ଆଜିର ରାଶିଫଳ, 10 ଜୁନ 2020, ବୁଧବାର, ଭଗବାନ ଗଣେଶଙ୍କ କୃପାରୁ ଏହି ୭ଟି ରାଶିର ବନୁଛି ଧନପ୍ରାପ୍ତିର ଯୋଗ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜିର ଦିନ ସାମାନ୍ୟ ରହିବ । ପରିବାରରେ ଚାଲିଥିବା ସମସ୍ତ ବିବାଦ ସମାଧାନ ହୋଇଯିବ । କାମ କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଇ ପାରନ୍ତି । ଘର ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ । ମିତ୍ରମାନଙ୍କ ସହିତ ଆମୋଦ ପ୍ରମୋଦ ଦ୍ଵାରା ସମୟ ବ୍ୟତୀତ ହୋଇପାରେ । ନିଜର ଓଜନ ଉପରେ ନଜର ରଖନ୍ତୁ ଓ ଦରକାର ଠାରୁ ଅଧିକ ଖାଦ୍ୟ ସେବନ କରିବା ଠାରୁ ଦୂରେଇ ରୁହନ୍ତୁ । ଦିନ ଶେଷ ହେବା ମଧ୍ୟରେ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଯିବ ।

ବୃଷ

ପରିବାରରେ ସୁଖମୟ ପରିବେଶ ରହିବ । ଆପଣଙ୍କ ପକ୍ଷ ମଜବୁତ ରହିବ । କିଛି କାର୍ଯ୍ୟରେ ବ୍ୟସ୍ତ ରହି ପାରନ୍ତି । ବ୍ୟାପାରରେ ପାର୍ଟନରଶୀପ ଦ୍ଵାରା ଲାଭ ମିଳିପାରେ । କାହା ଠାରୁ ମହଙ୍ଗା ଉପହାର ମିଳିପାରେ । ଯଦି ଆପଣ ପର୍ଯ୍ୟାପ୍ତ ପରିଶ୍ରମ କରିବେ ନାହିଁ ତେବେ ଆପଣ ଅସୁସ୍ଥ ହୋଇ ପାରନ୍ତି । ଆପଣଙ୍କୁ ଅତିରିକ୍ତ ଆରମ ଦରକାର । ମନୋରଞ୍ଜନ ଓ ନିଜର ସୁନ୍ଦରତାରେ ଅଧିକ ସମୟ ବ୍ୟର୍ଥ କରନ୍ତୁ ନାହିଁ । ଜୀବନସାଥି ଆପଣଙ୍କୁ କୌଣସି ବିଷୟରେ ଉଚିତ ଉପଦେଶ ଦେବେ ।

ମିଥୁନ

ପୁରୁଣା କଥାକୁ ନେଇ ଅତ୍ୟଧିକ ଚିନ୍ତା କରନ୍ତୁ ନାହିଁ । କୌଣସି ବିଷୟରେ ସଠିକ ନିଷ୍ପତି ନ ନେବା ଦ୍ଵାରା ସମସ୍ୟା ହୋଇପାରେ । ସାମାଜିକ ଜୀବନରେ ବ୍ୟସ୍ତତା ବଢିବ । ପରିବାର ସହିତ ଅଧିକ ସମୟ ବ୍ୟତୀତ କରନ୍ତୁ । କୌଣସି ବି ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ଵାସ କରନ୍ତୁ ନାହିଁ । ସ୍ୱାସ୍ଥ୍ୟର ଖାସ ଦେଖାଶୁଣା ନିଶ୍ଚିତ କରନ୍ତୁ । ଆଜିର ଦିନ ନିବେଶ କରିବା ଠାରୁ ବଞ୍ଚନ୍ତୁ । ଧନ ଅଧିକ ଖର୍ଚ ହେବା ଦ୍ଵାରା ଚିନ୍ତା ବଢିପାରେ । ପେଟ ସମ୍ବନ୍ଧିତ ରୋଗ ବି ହୋଇପାରେ ।

କର୍କଟ

ମନରେ ଆତ୍ମବିଶ୍ଵାସ ବଢିପାରେ । ପ୍ରସନ୍ନତାପୂର୍ବକ ସମସ୍ତ କାର୍ଯ୍ୟ ହୋଇଯିବ । ଭାଇଙ୍କ ସହ ମିଶି ସମସ୍ତ କାର୍ଯ୍ୟ କରନ୍ତୁ । ଆପଣଙ୍କ ଭାଗ୍ୟ ଆଜି ପ୍ରବଳ ରହିବ । କୋର୍ଟ କଚେରୀ ମାମଲାରେ କିଛି ପ୍ରସଙ୍ଗ ଆଗକୁ ବଢିପାରେ । ଆଜି କିଛି ଏମିତି କାର୍ଯ୍ୟ କରନ୍ତୁ ଯାହାକୁ କରି ଆପଣ ନିଜକୁ ଭଲ ଅନୁଭବ କରିବେ । ଆପଣଙ୍କ ଖରାପ ଯୋଜନା ଆପଣଙ୍କୁ ହାନି ପହଞ୍ଚାଇ ପାରେ । କୌଣସି ପୁରୁଣା ରୋଗରୁ ମୁକ୍ତି ମିଳିଯିବ ।

ସିଂହ

ଭାଇମାନେ ଆପଣଙ୍କ କାର୍ଯ୍ୟରେ ସାହାର୍ଯ୍ୟ କରି ପାରନ୍ତି । ଆପଣଙ୍କ ଶୁଭ ସମୟ ଆସି ଯାଇଛି । ଏହା ଦ୍ଵାରା ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳ ହୋଇଯିବ । ଟଙ୍କାର ନେବା ଦେବାରେ ସାବଧାନ ପୂର୍ବକ ରୁହନ୍ତୁ । ନବୀନ ବସ୍ତ୍ର, ଆଭୁଷଣ କ୍ରୟ କରିବାର ଯୋଜନା ହୋଇପାରେ । ବ୍ୟାପାରରେ ଧୋଖା ମିଳିପାରେ । ନିଜର ଉର୍ଜାର ସ୍ତରକୁ ଉଚ୍ଚ ରଖନ୍ତୁ । ଆପଣଙ୍କ ମନରେ କିଛି ଅନେଇତିକ ଚିନ୍ତା ଆସିପାରେ । ନିଜର ଟଙ୍କାକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ ।

କନ୍ୟା

ବ୍ୟାପାରକୁ ବିସ୍ତାର କରିବାର ଯୋଜନା କରନ୍ତୁ । ଅଧିକ ଦୂର ସ୍ଥାନକୁ ଯାତ୍ରା କରିବା ହାନି ହୋଇପାରେ । ପ୍ରଭାବଶାଳି ଲୋକମାନଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣା କରିଦେବ । ନିଶ୍ଚିତ ରୂପରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିନ୍ତୁ ଏହା ସହିତ ଖର୍ଚରେ ବି ଉନ୍ନତି ଆସିବ । ନିଜର ପରିବାର ସହ ଭଲ ବ୍ୟବହାର କରନ୍ତୁ । ଜୀବନସାଥିଙ୍କ ପୂର୍ଣ ସହଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ମଜବୁତ ସ୍ଥିତି ଆସିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ନିବେଶ ଦ୍ଵାରା ଲାଭ ମିଳିବ ।

ତୁଳା

ମନରେ ଚିନ୍ତା ଓ ଅସ୍ଥିରତା ରହିପାରେ । ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ଗରିବ ଲୋକମାନଙ୍କ ସାହାର୍ଯ୍ୟ କରନ୍ତୁ ତେବେ ଆପଣଙ୍କ ଭାଗ୍ୟ ବି ପ୍ରବଳ ହେବ । କୌଣସି ମହିଳା ମିତ୍ରଙ୍କ ସହଯୋଗ ମିଳିପାରେ । ବ୍ୟସ୍ତ ଦିନଚର୍ଯ୍ୟା ସତ୍ବେ ସ୍ୱାସ୍ଥ୍ୟ ଭଲ ରହିବ । ସମସ୍ତଙ୍କ ସମାନ କରନ୍ତୁ । ଆପଣ ଅଧିକ ଟଙ୍କା ଆୟ କାରୀ ପାରିବେ କିନ୍ତୁ ଉଚିତ ସ୍ଥାନରେ ନିବେଶ କରନ୍ତୁ । ସନ୍ତାନମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ । ପେଟ ସମ୍ବନ୍ଧିତ ସମସ୍ୟା ରହିବ ।

ବିଚ୍ଛା

ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ଆପଣ ନିଜର କ୍ୟାରିୟରରେ ଆଗକୁ ବଢିବେ । ବିଜନେସରେ ଆପଣଙ୍କୁ ଭଲ ଲାଭ ମିଳିପାରେ । କାର୍ଯ୍ୟ ସ୍ଥଳରେ ବଡ ଅଧିକାରୀ ମାନେ ଆପଣଙ୍କ କାମ କାର୍ଯ୍ୟର ପ୍ରଶଂସା କରିବେ । ଯେଉଁ ଲୋକମାନେ କାରାଖାନାରେ କାମ କରୁଛନ୍ତି ସେମାନେ ଭଲ ପ୍ରଦର୍ଶନ କରିବେ ।

ଧନୁ

ଯଦି ଆପଣ ନିଜର ପରିବାର ସହିତ ସମୟ ବିତାଇବେ ନାହିଁ ତେବେ ଆପଣଙ୍କ ଘରେ ସମସ୍ୟା ଆସିପାରେ । ମାତାଙ୍କ ସହଯୋଗ ପ୍ରାପ୍ତ ହେବ । ସନ୍ତାନମାନଙ୍କ ସହଯୋଗ ବି ପ୍ରାପ୍ତ ହେବ । ଆଧ୍ୟାତ୍ମିକତା ଦିଗରେ ରୁଚି ବଢିବ । ଜୀବନସାଥିଙ୍କ ଖରାପ ସ୍ୱାସ୍ଥ୍ୟ କାରଣରୁ ଆପଣ ଚିନ୍ତାଗ୍ରସ୍ତ ହୋଇ ପାରନ୍ତି । ଜୀବନସାଥିଙ୍କ ବିଚାରରେ ସହମତ ହେବେ । ଅଧିକାରୀ ଆପଣଙ୍କ କାମକୁ ନେଇ ସନ୍ତୁଷ୍ଟ ରହିବେ । ଆଜିର ଦିନରେ ଭାଗ୍ୟ ଆପଣଙ୍କ ସାଥ ଦେବେ ।

ମକର

ଉପଦେଶ ଦ୍ଵାରା ଆପଣଙ୍କୁ ଲାଭ ମିଳିବ । ଆୟରେ ସାଧନ ମଜବୁତ ହେବ । ବ୍ୟବସାୟରେ ନୂଆ ଯୋଜାନର ଲାଭ ମିଳିବ । ରାଜକୀୟ କାର୍ଯ୍ୟରେ ସଫଳତା ମିଳିପାରେ । ଖାଦ୍ୟପାନ ସନ୍ତୁଳିତ ରହିବ । ସମସ୍ତ କାର୍ଯ୍ୟ ଆପଣଙ୍କ ଇଚ୍ଛା ଅନୁସାରେ ହୋଇଯିବ । କିନ୍ତୁ ଆପଣ ନିଜର ଜୀବନସାଥିଙ୍କ ସହ ଭଲ ସମୟ ବିତାଇବେ । ପରିବାରର ସଦସ୍ୟଙ୍କ ସହ ଆପଣଙ୍କ ବିଶେଷ କଥାବାର୍ତ୍ତା ହୋଇପାରେ । ସନ୍ତାନ ସୁଖ ମିଳିବ । ଜୀବନସାଥିଙ୍କ ପୂର୍ଣ ସହଯୋଗ ମିଳିବ ।

କୁମ୍ଭ

ନିଜର ଉର୍ଜାକୁ ନିଜର କାର୍ଯ୍ୟରେ ଲଗାନ୍ତୁ । ଯାହା ଆସନ୍ତା ସମୟରେ ଆପଣଙ୍କୁ ହିଁ ଲାଭବାନ କରିବ । ଜୀବନସାଥିଙ୍କ ସହ ମତଭେଦ ହୋଇପାରେ । ବିବାଦ ହେବାର ସ୍ଥିତି ଅଛି । ଶଶୁରଘର ପକ୍ଷ କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେବେ । କାର୍ଯ୍ୟ କ୍ଷେତ୍ରରେ ବ୍ୟସ୍ତତା ରହିବ । କୌଣସି କଥାକୁ ନେଇ ପରିବାରରେ ମତଭେଦ ହୋଇପାରେ । ଆପଣଙ୍କ ଜୀବନସାଥି ଆପଣଙ୍କ ଉପରେ ନିଜ ଠାରୁ ବି ଅଧିକ ବିଶ୍ଵାସ କରନ୍ତି ସେଥିପାଇଁ ସେହି ବିଶ୍ଵାସକୁ ଭାଙ୍ଗିବା ପୂର୍ବରୁ ଦଶ ଥର ଚିନ୍ତା କରନ୍ତୁ ।

ମୀନ

ଆପଣଙ୍କୁ ଭଲ ପାଇବା ଆପଣଙ୍କ ଜୀବନସାଥିକୁ ଖୁସି କରିଦେବ । ଏହି ଆଶାରେ ରୁହନ୍ତୁ ନାହିଁ କି ଆପଣଙ୍କ ସାଥି ଆପଣଙ୍କ କାମ କରିଦେବ । ନିଜର ପ୍ରିୟ ଜୀବନସାଥିଙ୍କ ଭାବନାଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ କିଛି ସକରାତ୍ମକ ଚେଞ୍ଜେସ ଦେଖିବାକୁ ମିଳିପାରେ । ଲମ୍ବା ଦୂର ଯାତ୍ରା ବନ୍ଦ କରି ଦିଅନ୍ତୁ । ବ୍ୟବସାୟିକ ଯାତ୍ରା ଲାଭ ଦେବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ପିଲାମାନଙ୍କୁ ମାର୍ଗଦର୍ଶନ କରନ୍ତୁ । କାରଣ ଆପଣ ସଠିକ ସମୟରେ ସଠିକ ସ୍ଥାନରେ ଉପସ୍ଥିତ ରହିବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।