ଆଜିର ରାଶିଫଳ, 12 ଜୁନ୍ 2021, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ ।

ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ଜୁନ୍ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆଜି ଆପଣ କେବଳ ଏପାଖ ସେପାଖ ହୋଇ କାଟିବେ ସମୟ କୁ । ଆପଣ ପ୍ରତେକ କ୍ଷେତ୍ରରେ ନିଜ ସମ୍ପର୍କ ଖୁବ ଭଲ ରଖିବେ । ଆପଣଙ୍କ ପରିବାରରେ ପରିସ୍ଥତି ଖୁବ ଭଲ ରହିବ । ଆପଣଙ୍କ ଯେତିକି ବନ୍ଧୁମାନେ ଥିବେ ସେମାନେ ଆପଣଙ୍କ ସହ ନିଜ ପରିଚୟକୁ ଆହୁରି ନିବିଡ କରିବେ । ଧନ ଲାଭ ହେବାର ଅନେକ ଯୋଗ ଅଛି । ଆପଣଙ୍କ କାମ ଖୁବ ଅଧିକ ରହିବ । କର୍ମ କ୍ଷେତ୍ରରେ ଆପଣ ଖୁବ ଭଲ କାମ କରି ନିଜକୁ ଏକ ଭଲ କର୍ମଚାରୀ ବୋଲି ପ୍ରମାଣିତ କରାଇବେ । ଯାହା ପାଇଁ ଆପଣ ଖୁବ ମାନଶୀକ ଓ ଶାରୀରିକ ଥକା ଅନୁଭବ କରିବେ । ଆପଣ ସମୟ ଓ ପରିସ୍ଥିତି ଦେଖିକି କାମ କରନ୍ତୁ । ଏହା ନହେଲେ ଆପଣ ଆସୁ ବିଧାରେ ପଡି ପାରନ୍ତି ।

ବୃଷ ରାଶି –

ଆଜି ଆପଣଙ୍କ ଚିନ୍ତାରେ ଥିବା କାମ ହୋଇଯିବ । ଅଚାନକ କେହି ଘରକୁ କିଛି କାମରେ ଆସି ପାରନ୍ତି । ଯେଉଁ ପାଇଁ ଆପଣ ଖୁବ ଉସ୍ଛାହ ରେ ରହିବେ । ଆପଣ ଖୁବ ସାହାଶୀ ପ୍ରକୃତି ର ଲୋକ ଅଟନ୍ତି । ଘରେ କିଛି ଭଲ କାମ ହୋଇ ପାରେ ଯାହା ପାଇଁ ଆପଣଙ୍କ କାମ ଖୁବ ଶହଜ ହୋଇଯିବ । ଆପଣ ଖୁବ ସାହାଶୀ ପ୍ରକୃତିର ଲୋକ ଅଟନ୍ତି । ଆଜିର ଦିନ ସେହି ଭଳି କିଛି ଭଲ କିମ୍ବା କିଛି ଖରାପ ହୋଇ କି ଜୀବ କହିବା ପାଇଁ ଗଲେ ଆଜି ଆପଣ ମଧ୍ୟମ ଧରଣର ଫଳ ପାଇବେ । କର୍ମ କ୍ଷେତ୍ରରେ ଆପଣଙ୍କ ପାଇଁ ଖୁବ ଅଧିକ କାମ ରହି ପାରେ ଆଜି । କିନ୍ତୁ ଆପଣ ଯଦି କଠିନ ପରିଶ୍ରମ କରିଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ସଫଳ ହେବେ । ଆଜି ଆପଣ ଛୋଟ ଛୋଟ କଥାରେ ରାଗି ପାରନ୍ତି ।

ମିଥୁନ ରାଶି –

ଆଜି ଆପଣଙ୍କ ଜୀବନ କିଛି ନୂଆ ମୋଡ ନେଇ ପାରେ । ଆପଣ କିଛି ଅଧିକା କାମ କରି ପାରନ୍ତି । ଆପଣ ନିଜ ପୁରୁଣା ବ୍ୟାପାରୀ ମାନଙ୍କ ସହ ଆହୁରି ଅଧିକ ବ୍ୟାପାରୀ ମାନଙ୍କ ସହ କାମ କରିବେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣ ଆଜି ଖୁବ ଭଲ କାମ କରି ନିଜ ନାମ ଅର୍ଜନ କରିପାରିବେ । ଆପଣଙ୍କୁ ଆଜି କିଛି ଅବସର ମିଳିବ ଯାହା ପାଇଁ ଅପଣ ନିଜକୁ ନିଜ ଅଫିସ ରେ ସବୁ ଠାରୁ ଭଲ କର୍ମଚାରୀ ବୋଲି ପ୍ରମାଣିତ କରିପାରିବେ । ଯଦି ଆପଣ ରାଜନୀତି ରେ ଅଛନ୍ତି ତେବେ ଆପଣ ନିଜର ଉପର ପଦ ପାଇବା ପାଇଁ ସକ୍ଷମ ହେବେ । ଅନେକ ଦିନ ପରେ ଆପଣଙ୍କ ପରିବାର ର ସବୁ ଲୋକ ମାନେ ଏକାଠି ହୋଇ କିଛି ଏକ ଅନୁଷ୍ଠାନରେ ଯୋଗ ଦାନ କରିବେ । ଏହା ଆପଣଙ୍କ ପାଇଁ ଖୁବ ଭଲ ଅଟେ । ଆପଣ ନିଜ କ୍ରୋଧ କିମ୍ବା ନିଜ ବାଣୀ ଉପରେ ସଂଯମ ରଖନ୍ତୁ ।

କର୍କଟ ରାଶି –

ଆଜି ଆପଣ କିଛି ନିଆରା ଅନୁଭବ କରିବେ । ଆଜି ଆପଣ ନିଜ ପରିବାର କିମ୍ବା ନିଜ ଜୀବନ ସାଥି ସହ କିଛି ଭଲ ସମୟ ବିତାଇବେ । ଆଜି ଆପଣ ଯେତେ ପ୍ରୟାଶ କାଲେ ମଧ୍ୟ ନିଜ କାମକୁ ସମୟରେ ସାରି ପାରିବେ ନି । ଆପଣ ସଫଳତା ପାଇବା ପାଇଁ ନିଜ ଚେଷ୍ଟା ଜାରି ରଖନ୍ତୁ । ଏହା ଆପଣଙ୍କ ପାଇଁ ଖୁବ ଭଲ ପରିଣାମ ଦେବ । ଆଜି ଆପଣ ନିଜ ପରିବାର ଲୋକଙ୍କୁ ଯେତେ ପାରିବେ କଳହ ଲୋକ ମାନଙ୍କ ପାଖରୁ ଦୂରେଇ ରଖିବେ କାରଣ ଆପଣ ଯେତେ ଏହି ଭଳି ଲୋକଙ୍କ ସହ ରହିବେ ଆପଣଙ୍କ ପରିବାର ରେ ମତ ଭେଦ ଭଳି ଅନେକ ସମସ୍ଯା ରହିବ । ଆପଣଙ୍କ ଜୀବନରେ ଖୁବ ସୁଯଗ ଦୁର୍ଯୋଗ ବାର ବାର ଆସିବ । ଆପଣ ଏହାର ଫାଇଦା ଉଠାଇ ପାରିବେ ।

ସିଂହ ରାଶି –

ଆଜି କିଛି ସମୟ ଆପଣଙ୍କ ପାଇଁ ଖୁବ ଭଲ ରହିବ । ସାରା ଦିନରେ ଆପଣ କିଛି ଅଲଗା ଅଲଗା ପ୍ରକାର ସମୟ ଅନୁଭବ କରିବେ । ଏହି ଦିନ ଆପଣଙ୍କୁ କିଛି ଭଲ ଯୋଗ ଦେଖାଉଛି । ଆଜି ଆପଣଙ୍କ ଭାଗ୍ୟ କିଛି ଭଲ ଶାଥ ଦେବ । ଆପଣଙ୍କ ପାଇ କିଛି ଭି କାମ କଷ୍ଟ କର ହେବନି । ଆପଣ ନିଜ ବ୍ୟାପାରରେ ଯଦି କାହାକୁ କାମରେ ରଖିବେ ତାହେଲେ ଆପଣ ଜାଣି ରଖନ୍ତୁ କି ଆପଣ ତାକୁ ଭଲ ଭାବରେ ଜାଣିଥିବା ଆବଶ୍ୟକ ଅଟେ ନହେଲେ ଏହା ଆପଣଙ୍କ ପାଇଁ ଖୁବ ଖରାପ ପ୍ରଭାବ ପଡିବ ।

କନ୍ୟା ରାଶି –

ଆଜି ଆପଣ କିଛି ଲୋକ ମାନଙ୍କ ପାଖରୁ ସାହାଜ୍ଯ ପାଇ ପାରିବେ । ଆପଣଙ୍କୁ ବଡ ଲୋକମାନଙ୍କ କଥା ମାନିବା କଥା ଆଜି । ବାହାରେ ଆପଣ ଆଜି ଅନେକ ସମୟ ବିତାଇବେ । କାରଣ ହେଉଛି କି ଆପଣ ଆଜି କିଛି ଜରୁରୀ କାମରେ ବ୍ୟସ୍ତ ରହିବେ । ଆଜି ଆପଣ କିଛି ଆର୍ଥିକ ସାହାଜ୍ଯ ପାଇବେ । ଆଜି ଆପଣ କାର୍ଯ୍ୟ ପାଇଁ ଖୁବ ସଚୋଟ ହୋଇ ରହିବେ । କିଛି ଲୋକମାନେ ଆଜି କର୍ମ କ୍ଷେତ୍ରରେ ଆପଣଙ୍କୁ କିଛି ଅସୁବିଧାରେ ପକେଇବା ପାଇଁ ଚେଷ୍ଟା କରିବେ । ଆପଣ ଯଦି ଏହି ସମୟରେ କେବଳ ତାଙ୍କୁ ନିଜର ସଠିକ ତାର ପ୍ରମାଣ ଦେବାରେ ଲାଗିବେ ତାହେଲେ ଏହା ଆପଣଙ୍କ ପାଇଁ ଖୁବ ଖରାପ ପ୍ରଭାବ ପଡିବ । ଆବଶ୍ୟକ ନଥିବା କାମରେ ନିବେଶ କରନ୍ତୁ ନି । ଯଦି ଆପଣ ଚାହିଁ ବେ ତାହେଲେ ଆପଣ ଜଣା ଶୁଣା କିଛି ଜାଗାରେ ନିବେଶ କରିବେ ।

ତୁଳା ରାଶି –

ଆପଣ ଆଜି କିଛି ଘରୋଇ କାମରେ ଫାଶୀ ଯାଇ ପାରନ୍ତି । ଆପଣ ନିଜ କଥା ଉପରେ ସଂଯମ ରଖନ୍ତୁ । ଆପଣଙ୍କ ଏହା କାମ କାର୍ଯ୍ୟ କ୍ଷେତ୍ରରେ ଖୁବ ଭାରି ହୋଇ ଜୀବ । ଆପଣଙ୍କ ପିତା କିମ୍ବା ଆପଣ ଯାହାକୁ ନିଜର ଶୁଭ ଚିନ୍ତକ ବୋଲି ଭାବୁଛନ୍ତି ସେମାନଙ୍କ ସହ ଏହା କୁ ବାଣ୍ଟନ୍ତୁ । ଆପଣଙ୍କ ପାଇଁ ବ୍ୟାପାର କ୍ଷେତ୍ର ଖୁବ ଅନୁକୂଳ ରହିବ । ଆପଣ ପଇସା ଲେନ ଡେନ କାରବାର ରେ ଅଧିକ ସଚେତନ ରୁହନ୍ତୁ ।

ବିଛା ରାଶି –

ଆପଣ ଏହି ସମୟ ମଧ୍ୟରେ ନିଜର ଇଛା ପୂରଣ କରିବେ । ଆପଣ ଖୁବ ବୁଦ୍ଧି ମାନ ଥିବାରୁ । ଅନେକ ଲୋକ ଆପଣଙ୍କ ପାଖକୁ କିଛି ନା କିଛି ଜାଣିବା ପାଇଁ ଆସିବେ । ପାରିବାରିକ ସ୍ଥିତି ସୁଧୁରିବାରେ ଲାଗିବା । ଆପଣ ଏହି ସମୟରେ ବିବାହ କରିବେ । ଯଦି ଆପଣ କିଛି କାମ ଖୋଜୁଛନ୍ତି । ତାହେଲେ ଆପଣଙ୍କୁ ଏହା ମିଳିବ ମାତ୍ର ଅଧିକ ସମୟ ଲାଗିବ । ଆପଣ ନିଜ ବ୍ୟାପାର ବଢାଇବା କିଛି ଭୁଲ ଉପାୟ ଆପଣାନ୍ତୁ ନି କାରଣ ଏହା ଆପଣଙ୍କୁ ତ ସଫଳତା ଆଣିଦେବ ମାତ୍ର ପଛରେ ଆପଣ ଖୁବ କଷ୍ଟ ପାଇବେ । ଆପଣ ନିଜ ସହ କର୍ମୀ ମାନଙ୍କ ସହ ଆଜି କିଛି କାମ ବାଣ୍ଟି କି କାମକୁ ସମୟ ଭିତରେ ସାରିବେ ।

ଧନୁ ରାଶି –

ଆପଣ ନିଜ ପିତା ମାତା ଙ୍କ ସହ ଖୁବ ଭଲ ସମୟ ବିତାଇବ୍ବେ ଯେଉଁ ମାନେ ନିଜ ଘର ଠାରୁ ଅନେକ ଦୂରରେ ଅଛନ୍ତି ସେମାନେ ଏହି ସମୟ ମଧ୍ୟରେ ଘରକୁ ଆସିବେ । ଆପଣ ନିଜ କାମରେ କିଛି ଭିର୍ଣ୍ଣତା ଆଣନ୍ତୁ ଦେଖିବେ କିଛି ନା କିଛି ନା ଲାଭ ନିଶ୍ଚୟ ମିଳିବ । ଆପଣ ନିଜକୁ ଆଜି ଖୁବ ଥକି ଯାଇଥିବା ଭଳି ଅନୁଭବ କରିବେ । ଆଜି ଆପଣ ଅଳସ ପାନ ପାଇଁ ନିଜ କାମରୁ ବିମୁଖ ହେବେ । ଆଜି ଆପଣ ନିଜ ଗାଡି କୁ ନିଜେ ନ ଚଳେଇବା ଭଲ ରହିବ । ଯଦି ଆପଣ ଏକ ଛାତ୍ର କିମ୍ବା ଛାତ୍ରୀ ଅଟନ୍ତି ତେବେ ଆପଣ ଖୁବ ଭଲ ପାଠ ପଢିବେ । ଆପଣ ସବୁଙ୍କ ସହ ନିଜର ସାମଞ୍ଜସ୍ୟ ରଖିବେ । ଆପଣଙ୍କ ସଫଳତା ରେ ଅନେକ ବାଧା ଆସିପାରେ । ଆପଣ ଭଗବାନ ଶିବଙ୍କ ଆରାଧନା ସହ କିଛି ପଶୁ କିମ୍ବା ପକ୍ଷୀ ମାନଙ୍କୁ ଖାଇବା ପାଇଁ ଦିଅନ୍ତୁ ।

ମକର ରାଶି –

ଆଜି ଆପଣ ସପରିବାର ଖୁବ ଭଲ ଆନନ୍ଦ ନେବେ ନିଜ ପାରିବାରିକ ଜୀବନର । ଆପଣଙ୍କ ଆର୍ଥିକ ସ୍ଥିତି ଖୁବ ଭଲ ରହିବ । ଆପଣ କିଛି ଶୁଭ ଖବର ପାଇବା ପାଇଁ ଯାଉଛନ୍ତି । ଆପଣ ଯଦି କାହାକୁ ପ୍ରେମ କରନ୍ତି ତେବେ ଜାଣି ରଖନ୍ତୁ କୀ ଆପଣ ଏହି ସମୟରେ ଆପଣ ତାଙ୍କୁ ନିଜ ପରିବାର ସହ ଦେଖା କରେଇ ପାରିବେ । ବୈବାହିକ ଜୀବନରେ ଆପଣ ଖୁବ ଖୁସି ରହିବେ । ଆପଣ ଆଜି ନିଜ ପିଲା ମାନଙ୍କ ସହ ଜଡିତ କିଛି ଭଲ ଖବର ପାଇବେ । ଆପଣ କିଛି ଭି ପ୍ରକାର ହଇରାଣ ହେବେ ନି ଏଇ ସମୟରେ । ଆପଣ ନିଜ ପରିବାର ଓ ବନ୍ଧୁ ମାନଙ୍କ ସହ ମିଶି ଅନୁଷ୍ଠାନ ରଖୀ ପାରିବେ ।

କୁମ୍ଭ ରାଶି –

ଆଜି ଆପଣ ଖୁବ ଭଲ ପାଇବେ ଆପଣ ଆଜି ନିଜ ବ୍ୟାପାର ପାଇଁ ନିବେଶ କରି ପାରନ୍ତି । ମାତ୍ର ଏହି ସମୟରେ ଆପଣ ବାହାରକୁ ନ ଯାଇ ଆପଣ ଘରେ ମଧ୍ୟ ଏହି କାମ କରି ପାରିବେ । ଆପଣ କିଛି ନୂଆ ଜିନିଷ କିଣି ପାରିବେ । ଆପଣ ନିଜ ପରିବାର ସହ ଖୁବ ଭଲ ସମୟ ବିତାଇବେ । କିଛି ଧାର୍ମିକ କାମରେ ନିଜକୁ ନିଯୁକ୍ତି କରିବେ । । ନିଜ କ୍ରୋଧ ଉପରେ ଆପଣ ନିୟନ୍ତ୍ରଣ ରଖିବେ । ଏହା ଆପଣଙ୍କ ପାଇଁ ଖୁବ ଭଲ ଅଟେ । ଦରକାର ଥିବା ଲୋକଙ୍କୁ ଆପଣ ଖାଇବା ପାଇଁ ଦିଅନ୍ତୁ ଆପଣ ନିଶ୍ଚିତ ଭଲ ଫଳ ପାଇବେ । ଆପଣ ନ ହେଲେ କିଛି ବିବାଦ କିମ୍ବା କିଛି ସଂଘର୍ଷ ମଧ୍ୟରେ ଫାଶୀ ଯାଇ ପାରନ୍ତି । ଆପଣ ଆଜି ବୃହସ୍ପତି ଙ୍କ ମନ୍ତ୍ର ବାର ବାର ଜପ କରନ୍ତୁ । ଦେଖିବେ ଖୁବ ଭଲ ଫଳ ପାଇବେ ।

ମୀନ ରାଶି –

ଏହି ରାଶି ମାନଙ୍କର ପାଇ ଆଜିର ଦିନ ମଧ୍ୟମ ଧରଣର ରହିବ । ଆପଣ ଆଜି ଖୁବ ମାଯା ମସ୍ତିରେ ନିଜ ଦିନ କୁ କାଟିବେ । ଆଜି ଆପଣ ମନ ଖୁବ ଭଲ ରହିବ । ଆପଣ ଆଜି କିଛି ଭଲ ଡିଶ ବନେଇବେ ନିଜ ଘର ଲୋକଙ୍କ ପାଇଁ । ପରିବାର ରେ କିଛି ମାଙ୍ଗଳିକ କାମ ହୋଇ ପାରେ ଯାହା ପାଇଁ ଆପଣ ଖୁବ ଭଲ ଅନୁଭବ କରିବେ । ଯେଉଁ ମାନେ ରିୟାଳି ଷ୍ଟେଟ ରେ କାମ କରୁଛନ୍ତି ସେମାନେ ଏବେ ଖୁବ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ଏହି ସମୟ ଆପଣ ମାଙ୍ଗଳିକ କାମରେ ନିଜ ସମୟ ବିତାଇ ପାରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।