ଆଜିର ରାଶିଫଳ, 15 ମଇ 2023, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି 5ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 15 ମଇ 2023 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବାରୁ ଆପଣଙ୍କୁ ଲାଭ ହେବ । କାହା କଥା ରେ ଭରସା କରନ୍ତୁ ନାହିଁ । ନଚେତ ଆପଣ ଅନୁତାପ କରି ପାରନ୍ତି । ଭାଇ ଙ୍କ ସହ ସମ୍ପର୍କ ମଜବୁତ ହେବ । ତରବର ହୁଅନ୍ତୁ ନାହିଁ କୌଣସି କାମକୁ ନେଇ । ଧର୍ମ କର୍ମ ରେ ରୁଚି ବଢିବ । ଆଜି ବାହନ ସୁଖରେ ବୃଦ୍ଧି ହେବ । ଆପଣ ପ୍ରସନ୍ନ ରହିବେ । ଛାତ୍ର ଙ୍କ ପାଇଁ ଦିନ ଫଳଦାୟୀ ସାବ୍ୟସ୍ତ ହେବ । ସ୍ୱାସ୍ଥ୍ୟ କୁ ନେଇ ସତର୍କ ରୁହନ୍ତୁ । ଦାମ୍ପତ୍ୟ ଜୀବନ ସୁଖଦ ରହିବ ।

ବୃଷ ରାଶି : ବେତନ ବୃଦ୍ଧି ବା ପଦୋନ୍ନତି ର ସମାଚାର ମିଳିବ ତ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଭାଇ ଭଉଣୀ ଙ୍କ ପ୍ରେମ ବଢିବ । ପରିବାରର ମାହୋଲ ଭଲ ରହିବ । ପାଇରଜନଙ୍କ ସହଯୋଗ ମିଳିବ । କୌଣସି କାମ ପୁରା ହେବାରୁ ଆପଣଙ୍କ ପ୍ରଭାବ ରେ ବୃଦ୍ଧି ହେବ । ସମ୍ପତି ରେ ଭଲ ଋଟର୍ନ ମିଳିପାରେ । ଆର୍ଥିକ ସ୍ଥିତି ଭଲ ରହିବ । କପଡା ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଆଜି ଦିନ ଟି ଭଲ ଅଛି ।

ମିଥୁନ ରାଶି : ଆପଣଙ୍କୁ ବାଦ କମ୍ପାନୀ ରୁ ଚକଇରୀ ଅଫର ଆସିପାରେ । ସଇକ୍ଷଣିକ କାର୍ଯ୍ୟ ରେ ଯାତ୍ରା କରିବାକୁ ପଡିପାରେ । ଆପଣଙ୍କ ଲକ୍ଷ୍ୟ ଅଧିକରୁ ଅଧିକ ବନ୍ଧୁ ଙ୍କ ସହ ବିତାଇବାରେ ରହିବ । ଆଜି ଆପଣଙ୍କ ଦିନ ବେହତର ରହିବ । ନୂଆ ବନ୍ଧୁତା କରନ୍ତି ତ ଭବିଷ୍ୟତରେ ଲାଭ ହୋଇପାରେ । ଆଜି ନେଇଥିବା ନିସ୍ପତି ଆପଣଙ୍କ ପାଇଁ ଠିକ ସାବ୍ୟସ୍ତ ହୋଇପାରେ । ବିଦ୍ୟାର୍ଥୀ ଙ୍କୁ ଶିକ୍ଷା କ୍ଷେତ୍ରରେ ସମସ୍ଯା ହୋଇପାରେ ।

କର୍କଟ ରାଶି : ସନ୍ତାନ ଙ୍କ ଦ୍ଵାରା କିଛି ଏମିତି କାମ ପୂରଣ ହେବ ଯାହାକୁ ଦେଖି ଆପଣଙ୍କ ମନ ପ୍ରସନ୍ନ ହେବ । ଆପଣ ସାମାଜିକ ମାନ ସମାନ ପ୍ରାପ୍ତି ସହ ସମାଜ ସେବା କରିବାରେ ଅଗ୍ରସର ହେବେ । ଆଜି ଆପଣଙ୍କର ଆଶା ପୂର୍ତ୍ତି କରିବାରେ ଆପଣ ସଫଳ ହେବେ । ଆର୍ଥିକ ସମସ୍ଯା ଦୂର ହେବ । ଆପଣ କରଜ ରୁ ମୁକ୍ତି ପାଇବେ । ନିଜକୁ ନେଇ ସଙ୍କୋଚ କରନ୍ତୁ ନାହିଁ । କିନ୍ତୁ ଭରସା ଯୋଗ୍ୟ ଲୋକଙ୍କ ମଧ୍ୟରେ ରୁହନ୍ତୁ ।

ସିଂହ ରାଶି : ଲଭମେଟ ଙ୍କ ସହ ଆପଣଙ୍କ ଦିନ ବେହତର ବ୍ଯତୀତ ହେବ । ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ । ଆଜି ମାତା ପିତା ଙ୍କ ପୁରା ସହଯୋଗ ମିଳିବ । ପରିବାରର ମାହୋଲ ଆନନ୍ଦଦାୟକ ରହିବ । ସ୍ଵାମୀ ସ୍ତ୍ରୀ ବାହରକୁ ଯିବାର ପ୍ଳାନ କରିବେ । ପ୍ରେମ ସମ୍ପର୍କ ପାଇଁ ଦିନ ଅନୁକୂଳ ଅଛି । ପ୍ରେମର ପ୍ରସ୍ତାବ ଦେଇ ପାରନ୍ତି । କୌଣସି କଥାକୁ ନେଇ ଚିନ୍ତାରେ ରହିବେ ।

କନ୍ୟା ରାଶି : ଭାଗ୍ୟ ଆପଣଙ୍କ ସାଥ ଦେବ । ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରୁ ଦିନ ଭଲ ଅଛି । ଅବିବାହିତ ଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ । ବ୍ୟାପାର ସ୍ଥାନରେ ଆପଣଙ୍କ ପ୍ରଭାବ ବଜାୟ ରହିବ । ପାର୍ଟନର ଙ୍କ ସହ ଆପଣ ସବୁ କଥା ବୁଝିବାକୁ ଚେଷ୍ଟା କରିବେ । ମନ ଭ୍ରମିତ ହୋଇପାରେ । ଭାଇ ଭଉଣୀ ଙ୍କ ସହ ମନାନ୍ତର ହୋଇପାରେ । ପରିବାର ସହ ଆନନ୍ଦପୂର୍ବକ ସମୟ ବିତାଇବେ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ବଢିବ ।

ତୁଳା ରାଶି : ଆର୍ଥିକ ଲାଭ ପାଇବାକୁ ଆପଣଙ୍କୁ ଟିକେ ମେହନତ କରିବାକୁ ହେବ । ଆପଣ ନୂଆ କାମକୁ ନେଇ ଯୋଜନା ବନାଇବେ । ଆଜି ଅଟକିଥିବା କାମ ପୂରଣ ହେବାରୁ ପ୍ରସନ୍ନ ହେବେ । ଆଜି ଆପଣଙ୍କୁ କିଛି ନୂଆ ଅନୁଭବ ହେବ । ଯେଉଁଥି ରେ ଭାଗ୍ଯର ସାଥ ଆପଣଙ୍କୁ ମିଳିବ । ମନ ରଚନାତ୍ମକ କାର୍ଯ୍ୟ ରେ ଲାଗିବ । ନିଜ ଲୋକଙ୍କ ସହ ଦେଖା ହେବ । ଛାତ୍ର ଙ୍କ ପାଇଁ ଦିନ ଅନୁକୂଳ ଅଛି । ବନ୍ଧୁ ଗଣଙ୍କ ସହ ଦିନ ଖୁସି ରେ ବିତାଇବେ ।

ବିଛା ରାଶି : କୌଣସି ପୁରୁଣା ବନ୍ଧୁ ଙ୍କ ସହ ଭେଟ ହୋଇପାରେ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ । ଆପଣଙ୍କ ଖର୍ଚ୍ଚ ର ମାତ୍ରା ବଢିବ । ତେଣୁ ଧ୍ୟାନ ରଖନ୍ତୁ । ଅନ୍ୟ ମାନଙ୍କ ର କଥା ଧ୍ୟାନ ଭାବେ ଶୁଣନ୍ତୁ । ପାରିବାରିକ କଳହ ଦୂର ହେବ । ଆଜି ଆପଣ ଶତ୍ରୁ ଙ୍କୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ । ସୁସ୍ଥ ମନରେ ଆଜି କାମ କରିବେ । ପରିଣାମ ସ୍ୱରୂପ ଆପଣଙ୍କ ଠାରେ ଊର୍ଜା ଓ ଉଶ୍ଚାହ ଦେଖାଯିବ । ଭାଇ ଭଉଣୀ ଙ୍କ ସହଯୋଗ ପ୍ରାପ୍ତ ହେବ ।

ଧନୁ ରାଶି : ନିଜ ଲୋକଙ୍କ ମଧ୍ୟରେ ସମ୍ପର୍କ ରେ ସୁଧାର ଆସିବ । ବ୍ୟର୍ଥ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ । ଆଜି ପରିବାରର ସମ୍ପତି କୁ ନେଇ ଚର୍ଚ୍ଚା ହୋଇପାରେ । ଆଜି ମହତ୍ଵ ପୂର୍ଣ୍ଣ କାର୍ଯ୍ୟ କରିବାରେ ଆପଣଙ୍କୁ ସମସ୍ଯା ହୋଇପାରେ । କାମ କାର୍ଯ୍ୟ ରେ ଫାଇଦା ପାଇବେ । ଆଜି ଦିନର ଆରମ୍ଭ ବେହତର ରହିବ । ପରିବାର ର ସଦସ୍ୟ ଙ୍କ ତରଫରୁ ସୁଖ ଓ ସହଯୋଗ ମିଳିବ ।

ମକର ରାଶି : ଘରେ କମ କିନ୍ତୁ ବାହାରେ ଅଧିକ ସମୟ ବିତାଇବେ । ସନ୍ତାନ ଙ୍କ ସହ ଜଡିତ ଜରୁରୀ କାମ ପୂର୍ଣ୍ଣ ହୋଇପାରେ । ଆପଣଙ୍କ ଯୋଜନା ସଫଳ ହେବ । ଆଜି ନିଜର କଥା କୁ ସ୍ପଷ୍ଟ ଭାବେ ଲୋକଙ୍କ ଆଗରେ ପ୍ରଦର୍ଶନ କରିବେ । ଧାର୍ମିକ ପ୍ରବୃତ୍ତି ରେ ବୃଦ୍ଧି ହେବ । କୌଣସି ବିବାହ ବା ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ମନରେ ପ୍ରସନ୍ନତା ଭାରି ରହିବ । ଆର୍ଥିକ ଲାଭ ହୋଇପାରେ । ଜୀବନ ସାଥିଙ୍କ ସହଯୋଗ ମିଳିପାରେ ।

କୁମ୍ଭ ରାଶି : ଆଜି ଆପଣ ନିଜ ଠାରୁ ବଡ ମାନଙ୍କର ଆଦର ସତ୍କାର କରିବାରେ ଅଗ୍ରଣୀ ହେବେ । ଅତିଥି ଙ୍କ ଆଗମନ ହେବାର ସମ୍ଭାବନା ଅଛି । ଆପଣଙ୍କ ଦକ୍ଷତା ରେ ବୃଦ୍ଧି ହେବ । କାରୋବାର ରେ ବୃଦ୍ଧି ହେବ । ଆପଣ ନୂଆ କାମର ଯୋଜନା ବନାଇବେ । ଆୟର ସ୍ରୋତ ରେ ବୃଦ୍ଧି ହେବାର ଯୋଗ ଅଛି । ଜୀବନ ସାଥିଙ୍କ ସହଯୋଗ ଓ ସାନିଧ୍ୟ ମିଳିବ । ସମ୍ପର୍କ ରେ ନିକଟତା ଆସିବ । ସନ୍ତାନ ଙ୍କ ଶିକ୍ଷା ସହ ଜଡିତ କିଛି ସମାଚାର ମିଳିପାରେ ।

ମୀନ ରାଶି : ଆପଣ ନିଜର କନଫର୍ଟ ଜୋନ ରୁ ବାହାରକୁ କିଛି ପଦକ୍ଷେପ ନିଅନ୍ତୁ ନାହିଁ । ଯଦି ସମ୍ପତି କ୍ରୟ ବା ବିକ୍ରୟ କରୁଛନ୍ତି ତେବେ ସତର୍କ ରୁହନ୍ତୁ । ମାତା ପିତା ଙ୍କ ଠାରୁ ଧନ ପ୍ରାପ୍ତି ର ଯୋଗ ଅଛି । ଜୀବନ ସାଥିଙ୍କ ସହ ଉତ୍ତମ ସମୟ ବିତାଇବେ । ବ୍ୟାପାରୀ ଙ୍କୁ ଭଲ ଆର୍ଥିକ ଫାଇଦା ହୋଇପାରେ । ଖାଦ୍ଯପେୟ ବ୍ୟାପାର କରୁଥିବା ଲୋକଙ୍କୁ ଆଶା ଅନୁସାରେ ପରିଣାମ ମିଳିବାର ସମ୍ଭାବନା ଅଛି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।