ଆଜିର ରାଶିଫଳ, 13 ଡିସେମ୍ବର 2020, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

କୌଣସି ପୁରୁଣା ସାଙ୍ଗ ସହ ଦେଖା ହୋଇପାରେ । ଆପଣ ଆଜି ଅଳ୍ପ ଅସୁସ୍ଥତା ଅନୁଭବ କରି ପାରନ୍ତି । ଯାହା ବି କରୁଛନ୍ତି ଆପଣ ନିଜେ ହିଁ କରନ୍ତୁ । କୌଣସି ଭଲ ଖବର ଆପଣଙ୍କୁ ମିଳିପାରେ । ଋଣରୁ ଆପଣ ମୁକ୍ତ ହୋଇଯିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆୟ ବଢିପାରେ । ଉଚ୍ଚ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ । ମିତ୍ରମାନଙ୍କର ପୁରା ସହଯୋଗ ମିଳିପାରେ । ପରିବାରରେ ଅଳ୍ପ ସମସ୍ୟା ଆସିପାରେ ।

ବୃଷ

ଆପଣ କୌଣସି ଯୋଜନା କରିବେ ତାହା ନିଶ୍ଚୟ ପୁରା ହୋଇଯିବ । ପରିବାରର ପରିବେଶ ବହୁତ ଖୁସି ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଆଜି ବଡ ସଫଳତା ମିଳିପାରେ । ଆପଣ ଆଜି କିଛି ନୂଆ ଶିଖିବେ ଯାହା ଦ୍ଵାରା ଆପଣଙ୍କୁ ଭବିଷ୍ୟତରେ ଲାଭ ମିଳିବ । ମାତା ପିତାଙ୍କ ସହଯୋଗ ମିଳିପାରେ । ଆପଣ ଆଜି ଉପର ଅଧିକାରୀଙ୍କ ସହ ଭଲ ବ୍ୟବହାର କରନ୍ତୁ । ନଚେତ ଆପଣ ବଡ ଅସୁବିଧାରେ ପଡ଼ିପାରନ୍ତି । କୌଣସି ଏକ ନୂଆ ସାଙ୍ଗ ଠାରୁ ଉପହାର ମିଳିପାରେ ଓ ଆପଣଙ୍କର ଆଜି ବହୁତ ଖର୍ଚ ମଧ୍ୟ ହୋଇପାରେ । ଆପଣଙ୍କର ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଆସିପାରେ ।

ମିଥୁନ

ଯେଉଁ କାମ ବୁଝୁଛନ୍ତି ତାଙ୍କୁ ହିଁ କରନ୍ତୁ ଅଲଗା କାମକୁ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । କୌଣସି କଥାକୁ ଶାନ୍ତି ମନରେ ସହ ସମାଧାନ କରନ୍ତୁ । କୌଣସି ଭଲ ଖବର ଆପଣଙ୍କୁ ମିଳିପାରେ । ଋଣରୁ ଆପଣ ମୁକ୍ତ ହୋଇଯିବେ । ଆର୍ଥିକ ସ୍ଥିତି ସୃଧୃଢ ରହିବ । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆୟ ବଢିପାରେ । ଉଚ୍ଚ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ । କ୍ୟାରିୟରରେ ବୃଦ୍ଧି ପାଇବା ପାଇଁ ହେଲେ ନିଜର ବୃଦ୍ଧିର ବିକସିତ କରିବାକୁ ପଡିବ । ମିତ୍ରମାନଙ୍କ ପୁରା ସହଯୋଗ ମିଳିପାରେ । ବୁଝି ବିଚାରୀ କାର୍ଯ୍ୟରେ ନିବେଶ କରନ୍ତୁ ।

କର୍କଟ

ଯଦି ଆପଣ ଏକାଗ୍ରତା ତଥା ଶାନ୍ତ ମନରେ ରହିବେ ତେବେ ଦୁଖ ଦୁର୍ଦଶା ଦୂର ହୋଇଯିବ । ଆଜି ଆପଣ ବହୁତ ଭାଗ୍ୟଶାଳି ରହିବେ ଓ ଅଧିକାରୀମାନଙ୍କ ଠାରୁ ବିଶେଷ ତଥ୍ୟ ପ୍ରାପ୍ତି କରିବେ । ଆଜି ଆପଣ ଯାହା ବି କାର୍ଯ୍ୟ କରିବାକୁ ଚେଷ୍ଟା କରିବେ ସେଥିରେ ଆପଣ ସଫଳତା ଓ ଭଲ ସ୍ଥିତିରେ ରହିବେ । ଆପଣ ଅଳ୍ପ ବ୍ୟସ୍ତ ରହିପାରନ୍ତି । ବଡ ବଡ ଉଦ୍ୟଗପତି ସହ ବ୍ୟବସାୟ କରିଲେ ଆପଣଙ୍କର ଲାଭ ଅତ୍ୟଧିକ ରହିବ । ଆପଣଙ୍କ ପ୍ରିୟଜନ କିଛି ସମସ୍ୟାରେ ସମ୍ମୁଖୀନ ହୋଇ ପାରନ୍ତି ।

ସିଂହ

କିଛି ଲକ୍ଷ୍ୟକୁ ନେଇ ଆପଣ ଗମ୍ଭୀର ହୋଇପାରନ୍ତି । ଆପଣଙ୍କୁ ଯୋଗ୍ୟତା ଅନୁସାରେ ମାନ ସମ୍ମାନ ମିଳିବ । ଦାମ୍ପତ୍ୟ ଓ ସନ୍ତାନ ସୁଖ ମିଳିବ । ଆଜିର ଦିନ ଖୁସିରେ ବିତିବ । ଆଜି ସୃଜନାତ୍ମକ ଶକ୍ତିର ଶ୍ରେଷ୍ଠ ଉପଯୋଗ କରନ୍ତୁ । ଯାତ୍ରାରେ ସଫଳତା ମିଳିବ । ଅବିବାହିତଙ୍କ ପାଇଁ ବିବାହର ପ୍ରସ୍ତାବ ମିଳିବ । ଘରେ କୌଣସି ମଙ୍ଗଳମୟ କାର୍ଯ୍ୟ କ୍ରମ ହୋଇପାରେ । ଆର୍ଥିକ ମାମଲାରେ ଲାଭ ହିଁ ଲାଭ ମିଳିବ । ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିବ । ଆପଣଙ୍କର ପ୍ରଗତି ହେବ । ମିତ୍ରମନଙ୍କ ଠାରୁ ସହଯୋଗ ମିଳିବ । ଆପଣ ନିଜର କ୍ୟାରିୟରରେ ଗୋଟେ ପାଦ ଆଗକୁ ଦେଲେ ଠିକ ଲକ୍ଷ ସ୍ଥାନରେ ପହଞ୍ଚି ପାରିବେ ।

କନ୍ୟା

ଏହି ରାଶିର ବ୍ୟବସାୟମାନଙ୍କୁ ଅଧିକ ଲାଭ ମିଳିପାରେ । ଅଫିସରେ ନିଜ ରାୟକୁ ରଖିବାର ପୁରା ଚାନ୍ସ ମିଳିବ । ଅନ୍ୟ ଲୋକମାନେ ଆପଣଙ୍କର ଯୋଜନା ଉପରେ ପ୍ରଭାବିତ ହେବେ । ମିତ୍ର ଓ ପରିବାର ସହିତ ହସ ଖୁସିର ସମୟ ବିତିବ । ବହୁତ ଦିନ ଧରି ଅଟକିଥିବା ଟଙ୍କା ଆପଣ ଫେରି ପାଇବେ । ଏହା ସହିତ ଋଣ ମଧ୍ୟ ସୁଝିଯିବ । ସମସ୍ୟାର ସମାଧାନ ହେବ । ଆକସ୍ମିକ ଧନ ଲାଭର ସମ୍ଭାବନା ଅଛି । ଟଙ୍କା ନେବା ଦେବାରେ ସାବଧାନ ରୁହନ୍ତୁ ।

ତୁଳା

ଏହି ରାଶିର ବ୍ୟକ୍ତିମାନେ ବହୁତ ଦିନରୁ ଭୋଗି ଆସୁଥିବା ସବୁ ସମସ୍ୟାରୁ ମୁକ୍ତି ପାଇବେ । ଆପଣମାନଙ୍କୁ ସବୁ କ୍ଷେତ୍ରରେ ନୂଆ ଅବସର ମିଳିବ । ଯାହା ଦ୍ବାରା କି ଜୀବନରେ ବହୁତ ଉନ୍ନତି କରିବେ । କୌଣସି ନୂଆ କିମ୍ବା ବଡ ଲୋକଙ୍କ ସଂସ୍ପର୍ଶରେ ଆସି କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । ଆଜି ଗହଣା ଓ ଘରର ଜିନିଷ କିଣି ପାରନ୍ତି । ବ୍ୟବସାୟରେ ବହୁତ ଲାଭ ହେବେ ଯାହା ଦ୍ୱାରା ଆର୍ଥିକ ସ୍ଥିତିରେ ଦୃଢତା ଆସିବ । ପରିବାରରେ ସୁଖ ସୌହାର୍ଦ୍ୱୟରେ ଜୀବନ ବିତିବ ।

ବିଚ୍ଛା

ଏହି ରାଶିର ବ୍ୟକ୍ତିମାନେ କରିଥିବା ସବୁ ଯୋଜନାରେ ସଫଳତା ପାଇବେ । ଛାତ୍ରମାନେ ଶିକ୍ଷା ଓ ପ୍ରତିଯୋଗିତା ମୂଳକ କ୍ଷେତ୍ରରେ ସଫଳତା ପାଇବେ । କୌଣସି କ୍ଷେତ୍ରରୁ ଅଚାନକ ଭାବେ ଧନ ମିଳିବାର ଯୋଗ ଅଛି । ଚାକିରୀ କ୍ଷେତ୍ରରେ ପଦୋନ୍ନତି ମିଳିବାର ସୁଯୋଗ ମିଳିବ । ବ୍ୟବସାୟରେ କୌଣସି ଏକ ବିଦେଶୀ କମ୍ପାନୀ ସହ ବଡ ଡିଲ ହେବାର ସମ୍ଭାବନା ଅଛି । ସମାଜରେ ମାନ ସମ୍ମାନ ବଢ଼ିବ । ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ କ୍ରମ ହେବା ଦ୍ଵାରା ଅତିଥୀଙ୍କ ଯିବା ଆସିବା ଲାଗି ରହିବ । ଘରେ ଏକ ଖୁସିର ବାତାବରଣ ରହିବ ।

ଧନୁ

ଏହି ରାଶିର ବ୍ୟକ୍ତିଙ୍କର ବହୁତ ଦିନରୁ ପଡି ରହିଥିବା କୌଣସି ଗୁରୁତ୍ୱ ପୂର୍ଣ କାର୍ଯ୍ୟରେ ସଫଳତା ପାଇବେ । ଆପଣଙ୍କ ଠାରୁ ଧର ନେଇଥିବା ଧନ ଅତି ସହଜରେ ମିଳିଯିବ । ଆପଣଙ୍କ ଆର୍ଥିକ ପରିସ୍ଥିତି ମଜବୁତ ହେବ । ଧନ ସଞ୍ଚୟ କରିବାରେ ସକ୍ଷମ ହେବେ । କୌଣସି ସ୍ଥାନରେ ଧନ ନିବେଶରୁ ପ୍ରଚୁର ଲାଭ ପାଇବେ । ସବୁ ପ୍ରକାରର କୋଟ କଚେରୀ ମାମଲାରୁ ମୁକ୍ତି ମିଳିପାରେ । ଆଜି କୌଣସି ଜମି କିମ୍ବା ବାହାନ କିଣିବାର ସଫଳ ହେବେ । ଛାତ୍ରମାନେ ପରୀକ୍ଷାରେ କୃତ କାର୍ଯ୍ୟ ହେବେ । ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ଭଲ ସମ୍ପର୍କ ରହିବ ।

ମକର

ସବୁ କାର୍ଯ୍ୟରେ ସଫଳତା ମିଳିବ । ଆଜି ଆଧ୍ୟାତ୍ମିକ କ୍ଷେତ୍ରରେ ମନ ଲାଗିବ । ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବେ ଏହା ସହିତ ବନ୍ଧୁ ବାନ୍ଧବଙ୍କ ସହ ଭଲ ସମ୍ପର୍କ ରହିବ । ଅଚାନକ ଭାବେ କୌଣସି ଖୁସି ଖବର ମିଳିବାରୁ ମନ ଖୁସି ରହିବ । କୌଣସି ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । ଆପଣଙ୍କୁ ମାନ ସମ୍ମାନ ମିଳିବ । କାରୋବାର ବହୁତ ଭଲ ଚାଲିବ ଓ ଅତ୍ୟଧିକ ଧନ ଲାଭ ହେବ । କାର୍ଯ୍ୟ ଭାର ଅଧିକ ରହିଥିବାରୁ ଶାରୀରିକ ଓ ମାନସିକ ଅସୁସ୍ଥତା ଅନୁଭବ କରିବେ ।

କୁମ୍ଭ

ସବୁଦିନର କାର୍ଯ୍ୟରୁ ଆପଣଙ୍କୁ ବହୁତ ଲାଭ ମିଳିବ । ବ୍ୟବସାୟରେ ଟଙ୍କା ଲାଗିବା ପାଇଁ ଆପଣ ଭାବି ପାରନ୍ତି । ଦାମ୍ପତ୍ୟ ଜୀବନରେ ମଧୁରତା ଆସିପାରେ । ଆର୍ଥିକ ଆୟୋଜନ ଓ ନୂଆ କାର୍ଯ୍ୟରେ ଆରମ୍ଭ କରୁଛନ୍ତି । ଯଦି ତେବେ ଆଜିର ଦିନଟି ବହୁତ ଉତ୍ତମ ଅଟେ । କାର୍ଯ୍ୟ କ୍ଷେତ୍ରରେ ଆକସ୍ମିକ ଧନ ଲାଭର ଯୋଗ ଅଛି । ବ୍ୟାପାର ଭଲ ଚାଲିବ । ଚାକିରିରେ ଉନ୍ନତିର ସମ୍ଭାବନା ଅଛି । ଆଜି ଆପଣ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମୀନ

ଅଳ୍ପ ଅଳ୍ପ କଥା ଉପରେ ରାଗନ୍ତୁ ନାହିଁ କାରଣ କିଛି ଲୋକମାନେ ଆଜି ଆପଣଙ୍କୁ ବିରୋଧ କରିପାରନ୍ତି । ଆପଣ ପୁରୁଣା କଥାରେ ଜମା ପଡନ୍ତୁ ନାହିଁ । ସମସ୍ୟା ଅତ୍ୟଧିକ ବଢିଯିବ । ନୂଆ କାର୍ଯ୍ୟ କରିବା ପାଇଁ ଉତ୍ସାହିତ ହେବେ । କୌଣସି କାର୍ଯ୍ୟକ୍ରମରେ ମିତ୍ରମାନଙ୍କ ସହ ଦେଖା ହୋଇପାରେ । ମାନସିକ ସ୍ଥିତି ନକରାତ୍ମକ ରହିବ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିପାରେ । ଧନ ପ୍ରାପ୍ତି ହୋଇପାରେ । ଅଫିସରେ ଆପଣଙ୍କ ଦାୟିତ୍ଵ ବଢିପାରେ । ମାତା ପିତାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ । ବ୍ୟବସାୟରେ କିଛି ଛୋଟୋ ଛୋଟୋ ସମସ୍ୟା ଆସିପାରେ । କିନ୍ତୁ ଚିନ୍ତା କରନ୍ତୁ ନାହିଁ । ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।