ଆଜିର ରାଶିଫଳ, 11 ଜୁନ 2022, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୧ ଜୁନ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ପୁରୁଣା ସମସ୍ୟା ପୁଣି ଥରେ ଦେଖା ଯାଇପାରେ ଯାହା ପାଇଁ ଆପଣ ମାନସିକ ଚିନ୍ତାରେ ରହିବେ । ଆଜି ଦିନଟି ଶୁଭ ରହିବ । ଆପଣ ଊର୍ଜାରେ ଭାରି ରହିବେ । ଅଫିସରେ କାମରେ ସିନିୟରଙ୍କର ସାହାଜ୍ୟ ନେବେ । ବେପାରରେ ଫାଇଦା ମିଳିବ । ସାମାଜିକ କାର୍ଯ୍ୟରେ ଭାଗ ନେବେ । ବିବାଦ ରୁ ମୁକ୍ତି ପାଇବା ପାଇଁ ଆପଣ ଚେଷ୍ଟା କରିବେ । ଆପଣଙ୍କର ବିଚାର ର ବିରୋଧ ହୋଇପାରେ । ଜୀବନ ସାଥିଙ୍କ ସହ ବିବାଦ ହୋଇପାରେ । ପୁରୁଣା କଥା ଭାବି ମାନସିକ ଚିନ୍ତାରେ ରୁହନ୍ତୁ ନାହି ।

ବୃଷ ରାଶି : ମେହନତର କାର୍ଯ୍ୟରେ ସଫଳତା ମିଳିବ । ଅଫିସରେ ଆଜି ଆପଣଙ୍କୁ ସହଯୋଗ ମିଳିବ । ଅବିବାହିତ ଲୋକଙ୍କର ବିବାହରେ ଆସୁଥିବା ବାଧା ଦୂର ହେବ । ଆପଣଙ୍କର ଆର୍ଥିକ ସ୍ଥିତି ଠିକ ଠାକ ରହିବ । ଅଟକି ରହିଥିବା କାମର ଆରମ୍ଭ ହେବ । ତରବର ହେଲେ ଆପଣଙ୍କର କ୍ଷତି ହୋଇପାରେ । ଆପଣଙ୍କର ଆକସ୍ମିକ ଧନ ଖର୍ଚ୍ଚା ହୋଇପାରେ । ବିଦ୍ୟାର୍ଥୀଙ୍କ ମନ ପଢାରେ ଲାଗିବ । ସମାଜରେ ମାନ ସମାନ ବୃଦ୍ଧି ହେବ । ଅଚାନକ ଧନ ଲାଭ ହେବ ।

ମିଥୁନ ରାଶି : ଆଜି ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ପ୍ରମୋଶନ ପାଇଁ ନୂଆ ଅବସର ମିଳିବ । ଯଦି କୌଣସି ପ୍ରକାରର ନ୍ୟାୟ ନୀତି ବା କାନୁନି ମାମଲା ରହିଛି ତେବେ ତରବର ହୁଅନ୍ତୁ ନାହି । ବୁଝି ବିଚାରୀ କୌଣସି ରାଏ ନେଇ ଆଗକୁ ବଢନ୍ତୁ । ବ୍ୟାକିଙ୍ଗ, ମିଡିଆ ଓ ଫିଲ୍ମ କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କ ପାଇଁ ଦିନ ଟି ଭଲ ରହିବ । ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ନଚେତ ସ୍ୱାସ୍ଥ୍ୟ ବିଗିଡି ଯାଇପାରେ । ଆପଣ ସମ୍ପର୍କରେ ସୁଧାର ଆଣିବା ପାଇଁ ଚେଷ୍ଟା କରିବେ । ଆପଣଙ୍କ ସମ୍ପର୍କ ରେ ମଧୂରତା ଆସିବ ।

କର୍କଟ ରାଶି : କାର୍ଯ୍ୟ କ୍ଷେତ୍ର ରେ ଅନ୍ୟ ଉପରେ ଭରସା ନ କରି ନିଜର ମେହନତରେ ଧ୍ୟାନ ଦିଅନ୍ତୁ । ଏଥିରୁ ଆପଣଙ୍କୁ ଲାଭ ମିଳିବ । ଆଜି ପରିବାରରେ ସଦସ୍ୟଙ୍କ ସହ ବା ଅଫିସରେ ସହ କର୍ମୀ ମାନଙ୍କ ସହ ବିବାଦ ହୋଇପାରେ । ପୁରୁଣା ପରିଚିତ ଲୋଙ୍କ ସହ ଭେଟ କରିବା ବା ପୁରୁଣା ସମ୍ପର୍କ ରେ ସୁଧାର ଆଣିବା ପାଇଁ ଆଜି ଦିନ ଟି ଅନୁକୂଳ ରାଝିବ । ମାତା ପିତାଙ୍କ ସହଯୋଗ ମିଳିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ ।

ସିଂହ ରାଶି : ଆଜି ଭାଗ୍ଯର ସହଯୋଗ ପାଇବେ ଓ ଆପଣଙ୍କ ସମସ୍ୟାର ସମାଧାନ ହେବ । ଜୀବନ ସାଥିଙ୍କ ସହ ହିଲ ଷ୍ଟେସନ ବୁଲିବା ପାଇଁ ପ୍ଳାନ କରିବେ । କୌଣସି କାମରେ ଅନୁମାନ ଠାରୁ ଅଧିକ ସମୟ ଓ ମେହନତ କରିବାକୁ ପଡିପାରେ । କୌଣସି ନିସ୍ପତି ନେବା ପୂର୍ବରୁ ବୁଝି ବିଚାରୀ ନିଅନ୍ତୁ । ଆପଣଙ୍କୁ କୌଣସି ଖାସ କାମରେ ବାଧା ଆସିପାରେ । ଆପଣଙ୍କ ଶତ୍ରୁ ମାନେ ପଣଙ୍କ ପାଇଁ ସମସ୍ଯା ସୃଷ୍ଟି କରିବେ । ବେପାର ବାଣିଜ୍ୟ କ୍ଷେତ୍ରରେ ଦୁଇ ଗୁଣା ଧନ ଲାଭ ହେବ ।

କନ୍ୟା ରାଶି : ଆୟ ର ନୂଆ ସ୍ରୋତ ପ୍ରାପ୍ତ ହେବ । ଅନ୍ୟ ଉପରେ ଭରସା କରନ୍ତୁ ନାହି । ପାର୍ଟନର ଙ୍କ ସହ ମତଭେଦ ଦୂରେ ହେବ । ଆପଣ ନୂଆ କାମ କରିବା ପାଇଁ ବିଚାର କରିବେ । ଆପଣଙ୍କ ମନ ପୂଜା ପାଠ ରେ ଅଧିକ ଲାଗି ରହିବ । ଆପଣଙ୍କର ନୂଆ ମିତ୍ର ସ୍ଥାପନ ହୋଇ ପାରନ୍ତି । କୌଣସି କଠିନ ପରିସ୍ଥିତି ରେ ଆପଣଙ୍କୁ ଲୋକ ମାନଙ୍କର ସହଯୋଗ ମିଳିବ । ଆପଣଙ୍କର କଳା କ୍ଷେତ୍ରକୁ ନେଇ ଅଟକି ରହିଥିବା କାମ ପୂରଣ ହେବେ । ନିଜର ଚିନ୍ତାଧାରା ଉପରେ ଗୁରୁତ୍ଵ ଦିଅନ୍ତୁ ।

ତୁଳା ରାଶି : ଉଚ୍ଚ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ । ଚାକିରି କ୍ଷେତ୍ରରେ ଭଲ କାମ ପାଇଁ ଆପଣଙ୍କୁ ପ୍ରୋଶ୍ଚାହନ ମିଳିପାରେ । ବ୍ୟାପାରୀ ବର୍ଗଙ୍କ ପାଇଁ ସମୟ ଭଲ ରହିବ । ଆପଣଙ୍କ ମାଲିକ ବା ବିଜେନ୍ସ ପାର୍ଟନର ଙ୍କ ଠାରୁ କଳହ କରିବାରୁ ବଞ୍ଚିତ ହୁଅନ୍ତୁ । ଶାରିରୀକ ସୁସ୍ଥତା ପାଇଁ ଖାଦ୍ଯ ଉପରେ ଲଗାମ ଦିଅନ୍ତୁ । ଆପଣଙ୍କ ମାନ ସମାନରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ପାରିବାରିକ ଜୀବନ ସୁଖମୟ ରହିବ । ରାଜନୀତିରେ କୌଣସି ବଡ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବେ । ଦାଂପତ୍ଯ ଜୀବନରେ କିଛି ସମସ୍ୟା ହୋଇପାରେ ।

ବିଛା ରାଶି : ଆଜି ଆପଣଙ୍କ ଘରର ମାହୋଲ ଠିକ ରହିବ । ଗାଈକୁ ରୋଟି ଖାଇବାକୁ ଦେଲେ ଦାଂପତ୍ଯ ଜୀବନରେ ସୁଖ ଆସିବ । ସ୍ୱାସ୍ଥ୍ୟ କମଜୋର ହୋଇପାରେ । ମୌସୁମୀ ପରିବର୍ତ୍ତନ କାରଣରୁ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ତେଣୁ ଧ୍ୟାନ ଦିଅନ୍ତୁ । ଭବିଷ୍ୟତର  କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ପ୍ଳାନ କରିବେ । କୌଣସି ବଡ ଖର୍ଚ୍ଚ ଆପଣଙ୍କୁ ଚିନ୍ତା ରେ ପକାଇ ପାରେ । କାମ କାର୍ଯ୍ୟ ରେ ଆପଣଙ୍କର ତେଜ ଦିମାଗ ବହୁତ କାମରେ ଆସିବ ଓ ଭଲ ପରିଣାମ ମିଳିବ ।

ଧନୁ ରାଶି : ଶାରୀରିକ ଓ ମାନସିକ କଷ୍ଟରୁ ମୁକ୍ତି ମିଳିବ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଚାକିରି କରୁଥିବା ଓ ବେପାର କ୍ଷେତ୍ର ରେ କିଛି ନୂଆ ରୋଜେକ୍ଟ ରେ ସାମିଲ ହେବେ । ଜୀବନ ସାଥିଙ୍କ ସହ ଆତ୍ମୀୟ ସମ୍ବଦ୍ଧ ସ୍ଥାପିତ ହେବ । ପରିବାରର ସମାରୋହରେ ଯୋଗ ଦେବା ପାଇଁ ବାହାରକୁ ଯିବାକୁ ପଡିପାରେ । ଭବିଷ୍ୟ ର ଯୋଜନା ପାଇଁ ନୂଆ ସମ୍ପର୍କ ସ୍ଥାପାନ କରିବା ଜରୁରୀ ଅଟେ । ଏହା ଆପଣଙ୍କ କ୍ଯାରିୟର ରେ ଉନ୍ନତି ପାଇଁ ବିଶେଷ ସହାୟକ ହେବ  ।

ମକର ରାଶି : ଆଜି ଆପଣଙ୍କୁ ଜଟିଳ ସମସ୍ୟାରେ ପଡି ପାରନ୍ତି । ଆଜି ଜୀବନ ସାଥିଙ୍କ ସହ ଝଗଡ ହୋଇପାରେ । କ୍ରୋଧ ଉପରେ କାବୁ ରଖନ୍ତୁ । ବ୍ୟବସାୟରେ ଆର୍ଥିକ ଅଭାବ ଅନୁଭବ କରିବେ । ଆପଣ ଯେଉଁ ନୂଆ କାମ ଆରମ୍ଭ କରିବେ ସେଥିରେ ସଫଳ ହେବାର ପ୍ରବଳ ଯୋଗ ରହଚି । କେହି ଆପଣଙ୍କ ପଛରେ ଆପଣଙ୍କର ନିନ୍ଦା କରିବେ । ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହୋଇପାରେ । ଆର୍ଥିକ କ୍ଷତି ମଧ୍ୟ ହୋଇପାରେ । ଭଲ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଏକ୍ସସାଇଜ କରିବାକୁ ପଡିବ ।

କୁମ୍ଭ ରାଶି : ଆଜି ଆପଣଙ୍କର ମିତ୍ର ମାନଙ୍କ ସହ ବିବାଦ ହୋଇପାରେ । ସ୍ୱାସ୍ଥ୍ୟ ଓ ଧନ କୁ ନେଇ ଆପଣଙ୍କୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । କାମ ସହ ଆପଣଙ୍କୁ ନିଆରା ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପଡିବ । ମନରେ କୌଣସି ସମସ୍ୟା ବା ଚିନ୍ତା ଆସିପାରେ । କଡା କଥା କୁହନ୍ତୁ ନାହି । କାରୋବର ସହ ଜଡିତ ଯୋଜନାରେ ଲମ୍ବା ଯାତ୍ରା କରିବାକୁ ପଡିପାରେ । କୋର୍ଟ କଚେରୀ ମାମଲାରେ କିଛି ସୁଫଳ ମିଳିବ । ଦରକାର ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହି । ପାରିବାରିକ ଜୀବନ ସୁଖ ଓ ଶାନ୍ତି ବଜାୟ ରହିବ ।

ମୀନ ରାଶି : ଆଜି କୌଣସି ଯୋଜନା କରନ୍ତୁ ନାହି । ଟଙ୍କା ପଇସାକୁ ନେଇ ଆଜି କାହା ସହ ବାଦ ବିବାଦ ହୋଇପାରେ । ଉଚ୍ଚ ଅଧିକାରିଙ୍କ ଠାରୁ ବିବାଦ କରିବାରୁ ବଞ୍ଚିତ ରୁହନ୍ତୁ । ଯଦି କାମ ପୁରା କରିବାକୁ ଇଚ୍ଛା କରୁଛନ୍ତି ତେବେ କାଲି ଯାଏଁ ଅପେକ୍ଷା କରନ୍ତୁ ନାହି । ଆଜି ଘର ପରିବାର ତଥା ସମ୍ପର୍କୀୟ ମାନେ ଆପଣଙ୍କ ବ୍ୟବହାରରେ ପ୍ରଭାବିତ ହେବେ ଓ ସହଯୋଗ ମଧ୍ୟ କରିବେ । ଚାକିରି କ୍ଷେତ୍ରରେ ବେତନରେ ବୃଦ୍ଧି ହୋଇପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।