ଆଜିର ରାଶିଫଳ, 10 ଫେବୃୟାରୀ 2023, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ଫେବୃୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଜରୁରତ ଅଛି । କାରଣ ଆପଣ ଛୋଟ ମୋଟ ରୋଗର ସାମ୍ନା କରିବାକୁ ପଡିପାରେ । ଅତି ଭାବକତା ରୁ ଦୂରେଇ ରୁହନ୍ତୁ ନଚେତ ଆପଣଙ୍କୁ ସମସ୍ୟା କରିବାକୁ ପଡିପାରେ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ତାଳମେଳ ଠିକ ରହିବ । ନିଜର ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ସନ୍ତାନ ସୁଖ ପ୍ରାପ୍ତ ହେବ । ଏହି ସମୟରେ କାମ କାର୍ଯ୍ୟ ରେ ଅବହେଳା କରନ୍ତୁ ନାହି ।

ବୃଷ ରାଶି : ଅଜଣା ବ୍ୟକ୍ତିଙ୍କ ଠାରୁ ସାହାଜ୍ଯ ମାଗନ୍ତୁ । ରଚନାତ୍ମକ କାମରେ ଲାଗିଥିବା ଲୋକ ଙ୍କୁ ଫାଇଦା ମିଳିବ । ଆଜି ଜୀବନ ସାଥିଙ୍କ ସହ ସମ୍ପର୍କ ମତଭେଦ ଦୂର ହେବ । ଶାନ୍ତ ରେ କଥାବାର୍ତ୍ତା ହୁଅନ୍ତୁ । ଭୁଲ ଶବ୍ଦ ର ପ୍ରୟୋଗ କରନ୍ତୁ ନାହି । ନଚେତ ଆପଣଙ୍କର ସମର୍କା ରେ ବାଧା ଆସିପାରେ । କାର୍ଯ୍ୟ ସ୍ଥଳରେ କାହା ପାର୍ଟି ଆପଣଙ୍କ ଆକର୍ଷଣ ବଢିପାରେ । ଯାହା ଦ୍ଵାରା କାମ କାର୍ଯ୍ୟ ରେ ଆପଣଙ୍କ ମନ ଲାଗିବ । ଆପଣଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେହତର ରହିବ ।

ମିଥୁନ ରାଶି : କୌଣସି ଖାସ କାମ କୁ ପୁରା କରିବାରେ ଆପଣଙ୍କୁ ଜୀବନ ସାଥି ଙ୍କ ସହଯୋଗ ପ୍ରାପ୍ତ ହେବ । ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ଆପଣଙ୍କ ସବୁ ସମସ୍ୟା ଦୂର ହେବ । ଆଜି ଆପଣଙ୍କୁ ଅପ୍ରତ୍ୟାଶିତ ଲାଭ ହୋଇପାରେ । ଲଟେରୀ ଠାରୁ ଦୂରେଇ ରୁହନ୍ତୁ । ଜିଦି କରନ୍ତୁ ନାହି । ଆଜି ଆପଣଙ୍କ ପ୍ରିୟା ବ୍ୟକ୍ତି ଆପଣଙ୍କ ସହ ସମୟ ବିତାଇବେ ଓ ଉପହାର ପ୍ରାପ୍ତ କରିବାରେ ଆଶା ରଖିବେ । ଆଜି ଆପଣ ସଠିକ ପଦକ୍ଷେପ ଉଠାଇବେ ।

କର୍କଟ ରାଶି : ଆପଣଙ୍କ ବିତ୍ତୀୟ ସ୍ଥିତି ରେ ବୃଦ୍ଧି ହେବାର ସମ୍ଭାବନା ଅଛି । ବରିଷ୍ଠ ଜନ ଙ୍କ ମାର୍ଗ ଦର୍ଶନ ପ୍ରାପ୍ତ ହେବ । ଜୀବନ ସାଥିଙ୍କ ସହ ଆପଣ ଧାର୍ମିକ କାର୍ଯ୍ୟ ରେ ମନ ଲଗାଇବେ । ଯାହା ଦ୍ଵାରା ଆପଣଙ୍କ ସମ୍ପର୍କ ମଧୁରତା ବଢିବ । କର୍କଟ ରାଶି ର ଲୋକ ଏହି କଥାର ଧ୍ୟାନ ରଖନ୍ତୁ ଲୋଭ କରନ୍ତୁ ନାହି ନଚେତ କ୍ଷତି ହୋଇପାରେ । ଏହି ରାଶିର କାରୋବାର ରେ ଜଡିତ ଲୋକ ଆଜି ନିବେଶ କରିବେ ।

ସିଂହ ରାଶି : ନିବେଶ ପାଇଁ ଦିନ ଭଲ ରହିବ । ଆପଣଙ୍କୁ ଭଲ ଲାଭ ହେବ । ଆଜି ପରିବାର ର ସଦସ୍ୟ ଙ୍କ ସହ ଆନନ୍ଦ ର ମୂହୁର୍ତ୍ତ ବିତାଇବେ । ତରବର ହୁଅନ୍ତୁ ନାହି । ବ୍ୟର୍ଥ ଚିନ୍ତା କରି ସମୟ ବରବାତ କରନ୍ତୁ ନାହି । ଆଜି ପରିବାର ଲୋକଙ୍କ ସହ ମାଙ୍ଗଳିକ ଆୟୋଜନ ର ରୂପ ରେଖା ବନିବ । ଆଜି ବ୍ୟାପାର ରେ ନୂଆ ସମ୍ଭାବନା ର ସନ୍ଧାନ କରିବେ । ଧନ ସମ୍ବଧି କୌଣସି ନିସ୍ପତି ନେବା ସମୟରେ ନିଜର ବଜେଟ ର ଧ୍ୟାନ ରଖନ୍ତୁ । ଅନ୍ଯଥା ଲୋନ ନେବାକୁ ପଡିପାରେ । ଅହଂକାର ଓ ରାଗ କାରଣରୁ ଘରର ମାହୋଲ ବିଗିଡିପାରେ ।

କନ୍ୟା ରାଶି : ଆପଣଙ୍କ ଶତ୍ରୁ ସକ୍ରିୟ ହେବେ ତେଣୁ ସତର୍କ ରୁହନ୍ତୁ । ଲାଭକାରୀ ହେବେ । କାହା ପ୍ରତି ନିଜର ରାୟ କୁ ଆପଣଙ୍କୁ ନିଜ ଯାଏଁ ସୀମିତ ରଖିବା ଉଚିତ । କାର୍ଯ୍ୟ ସ୍ଥଳରେ ନିଜର ଲକ୍ଷ୍ୟ ନିର୍ଧାରଣ ଓ ତାହାକୁ ପ୍ରାପ୍ତି କୁ ନେଇ ସମର୍ପିତ ରହିବେ । ପାରିବାରିକ ସଦସ୍ୟ ଙ୍କୁ ଧର୍ମ ଆଧାରିତ କାର୍ଯ୍ୟ ସହ ଜଡିତ କରିବାର ଅବସର ମିଳିବ । ବନ୍ଧୁ ଙ୍କ ସହ ଆପଣ ବାହାରକୁ ଯିବାର ପ୍ଳାନ କରିବେ ।

ତୁଳା ରାଶି : ଛାତ୍ର ଙ୍କୁ ନିଜର ଯୋଗ୍ୟତା ପରଖିବା ର ଅବସର ପ୍ରାପ୍ତ ହେବ । ଯଦି ଆପଣ ନିଜର ଊର୍ଜା ଆଧ୍ୟାତ୍ମିକ ମାମଲା ପ୍ରତି କେନ୍ଦ୍ରିତ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଆତ୍ମିକ ସୁଖ ମିଳିବ । ସାମାଜିକ ସ୍ତର ରେ ଆପଣଙ୍କ ଲୋକପ୍ରିୟତା ବଢିବ । ଆଜି ଦିନ ଟି ଆପଣଙ୍କ ପାଇଁ ସରଳ, ସହଜ ଓ ସୁଖ ପୂର୍ଣ୍ଣ ରହିବ । ଆପଣଙ୍କୁ ସବୁ କାମରେ ସଫଳତା ମିଳିବ । ଅଫିସରେ ଲୋକଙ୍କ ଖରାପ ବ୍ୟବହାର କାରଣରୁ ଆପଣଙ୍କ କାମରେ ପ୍ରଭାବ ପଡିପାରେ ।

ବିଛା ରାଶି : ବ୍ୟାପାର ସହ ଜଡିତ ଲୋକ ଙ୍କ ପାଇଁ ଦିନ ଭଲ ଅଛି । ସ୍ୱାସ୍ଥ୍ୟ ଭଲ ରହିବ । ଆବଶ୍ୟକ ବସ୍ତୁ ମିଳିପାରେ । ଅଯଥାରେ କ୍ରୋଧ କାରଣରୁ କଥା ବିଗିଡି ପାରେ । ଚାକିରି କରୁଥିବା ଲୋକ ଙ୍କୁ ନିଜର ଯୋଗ୍ୟତା କୁ ବିକଶିତ କରିବାରେ ଲାଭ ହେବ । ଅନେକ ଭଲ ଅବସର ମିଳିପାରେ । ଆଜି ଆପଣଙ୍କୁ ବ୍ୟକ୍ତିଗତ ଜୀବନରେ ସୁଖ ଶାନ୍ତି ଆସିବ । ପାରିବାରିକ ଜୀବନରେ ପୂର୍ଣ୍ଣ ଆନନ୍ଦ ଉଠାନ୍ତୁ । ଚାକିରି କରୁଥିବା ଜାତକ ଙ୍କ ଜଡିତ ଅଧିନସ୍ଥ ବା ସହ କର୍ମୀ ଙ୍କ ସହ ଭଲ ବ୍ୟବହାର କରିବେ ।

ଧନୁ ରାଶି : ନଚେତ ବାଦ ବିବାଦ ହୋଇପାରେ । ବ୍ୟାପାରୀ ଙ୍କ ଅଟକିଥିବା ଧନ ପ୍ରାପ୍ତ ହୋଇପାରେ । ନିଜର ଯୋଗ୍ୟତା ଉପରେ ଧ୍ୟାନ ଦିଅନ୍ତୁ । ନିଜର କୌଶଳ କୁ ବିକଶିତ କରନ୍ତୁ । କୌଣସି ନୂଆ ବଡ ପରିଯୋଜନା ରେ ଧନ ନିବେଶ କରିଲେ ସଫଳ ହେବେ । ଆଜି ଆପଣ କାମରେ ବିଚଳିତ ଅନୁଭବ କରିବେ । ମାନସିକ ଶାନ୍ତି ଅନୁଭବ କରିବେ । ଆଜି ରାଜନୈତିକ କ୍ଷେତ୍ର ରେ ଆଶାତୀତ ସଫଳତା ମିଳିବ । ସନ୍ତାନଙ୍କ ପ୍ରତି ଦାୟିତ୍ଵ ବୃଦ୍ଧି ହେବ ।

ମକର ରାଶି : ଆପଣ କିଛି ନୂଆ କାମ ଆରମ୍ଭ କରିବା ପାଇଁ ମନ ବନାଇବେ । ଅଚାନକ ହେବାକୁ ଥିବା ରୋମାଣ୍ଟିକ ଦେଖା ଆପଣଙ୍କ ପାଇଁ ସମସ୍ଯା ଆଣିପାରେ । ସ୍ତ୍ରୀ ମିତ୍ର ଙ୍କ ସହ ଭେଟ ହେବାର ଯୋଗ ରହିଛି । ଯାହା କାରଣରୁ ଆପଣ ଲାଭବାନ ହେବେ । ପ୍ରେମ ପ୍ରସଙ୍ଗ ରେ ଥିବା ବ୍ୟକ୍ତିଙ୍କୁ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଅଛି ।

କୁମ୍ଭ ରାଶି : ସ୍ଵଜନ ରେ ସୁଖ ମିଳିବ । ପରିବାରରେ ଖୁସି ଆସିବ । ମାଙ୍ଗଳିକ କାର୍ଯ୍ୟ ରେ ଯିବାକୁ ପଡିପାରେ । ଘରର ସମସ୍ଯା ଅନେକ ମାତ୍ରାରେ ସମାଧାନ ହୋଇପାରେ । ଯଦି ଆପଣ ନିଜ ଜୀବନରେ ଏକା ଅଛନ୍ତି ତ ବହୁତ ଜଲ୍ଦି କାହାର ପ୍ରେମରେ ପଡି ପାରନ୍ତି । ଆପଣଙ୍କୁ କାମରେ ରୁଚି ପୂର୍ବରୁ ଅଧିକ ରହିବ । ପରିବାର ଲୋକଙ୍କ ସହ ସମ୍ପର୍କରେ ସୁଧାର ଆସିବ । ଜରୁରୀ କାମ ହୋଇପାରେ । ରଚନାତ୍ମକ କାର୍ଯ୍ୟ ରେ ମନ ଲାଗିବ ।

ମୀନ ରାଶି : ଘରେ ପୁନ ନିର୍ମାଣ ରେ ଧନ ଖର୍ଚ୍ଚ ହେବ । ପାର୍ଟନରସିପ ରେ ଧନ ସମ୍ବଧିତ ମାମଲା ରେ ପାରଦର୍ଶିତା ଓ ସ୍ପଷ୍ଟତା କମ ହେବାକୁ ଦିଅନ୍ତୁ ନାହି । ଅନ୍ୟ ପକ୍ଷରେ ନବୀନ ଯୋଜନା ପ୍ରତି ସଚେତନ ରୁହନ୍ତୁ । ଅଚାନକ ଫାଇଦା ମିଳିବାର ଯୋଗ ରହିଛି । ଆଜି ଆପଣଙ୍କ ଠାରେ ଆଧ୍ୟତ୍ମିକତା ର ମାତ୍ରା ଅଧିକ ରହିବ । ବହୁତ କାମ କରିବାରୁ ବଞ୍ଚିତ ହୁଅନ୍ତୁ କାରଣ ଏଥିପାଇଁ ଆପଣ ଥକାପଣ ଅନୁଭବ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।