ଆଜିର ରାଶିଫଳ, 16 ଡିସେମ୍ବର 2020, ବୁଧବାର, ବିଘ୍ନହର୍ତା ଗଣେଶଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଅଟକିଥିବା ଧନ ଆଜି ମିଳିଯିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଗାଡି ଘର ସୁଖ ସୁବିଧା ପ୍ରାପ୍ତ ହେବା ସହିତ ରାଜନୈତିକ ଲାଭ ପ୍ରାପ୍ତ ହେବାର ସମ୍ଭାବନା ଅଛି । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କୁ ଉନ୍ନତିର ସମ୍ଭାବନା ଅଛି । ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି ତେବେ ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ । କ୍ୟାରିୟରରେ ଭଲ ଚାନ୍ସ ମିଳିପାରେ । ଟଙ୍କା ନେବା ଦେବା ସମୟରେ ସାବଧାନ ରୁହନ୍ତୁ । କୌଣସି ବି ପ୍ରକାରର ଯୋଜନାକୁ ସଫଳ କରିବା ପାଇଁ ବିଚାର ବିମର୍ଶ କରିବା ଆବଶ୍ୟକ ଅଟେ । ସମୟ ଅନୁସାରେ ଭଲ ସଫଳତା ପ୍ରାପ୍ତ କରିବେ ।

ବୃଷ

ଯଦି ଆପଣ ରାଜନୈତିଜ୍ଞ ଅଟନ୍ତି ତେବେ ଆପଣଙ୍କୁ ରାଜିନୀତିରୁ ଲାଭ ମିଳିପାରେ । ଦାମ୍ପତ୍ୟ ଜୀବନରେ ସ୍ଥିତି ଅନୁକୂଳ ହୋଇପାରେ । ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତ ହୋଇପାରେ । ଆର୍ଥିକ ମାମଲାରେ ସୁଧାର ଆସିପାରେ । ଆପଣଙ୍କୁ ଅଚାନକ କୌଣସି ସ୍ଥାନରୁ ଲାଭ ମିଳିପାରେ । କୌଣସି ବି ପ୍ରକାରର ନିବେଶ କରିବା ପାଇଁ ଆପଣ ଚାହୁଁଛନ୍ତି ତେବେ ଏହି ସମୟରେ ଆପଣ କରି ପାରିବେ । ଅଚଳ ସମ୍ପତ୍ତି ପ୍ରାପ୍ତ କରିବା ପାଇଁ ଏହି ସମୟ ଭଲ ଅଟେ । ସ୍ଥିତି ଅଳ୍ପ ଖରାପ ହୋଇପାରେ ।

ମିଥୁନ

ପରିବାରର ସହଯୋଗ ପ୍ରାପ୍ତ ହୋଇପାରେ । ଶିକ୍ଷା କ୍ଷେତ୍ରରେ ଭଲ ଲାଭ ମିଳିପାରେ । ଯଦି ଆପଣ ନିଜର ଭଲ କ୍ୟାରିୟର ପାଇଁ ଚେଷ୍ଟା କରୁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିପାରେ । ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି ତେବେ ଆପଣଙ୍କ ମନରେ ଏକଗ୍ରତା ଆସିବ । ଯଦି ଆପଣ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ବ୍ୟବସାୟିକ ଦୃଷ୍ଟିରୁ ଏହି ସମୟ ଭଲ ଅଟେ । କାମକାର୍ଯ୍ୟ ପାଇଁ ଭଲ ଲାଭ ମିଳିବ । ମାନସିକ ସ୍ଥିତି ଭଲ ରହିବ । ଟଙ୍କା ବ୍ୟୟ ହେବାର ଯୋଗ ଅଧିକ ଅଛି । ଆର୍ଥିକ ରୂପରେ ସ୍ଥିତି ଭଲ ହୋଇପାରେ ।

କର୍କଟ

କାମକାର୍ଯ୍ୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିପାରେ । କିନ୍ତୁ ଆର୍ଥିକ ଲାଭ ହେବ । ମାତା ପିତାଙ୍କ ସହିତ ସାମଞ୍ଜସ୍ୟ ଭଲ ରହିବ । ମାନ ସମ୍ମାନ ବୁଦ୍ଧି ହେବ । ଧର୍ମ କର୍ମ ପ୍ରତି ରୁଚି ବଢିପାରେ । ଅଳ୍ପ ସମୟ ପାଇଁ ବ୍ୟସ୍ତ ରହି ପାରନ୍ତି । କିନ୍ତୁ ଶେଷରେ ସଫଳତା ନିଶ୍ଚିତ ମିଳିବ । ଲାଭ ପ୍ରାପ୍ତ ହୋଇପାରେ । ଭାଗ୍ୟ ଆପଣଙ୍କ ଭଲ ଅଛି । କାମ କାର୍ଯ୍ୟକୁ ନେଇ ସ୍ଥିତି ଭଲ ରହିବ । ଆପଣ ଅଳ୍ପ ଜିଦ୍ଦି ସ୍ଵଭାବର ବ୍ୟକ୍ତି ଅଟନ୍ତି । କୌଣସି କାର୍ଯ୍ୟକୁ ସମୟ ପୂର୍ବରୁ ପୁରା କରିବାକୁ ପ୍ରୟାସ କରିବେ ।

ସିଂହ

କୌଣସି ବି ପ୍ରକାରର ଯୋଜନାକୁ ବିସ୍ତାର କରିବା କିମ୍ବା କୌଣସି ନୂଆ କାର୍ଯ୍ୟକୁ ଶୁଭାରମ୍ଭ କରିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଆର୍ଥିକ ରୂପରେ ଲାଭ ହେବାର ସମ୍ଭାବନା ଅଛି । କୌଣସି ବି କାର୍ଯ୍ୟକୁ ବିସ୍ତାର କରିବାରେ ଟଙ୍କା ଖର୍ଚ କରିବାକୁ ପଡିପାରେ । ମାନସିକ ସ୍ଥିତି ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ବ୍ୟବଧା ଉତପନ୍ନ ହୋଇପାରେ । ହେଉଥିବା କାର୍ଯ୍ୟ ଖରାପ ହେବାର ସମ୍ଭାବନା ଅଛି । ସେଥିପାଇଁ ସମସ୍ତ ର୍ଯ୍ୟକୁ ସ୍ଥିରତା ଓ ଗମ୍ଭୀରତା ସହକରିବା ପାଇଁ ଚେଷ୍ଟା କରନ୍ତୁ ।

କନ୍ୟା

ଅଧିକ ପ୍ରୟାସ କରିବା ଦ୍ଵାରା ଲାଭ ପ୍ରାପ୍ତ ହେବାର ସମ୍ଭାବନା ଅଛି । ପୂର୍ଣ ରୂପରେ ସଫଳତା ପ୍ରାପ୍ତ କରିବେ । ଅନ୍ୟଥା କ୍ଷତି ହୋଇପାରେ । ଏହା ଦ୍ଵାରା କାର୍ଯ୍ୟର ବୋଝ ବଢିବା ସହ ମାନସିକ ସ୍ଥିତି ଉତପନ୍ନ ହୋଇପାରେ । ଜିଦ ଓ ଅତ୍ୟନ୍ତ କ୍ରୋଧରେ କରାଯାଇଥିବା କାର୍ଯ୍ୟ ଦ୍ଵାରା କ୍ଷତି ହେବାର ସମ୍ଭାବନା ଅଛି । କିଛି ଲୋକମାନେ ଆପଣଙ୍କ ପ୍ରପୋଜାଲକୁ ଗ୍ରହଣ କରିବେ । ତାଙ୍କ ଜୀବନରେ ଆପଣ ବହୁତ ମହତ୍ଵ ରଖନ୍ତି । ସଫଳ ମଧ୍ୟ ହେବେ ।

ତୁଳା

ମାତା ପିତାଙ୍କ ସହିତ ବନ୍ଧୁତା କରନ୍ତୁ ତେବେ ଆପଣଙ୍କ ସମସ୍ତ ସମସ୍ୟା ଶେଷ ହୋଇଯିବ । ଆପଣଙ୍କୁ ବହୁତ ଜଲ୍ଦି ମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ । ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କୁ ପଦ ପ୍ରାପ୍ତି ଲାଭ ହୋଇପାରେ । ମାତା ପିତାଙ୍କ ସହଯୋଗ ଦ୍ଵାରା ଉନ୍ନତିର ସମ୍ଭାବନା ଅଛି । ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନ ମିଶ୍ରିତ ଅଟେ । କାମ କାର୍ଯ୍ୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିପାରେ । ଆର୍ଥିକ ଲାଭ ବି ହେବ । ମାତା ପିତାଙ୍କ ସହ ସାମଞ୍ଜସ୍ୟ ରହିବ । ମାନ ସମ୍ମାନରେ ବୁଦ୍ଧି ହେବାର ସମ୍ଭାବନା ଅଛି ।

ବିଚ୍ଛା

ଘରେଲୁ ବିକାଶ ଠିକ ରହିବ । ପାରିବାରିକ ସହଯୋଗ ମିଳି ନ ପାରେ । ଯଦି ଆପଣଙ୍କର ବ୍ରେଅକପ ହୋଇ ଯାଇଛି ତେବେ ଆଜି ଆପଣଙ୍କ ଜୀବନସାଥି ଆପଣଙ୍କ ପାଖକୁ ଫେରି ଆସିପାରେ । ଆଜି ଆପଣ ନିଜ ହାତରେ ନେଇଥିବା କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଅଳ୍ପ ଧ୍ୟାନ ଦେବାକୁ ପଡିପାରେ । ଜୀବନସାଥିଙ୍କ ସହିତ ସମୟ ଅତିବାହିତ କରିବେ । କୌଣସି ସ୍ଥାନକୁ ଅଚାନକ ଯାଇ ପାରନ୍ତି । ଏହି ଯାତ୍ରା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିବ । ଚାକିରି ଓ ବ୍ୟବସାୟରେ ନୂଆ ଅବସର ପ୍ରାପ୍ତ ହେବ ।

ଧନୁ

ଆପଣଙ୍କ ଧର୍ମକାର୍ଯ୍ୟ ପ୍ରତି ଆସ୍ଥା ବଢିବ । ଅସୁବିଧା ସମୟରେ ମିତ୍ରମାନେ ଓ ପରିବାର ଲୋକମାନେ ଆପଣଙ୍କ ସହଯୋଗ କରିବେ । ବିଦେଶ ସ୍ଥିତ କମ୍ପାନୀରୁ ଶୁଭ ସମାଚାର ମିଳିବ । କୌଣସି ବି ବଡ କାର୍ଯ୍ୟରେ ହାତ ଦେବା ପୂର୍ବରୁ ଚିନ୍ତା କରନ୍ତୁ । ମଧ୍ୟାନ ପରେ ଆପଣଙ୍କ ଚିନ୍ତା ବଢି ପାରେ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । ମହତ୍ଵପୂର୍ଣ ବିଚାର ବିମର୍ଶରେ ଅଂସ ହେବେ । ଆକସ୍ମିକ ଧନ ଲାଭର ଯୋଗ ଅଛି । ଛୋଟ ପ୍ରବାସର ଆୟୋଜନ କରି ପାରିବେ । ବ୍ୟାପାରୀମାନଙ୍କ ବ୍ୟାପାରରେ ବୁଦ୍ଧି ହେବ ।

ମକର

ଆଜି ଆପଣଙ୍କୁ ଅସାଧାରଣ ଶକ୍ତି ମିଳିବ । ଆଜି ପାର୍ଟନରଶିପରେ କରିଥିବା କାମ ଲାଭଦାୟକ ପ୍ରମାଣିତ ହେବ । ଲୋକମାନଙ୍କ ବୈବାହିକ ଜୀବନରେ ଦଖଲ ଦିଅନ୍ତୁ ନାହିଁ । ସବୁଥିରେ ଶାନ୍ତ ରହିବା ଆପଣଙ୍କ ପାଇଁ ଲାଭଦାୟକ ଅଟେ । କୌଣସି ବ୍ୟକ୍ତି ଆପଣଙ୍କ ସହନ ଶକ୍ତି ଓ ବୁଦ୍ଧିମତାର ପରୀକ୍ଷା ନେଇ ପାରେ । ଭାଇମାନଙ୍କ ମଧ୍ୟରେ ପ୍ରେମ ବଢିବ । ଆପଣଙ୍କ ଦିନ ଆନନ୍ଦପୂର୍ଣ ଓ ଉତ୍ସାହପୂର୍ଣ ମାନସିକତାରେ ରହିବ । ଧନ ସମ୍ବନ୍ଧିତ ଲାଭ ହେବାର ସମ୍ଭାବନା ଅଛି । ଗୃହସ୍ତ ଜୀବନରେ ମଧୁରତା ଆସିବ ।

କୁମ୍ଭ

ମାତା ପିତାଙ୍କ ସହଯୋଗ ମିଳିବା ସହିତ ଉନ୍ନତିର ବି ସମ୍ଭାବନା ଅଛି । ଆପଣ ସମସ୍ତ ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ଅଟନ୍ତି । ଘରର ପରିବାରରେ ଆପଣଙ୍କୁ ମାନ ସମ୍ମାନ ଦୃଷ୍ଟିରେ ଦେଖାଯିବ । ସେଥିପାଇଁ ଆପଣ ଏହି ସମସ୍ତ ସମସ୍ୟାଜୁ ସମାଧାନ କରିବେ । ଆପଣଙ୍କ ଦ୍ଵାରା କରାଯାଇଥିବା ପ୍ରୟାସରେ ଆପଣ ଭଲ ସଫଳତା ପ୍ରାପ୍ତ କରିବେ । ଯଦି ଆପଣ ଆର୍ଥିକ ଲାଭ ପାଇଁ କୌଣସି ପ୍ରକାରର କାର୍ଯ୍ୟକୁ ଆଗକୁ ବଢାଇବା ପାଇଁ ଚେଷ୍ଟା କରୁଛନ୍ତି ତେବେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି ।

ମୀନ

ଆପଣ ଚାକିରି କରୁଛନ୍ତି ତେବେ ପଦ ପ୍ରାପ୍ତି ହୋଇପାରେ । ଆଜି ଆପଣଙ୍କ ପରିସ୍ଥିତି ସାମାନ୍ୟ ରହିବ । ଯଦି କୌଣସି ପ୍ରକାରର ବାଦ ବିବାଦ ଅଛି ତେବେ ତାକୁ ସମାଧନ କରିବାକୁ ପ୍ରୟାସ କରନ୍ତୁ । ସମୟ ଅନୁକୂଳ ରହିବ । ସ୍ଥିତି ଓ ପରିସ୍ଥିତିକୁ ଦେଖି କାର୍ଯ୍ୟ କରିବା ଉଚିତ । ଆପଣ ସବୁ କଥା ସମସ୍ତଙ୍କୁ କୁହନ୍ତୁ ନାହିଁ । ଘର ପରିବାରର ସଦସ୍ୟମାନଙ୍କ ମାନସିକ ସ୍ଥିତି ଠିକ ନ ରହିପାରେ । ଘରେ ସମସ୍ୟା ଉତ୍ପନ୍ନ ହୋଇପାରେ । କୌଣସି ବି କାର୍ଯ୍ୟରେ ବାଧା ଉତପନ୍ନ ହୋଇପାରେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।