ଆଜିର ରାଶିଫଳ, 15 ଜୁନ 2020, ସୋମବାର, ମହାଦେବଙ୍କ ଅସୀମ କୃପା ରହିବ ଏହି ୫ଟି ରାଶି ଉପରେ, ବନୁଛି ଶୁଭଯୋଗ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୫ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ବେରୋଜଗାରି ଦୂର କରିବାକୁ ପ୍ରୟାସ କରନ୍ତୁ । ବ୍ୟବସାୟିକ ଯାତ୍ରା ସଫଳ ରହିବ । ଅଚାନକ କୌଣସି ବଡ ଲାଭ ମିଳିପାରେ । ଅଫିସରେ କିଛି ଭଲ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ । ନିବେଶ ଦ୍ଵାରା ଲାଭ ପାଇବେ । କୌଣସି ବଡ ଯୋଜନା ଓ ବିଚାର ଉପରେ ଆପଣଙ୍କ ଧ୍ୟାନ ଆକର୍ଷିତ କରି ପାରିବେ । ଆପଣଙ୍କ ଜୀବନସାଥିଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି । ବ୍ୟବସାୟକୁ ବିସ୍ତାର କରିବା ପାଇଁ ଯୋଜନା କରି ପାରନ୍ତି । ଅବିବାହିତଙ୍କୁ ବିବାହର ପ୍ରସ୍ତାବ ମିଳିପାରେ ।

ବୃଷ

ଟଙ୍କା ନେବା ଓ ଦେବା ସମୟରେ ସାବଧାନ ରୁହନ୍ତୁ । ସ୍ୱାସ୍ଥ୍ୟର ଚକ କମଜୋର ରହିବ । ଦୁଷ୍ଟଜନଙ୍କ ଠାରୁ ସାବଧାନ ରୁହନ୍ତୁ । ବାକି ଥିବା ଟଙ୍କା ମିଳିଯିବ । କୌଣସି ବଡ କାର୍ଯ୍ୟକ୍ରମର ଯୋଜନା କରି ପାରନ୍ତି । ନୂତନ କାର୍ଯ୍ୟ ପ୍ରାପ୍ତ ହେବ । କାରୋବାରରେ ବୁଦ୍ଧି ଆସିବ । ସଠିକ ନିବେଶ ଦ୍ଵାରା ଲାଭଦାୟକ ପ୍ରମାଣିତ ହେବ । ମନରେ ଉଦାସ ରହିବ । ପରିବାର ପ୍ରତି ସମର୍ପଣ ଭାବନା ଜାଗୃତ ହେବ । ଧର୍ମ କର୍ମ ପ୍ରତି ରୁଚି ବଢିବ ।

ମିଥୁନ

କୌଣସି ଅଦ୍ଭୁତ ଜିନିଷର ସାମ୍ନା କରିବାକୁ ପଡିପାରେ । ଅଧିକ ଖର୍ଚ ହୋଇପାରେ । ଆର୍ଥିକ ସ୍ଥିତି ସେହିଭଳି ଖାସ ରହିବ ନାହିଁ । ଦାମୀ ବସ୍ତୁ ସମ୍ଭାଳି କ୍ରୟ କରନ୍ତୁ । ଚିନ୍ତାରେ ରହିବେ । ପୈତୃକ ସମ୍ପତ୍ତି ପ୍ରାପ୍ତ କରିବାର ଆସାର ଅଛି । ପରିଜନଙ୍କ ସହିତ ସମୟ ବ୍ୟତୀତ କରିବେ । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜିର ଦିନ କଷ୍ଟଭରା ହୋଇପାରେ । ଅଧିକ ଚିନ୍ତା ଆଜିର ଦିନକୁ ଖରାପ କରିପାରେ । ସେଥିପାଇଁ ଅଧିକ ଚିନ୍ତା କରନ୍ତୁ ନାହିଁ । ଜଲ୍ଦି ଜଲ୍ଦି କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ ।

କର୍କଟ

ଶତ୍ରୁମାନଙ୍କ ଠାରୁ ସାବଧାନ ରୁହନ୍ତୁ । ଆର୍ଥିକ ଉନ୍ନତି ପାଇଁ ନୂତନ ଯୋଜନା କରନ୍ତୁ । ତତ୍କାଳ ଲାଭ ମିଳିବ । ସାମାଜିକ କାର୍ଯ୍ୟ କରିବା ପାଇଁ ପ୍ରେରଣା ପ୍ରାପ୍ତ ହେବ । ମିତ୍ରାମାନେ ଆପଣଙ୍କ ପାଖରେ ରହିବେ । ଆଜି ଆପଣ ନିଜର ପ୍ରେମକୁ ଜାହିର କରନ୍ତୁ । ବିଦ୍ୟାର୍ଥୀମାନଙ୍କୁ କଠୋର ପରିଶ୍ରମର ଦ୍ଵାରା ସଫଳତା ପ୍ରାପ୍ତ ହୋଇପାରେ । ପିଲାମାନଙ୍କ ଠାରୁ ମାର୍ଗଦର୍ଶନ ହେବ । ଯଦି ଆପଣ ସମସ୍ତ କାର୍ଯ୍ୟକୁ ଶାନ୍ତି ପୂର୍ଣ ଭାବରେ କରିବେ ତେବେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ ।

ସିଂହ

ଗାଡି, ମେସିନ ଓ ନିଆଁର ପ୍ରୟୋଗ ସାବଧାନ ହୋଇ କରନ୍ତୁ । କୌଣସି ବି ପ୍ରକାରରରେ ବିବାଦକୁ ଯାଆନ୍ତୁ ନାହିଁ । ଭାବନାରେ ବହି ନିଷ୍ପତି ନିଅନ୍ତୁ ନାହିଁ । ବିବାଦର ଆଶଙ୍କା ଅଛି । କାହାର ସାହାର୍ଯ୍ୟ କରିବା ଭାରି ପଡିପାରେ । ଯୁବକମାନେ ନିଜର କ୍ୟାରିୟର ପ୍ରତି ଧ୍ୟାନ ଦିଅନ୍ତୁ । ସ୍ଥାନ ପରିବର୍ତ୍ତନ ସିଦ୍ଧ ପ୍ରମାଣିତ ହୋଇପାରେ । ମାତାଙ୍କ ଠାରୁ ପ୍ରେମ ଓ ସହଯୋଗ ମିଳିବ । ଦାମୀ ବସ୍ତୁ ସମ୍ଭାଳି ରଖନ୍ତୁ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଲାଭ ହେବ ।

କନ୍ୟା

ଲାଭର ଅବସର ଆସିବ । ବାହାର ଯିବାକୁ ମନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ବ୍ୟତୀତ ହେବ । ଆଇନ ସମସ୍ୟା ଦୂର ହେବ । ପ୍ରସନ୍ନତା ପରିବେଶ ରହିବ । ଆଘାତ ଓ ରୋଗରୁ ମୁକ୍ତି ପାଇବେ । ବ୍ୟାପାର ଓ ବ୍ୟବସାୟ ଭଲ ଚାଲିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ମିଳିବ । ଗାଡି ଖରାପ ହୋଇଯିବା ଦ୍ଵାରା ଟଙ୍କା ଖର୍ଚ ହେବ । ଖାଦ୍ୟପାନରେ ରୁଚି ବଢିବ । ବିଦ୍ୟାର୍ଥୀମାନେ ପ୍ରତିଯୋଗୀ ପରୀକ୍ଷାରେ ଭଲ ପରିଣାମ ହାସଲ କରିବେ । ଖାଦ୍ୟପାନରେ ରୁଚି ବଢିବ ।

ତୁଳା

ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ଅର୍ଥ ସମ୍ବନ୍ଧିତ ଚୁକ୍ତିପତ୍ର ଉପରେ ସାଇନ କରିଲେ ବିପଦରେ ପଡି ପାରନ୍ତି । ବିଦ୍ୟା କ୍ଷେତ୍ରରେ ବିଜୟ ପ୍ରାପ୍ତ ହେବ । ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ପ୍ରଚୁର ଧନ ଲାଭ ହେବ । ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖା ଦେବ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ । ରାଜନୀତି କ୍ଷେତ୍ରରେ ସଂଘର୍ଷ ମଧ୍ୟ ଦେଇ ସମୟ ବିତାଇବେ । ମାନସିକ ଶାନ୍ତି ମିଳିବ ।

ବିଚ୍ଛା

ଆପଣଙ୍କ ସମସ୍ତେ କାର୍ଯ୍ୟର ପ୍ରଶଂସା ହେବ । ଖାଦ୍ୟପାନ ସନ୍ତୁଳିତ ରହିବ । ଶତ୍ରୁ ପରାଜୟ ହେବେ । କୌଣସି ସମ୍ପର୍କୀୟ ଅଚାନକ ଆପଣଙ୍କ ଘରକୁ ଆସି ପାରନ୍ତି । ଯେଉଁ କାରଣରୁ ଆପଣଙ୍କ କିଛି ଯୋଜନାରେ ବାଧା ଆସିପାରେ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ବର୍ତ୍ତମାନର ସମୟ ଉଚିତ ଅଟେ ଓ ଟଙ୍କା ଆପଣଙ୍କ ପାଖକୁ ଆସିବ । ମାତା ପିତାଙ୍କ ଆଶୀର୍ବାଦରେ ପରିସ୍ଥିତିରେ ସୁଧାର ଆସିବ । ଆୟରେ ନିଶ୍ଚିତତା ରହିବ । ନିଜର ବୌଧିକ କ୍ଷମତାର ବ୍ୟବହାର ନିଜର ହିତ ପାଇଁ କରନ୍ତୁ ।

ଧନୁ

ଯାତ୍ରା ପାଇଁ ଦିନ ଅଧିକ ଭଲ ନୁହେଁ । ବନ୍ଧୁମାନେ ଆପଣଙ୍କ ପର୍ସନାଳ ଜୀବନରେ ଦଖଲ ଦେଇ ପାରନ୍ତି । ମାନ ସମ୍ମାନ ବଢିବ । ଚାକିରିରେ ଉଚ୍ଚାଧିକାରୀମାନେ ପ୍ରଶଂସା କରିବେ । ବ୍ୟାପାର ଭଲ ଚାଲିବ । ବୈବାହିକ ଜୀବନରେ ଅଧିକ ସୁଖମୟ ଦିନ ଆସିବ । ଏହା ସହିତ ଆପଣଙ୍କ ପ୍ରୟାସରେ ପରିବାରରେ ବି ଖୁସି ଆସିବ । ହୋଇପାରେ କି ଆପଣଙ୍କ ଅତୀତ ସହ ଜଡିତ କୌଣସି ବ୍ୟକ୍ତି ଆଜି ଆପଣଙ୍କ ସହ ସମ୍ପର୍କ କରି ପାରେ । ଆଜିର ଦିନ ସବୁଦିନ ପାଇଁ ମନେ ରହିବ ।

ମକର

ବିଦ୍ୟାର୍ଥୀମାନଙ୍କୁ ଭଲ ପରିଣାମ ହାସଲ ହୋଇପାରେ । ଜୀବନସାଥିଙ୍କ ସହ ସମ୍ପର୍କକୁ ମଜବୁତ କରନ୍ତୁ । ଲାଭଦାୟକ ଦିନ ଅଟେ । ଚେଷ୍ଟା କରନ୍ତୁ ନିଶ୍ଚିତ ସଫଳତା ମିଳିବ । ଭଲ ସମୟ ଆପଣଙ୍କ ଅପେକ୍ଷା କରୁଛି । ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ । ମିତ୍ରଙ୍କ ସହଯୋଗ ମିଳିବ । ଆଜି ଆପଣ ନିଜର ଜୀବନସାଥିଙ୍କ ସହ ପ୍ରେମ ଭରା ସମୟ ବ୍ୟତୀତ କରିବେ । ହୋଇପାରୁ ନ ଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ । ସାମାଜିକ ପ୍ରତିଷ୍ଠା ମିଳିବ ।

କୁମ୍ଭ

ଯାହାକୁ ଆପଣ ଚାହୁଁଛନ୍ତି ତାଙ୍କ ଠାରୁ ଆପଣଙ୍କୁ କିଛି ଉପହାର ମିଳିପାରେ । ନୂଆ କାର୍ଯ୍ୟରେ ଆଶାତୀତ ଲାଭ ମିଳିବ ନାହିଁ । ବିବାହ ପରେ କୌଣସି କଥାକୁ ନେଇ ବିବାଦ ବଢିପାରେ । ଆଜି କିଛି କଥା ଆପଣଙ୍କୁ ବ୍ୟସ୍ତ କରି ପାରେ । କୌଣସି ଶୁଭ ସମାଚାର ମିଳିପାରେ । ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତେବେ ଆଗେଇ ଯିବା ଉଚିତ । ନୂତନ ଦ୍ରବ୍ୟ କ୍ରୟ କରିବେ । ଶତୃମାନେ ଦୂରେଇ ଯିବେ ।

ମୀନ

ମହିଳାମାନେ ନିଜର ଇଛା ପୂରଣ ପାଇଁ ଚେଷ୍ଟା କରିବେ । ସମସ୍ତ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି । ସରକାରୀ କ୍ଷେତ୍ରରେ ସଫଳତା ମିଳିବ । ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ । ନୂଆ ଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।