ଆଜିର ରାଶିଫଳ, 10 ଅଗଷ୍ଟ 2020, ସୋମବାର, ବହୁତ ବର୍ଷ ପରେ ଏହି ୭ଟି ରାଶି ଉପରେ ମହାଦେବଙ୍କର ରହିବ ବିଶେଷ କୃପା, ଅଚାନକ ହେବ ଧନପ୍ରାପ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜଙ୍କୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣଙ୍କୁ ଆପଣଙ୍କ ଅଧିକାରୀମାନଙ୍କ ପୂର୍ଣ ସହଯୋଗ ମିଳିବ । ଆୟରେ ଉନ୍ନତି ହେବ । ଆପଣ ଅତଧିକ ଲୋକପ୍ରିୟ ହେବେ । ଆପଣଙ୍କ ପରିବାରର ସଦସ୍ୟ ଆପଣଙ୍କୁ ପୂର୍ଣ ସହଯୋଗ କରିବେ । ଆପଣଙ୍କ ଆତ୍ମବିଶ୍ଵାସରେ ଭରପୁର ରହିବେ । ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ଆଜି ଆପଣଙ୍କୁ ସବୁ ଜିନିଷରେ ଆଶା ଅନୁସାରେ ସଫଳତା ମିଳିବ । ଆଜି ଆପଣଙ୍କ ସବୁ କାର୍ଯ୍ୟ ଅତି ଶୀଘ୍ର ସମାପ୍ତ ହୋଇଯିବ । ଆପଣଙ୍କ ସ୍ଵପ୍ନ ସାକାର ହେବ । ଆଜି ଆପଣଙ୍କ ଦିନ ଭଲ ରହିବ । ଏକ ନୂଆ ଅଫର ଆପଣଙ୍କୁ ମିଳିପାରେ ।

ବୃଷ

ପୂର୍ବ ଦିନ ମାନଙ୍କ ମଧ୍ୟରୁ ଆଜିର ଦିନ ଭଲରେ କଟିବ । ଆପଣଙ୍କ ପୂର୍ବରୁ ରହିଯାଇଥିବା କାମ ବର୍ତ୍ତମାନ ପୁରା ହୋଇଯିବ । ଯେଉଁ ଧନ ପାଇବାରୁ ଆପଣ ବଞ୍ଚିତ ହୋଇଥିଲେ ସେହି ଧନ ଆପଣ ବର୍ତ୍ତମାନ ଫେରି ପାଇବେ ଓ ବ୍ୟବସାୟରୁ ଆପଣଙ୍କୁ ଲାଭ ନିଶ୍ଚିନ୍ତ ମିଳିବ । ଆଜି ଆପଣ ନିଜର ଆତ୍ମବିଶ୍ଵାସ ବଢିବାକୁ ନିଜେ ଅନୁଭବ କରିବେ । କରିଥିବା ପୁରୁଣା ନିବେଶରେ ବର୍ତ୍ତମାନ ଲାଭ ମିଳିବ ନାହିଁ କିନ୍ତୁ କିଛି ଦିନ ଅପେକ୍ଷା କରନ୍ତୁ ଆପଣ ନିଶ୍ଚିନ୍ତ ରୂପେ ଲାଭଦାୟକ ହେବେ ।

ମିଥୁନ

ଆଜି ଆପଣଙ୍କୁ ବହୁତ ବଡ ସଫଳତା ମିଳିପାରେ ଓ ସାମାଜିକ ସ୍ଥିତିରେ ସୁଧାର ଆସିବ । ଆପଣ  ନୂଆ ନିବେଶ ମଧ୍ୟ କରିପାରନ୍ତି । ଏଥିରେ ଆପଣଙ୍କୁ ବଡ ଡିଲ ମିଳିବାର ସମ୍ଭାବନା ଅଛି । ଆପଣଙ୍କୁ ଯେଉଁ ମାନେ ହଇରାଣ କରୁଛନ୍ତି ଓ ଯେଉଁମାନେ ଖଳ ପ୍ରକୃତିର ଲୋକ ତାଙ୍କ ଠାରୁ ଆଜି ଅଳ୍ପ ଦୂରେଇ ରୁହନ୍ତୁ । ଆପଣଙ୍କ କିଛି ଜିନିଷ ହଜି ପାରେ । ଅଳ୍ପ ସାବଧାନ ହୋଇ ଚଳିବାକୁ ଚେଷ୍ଟା କରିବେ ନଚେତ ଜିନିଷ ହୁଅତ ନ ମିଳିପାରେ । ଆଜି ଆପଣଙ୍କ କୌଣସି ଗୋଟିଏ କାମର ଯୋଜନା ଆରମ୍ଭ କରିବା ଦ୍ଵାରା ଲାଭଦାୟକ ହେବେ ।

କର୍କଟ

ଆପଣ କରିଥିବା କାମର ଫଳ ଆଜି ପାଇବେ ଓ ସେଥିରୁ ଆପଣଙ୍କୁ ଲାଭ ବି ମିଳିବ । ଆପଣ ନିଜର ବ୍ୟକ୍ତିଗତ ଜୀବନରେ କାହାକୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ । ଜୀବନସାଥିଙ୍କ ସହ ଭଲରେ ଦିନ କଟିବ । କର୍ମ କ୍ଷେତ୍ରରେ କିଛି ନୂଆ କରିବାକୁ ସୁଯୋଗ ମିଳିବ । ଆପଣଙ୍କ ଠାରୁ ଦୂରରେ ଥିବା ସାଙ୍ଗ ଆପଣଙ୍କ ସହ ଦେଖା ହୋଇପାରେ । ବ୍ୟବସାୟ ଲାଭଦାୟକ ହେବ । କୋଟ କଚେରୀ ମାମଲାରୁ ଆଜି ଅଳ୍ପ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ ହେବ । ପରିବାରରେ ଶାନ୍ତି ରହିବା ସହିତ ସମସ୍ତେ ଖୁସିରେ ରହିବେ ।

ସିଂହ

ଆପଣ କରିଥିବା ଗୁପ୍ତ ଯୋଜନାରୁ କିଛି ଛୋଟ ଛୋଟ ସମସ୍ୟା ଆସିପାରେ ସେଥିପାଇଁ ଅଳ୍ପ ସତର୍କ ରୁହନ୍ତୁ । ଆପଣ ଆଜି ଉପର ଅଧିକାରୀଙ୍କ ସହ ଭଲ ବ୍ୟବହାର କରନ୍ତୁ ନଚେତ ଆପଣ ବଡ ଅସୁବିଧାରେ ପଡ଼ିପାରନ୍ତି । ଆଜି ଦିନ ଆପଣଙ୍କ ପାଇଁ ବହୁତ ଶୁଭ ହୋଇପାରେ ଓ ଆଜି ଆପଣ କିଛି ନୂଆ ଜିନିଷ ପାଇ ଅଲଗା ଖୁସି ଅନୁଭବ କରିବେ । ପୂର୍ବରୁ ରହିଯାଇଥିବା କାମ ବର୍ତ୍ତମାନ ପୂର୍ଣ୍ଣ ହୋଇଯିବ । କୌଣସି ଏକ ନୂଆ ସାଙ୍ଗ ଠାରୁ ଉପହାର ମିଳିପାରେ ଓ ଆପଣଙ୍କ ଆଜି ବହୁତ ଖର୍ଚ ମଧ୍ୟ ହୋଇପାରେ ।

କନ୍ୟା

ଆଜି ଆପଣଙ୍କ ତର୍କ ବିତର୍କରେ ପୁରା ଦିନ କଟିବ । ଆପଣ ନିଜେ ହିଁ ନିଜର ଖରାପ ସମୟକୁ ଟାଣି ଆଣିବେ ତେବେ ସେଥି ପ୍ରତି ସତର୍କ ରୁହନ୍ତୁ । ପରିବାରର ସଦସ୍ୟଙ୍କ ସହ ଭଲରେ ଦିନ କଟିବ । ସମସ୍ତେ ଖୁସିରେ ରହିବେ । ଆପଣଙ୍କ କୌଣସି ଏକ ନୂଆ ସାଙ୍ଗ ସହ ଭେଟ ମିଳିବ । ଏହା ସହିତ ପ୍ରିୟ ସାଙ୍ଗ ସହ ଭେଟ ହେବା ଦ୍ଵାରା ଆପଣଙ୍କୁ ବହୁତ ଖୁସି ଅନୁଭବ କରିବେ । ଆର୍ଥିକ ସମସ୍ୟା ଭଲ ରହିବ । ଆପଣ ପୂର୍ବରୁ ଭାବିଥିବା ପୁରୁଣା କାମ ବର୍ତ୍ତମାନ ପୂର୍ଣ୍ଣ ହେବ । ଆଜି ଆପଣ ଯେଉଁ କାମ କରିବେ ସେହି କାମରେ ସଫଳ ହେବ ।

ତୁଳା

ଆପଣଙ୍କ ଯଦି କେଉଁଠାରୁ ଧନ ଆସିବାର ଅଛି ତେବେ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ ଏହା ଆପଣଙ୍କୁ ନିଶ୍ଚିନ୍ତ ରୂପେ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ ଓ ସକରାତ୍ମାକ ଚିନ୍ତାଧାର ଯୋଗୁଁ ଭଲ ଜିନିଷ ରେ ନିବେଶ କରିଥିବା ଧାନ ଆପଣଙ୍କୁ ଲାଭ ଦାୟାକ ହେବ । ବ୍ୟାବସାୟ ମଧ୍ୟ ଭଲ ହେବାର ସମ୍ଭାବନା ଅଛି । ଆପଣ ଅଳ୍ପ ସାବଧାନ ହୋଇ ଆଜି କାମ କରନ୍ତୁ ନଚେତ ଆପଣଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଆଜି ଆପଣ ପରିବାରରେ ଏକ ମହତ୍ଵପୂର୍ଣ କାର୍ଯ୍ୟରେ ବଡ ଭୂମିକା ନେଇପାରନ୍ତି ।

ବିଚ୍ଛା

ଏହି ରାଶିର ଲୋକମାନେ ତାଙ୍କ ବୁଦ୍ଧି ଓ ବଳ ଦ୍ଵାର ବଡ ସଫଳତା ପାଇବେ । ଆଜି ଆପଣ ଯେଉଁ କାମ କରିବେ କିମ୍ବା କରିବାକୁ ଚେଷ୍ଟା କରିବେ ସେଥିରେ ଆପଣ ଲାଭ ଦାୟକ ହେବ । ଆଜି ଆପଣ ବହୁତ ଭଲ କାମରୁ ଆରମ୍ଭ କରିବେ ଯାହା ଦ୍ଵାରା କି ଆପଣଙ୍କୁ ପୁରା ଦିନ ସାରା ଆପଣ ଖୁସି ଅନୁଭବ କରିବେ । ଆପଣଙ୍କ ପାଖରେ ଥିବା କିଛି ଭଲ ବୁଦ୍ଧି ଓ ଅଧିଗ୍ରହଣ ପାଇଁ ଆପଣଙ୍କ ପୁରା ଜୀବନରେ ନୂଆ ମୋଡ ଆସିପାରେ । ସ୍ୱାସ୍ଥ୍ୟରେ ଆଜି ଭଲ ଅନୁଭବ କରିବେ । ଆଜି ଆପଣଙ୍କ ପରିବାରରେ ଥିବା ବଡ ସମସ୍ୟା ଆଜି ସମାଧାନ ହୋଇଯିବାର ସମ୍ଭାବନା ଅଛି ।

ଧନୁ

ଆପଣଙ୍କ ପୁରା କାମ ଉପରେ ଧ୍ୟାନ ରହିବ । ଆଜି ଆପଣ ନୂଆ କାମ ମଧ୍ୟ ଆରମ୍ଭ କରିପାରିବେ ଓ ଆପଣ ଏକ ମହତ୍ଵପୂର୍ଣ୍ଣ ଯୋଜନା କରିପାରନ୍ତି । ଯଦି ଆପଣ କୌଣସି ଏକ ଭଲ ନିବେଶ କରବାକୁ ଚାହୁଁଛନ୍ତି ତେବେ ଏହି ସମୟ ହିଁ ଆପଣଙ୍କ ଠିକ ସମୟ ରହିବ । ରାଜନୀତିରେ ସ୍ଥିତି ସୁଦୃଢ ହେବ ଓ ଏଥିରେ ଆପଣଙ୍କ କାମ ମଧ୍ୟ ବଢିପାରେ । କାର୍ଯ୍ୟରେ ମଧ୍ୟ ପରିବର୍ତନ ଆସିପାରେ ଏବଂ ଯେଉଁମାନେ ନୂଆ ଚାକିରି ଖୋଜୁଛନ୍ତି ତାଙ୍କୁ ସୁନିଶ୍ଚିନ୍ତ ମିଳିବାର ସମ୍ଭାବନା ଅଛି ।

ମକର

ଏହି ସମୟରେ ଆପଣ କଠିନ ପରିଶ୍ରମ ବି କରିବେ । ବିନମ୍ର ସ୍ଵଭାବ ଦ୍ଵାରା ହିଁ ଆପଣ ସଫଳ ହୋଇ ପାରିବେ । ମାନସିକ ଚିନ୍ତା ଦୂରେଇ ଯିବ । ଅନାବଶ୍ୟକ ଖର୍ଚ ଠାରୁ ଦୂରେଇ ରୁହନ୍ତୁ । ବ୍ୟୟ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ କେହି ବିରୋଧୀ ଆଜି ଆପଣଙ୍କ ସମକ୍ଷରେ ଆସି ପାରନ୍ତି । ଜୀବନସାଥୀଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ଏହା ଆପଣଙ୍କ ଭଲ ଆଜି ସମ୍ପର୍କ ପାଇଁ ଉଚିତ ଅଟେ । ଆଜି ଯାତ୍ରା ସମ୍ଭବ ଅଟେ । କିନ୍ତୁ ସାବଧାନ ରୁହନ୍ତୁ । ଏହି ରାଶିର ଲୋକ ମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ

ଆପଣ କିଛି ନୂତନ ବ୍ୟବସାୟରେ ସାମିଲ ହୋଇ ପାରନ୍ତି । ପ୍ରେମ ସମ୍ବନ୍ଧରେ ଆପଣଙ୍କୁ ଅଳ୍ପ ସାବଧାନ ରହିବାକୁ ହେବ । ଭାଗ୍ୟ ଆପଣଙ୍କ ସାଥ ଦେବ । ନିଜକୁ ପ୍ରମନାୟତ କରିବା ପାଇଁ ଆପଣଙ୍କୁ ଅଳ୍ପ ପରିଶ୍ରମ କରିବାକୁ ପଡିବ । ବରିଷ୍ଠ ଲୋକମାନଙ୍କୁ ଖୁସି କରିବା ପାଇଁ ଆପଣଙ୍କୁ ଅଳ୍ପ କଷ୍ଟ ହୋଇପାରେ । ବ୍ୟବସାୟରେ ମଧ୍ୟ ଭଲ ଲାଭ ହେବ । ହଠାତ ଆପଣଙ୍କୁ ଧନ ମିଳିବାର ସୁଯୋଗ ମିଳିବାର ଅଛି । ଆପଣଙ୍କ ସମ୍ପର୍କରେ କିଛି ତ୍ରୁଟି ଥିଲେ ସେଥିରୁ ଆପଣ ଆଜି ମୁକ୍ତି ପାଇପାରନ୍ତି ।

ମୀନ

ଆପଣଙ୍କ ଘରେ ଥିବା ବଡ ଲୋକ ଓ ଗୁରୁଜନ ଙ୍କ ପାଖରୁ ଆଶ୍ରିବାଦ ମିଳିବ । ଆପଣ ନିଜ କାମ ପ୍ରତି ବହୁତ ଧ୍ୟନ ଦେବା ସଙ୍ଗେ ଓ ଆପଣ କରିଥିବା ପରିଶ୍ରମ କେବେବି ବୃଥା ଜୀବ ନାହିଁ । ଏହାର ଫଳ ନିଶ୍ଚିନ୍ତ ଭାବେ ପାଇବେ । ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବ । ଆପଣଙ୍କ ସ୍ୱସ୍ଥ୍ୟ ରେ କିଛି ପରିବର୍ତନ ଆସିପାରେ । ଜୀବନ ସାଥିଙ୍କ ସହିତ ଭଲରେ ଦିନ କାଟିବେ । ଭଲ ପାଇବା ସମ୍ପର୍କ ଆପଣଙ୍କ ସୁଦୃଢ ରହିବ । ଆପଣଙ୍କ ଆଜି ଆଖି ସମ୍ବନ୍ଧରେ କିଛି ଅସୁକବିଧା ହୋଇପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।