ଆଜିର ରାଶିଫଳ, 13 ଜୁନ 2022, ସୋମବାର, ମହାଦେବଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ଜୁନ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ମନରେ ଟଙ୍କା କମାଇବାର ତୀବ୍ର ଇଚ୍ଛା ରହିବ । ଆପଣଙ୍କର ସ୍ଵପ୍ନ ପୂରଣ କରିବା ପାଇଁ ଗ୍ରହ ମାନଙ୍କର ସ୍ଥିତି ଭଲ ରହିବ । ଆଜି ଧନ ଓ କାର୍ଯ୍ୟ ମାମଲାରେ ଆବେଗରୁ ବଞ୍ଚିତ ରୁହନ୍ତୁ । ନିଜ ଲୋକଙ୍କୁ ବୁଝିବା ପାଇଁ ସମୟ ଦିଅନ୍ତୁ । ଅନ୍ୟ ମାନଙ୍କର କଥା ଶୁଣିବା ଅପେକ୍ଷା ଆପଣ ନିଜ ମନ କଥା ଶୁଣନ୍ତୁ । ପଜେଟିଭ ଚିନ୍ତା କରିବା ଆପଣଙ୍କ ପାଇଁ ଭଲ ରହିବ । ପାରିବାରିକ ସୁଖ ସମୃଦ୍ଧି ବଜାୟ ରହିବ । ସମ୍ପର୍କ ରେ ମଧୁରତା ଆସିବ ।

ବୃଷ ରାଶି : ଆଜି ଜୀବନ ସାଥିଙ୍କ ସହ ଯାତ୍ରା କରିବାର ଯୋଗ ରହିଛି । ଛାତ୍ର ଙ୍କ ପାଇଁ ସମୟ ଭଲ ରହିବ । ବ୍ୟବସାୟିକ ଗତି ବିଧି ଉପରେ ନିବେଶ କରିବା ପୃବରୁ ତାହା ଉପରେ ବିଚାର ବିମର୍ଶ କାରନ୍ତୁ । ଅଜଣା ଲୋକଙ୍କ ଉପରେ ଭରସା କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଆଜି ନୂଆ ସମ୍ପର୍କ ଆପଣଙ୍କ ପାଇଁ ଫାଇଦା ଆଣିପାରେ । ଶତ୍ରୁ ବର୍ଗ ସକ୍ରିୟ ରହିବେ । ଆପଣଙ୍କର ଜୀବରେ ଅଟକି ରହିଥିବା କାମରେ ସଫଳତା ପ୍ରାପ୍ତ ହେବ ।

ମିଥୁନ ରାଶି : ଆଜି ଆପଣ ଭାବନାତ୍ମକ ରୂପରେ ନିଜକୁ ମଜବୁତ ଅନୁଭବ କରିବେ । ଅଜହା କାରଣରୁ ଅପାନଙ୍କ ସମ୍ପର୍କରେ ମଜବୁତି ଆସିବ । ବ୍ୟାପାରିକ ବ୍ୟସ୍ତତା ବୃଦ୍ଧି ପାଇବ । କିଛି ଲୋକଙ୍କ ପରିବାର ରେ ଯଜ୍ଞ ଓ ଉଲ୍ଲାସର ବାତାବରଣ ରହିବ । ଆପଣଙ୍କୁ କୌଣସି ବଡ କାମ ମିଳିପାରେ । ପାର୍ଟ ଟାଇମ ଚାକିରି କରୁଥିବା ଛାତ୍ର ଙ୍କ ଚାକିରି ମିଳିବାର ସମ୍ଭାବନା ରହିଛି । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ସୁଧାର ଆସିବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଲୋକେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

କର୍କଟ ରାଶି : ଆଜି ଆପଣଙ୍କ ଜୀବନରେ ଅନେକ ସାରା ନୂଆ ପରିବର୍ତ୍ତନା ଆସିବ । ଲମ୍ବା ସମୟରୁ ଅଟକି ରହିଥିବା କାମ ଆପଣଙ୍କର ଆରମ୍ଭ ହେବ । କୌଣସି କ୍ଷେତ୍ର ରୁ ଅଚନକ ଧନ ଲାଭ ହେବ । ଶିଂଗଲ ଲୋକେ କାହକୁ ପ୍ରପୋଜ କରିବାକୁ ଚାହୁଁଥିଲେ ଟିକେ ସତର୍କ ରୁହନ୍ତୁ । ସନ୍ତାନ ମାନଙ୍କର ଶିକ୍ଷା କୁ ନେଇ ଜାଡ୍ୟ ଆପଣ ପ୍ରୟାସ କରୁଛନ୍ତି ତେବେ ଆପଣଙ୍କର ମେହନତର ଫଳ ଆପଣ ନିଶ୍ଚିନ୍ତ ପାଇବେ । ବେପାର ବାଣିଜ୍ୟ କ୍ଷେତ୍ରରେ ଦୁଇ ଗୁଣା ଧନ ଲାଭ କରିବେ ।

ସିଂହ ରାଶି : ସମାଜରେ ଆପଣ ତୀବ୍ର ଗତିରେ ପ୍ରଗତି କରି ନିଜର ଅଲଗା ପରିଚୟ ସୃଷ୍ଟି କରିବେ । ଆପଣଙ୍କର ଆତ୍ମବିଶ୍ବାସରେ ବୃଦ୍ଧି ହେବ । ଆପଣଙ୍କ ଜୀବନରେ ଉନ୍ନତି ହେବ । ଆଜି ଦିନତି ଏମିତି ରହିବ ଯେମିତି ଆପଣ ଯାହା ଇଚ୍ଛା କରୁଥିବେ ସେମିତି ହେବ ନାହି । ପରିବାରରେ କୌଣସି କାମକୁ ନେଇ ଆପଣ ନିଜକୁ ଦାୟୀ ମନେ କରିବେ । ନିଜର ସଂପର୍କକୁ ରକ୍ଷା କରିବା ପାଇଁ ଆପଣଙ୍କୁ ଚୁପ ରହିବାକୁ ହେବ । ପରିବାରର ସହଯୋଗ ପ୍ରାପ୍ତ ହେବ ।

କନ୍ୟା ରାଶି : ଅନେକ ବର୍ଷରୁ ଅଟକି ରହିଥିବା କାମ ଆଜି ତୀବ୍ର ଗତିରେ ଆରମ୍ଭ ହେବ । ବିତ୍ତୀୟ ମାମଲାରେ ସହଜରେ ପ୍ରଗତି ହେବ । ସ୍ୱାସ୍ଥ୍ୟ ପ୍ରତି ଅଣଦେଖା କରନ୍ତୁ ନାହି । ଧନ ମାମଲାରେ ଅସାବଧାନତା ଆପଣଙ୍କୁ ମହଙ୍ଗା ପଡିପାରେ । ରଚନାତ୍ମକ ପ୍ରୟାସ ଆପଣଙ୍କର ଫଳପ୍ରଦ ହେବ । ଯଦି ଆପଣ ଆୟ ର ଏକ ଅତିରିକ୍ତ ଶ୍ରୋଷ୍ଟ ଉପରେ କାମ କରୁଛନ୍ତି ତେବେ ଆପଣ ସଫଳ ହେବେ । ଆର୍ଥିକ ନିବେଶରେ ବିଚାର କରି କରନ୍ତୁ । ଛାତ୍ରଙ୍କ ପାଇଁ ଦିନ ଭଲ ରହିବ ।

ତୁଳା ରାଶି : ଆଜି ଆପଣ ଥକାପଣ ବା ଆଳସ୍ୟ ଅନୁଭବ କରିବେ । ଆର୍ଥିକ ସ୍ଥିତରେ ସୁଧାର ଆସିପାରେ କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କର ଅଧିକ ଧ୍ୟାନ ଦେବା ଅଉହକିଟ । ରଚନାତ୍ମକ ପ୍ରୟାସ ଆପଣଙ୍କର ଫଳପ୍ରଦ ରହିବ । ବ୍ୟବସାୟିକ ମାମଲାରେ ଆପଣଙ୍କର ପ୍ରଗତି ହେବ । ଆପଣ ଆଜି ନିଜ ସ୍ୱାସ୍ଥ୍ୟ ସହ ଦାୟିତ୍ଵ ମଧ୍ୟ ଠିକ ଭାବେ ତୁଲାଇବେ । ଘରେ ସମ୍ପତି ବା ଜରୁରୀ କାଗଜ ପତ୍ରକୁ ନେଇ ଆପଣ ଚିନ୍ତାରେ ରହି ପାରିବେ । ଟଙ୍କା ଲେନଦେନ କରିବା ସମୟରେ ଆପଣ ସାବଧାନ ରୁହନ୍ତୁ । ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ ।

ବିଛା ରାଶି : ଆଜି ଆପଣ ଭବିଷ୍ୟତ ପାଇଁ ଗଭୀର ଭାବେ ଚିନ୍ତା କରିବେ । ଶିକ୍ଷା କେହତରରେ କରାଯାଇଥିବା ପ୍ରୟାସ ଆପଣଙ୍କର ସାର୍ଥକ ହେବ । ପାରିବାରିକ ଦାୟିତ୍ଵ ରେ ପୂର୍ତ୍ତି ହେବ । ଆର୍ଥିକ ପକ୍ଷ ମଜବୁତ ହେବ । ବୁଦ୍ଧି କୌଶଳ ଦ୍ଵାରା କରା ଯାଇଥିବା କାମ ଆପଣଙ୍କର ପୂର୍ଣ୍ଣ ହେବ । ଆପଣ ନିଜର ପ୍ରିୟଜନ ଙ୍କ ସହ ବାହାରକୁ ବୁଲିବାକୁ ଯାଇ ପାରନ୍ତି । ଆପଣ ପ୍ରିୟଜନଙ୍କ ସହ ୟାଦଗାର ସ୍ମୃତି ର ଆନନ୍ଦ ନେବେ । ପିତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ଧନୁ ରାଶି : ଆଜି ଆପଣଙ୍କ ଜୀବନରେ ଆସୁଥିବା ସବୁ ଦୁଖ କଷ୍ଟର ନିବାରଣ ହେବ । ଆପଣ ଲୋକଙ୍କ ସହ ଭେଟ ହେଲେ ସାକାରାତ୍ମକ ପ୍ରଭାବ ର ପ୍ରୟୋଗ କରିବେ । କାର୍ଯ୍ୟ ଭାର ଅଧିକ ରହିବ । ମହତ୍ଵ ପୂର୍ଣ୍ଣ କାମ ପାଇଁ ଆପଣ କୌଣସି ନିସ୍ପତି ନିଅନ୍ତୁ ନାହି । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ । ସନ୍ତାନ ମାନଙ୍କର ଉନ୍ନତି ଦେଖି ଆପଣ ପ୍ରସନ୍ନ ହେବେ । ସମାଜରେ କୀର୍ତ୍ତି ମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଆପଣ ସବୁ କ୍ଷେତ୍ର ରେ ପ୍ରଶଂସାର ପାତ୍ର ହେବେ । ମହିଳା ମାନେ ନୂଆ ମିତ୍ର ସ୍ଥାପନ କରିବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ମକର ରାଶି : ଆଜି ଆପଣଙ୍କର ଯେପରି ମାନ ହାନି ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ପିତା ଆପଣଙ୍କ ଉପରେ ରାଗି ପାରନ୍ତି । ଆପଣଙ୍କର ଧାର୍ମିକ କାର୍ଯ୍ୟରେ ରୁଚି ରହିବ । ଆର୍ଥିକ ପକ୍ଷ ମଜବୁତ ହେବ । ରାଜନୀତି ସହ ଜଡିତ ଲୋକଙ୍କୁ ମହତ୍ଵ ପୂର୍ଣ୍ଣ ଦାୟିତ୍ଵ ମିଳିପାରେ । ସ୍ୱାସ୍ଥ୍ୟ ପାଇଁ ଦିନ ତାହିକ ରହିବ । ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ମଲ୍ଟି ନ୍ୟାସନାଲ କମ୍ପାନୀ ଠାରୁ ଅଫର ମିଳିପାରେ । ଆଜି ଆପଣ ନୂଆ ବହି କିଣିବା ପାଇଁ ମନ କରିବେ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ପ୍ରଗତି ହେବ ।

କୁମ୍ଭ ରାଶି : ଆଜି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ମତଭେଦ ହୋଇପାରେ । ବିଦ୍ୟାର୍ଥୀ ବର୍ଗ ନିଜର ଚିନ୍ତାଧାରା ପଜେଟିଭ ରଖନ୍ତୁ । ବିଜନେସ ଆଗକୁ ବଢିବା ପରେ ପ୍ଳାନ କରିବେ । ଘରେ ଖୁସି ର ମାହୋଲ ବଜାୟ ରହିବ । ପରିବାର ସହ ସମୟ ବିତାଇବେ । ଯଦି ଆପଣ ସହଯୋଗ ନ କରିବେ ତେବେ ଆପଣଙ୍କ ସହ କେହି କଳହ କରି ପାରନ୍ତି । ଆପଣଙ୍କ ବ୍ୟବହାର ପାଇଁ ଆପଣଙ୍କର ପଡୋଶୀ ତାରିଫ କରିବେ । ସାମାଜିକ ଗତି ବିଧି କାରଣରୁ ଆପଣ ବ୍ୟସ୍ତ ରେ ରହିବେ ।

ମୀନ ରାଶି : ଆଜି ଆପଣ ଜୀବn ସାଥିଙ୍କ ସହ ପ୍ରେମ ପାଇ ଜୀବନରେ ସବୁ ଦୁଖ କଷ୍ଟର ସମାନ କରିବେ । ପାରିବାରିକ ସମସ୍ଯା ଦୂର ହେବ । ସିଭିଲ ଇଞ୍ଜିନିୟର ଛାତ୍ରଙ୍କ ପାଇଁ ସମୟ ଭଲ ରହିବ । ବ୍ୟପରି ବରଗଙ୍କୁ ଧନ ଲାଭ ହୋଇପାରେ । ଆପଣଙ୍କୁ ମାନସିକ ଚାପ ପଡିପାରେ । ଆପଣଙ୍କ ପରିବାର ଠାରୁ ପ୍ରଶଂସା ମିଳିବ ଯାହା ପାଇଁ ଆପଣ ଖୁସି ହେବେ । ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।