ଆଜିର ରାଶିଫଳ, 13 ଜୁନ 2020, ଶନିବାର, ଆଜି ଏହି ୫ଟି ରାଶି ଜାତକର ଗ୍ରହ ଉପରେ ପଡିବ ଶନିଦେବଙ୍କ ବଡ ପ୍ରଭାବ, ଜାଣନ୍ତୁ ଆପଣଙ୍କ ରାଶି ବିଷୟରେ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ବନ୍ଧୁମାନଙ୍କ ଭରପୁର ସାହାର୍ଯ୍ୟ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ପକ୍ଷ ସୁଦୃଢ଼ ରହିବ । ଆଜି ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ । ନିବେଶ ପାଇଁ ଭଲ ଦିନ ଅଛି । କିନ୍ତୁ ସଠିକ ଜାଗାରେ ନିବେଶ କରନ୍ତୁ । ଭଉଣୀର ସ୍ନେହ ଆପଣଙ୍କୁ ପ୍ରୋତ୍ସାହନ ଦେବ । ଛୋଟ ଛୋଟ କଥା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ନାହିଁ । ନଚେତ ଆଜି ଆପଣଙ୍କ ହାନି ହୋଇପାରେ । ଆପଣ ତ୍ଵଚା ସମ୍ବନ୍ଧିତ ରୋଗରୁ ମୁକ୍ତି ମିଳିପାରେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ ।

ବୃଷ

କାର୍ଯ୍ୟ କରିବାରେ ଆତ୍ମବିଶ୍ଵାସରେ ଅଳ୍ପ କମ ହୋଇପାରେ । ନିଷ୍ପତି ନେବା ସମୟରେ ଅସମଞ୍ଜସ୍ୟ ରହିବ । କୌଣସି କଥାକୁ ନେଇ ଭାଇମାନଙ୍କ ମଧ୍ୟରେ ମତଭେଦ ହୋଇପାରେ । ବ୍ୟାପାରର ଯୋଜଙ୍କୁ ଗୁପ୍ତ ରଖନ୍ତୁ । କାହା ଉପରେ ବି ଆବଶ୍ୟକତା ଠାରୁ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ପାରିବାରିକ ସମ୍ପର୍କ ମଜବୁତ ହେବ । ଆୟ ବ୍ୟୟରେ ସନ୍ତୁଳନ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କୁ ଆର୍ଥିକ ଲାଭ ହେବ । ଆପଣଙ୍କୁ ନିଜ ବନ୍ଧୁ ଠାରୁ କିଛି ଶିଖିବାକୁ ମିଳିପାରେ ।

ମିଥୁନ

ସମାଜରେ ସମ୍ମାନ ପ୍ରାପ୍ତ ହେବ । ବୌଦ୍ଧିକ କ୍ଷମତା ବୁଦ୍ଧି ହେବ । ପରିବାରରେ ଖୁସିର ଲହରୀ ରହିବ । ମାତା ପିତାଙ୍କ ସାହାର୍ଯ୍ୟ ଦ୍ଵାରା ଆପଣ ଆର୍ଥିକ ଅସୁବିଧାରୁ ମୁକ୍ତି ପାଇ ପାରିବେ । ଯେତେବେଳେ ଆପଣ ନିଜକୁ ଏକୁଟିଆ ଅନୁଭବ କରିବେ ତେବେ ନିଜର ପରିବାରର ସହ କଥାବାର୍ତ୍ତା କରନ୍ତୁ । କ୍ଳାନ୍ତ ଅନୁଭବ ହୋଇପାରେ । ପିତାଙ୍କ ସଠିକ ମାର୍ଗଦର୍ଶନ ମିଳିବ । ଭାଗ୍ୟ ଅନୁକୂଳ ଅଛି । ସନ୍ତାନ ପକ୍ଷ ସମ୍ବନ୍ଧିତ କାର୍ଯ୍ୟ ସମ୍ପନ୍ନ ହେବ । ଆପଣଙ୍କ ମନ ସମସ୍ତ କାର୍ଯ୍ୟରେ ଲାଗି ରହିବ ।

କର୍କଟ

ମନରେ ଚିନ୍ତା ରହିପାରେ । ଅନାବଶ୍ୟକ ରୂପରେ କ୍ରୋଧ ଆସିବ । ପରିବାରରେ କୌଣସି କଥାକୁ ନେଇ ବିବାଦ ହୋଇପାରେ କିନ୍ତୁ ଆପଣ ସେହି ବିବାଦକୁ ସମଧାନ କରିବାରେ ବି ସଫଳ ରହିବେ । କାରୋବାରରେ ପ୍ରଗତି ଆସିବ । କ୍ଳାନ୍ତ କାରଣରୁ ଅସୁସ୍ଥ ଅନୁଭବ କରିବେ । ପ୍ରେମ ସମ୍ବନ୍ଧରେ ନୂତନତା କିଛି ଆସିପାରେ । ବିଦ୍ୟାର୍ଥୀ ପଢାରେ ଅଧିକ ଧ୍ୟାନ ଦେବେ । ଯେତେବେଳେ ସ୍ୱାସ୍ଥ୍ୟ ସହ ଜଡିତ ମାମଲା ସାମ୍ନାକୁ ଆସୁଛି ତେବେ ନଜର ଅନ୍ଦାଜ କରନ୍ତୁ ନାହିଁ ।

ସିଂହ

ଆପଣ କୌଣସି ସମ୍ପତି କ୍ରୟ କରି ପାରନ୍ତି । ବିଦେଶରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଭଲ ଲାଭ ମିଳିବାର ଯୋଗ ଅଛି । ଆଜି ଅଧିକ ଖର୍ଚ୍ଚାନ୍ତ ହେବେ । ଆଶା କରୁଥିବା କାମ ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ । ସାହିତ୍ୟ, କଳାରେ ରୁଚି ବଢିବ । ଅଟକିଥିବା ଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଯିବ । ମନ ପ୍ରସନ୍ନ ରହିବେ । କାର୍ଯ୍ୟ ସିଦ୍ଧି ହେବ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ଓ ଆୟ ବଢିବ ।

କନ୍ୟା

ବୈବାହିକ ଜୀବନ ବି ସଫଳ ରହିବ । ଶଶୁର ଘର ପକ୍ଷ ଆପଣଙ୍କ ସହଯୋଗ କରିବେ । ଘରେ କୌଣସି ଧାର୍ମିକ କାର୍ଯ୍ୟ ହୋଇପାରେ । କୌଣସି ସମ୍ପର୍କୀୟଙ୍କ ଘରୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ କୌଣସି ସୂଚନା ମିଳିପାରେ । ଆଜିର ଦିନ ସେହିଭଳି ଖାସ ରହିବ ନାହିଁ । ଯେଉଁଭଳି ଭାବରେ ଆପଣ ଆଶା କରୁଥିଲେ । ସେଥିପାଇଁ ରୋମାଞ୍ଚକ କାର୍ଯ୍ୟ କରି ନିଜର ଦିନକୁ ରୋମାଞ୍ଚକପୂର୍ଣ କରନ୍ତୁ । ଆପଣଙ୍କ ବ୍ୟକ୍ତିତ୍ବ ଆପଣଙ୍କ ଆକର୍ଷଣର କେନ୍ଦ୍ର ହେବ ।

ତୁଳା

ସାବଧାନ ରୁହନ୍ତୁ । ମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଶିକ୍ଷା କ୍ଷେତ୍ରରେ ସନ୍ତାନମାନଙ୍କୁ ସଫଳତା ମିଳିବ । ସନ୍ତାନଙ୍କ ସଫଳତା ଦେଖି ଆପଣଙ୍କ ମନ ପ୍ରସନ୍ନ ରହିବ । ଜୀବନସାଥିଙ୍କ ସହ ଝଗଡା କରନ୍ତୁ ନାହିଁ । କର୍ମ କ୍ଷେତ୍ରରେ ପରିଶ୍ରମ ସାର୍ଥକ ଦେବ । ପିଲାମାନଙ୍କ କାର୍ଯ୍ୟ ପ୍ରତି ଦ୍ରୁଷ୍ଟି ରଖନ୍ତୁ । ଆଖି ଯନ୍ତ୍ରଣା ହୋଇପାରେ । ସବୁ କ୍ଷେତ୍ରରେ ସସତର୍କ ରୁହନ୍ତୁ । ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳାର ରହିବ । ଦାମ୍ପତ୍ୟ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ ।

ବିଚ୍ଛା

ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ନୂତନ ଚାକିରୀ ପାଇଁ ପ୍ରୟାସ କରି ପାରନ୍ତି । କିଛି ଯୁବକମାନେ ଉତ୍ସାହ ବର୍ଦ୍ଧକ ସମାଚାର ପାଇବେ । ଅଚାନକ ବନ୍ଧୁ ବାନ୍ଧବମାନଙ୍କଠାରୁ ଶୁଭ ସମାଚାର ମିଳିପାରେ । ପରିବାରରେ ଆନନ୍ଦପୁର୍ଣ ବାତାବରଣ ରହିବ । ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ । ଆର୍ଥିକ ପରିସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ । ଭୌତିକ ସୁଖ ସାଧାନରେ ଉନ୍ନତି ଆସିବ । ଅଟକିଥିବା କାର୍ଯ୍ୟ ପୁନଃ ଆରମ୍ଭ ହୋଇପାରେ ।

ଧନୁ

ଗର୍ଭବତୀ ମହିଳା ନଜିର ଧ୍ୟାନ ରଖନ୍ତୁ । ଛୁଟି ଦିନରେ ବି ଦିନସାରା ଘରେ କାମ କରିବାକୁ ପଡିବ । ଆପଣଙ୍କ ସମୟ ଶୁଭ ଅଟେ । ଆପଣ ବହୁତ ଭାଗ୍ୟଶାଳୀ ରହିବେ । ମହିଳାମାନେ ସମ୍ପର୍କୀୟମାନଙ୍କ ଠାରୁ ସୁବିଧା ପାଇବେ । ରାଜନୀତିରେ ପ୍ରଶଂସା ମିଳିବ । ବିଦ୍ୟାକ୍ଷେତ୍ରରେ ବି ସଫଳତା ମିଳିବ । କୃଷି କ୍ଷେତ୍ରରେ ଓ ବାଣିଜ୍ୟରେ ଲାଭ ହେବ । ଅଟକିଥିବା ଧନ ପ୍ରାପ୍ତି ହେବ । ପୁରୁଣା ପ୍ରାପ୍ୟ ଆଦାୟ ହେବ । ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ ।

ମକର

ପାରିବାରିକ ଶୃଙ୍ଖଳା ରକ୍ଷା କରିବା ସହ ଆର୍ଥିକ ସ୍ଥିତି ଭଲ ରହିବ । ସମ୍ପର୍କୀୟମାନଙ୍କ ଠାରୁ ଶୁଭ ସୂଚନା ଶୁଣି ଖୁସି ହେବେ । ଉଧାର ଦେଇଥିବା ଟଙ୍କା ମିଳିଯିବ । କୃଷି କ୍ଷେତ୍ରରେ ଉନ୍ନତି ଆସିବ । ରାଜନୀତିରେ ଉନ୍ନତି ହେବ । ମାନ ସମ୍ମାନ ପ୍ରାପ୍ତି ହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ । ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ ଅଟେ । ବ୍ୟବସାୟରେ ପାର୍ଟନରମାନଙ୍କ ଠାରୁ ସାହାଯ୍ୟ ପାଇବେ ।

କୁମ୍ଭ

ମହିଳାମାନେ ଦୀର୍ଘଦିନର ଯୋଜନାକୁ କାର୍ଯ୍ୟକାରୀ କରିବେ । ଖେଳ ଓ ବିଦ୍ୟାରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ଉଚ୍ଚ ବ୍ୟକ୍ତିଙ୍କ ପ୍ରଶଂସା ଶୁଣି ମନ ଖୁସି ରହିବ । ରାଜନୈତିକ କ୍ଷେତ୍ରରେ ଶତ୍ରୁ କମିଯିବେ । ସହକର୍ମୀ ଓ ପଡୋଶୀମାନଙ୍କ ସାହାଯ୍ୟ ମିଳିବ । ବିଦ୍ୟୁତ୍ ଯନ୍ତ୍ର ଚାଳନ, ଯାନବାହାନ ତଥା ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନଙ୍କର ଆକସ୍ମିକ ଧନ ପ୍ରାପ୍ତି ହେବ । ଅଧିକ ଖର୍ଚ୍ଚାନ୍ତ ହେବେ । ବନ୍ଧୁ, ମିତ୍ର ଓ ସହକର୍ମୀ ଠାରୁ ଲାଭ ମିଳିବ । ସାମାଜିକ କାର୍ଯ୍ୟରେ ଭାଗ ନେବେ ।

ମୀନ

ପିତାଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ନେଇ ଖୁସି ହେବେ । ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇବେ । ମାନସିକ ଦୁଶ୍ଚିନ୍ତା ଦୂର ହେବ । ଜୀବନସାଥିଙ୍କ ଗ୍ରହ ପ୍ରଭାବଶାଳି ରହିବ । ମନରେ ଅସ୍ଥିରତା ଆସିବ । ପରିବାରରେ ସ୍ଥିରତା ରହିବ । ବ୍ୟାପାରରେ ଭାବି ଚିନ୍ତି ନିବେଶ କରନ୍ତୁ । ମାତା ସ୍ୱାସ୍ଥ୍ୟ ଧ୍ୟାନ ରଖନ୍ତୁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।