ଆଜିର ରାଶିଫଳ, 10 ମାର୍ଚ୍ଚ 2023, ଶୁକ୍ରବାର, ମା’ସନ୍ତୋଷୀଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୦୯ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ପରିବାରର ସଦସ୍ୟ ଙ୍କ ସହ ଭଲ ସମ୍ପର୍କ ରହିବ । ଉନ୍ନତି ପାଇବାକୁ ଆପଣ କଠିନ ପରିଶ୍ରମ କରିବେ । ଧନ ଜନିତ ମାମଲାରେ ଭଲ ରହିବେ । ପୁରୁଣା ବନ୍ଧୁଙ୍କ ସହ ଆଲୋଚନା ହେବ । ମନ ପ୍ରସନ୍ନ ରହିବ । ପରିବାରରେ ସଦସ୍ୟ ଙ୍କ ସହଯୋଗ କରିବେ । ଆପଣଙ୍କ ମନ ପୂଜା ପାଠ ରେ ଅଧିକ ଲାଗି ରହିବ । କିନ୍ତୁ ଆତ୍ମବିଶ୍ଵାସ ରେ କମି ଆସିବ ।

ବୃଷ ରାଶି : ନୂଆ ବନ୍ଧୁ ହେବାର ସମ୍ଭାବନା ଅଛି । ଶାନ୍ତ ଓ ଚିନ୍ତା ମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ଆପଣଙ୍କ ମାନସିକ ଦୃଢତା ବଢିବ । ଆଜି ଆପଣଙ୍କୁ ଆଲର୍ଟ ରହିବାର ଜରୁରତ ଅଛି । କ୍ରୋଧ ଉପରେ ସଂଯମ ରଖନ୍ତୁ । କାର୍ଯ୍ୟ କ୍ଷେତ୍ର ରେ ନିଜର ପ୍ରତିଭା ଦେଖାଇବାର ଅବସର ମିଳିବ । ଇନକମ ବଢାଇବା ପାଇଁ ଭଲ ଅବସର ଆପଣଙ୍କୁ ମିଳିପାରେ । ଆଜି କିଛି ମାମଲାରେ ଆପଣ କନଫିୟୁଜ ହେବେ । ଅବହେଳା କରନ୍ତୁ ନାହି । ନିବେଶ ଶୁଭ ରହିବ ।

ମିଥୁନ ରାଶି : ପୁରୁଣା ସମ୍ପର୍କ ଯୋଡି ହୋଇପାରେ । ଆପଣଙ୍କର ଧନ ସମ୍ପତି ରେ ବୃଦ୍ଧି ହେବ । ଆଜି କୌଣସି ଧାର୍ମିକ ଆୟୋଜନ ର ଭାଗ ନେବେ । ଚାକିରିରେ ସ୍ଥାନ ପରିବର୍ତ୍ତନ ହେବାର ଯୋଗ ଅଛି । ଭାଇ ଭଉଣୀ ଇତ୍ୟାଦି ର ସହଯୋଗ ମଧ୍ୟ ସମୟ ଅନୁସାରେ ଆପଣଙ୍କୁ ପ୍ରାପ୍ତ ହେବ । ଜୀବନ ସାଥିଙ୍କ ସହ କିଛି ନୂଆ ଯୋଜନା କରିବେ । ଦାନ ପୂଣ୍ୟ କରି ପାରନ୍ତି । ମାନସିକ ଶାନ୍ତି ମିଳିବ ।

କର୍କଟ ରାଶି : ଆପଣଙ୍କର ବ୍ୟବସାୟୀକ ସଉଦା ଠିକ ଠକ ରହିବ । ଶତ୍ରୁ ଙ୍କୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହି । ସେମାନଙ୍କୁ ପରାସ୍ତ କରିବାରେ ସଫଳ ହେବେ । କ୍ଯାରିୟର ରେ ଉନ୍ନତି ହେବାର ନୂଆ ମାର୍ଗ ମିଳିବ । ସମ୍ପର୍କ ରେ ମଧୁରତା ଆସିବ । ଆଜି ସରକାରି କାର୍ଯ୍ୟ ପୂରଣ ହେବାରେ ସରଳତା ରହିବ । ଦାଂପତ୍ଯ ଜୀବନରେ ସୁଖ ଓ ଆଣ୍ଡ ଅନୁଭବ କରିବେ ।

ସିଂହ ରାଶି : ମା ଙ୍କ ସ୍ୱାସ୍ଥ୍ୟ ଅଚାନକ ବିଗିଡିପାରେ । ପଇସା ସହ ଜଡିତ ମାମଲା ଦୂର ହେବ । ବଡ ଚିନ୍ତା ଦୂର କରିବାକୁ ଚେଷ୍ଟା କରିବେ । ଆପଣଙ୍କର ଉନ୍ନତି ର ନୂଆ ମାର୍ଗ ଖୋଲିବ । ଆପଣଙ୍କର ଅଟକିଥିବା କାମ ଆଜି ପୁରା ହେବ । ପରିବାର ରେ ମଧୁରତା ସହ ବିଶ୍ଵାସ ବଢିବ । ସବୁ ଲୋକ ପରସ୍ପରର ସାହାଜ୍ଯ କରିବାକୁ ରସ୍ତୁତ ହେବେ । ଆଜି କାମ ଅଧିକ ରହିବ । ପ୍ରତେକ କ୍ଷେତ୍ରରୁ ଆଖ ପକ୍ଷର ଲୋକଙ୍କ ଠାରୁ ସହଯୋଗ ମିଳିବ ।

କନ୍ୟା ରାଶି : ରୋଗରୁ ରକ୍ଷା ପାଇବାକୁ ଦିନଚର୍ଜ୍ୟା ଠିକ କରନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ଆଜି ଚିନ୍ତାର କାରଣ ହୋଇପାରେ । ଏଥିପ୍ରତି ସତର୍କ ରୁହନ୍ତୁ । ବ୍ୟାପାର କ୍ଷେତ୍ରରେ ନୂଆ ସମ୍ପର୍କ ରେ ଭବିଷ୍ୟ ରେ ଲାଭ ହେବାର ସମ୍ଭାବନା ଅଛି । ପରିଜନ ଓ ବନ୍ଧୁ ଙ୍କ ସହ ଆନନ୍ଦଦାୟୀ ସମୟ ବିତାଇବେ । ଛୋଟ ଛୋଟ କଥାରେ ଖୁସି ପାଇବାକୁ ଚେଷ୍ଟା କରନ୍ତୁ । ନିଜ ଜୀବନ ସାଥିଙ୍କ ସହ ଲମ୍ବା ସମୟ ରୁ ଚାଲି ଆସୁଥିବା ସମସ୍ୟାର ସମଧାନ ଆଜି ହେବ ।

ତୁଳା ରାଶି : ଆପଣଙ୍କର ସ୍ଥିତି ଭଲ ହେବ । କଠିନ ସମୟରେ ଯେଉଁ ଲୋକ ଆପଣଙ୍କର ସାଥ ଦେଇଥିଲେ ସେମାନେ ଆପଣଙ୍କ ଠାରୁ ସାହାଯ୍ୟର ଆଶା ରଖିଛନ୍ତି । ଆପଣଙ୍କ କ୍ଷମତା ଅନୁଯାୟୀ ସାହାଜ୍ଯ କରନ୍ତୁ । ବିରୋଧୀ କମଜୋର ରହିବେ । ଆପଣଙ୍କ ପ୍ରଭାବରେ ବୃଦ୍ଧି ହେବ । ଧନର ବୃଦ୍ଧି କରିବା ପାଇଁ ଆପଣ ବନ୍ଧୁ ଙ୍କ ସହାୟତା କରିବେ । ଆଜି ଆପଣଙ୍କ ସହକର୍ମୀ ଆପଣଙ୍କ ସପକ୍ଷରେ ରହିବେ ।

ବିଛା ରାଶି : ଏମିତିରେ ଆପଣଙ୍କୁ ନିୟମିତ କାମ ଓ ଦିନଚର୍ଜ୍ୟା ରେ ସହାୟକ ହେବ । ଯୋଜନାରେ ନିବେଶ କରିବା ପାଇଁ ଭଲ ସମୟ ଅଛି । କାର୍ଯ୍ୟ କ୍ଷେତ୍ରରେ ପ୍ରଗତିଶୀଳ ଓ ବଡ ପରିବର୍ତ୍ତନ କରିବାରେ ସହ କର୍ମୀ ଆପଣଙ୍କର ପୁରା ସହଯୋଗ କରିବେ । ଆପଣ ସତର୍କ ରୁହନ୍ତୁ । ନିଜର କିନ୍ତାଧାରା ପଜେଟିଭ ରଖନ୍ତୁ । କାମରେ ସଫଳତା ପ୍ରାପ୍ତ ହେବ । ବ୍ୟକ୍ତିଗତ ଜୀବନରେ କିଛି ସମୟ ବାହାର କରନ୍ତୁ । କିଛି ସମୟ ପରୋପକାର କାର୍ଯ୍ୟ ରେ ବ୍ଯତୀତ କରନ୍ତୁ ।

ଧନୁ ରାଶି : କାରଣ ପରିବାର ଲୋକଙ୍କ ମଧ୍ୟରେ ଖୁସି ଓ ପ୍ରେମ ବଜାୟ ରହିବ । ଆପଣ ନୂଆ ବୀଜନେସ ପାଇଁ ପଇସା ଲଗାଇଆବାକୁ ଚିନ୍ତା କରିବେ । ବିଦେଶରେ କାମ କରୁଥିବା ଜାତକ ଙ୍କ ଆଜି ଦିନ ଟି ଫଳଦାୟକ ହେବ । ଅନ୍ୟ କାହା କଥାରେ ପଡନ୍ତୁ ନାହି । ପାରିବାରିକ ବନ୍ଧୁ ଓ ପ୍ରିୟଜନ ଙ୍କ ସହଯୋଗରେ ଜରୁରୀ କାମ ପୁରା ହେବ । ଆପଣଙ୍କୁ ଘରେ ବଡ ମାମଲାରେ ନିସ୍ପତି ନେବାକୁ ପଡିପାରେ ।

ମକର ରାଶି : ଆଜି ଆପଣଙ୍କର ବିତ୍ତୀୟ ସ୍ଥିତି ଭଲ ରହିବ । ଆପଣ ବିନା ଚିନ୍ତାରେ ଖର୍ଚ୍ଚ ପୁରା କରିବେ । ଆଜି ଆପଣଙ୍କ ବିତ୍ତୀୟ ସ୍ଥିତି ମଜବୁତ ହେବ । ଆପଣଙ୍କର ଧନ ଜନିତ ମାମଲାରେ ପଜେଟିଭ ପରିଣାମ ମିଳିବ । ଘରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ନୂଆ ଘର କ୍ରୟ କରି ପାରନ୍ତି । ଯିଏ ଆପଣଙ୍କର ସାହାଜ୍ଯ କରିବାକୁ ମନେ ରଖନ୍ତୁ । ଆୟରେ ବୃଦ୍ଧି ହେବାର ଯୋଗ ଅଛି ।

କୁମ୍ଭ ରାଶି : ମାତା ପିତା ଙ୍କ ସହ ସମ୍ପର୍କ ବେହତର ହେବ । ବ୍ୟାପାର ସହ ଜଡିତ ଲୋକଙ୍କୁ ବିଶ୍ବାସର ସହ ଅକାମ କରିବାକୁ ହେବ । ମନରେ ଆଳସ୍ୟ ବା ନିରାଶର ଭାବ ରହିବ । ଅଧିକ ବଡ ବିବାଦ କରନ୍ତୁ ନାହି । ଯେତେ ସମ୍ଭବ ସନତ ରୁହନ୍ତୁ । ଯଦି ଆପଣ କରଜ ନେଇଛନ୍ତି ତେବେ ଟାହୁ ସୁଝାଇବାକୁ ଚେଷ୍ଟା କରନ୍ତୁ । ଜୀବନ ସାଥିଙ୍କ ସହ ମତଭେଦ ହୋଇପାରେ । ଆପଣଙ୍କ ମନ ପୂଜା ପାଠ ରେ ଲାଗି ରହିବ ।

ମୀନ ରାଶି : ଅନ୍ୟ କାହାରି ନାଗେଟିଭ ପ୍ରଭାବ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହି । ବେହତର ଓ ନିୟମିତ ଜୀବନ ସାଇଲି ସହ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଧ୍ୟାନ ବା ବ୍ୟାୟମ କରନ୍ତୁ । ଆପଣଙ୍କୁ ବ୍ୟକ୍ତିଗତ ଓ ପ୍ରୋଫେଷ୍ଣ ଲାଇଫ ଭିତରେ ସନ୍ତୁଳନ ବଜାୟ ରଖିବାକୁ ହେବ । କାମ ସହ ଆପଣଙ୍କୁ ପରିବାର ଉପରେ ଧ୍ୟାନ ଦେବାର ଅଛି । ଘରେ ସଦସ୍ୟ ଆପଣଙ୍କ ଉପରେ ଖୁସି ହେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।