍ତୁ କିସ୍ମତ ନିଶ୍ଚୟ ଆପଣଙ୍କର ସାଥ ଦେବ । ଆଜି ଆପଣଙ୍କ ଭାଗ୍ୟରେ ଅନେକ କିଛି ନୂଆ ହେବାର ଅଛି । ବିତ୍ତୀୟ ସମସ୍ୟାରୁ ବାହାରିବା ପାଇଁ ଆପଣଙ୍କୁ ରାସ୍ତା ମିଳିଯିବ । ଉଗ୍ର ସ୍ଵଭାବ ଓ ଖର୍ଚ୍ଚ ଉପରେ ସଂଯମ ରଖନ୍ତୁ ।

ତୁଳା ରାଶି : ଆଜି ଆପଣଙ୍କର କୌଣସି ଜିନିଷ ଉପରେ ଖର୍ଚ୍ଚ ହୋଇପାରେ । ଆପଣଙ୍କର ଭଲ ବଜେଟ ପ୍ଳାନ କରିବାର ଆବଶ୍ୟକତା ଅଛି ଏଥିପାଇଁ ଆପଣଙ୍କର କିଛି ସମସ୍ଯା ଦୂର ହୋଇପାରେ । ଅଚଳ ସମ୍ପତି ରୁ ଏହି ରାଶିର ଜାତକ ଙ୍କୁ ଆଜି ଦିନରେ ଲାଭ ପ୍ରାପ୍ତ ହେବ । ପାରିବାରିକ ଜୀବନ ସୁଖମୟ ରହିବ । ମାତା ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ସ୍ଵସ୍ଥ ରହିବାକୁ ନିୟମିତ ବ୍ୟାୟମ କରନ୍ତୁ ।

ବିଛା ରାଶି : ଆଜି କରିଥିବା ନିବେଶ ଫାଇଦା ଦେଇପାରେ ଓ ସମୃଦ୍ଧି ନେଇକି ଆସିବ । ସାମାଜିକ ସ୍ତର ରେ ଲୋକେ ଆପଣଙ୍କ କଥାକୁ ମହତ୍ଵ ଦେବେ ଯାହା ପାଇଁ ଆପଣଙ୍କ ଉପରେ ବିଶ୍ଵାସ ବଢିବ । ପିତାଙ୍କ ବ୍ୟବସାୟ କରୁଥିବା ଜାତକ ଙ୍କୁ ଆଜି କାର୍ଯ୍ୟ କ୍ଷେତ୍ର ରେଳାଭ ପ୍ରାପ୍ତ ହେବ । ଆଜି ଆପଣ ପୁରୁଣା ପରିଚିତ ଙ୍କ ସହ ଅଚାନକ ଭେଟ ହେବେ । ଆପଣଙ୍କ ପାଇନ ଆସୁଥିବା ସମୟ ବହୁତ ଭଲ ଓ ଖାସ ହେବ । ପ୍ରେମ ପ୍ରସଙ୍ଗରେ ଆଶାତୀତ ପରିଣାମ ମିଳିବ ।

ଧନୁ ରାଶି : ଆଜି ଆପଣଙ୍କୁ ସମାନ ଓ କାର୍ଯ୍ୟ କ୍ଷେତ୍ର ରେ ବଡ ଲୋକଙ୍କ ଥର ସମ୍ମାନ ମିଳିବ । ଆଜି ଆପଣଙ୍କ ଜୀବନରେ ପଜେଟିଭ ପରିବର୍ତ୍ତନ ଆଣିବା ପାଇ ଅନ୍ୟ ଉପରେ ଆଙ୍ଗୁଳି ନ ଉଠାଇ ନିଜର ଭୁଲ ସ୍ଵୀକାର କରନ୍ତୁ । ବୈବାହିକ ଜୀବନରେ ଭଲ ପରିବର୍ତ୍ତନ ଦେଖିବାକୁ ମିଳିବ । ବାହନ ବା ମେସିନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ଶାରୀରିକ ହାନି ହୋଇପାରେ । ଆପଣ ନିଜର ଭାଗ୍ୟ କୁ ପରଖନ୍ତୁ । ବିଦ୍ୟାର୍ଥୀ ବର୍ଗ ସଫଳ ହେବେ । କାରୋବାର ରେ ବୃଦ୍ଧି ହେବ ।

ମକର ରାଶି : ଆଜି ଆପଣଙ୍କୁ ସାବଧାନ ପୂର୍ବକ କାମ କରିବାର ଜରୁରତ ଅଛି । ଆଜି ଅଯଥା ଚିନ୍ତାର ଦୂରେଇ ରୁହନ୍ତୁ । ଘରର ବରିଷ୍ଠ ଲୋକଙ୍କର ସହୟାତ ମିଳିବ । ଆଜି ଅଯଥା ଯାତ୍ରା କରିବାରୁ ଅବାଞ୍ଛିତ ରୁହନ୍ତୁ । ଯଦି ଜରୁରୀ ତେବେ ନିୟମକୁ ଦ୍ରୁଷ୍ଟି ରେ ରଖି ଯାତ୍ରା କରନ୍ତୁ । ସ୍ତ୍ରୀ ଜାତକ ଙ୍କ ସହଯୋଗ ମିଳିବ । ସେମାନଙ୍କ ଠାରୁ ପରାମର୍ଶ ନେଇ ଯାତ୍ରା କରିଲେ ସଫଳ ହେବେ ।

କୁମ୍ଭ ରାଶି : ପଠନ ପାଠନ ବା ଲେଖନ ଇତ୍ୟାଦି କାର୍ଯ୍ୟ ରେ ଉଶ୍ଚାହ ବା ଲଗାଣ ସହକାରେ କାମ କରନ୍ତୁ । ଫାଇନାନ୍ସ ସମ୍ବଧିତ ବିଜେନେସ କରୁଥିବା ଜାତକ ଙ୍କୁ ଟଙ୍କା ଲେନଦେନ ସମୟରେ ସତର୍କ ରୁହନ୍ତୁ । ସଂଚାର ଓ ସୁଗନ୍ଧିତ ବ୍ୟାପର କରୁଥିବା ଜାତକ ଙ୍କ ପାଇଁ ଦିନ ଶୁଭ ରହିବ । କୌଣସି ମହତ୍ଵ ପୂର୍ଣ୍ଣ ମଣିଷ ଆପଣଙ୍କୁ ଚିହ୍ନି ପାରିବେ । ଦୈନିକ କାମରେ ପୂର୍ଣ୍ଣ ରୂପରେ ସଫଳତା ମିଳିବ । ଚାକିରି ରେ ବେତନରେ ବୃଦ୍ଧି ହୋଇପାରେ ।

ମୀନ ରାଶି : ପରିବାର ରେ ଖୁସି ଓ ସୌଭାଗ୍ୟ ଆଗମନ ହେବ । ଆପଣଙ୍କ ଘରେ ଧନ ସହ ଜଡିତ ସବୁ ପ୍ରାକାରର ସମସ୍ଯା ଦୂର ହେବ । ଅଫିସ ରେ କାମ ର ବୋଝ ଅଧିକ ହେବା କାରଣରୁ ଆପଣ ଚିନ୍ତାରେ ରହିବେ । ଯେଉଁ ଲୋକ ବିଜେନେସ କରୁଛନ୍ତି ସେମାନଙ୍କ ପାଇଁ ବିଜେନ୍ସ ପାର୍ଟନର ଙ୍କ ସହ ପାରଦ୍ଶ୍ରିତା ରଖିବାକୁ ହେବ । ଜୀବନ ସାଥିଙ୍କ ପରାମର୍ଶ ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।