ଆଜିର ରାଶିଫଳ, 12 ଡିସେମ୍ବର 2021, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ଡିସେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

୧-ମେଷ

ଆଜିର ଦିନ ଶାନ୍ତ ରହି ବିତାଇବେ । ଶାରୀରିକ ଅସୁସ୍ଥା ଆପଣଙ୍କୁ ଚିନ୍ତିତ କରିବ । ଚାକିରି – ବ୍ୟବସାୟରେ ଲାଭ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣଙ୍କର ମନ ପ୍ରସନ୍ନ ରହିବ । ମନର ଇଚ୍ଛା ପୁରା ହେବ । ଆକସ୍ମିକ ଖର୍ଚ ହେବ । ସମ୍ପର୍କୀୟମାନଙ୍କ ସହ ବାଦ ବିବାଦ ହୋଇପାରେ । ସେଥିପାଇଁ ଆଜି ସମସ୍ତ ବାଦ ବିବାଦ ଓ ଝଗଡା ଠାରୁ ନିଜକୁ ଦୂରେଇ ରଖନ୍ତୁ ନଚେତ ଆପଣଙ୍କର ଏହାର ଫଳଫାଳ ଜୀବନସାରା ଭୋଗିବାକୁ ପଡିପାରେ ।

୨-ବୃଷ

ଆଜିର ଦିନ ଆରମ୍ଭରୁ ଆପଣଙ୍କୁ ସତର୍କ ହୋଇ ରହିବାକୁ ପଡିବ । ମିଠା ମିଠା କଥା କହି ଆପଣ ଆଜି ନିଜର କାମ ଅନ୍ୟ ବ୍ୟକ୍ତିଙ୍କ ଠାରୁ କରାଇ ନେବେ । ସଫଳତାପୂର୍ବକ କାର୍ଯ୍ୟରେ କାର୍ଯ୍ୟସିଦ୍ଧି ନିଶ୍ଚିତ ମିଳିବ । ପ୍ରେମ ସମ୍ବନ୍ଧ ମାମଲାରେ ଦେଖି ଚାହିଁ ଆଗକୁ ବଢନ୍ତୁ । କୌଣସି ମିତ୍ର କିମ୍ବା ସମ୍ପର୍କୀୟମାନଙ୍କ ଠାରୁ ପ୍ରତକ୍ଷ କିମ୍ବା ପରୋକ୍ଷ ରୂପରେ ଲାଭ ମିଳିବ ।

୩-ମିଥୁନ

ଆଜି ରୋଜଗାରରେ ସଫଳତା ମିଳିବ, ପ୍ରତିଷ୍ଠାରେ ବୁଦ୍ଧି ହେବ । ରୋମାନ୍ସ ମାମଲାରେ ଦିନ ଭଲ ରହିବ ଦ୍ଵିତୀୟ ବ୍ୟକ୍ତିକୁ ବିନା ପରାମର୍ଶରେ ଉପଦେଶ ଦିଅନ୍ତୁ ନାହିଁ । ମନରେ ନୂଆ ବିଚାର ଆସିପାରେ । ନୂଆ ବନ୍ଧୁ ହୋଇ ପାରନ୍ତି । ପରିଜନ ଓ ଭାଇ ଭଉଣୀଙ୍କ ସହ ଆନନ୍ଦପୂର୍ବକ ସାୟ ବିତାଇବେ । ଶାରୀରିକ ଓ ମାନସିକ ରୂପରେ ଆଜି ଆପଣ ସୁସ୍ଥ ରହିବେ । କଥାବାର୍ତ୍ତାରେ ସନ୍ତୁଳନ ରଖନ୍ତୁ ।

୪-କର୍କଟ

ଆଜି ଆପଣଙ୍କର କୌଣସି ବିରୋଧୀ ଆପଣଙ୍କୁ ଭୁଲ ପ୍ରମାଣିତ କରିବାକୁ ଚେଷ୍ଟା କରିବ । ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ବିଚାରର ଦୃଢତାର ସହିତ ଆପଣ ସାବଧାନ ହୋଇ କାମ କରିବେ । ବ୍ୟବସ୍ଥିତ ରୂପରେ ଆର୍ଥିକ ବିଷୟ ଗୁଡିକର ଆୟୋଜନ କରିବେ । ଆଜି ମାନସିକ ଶାନ୍ତି ମିଳିବ । ଆଜି ଦିନରେ ନିବେଶ କରନ୍ତୁ ନାହିଁ ।

୫-ସିଂହ

ଆଜି ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ ରହିବେ । ସ୍ଵୟଂଙ୍କୁ ଶାନ୍ତ କରି ରଖନ୍ତୁ ନଚେତ ଆଜି ଆପଣ ବହୁତ ବାଧାର ସାମ୍ନା କରିବେ । ଯଦି ଆପଣ କୌଣସି ପରିସ୍ଥିତିରୁ ଦୂରରୁ ଯାଉଛନ୍ତି ତେବେ ବହୁତ ଅସୁବିଧା ହୋଇପାରେ । ଏହିଭଳି ଲୋକମାନଙ୍କ ଠାରୁ ବଞ୍ଚନ୍ତୁ ଯେଉଁମାନେ ଆପଣଙ୍କର ପ୍ରତିଷ୍ଠାକୁ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରିବେ ।

୬-କନ୍ୟା

ଆଜି ଅଳ୍ପ ଧର୍ଯ୍ୟ ଓ ସହନଶୀଲତା ସହ କାମ କରନ୍ତୁ ତେବେ ଯାଇ ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ହୋଇପାରେ । ଭାଇ ଭଉଣୀଙ୍କ ଠାରୁ ସହଯୋଗର ହାତ ଆସିବ । ଆପଣଙ୍କର ଜୀବନ ଚେଞ୍ଜ ହୋଇପାରେ । ବ୍ୟକ୍ତି ବିଶେଷଙ୍କ ଠାରୁ ଲାଭ ମିଳିବ । ବ୍ୟାପାର ସାମାନ୍ୟ ରହିବ । ଶେୟାରରେ ଟଙ୍କା ନିବେଶ ବୁଝିସୁଝି କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।

୭-ତୁଳା

ଆଜି ଆପଣଙ୍କର ରାଜକୀୟ ମାମଲାରେ ସଫଳତା ମିଳିବ । ଭାଗ୍ୟଉଦୟ ସମ୍ଭବ ଅଟେ । ଯୁବପିଢୀମାନେ ପରୀକ୍ଷାରେ ସଫଳ ହେବେ । ହଜିଯାଇଥିବା ପ୍ରତିଷ୍ଠା ପୁଣି ପ୍ରାପ୍ତ ହେବ । ଦାୟିତ୍ଵ ବଢିବ ଦ୍ଵାରା ଆପଣ ଅଳ୍ପ ଚିନ୍ତିତ ହୋଇ ପାରନ୍ତି । ଅତି ନିଜର ଲୋକମାନଙ୍କ ସହିତ ସାକ୍ଷାତ ହୋଇପାରେ । ଅଫିସରେ କାହା ସହିତ ବାଦ ବିବାଦ ହୋଇପାରେ ।

୮-ବିଚ୍ଛା

ଆଜି ଆପଣଙ୍କୁ କେତେକ କାର୍ଯ୍ୟ ସମୟ ପୂର୍ବରୁ ଶେଷ କରିବାକୁ ପଡିବ । କିଛି ନୂଆ କରିବା ପାଇଁ ଆଜିର ଦିନ ବହୁତ ଭଲ ଅଟେ । ଚିନ୍ତା କମ ହେବ କାରଣରୁ ଆପଣଙ୍କର କାର୍ଯ୍ୟ ର ଗତି ବଢିବ । ବାହନ ସୁଖ ମିଳିବ । ଏହି ସମୟରେ ଆପଣଙ୍କର ଉନ୍ନତି ହେବ । ଆପଣଙ୍କର ପରିବାରରେ ସୁଖଶାନ୍ତିର ପରିବେଶ ରହିବ ।

୯-ଧନୁ

ଆଜିର ଦିନ ଆରମ୍ଭରୁ ହିଁ ଆପଣ ଭଲ ଅନୁଭବ କରିବେ । ଭାଗ୍ୟବୃଦ୍ଧିର ଅବସର ଆସିବ । ନୂଆ କାର୍ଯ୍ୟ ଆରମ୍ଭ କରି ପାରିବେ । ଆର୍ଥିକ ଦ୍ରୁଷ୍ଟିରେ ଆପଣଙ୍କୁ ଲାଭ ମିଳିବ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ମୁକ୍ତି ମିଳିବ । କୌଣସି ବି କାମ କରିବା ପୂର୍ବରୁ ଥରେ ଭଲ ଭାବରେ ଚିନ୍ତା କରି ନିଅନ୍ତୁ ।

୧୦-ମକର

ଆଜି କାର୍ଯ୍ୟଭାର ଅଧିକ ରହିବ । ପ୍ରବଳ ଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କର ସଫଳତା ସହିତ ହିଁ ଲୋକମାନଙ୍କର ଅପେକ୍ଷା ଆପଣଙ୍କ ଉପରେ ବଢିଯିବ । କୌଣସି ନା କୌଣସି ଅଭ୍ୟାସ ହୋଇପାରେ, ସାବଧାନ ରୁହନ୍ତୁ । ଧାର୍ମିକ କାର୍ଯ୍ୟରେ ମନ ପ୍ରଫୁଲ୍ଲିତ ରହିବ । ଆଳସ୍ୟ ତ୍ୟାଗ କରି ସମୟର ସଦୁପଯୋଗ କରନ୍ତୁ । ଘରେ ସୁଖ ଶାନ୍ତିର ପରିବେଶ ରହିବ ।

୧୧-କୁମ୍ଭ

ଆଜି ଆପଣଙ୍କୁ ପରିଶ୍ରମ ଦ୍ଵାରା କରାଯାଇଥିବା କାର୍ଯ୍ୟସିଦ୍ଧି ହେବ । ବିବାହିତ ବ୍ୟକ୍ତି ନିଜର ଜୀବନସାଥିକୁ ନିଜ ପ୍ରେମର ବିଶ୍ଵାସ ଦେବେ । ଆପଣଙ୍କର ଅଧିକ ଖର୍ଚ ହୋଇପାରେ । ଯଦି ଆପଣ ଅଫିସରେ ଅଧିକ ସମୟ ବିତାଇବେ, ତେବେ ଆପଣଙ୍କର ଘରେଲୁ ଜୀବନ ଉପରେ ନକାରତ୍ମକ ପ୍ରଭାବ ପଡିପାରେ ।

୧୨-ମୀନ

ଆଜିର ଦିନ ଆପଣଙ୍କ ପାଇଁ ଊର୍ଜାରେ ଭରପୁର ରହିବ । ବ୍ୟାପାର ଦ୍ଵାରା ସଫଳତାର ସୂତ୍ର ହେବ । ଆପଣଙ୍କର ମନରେ ପରିବର୍ତ୍ତନ ଶୀଘ୍ର ଆସିବ । ଆର୍ଥିକ ଦ୍ରୁଷ୍ଟିରେ ଆପଣଙ୍କ ପାଇଁ ଆଜିର ଦିନ ଲାଭଦାୟୀ ରହିବ । ଆଜି ମିତ୍ର କିମ୍ବା ପରିବାରର ସଦସ୍ୟମାନଙ୍କ ସହିତ ଭୋଜନର ଆନନ୍ଦ ଉଠାଇ ପାରିବେ । ଅନ୍ୟ ମାନଙ୍କ ବିଷୟରେ ଖରାପ ଭାବନା ରଖିଲେ ଆପଣ ନିଜେ ବର୍ବାଦ ହୋଇଯିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।