ଆଜିର ରାଶିଫଳ, 10 ମାର୍ଚ୍ଚ 2021, ବୁଧବାର, ଗଣେଶଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଅଟକିଥିବା ଧନ ଆଜି ମିଳିଯିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

କାର୍ଯ୍ୟଭାର ବଢିବା ହେତୁ ମନରେ ଚିନ୍ତା ରହିବ । ଟଙ୍କା ଦେବା ଓ ନେବା ରେ ସତର୍କ ରୁହନ୍ତୁ । ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଆଜି କୌଣସି ନୂଆ ଜାଗାରେ ନୂଆ ସାଙ୍ଗ ବନାଇ ପାରନ୍ତି । ଆଖ ପାଖରେ ଥିବା ଲୋକଙ୍କ ଠାରୁ କିଛି ସହୋଯୋଗ ମିଳିପାରେ । ଆଜି କିଛି କୁଆ ଜିନିଷ ମଧ୍ୟ ଖୋଲି ପାରନ୍ତି । କିନ୍ତୁ କଠିନ ପରିଶ୍ରମ କରିବା ଫଳରେ ଯାଇ ସଫଳତା ହାସଲ କରିବେ । କୌଣସି ଏକ ବାହାର କମ୍ପାନୀ ରୁ ଭଲ ଲାଭ ମିଳିବ ଓ ଯଦି ଆପଣଙ୍କର ଆପଣଙ୍କର ବାହାର କମ୍ପାନୀରେ ନିବେଶ କରିଥିବା ଟଙ୍କା ଦୁଇ ଗୁଣ ପରି ଫେରି ପାଇବେ ।

ବୃଷ

ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ । କାର୍ଯ୍ୟରେ ସୁଧାର ଆସିପାରେ କେହି ଜଣେ ଆପଣଙ୍କୁ ଏକ ଭଲ ଉପାୟ କହିବା ଫଳରେ ଆପଣଙ୍କୁ ଏହି ଉପାୟ ଭଲ ଲାଗିବା ଯାହା ଆପଣ କରିବେ ଓ ଉପକୃତ ମଧ୍ୟ ହେବେ । ଆଜି କିଛି ନୂଆ ଜିନିଷ କିଣିବା ଓ କିଛି ସୌକିନ ଖାଦ୍ୟ ମଧ୍ୟ ଖାଇ ପାରନ୍ତି । ଆଜି କାହା ସାଙ୍ଗରେ ବାଦ ବିବାଦ ବଢିପାରେ । ପରିବାରରେ କାହା ସାଙ୍ଗରେ ମତ ଭେଦ ହୋଇପାରେ । ଆଜି କିଛି ନୂଆ ଦାଇତ୍ୟ ବଢିପାରେ । ଆପଣଙ୍କର ଆଗରେ ଆଜି ବହୁତ ଆସୁବିଧା ଆସିବା କିନ୍ତୁ ନିଜ ଭିତରେ ଥିବା ଦକ୍ଷ ଓ ସହନ ଶିଳ ଯୋଗୁ ସବୁ ଜିନିଷରୁ ଆଜି ମୁକ୍ତି ମିଳିବ ।

ମିଥୁନ

ଆଜି କୌଣସି ବଡ ପଦବୀରେ ଅଛନ୍ତି ଯଦି ବହୁତ ଭଲରେ ଚେଷ୍ଟା କଲେ ସେଥିରେ ସୁଫଳ ମିଳିବ । ଜୀବନ ସାଥି କୌଣସି ଏକ ଭଲ କାମ ଦେଖି ବହୁତ ପ୍ରଶଂସା କରିବେ । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ଲୋକଙ୍କର ଆଶୀବାଦ ନେବା ସହ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ । ବିଭାହୀତ ଜୀବନରେ ବହୁତ ଖୁସି ରହିବ ଓ ଯେଉଁ ମାନେ ନୂଆ ବିଭା ହୋଇଥିବେ ସେମାନେ ଯେଉଁ ଖୁସି ପାଇଁ ଅପେକ୍ଷା କରିଥିଲେ ସେହି ଖୁସି ଖବର ପାଇବେ । ଆର୍ଥିକ ସମସ୍ୟା ଦୂରେଇ ଯିବ ।

କର୍କଟ

ଆଜି ନିଜର ଭଲ ବ୍ୟବହାର ଓ କଥାବାର୍ତାରେ କିଛି ଜିନିଷ ଖୁବ ଶୀଘ୍ର ପ୍ରାପ୍ତ କରିପାରିବ । ସ୍ଵାସ୍ଥ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ । କାହା ଉପରେ ଅଧିକ ବିଶ୍ଵାସ ରଖନ୍ତୁ ନାହିଁ କାରଣ ଆଜି ସେଥିରେ ଆପଣ ବିଶ୍ଵାସ ଭାଙ୍ଗି ଯିବ ଓ ଆପଣ ମନ ଖରାପ ରହିବ । ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ ।  ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଆଜି କୌଣସି କଥାକୁ ନେଇ କିଛି ସମସ୍ୟାରେ ପଡ଼ିପାରନ୍ତି । ବିଭାହୀତ ଜୀବନ ବହୁତ ଭଲରେ କଟିବ ।

ତୁଳା

ଚାକିରି କରୁଥିବା ବ୍ୟକ୍ତି ତାଙ୍କର ପଦ ଊର୍ଣ୍ଣତି ହୋଇପାରେ । ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ । ବ୍ୟବସାୟ କରୁଥିବା ଲୋକଙ୍କର ଲାଭ ହେବ ଲମ୍ବା ରାଶି ମିଳୁଥିବା ରାଶିରେ ଧନ ନିଯୋଗ କରନ୍ତୁ ପରେ ସେଥିରେ ଭଲ ଲାଭ ପାଇବେ ।ଜୀବନସାଥି ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି । କାର୍ଯ୍ୟଭାର ବଢିବା ହେତୁ ମନ ଚିନ୍ତା ରହିବା ସହିତ ଦେହ ପୀଡା ମଧ୍ୟ ରହିବ । ଗୁରୁଜନଙ୍କ କଥା ମାନନ୍ତୁ ଆଶ୍ରିବାର୍ଦ ସହ କାମ ଶୀଘ୍ର ପୂର୍ଣ୍ଣ ହୋଇଯିବ । ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । କୌଣସି ପ୍ରକାରର ଅସୁବିଧା ହେବ ନାହିଁ ।

ସିଂହ

ଆଜି ଆପଣଙ୍କର ସବୁ କାମ ହୋଇ ମଧ୍ୟ ରହିଯିବ । କାରଣ ସେହି କାର୍ଯ୍ୟକୁ ଅନ୍ୟ କେହି ଜଣେ ଲୋକେ ସେହି କାମକୁ ନେବା ପାଇଁ ଚେଷ୍ଟା କରିବେ ତେଣୁ କରି ଜଗି ରଖି କାମ କରିବାକୁ ଚେଷ୍ଟା କରନ୍ତୁ । ଗୁରୁଜନଙ୍କର ଶୁଭ ଦୃଷ୍ଟି ରଖିଥିବା ହେତୁ ମାନ ଓ ସଂମ୍ମାନ ବଢିବ ତାସହିତ ଯଦି ନିଜର କିଛି ବ୍ୟବସାୟ ଥାଏ ତେବେ ସେଥିରେ ମଧ୍ୟ ଊର୍ଣ୍ଣତି ହେବ । ମହିଳା ମାନଙ୍କ ପାଇଁ ଦିନ ବହୁତ ଭଲ ରହିବ । ଆର୍ଥିକ ଅବସ୍ଥା ସମ୍ପୂର୍ଣ ସୁଦୃଢ ରହିବ । କେହି ଜଣେ ନୂଆ ଅତିଥି ଆସିପାରନ୍ତି ଯାହା ଦ୍ଵାରା ଆଜି ମନ ଆପଣଙ୍କର ମନ ପ୍ରଫୁଲିତ ରହିବ । ପୁରୁଣା ସାଙ୍ଗ ଦେଖା ଦେଇପାରେ । ଅଟକିଥିବା ଧନ ଆଜି ମିଳିଯିବ ।

କନ୍ୟା

ଆପଣଙ୍କର ଏବେ ବହୁଦିନ ଧରି ଭଲରେ ଦିନ କଟିବେ କିନ୍ତୁ ଆପଣ ଯଦି କାହାର କ୍ଷତି କରିବାକୁ ଚାହିଁବେ ତେବେ ଆପଣ କରିଥିବା ବା ଭାବିଥିବା ସେହି ଉପାୟରେ ଆପଣ ହିଁ ଫଶୀ ଯିବେ । ଆପଣ ବହୁତ ଖୁସି ରହିବେ ଓ ଘରେ କୌଣସି ଏକ ଖୁସି ଖବର ପାଇ ପାରନ୍ତି । କୌଣସି କାମରେ ଆଜି ବହୁତ ଅସୁବିଧାର ହୋଇପାରେ । ଆଜି ଆପଣଙ୍କୁ କାହାର ସାହାର୍ଯ୍ୟ ମାଗିବାକୁ ପଡିପାରେ । ନକରାତ୍ମକ ଶକ୍ତି ରୁ ଦୂରେଇ ରୁହନ୍ତୁ । ଖୁସି ଖବର ପାଇ ଘରେ ହସର୍ ଲହରୀ ଖେଳିଯିବ ଓ ବହୁତ ଶାନ୍ତି ଅନୁଭବ କରିବେ । ଯେକୌଣସି କାମ କରନ୍ତୁ ନା କାହିଁକି ସେଥିରେ ଆପଣ ସଫଳତା ପାଇବେ ।

ବିଚ୍ଛା

ନିଜର ଥିବା ଜାଗା ବାଡି ସମସ୍ୟା ଦେଖା ଦେଇପାରେ । କିନ୍ତୁ ଆପଣ କେବେ ହେଲେ ଯୁକ୍ତି କରନ୍ତୁ ନାହିଁ । ନଚେତ ବଡ ଲୋକଙ୍କ ସହ ପାଟି ତୁଣ୍ଡ ହୋଇପାରେ ।  ଅଚାନକ ଧନ ମିଳିବାର ସମ୍ଭାବନା ଅଛି । ଘରେ କିଛି ଛୋଟ ମୋଟ ଅସୁବିଧା ଦେଖା ଦେଇପାରେ । ଛୋଟ କଥାରେ ରାଗନ୍ତୁ ନାହିଁ ଧର୍ଯ୍ୟ ଧରି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ନଚେତ୍ ସବୁ କାମ ଭୁଲ ହୋଇଯିବ । ତେଣୁ କରି ଜଗି ରକ୍ଷୀ କାର୍ଯ୍ୟ କରନ୍ତୁ । ଏମିତି କାମ କରିବେ ଯାହାକି ସାଙ୍ଗ ମାନଙ୍କ ଆଗରେ ଆଜି ସମ୍ମାନ ପାଇବେ ଓ ସେମାନେ ବହୁତ୍ ଖୁସି ହେବେ ।

ଧନୁ

ନିଜେ କରିଥିବା ପରିଶ୍ରମ ଦ୍ଵାରା ଯେଉଁ କାର୍ଯ୍ୟ କରିବେ ସେହତିରେ ସଫଳତା ହାସଲ କରିବେ । ବ୍ୟବସାୟ ରେ ଭଲ ଲାଭ ହେବ । କାର୍ଯ୍ୟରେ ବହୁତ୍ ଉନ୍ନତି ହେବ । କୌଣସି ଏକ ଗୁରୁଙ୍କ ଠାରୁ ଭଲ ଶିକ୍ଷା ଓ କିଛି ଛୋଟ ସମାଧାନ ମିଳିଯିବ ହେତୁ ଆପଣଙ୍କର କାମ ସହଜରେ ପୂର୍ଣ୍ଣ ହୋଇଯିବ ସେଥିରେ ସନ୍ଦେହ ନାହିଁ କିନ୍ତୁ ମନ ଦେଇ କାମ କରିବାକୁ ପଡ଼ିବ ।ବ୍ୟବସାୟରେ ନିଜର ଥିବା ସାଙ୍ଗ ପାଖରୁ ସହାୟତା ମିଳିପାରେ । ପରିବାରରେ ସମସ୍ତଙ୍କର ମନ ଆପଣ କୌଣସି ଏକ କାମ କରି ଜିତୀ ନେବେ ଓ ଖୁସି ରହିବେ ।

ମକର

ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ । ପୂର୍ବରୁ କରିଥିବା ଉପାୟରେ ଏବେ ଆପଣଙ୍କୁ ସଫଳତା ହେବ । ସରକାରୀ ଚାକିରି କରିଥିବା ଲୋକେ ବହୁତ୍ ଭଲ ରେ ଦିନ କଟିବ । ବ୍ୟବସାୟ ରେ ବହୁତ ଭଲ ଲାଭ ହେବା । ବ୍ୟବସାୟ ଆରମ୍ଭ କରିବାକୁ ଥିଲେ ଆଜି ଆରମ୍ଭ କରିପାରିବେ ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଟେ । ନିଜେ ବହୁ ପୁର୍ବ ରୁ କରିଥିବା କାମରେ ଆଜି ଫାଶୀ ଯାଇପାରନ୍ତି ସେଥିପାଇଁ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟ ରେ କାର୍ଯ୍ୟ ଭାର ଅଧିକା ଥିବା ହେତୁ ମାନସିକ ଚାପରେ ରହିପାରାନ୍ତି । ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ ।

କୁମ୍ଭ

ଆଜି ଆପଣଙ୍କର ଅଜାଣତରେ ବହୁତ ବଡ ଭୁଲ ହୋଇଯିବ । ନିଜ ରାଗରେ ଆଜି କାହାର ବଡ କ୍ଷତି କରି ଦେବେ । ମାନସିକ ଚାପରେ ରହିବେ । ପରିବାର ସହିତ ବାହାରକୁ ଯାଇ ସେଠାରେ କିଛି ନୂଆ ଓ ସୁସ୍ଵାଦୁ ଖାଦ୍ୟ ଖାଇବେ । ଆପଣ ଯଦି ଗୋଟିଏ କାମ କରିବେ ଠିକ ଅଛି ଯଦି ଆପଣ ଏକାଧିକ କାର୍ଯ୍ୟ କରୁଛନ୍ତି ତେବେ ସେଥିରେ ଆପଣ କୌଣସି ଲାଭ ପାଇବେ ନାହିଁ । ନକରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ । ଗାଡି ଓ ଜମି ଭଳି ଜିନିଷ ଆଜି କିଣି ପାରନ୍ତି ଏଥିରେ କୌଣସି ବାଧା ଆସିବ ନାହିଁ ।

ମୀନ

ଯଦି ଆପଣଙ୍କର କୋଟ କଚରି କିଛି ମାମଲା ଥାଏ ତେବେ ଆଜି ସେହି ଜିନିଷ ଆପଣଙ୍କର ପକ୍ଷରେ ଯାଇପାରେ ଓ ଭାଗ୍ୟ ପୁରା ସାଥ ଦେବ । ପରିବାର ରେ କେହି ଲୋକ ଆଜି କଷ୍ଟ ପାଈପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କେହି ଜଣେ ଆଜି ସାହାର୍ଯ୍ୟର ହାତ ବଢ଼ାଇ ପାରନ୍ତି ଏହି ସୁଯୋଗ ଆପଣ ତାକୁ ହାତ ଛଡା କରିବେ ନାହିଁ ସେଥିରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ଯଦି ଭଡା ଘରେ ରହୁଛନ୍ତି ଓ ଚାହୁଞ୍ଚନ୍ତି ଘର ବଦଳାଇବା ପାଇଁ ତେବେ ଆଜି ଦିନ ବହୁତ ଭଲ ଅଟେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।