ଆଜିର ରାଶିଫଳ, 1 ଡିସେମ୍ବର 2022, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ପରିବାର ର କୌଣସି ଗୁରୁଜନ ଙ୍କ ସହ ଆଜି ସମୟ ବ୍ଯତୀତ କରିବେ । ଆପଣଙ୍କୁ ପୁରୁଣା ପ୍ରେମ ମିଳିପାରେ । ସଫଳତାର ଆସୁଥିବା ବାଧା ଦୂର ହେବ । ଆପଣ ନୂଆ ବିଚାର ରେ ପରି ପୂର୍ଣା ରହିବେ । ଆପଣ ଯେଉଁ କାମ କରିବା ପାଇଁ ଚୁଜ କରିବେ ସେଥିରେ ଆଶା ଠାରୁ ଅଧିକ ଫାଇଦା ମିଳିବ । ପରିବାରର ଲୋକଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ଦୈନିକ କାର୍ଯ୍ୟ ରେ ବାଧା ଦୂର ହେବ ।

ବୃଷ ରାଶି : ସ୍ତ୍ରୀ ବନ୍ଧୁଙ୍କ ପଛରେ ପଇସା ଖର୍ଚ୍ଚ ହୋଇପାରେ । ଭୁଲ ବୁଝାମଣା ପାଇଁ ବାଦ ବିବାଦ ହୋଇପାରେ । ଆଜି ସମାଜରେ ଆପଣଙ୍କର ଭଲ ଛବି ସମାନ କୁ ଆସିବ । ଅଫିସରେ ଯେଉଁ କାମ ଆପଣ କରିଛନ୍ତି ତାହାର ଶ୍ରେୟ ଆପଣଙ୍କୁ ମିଳିବ । ପରିବାର ରେ ପ୍ରସନ୍ନତା ର ବାତାବରଣ ରହିବ । ମନ ପ୍ରତିଷ୍ଠା ରେ ଲାଭ ମିଳିବ । ଆଜି ଆପଣ ଅଧିକାଂଶ ନିସ୍ପତି ଲୋକ ଙ୍କ କଥା ଓ ନିଜର ଭାବନା କୁ ନେଇ କରିବେ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କର ଦୁଇ ଗୁଣା ଧନ ଲାଭ ହେବ । ଧର୍ମ କର୍ମ କାର୍ଯ୍ୟ ରେ ରୁଚି ରଖିବେ ।

ମିଥୁନ ରାଶି : ଆଜି ଲେନଦେନ କାର୍ଯ୍ୟ ରେ ବିଶେଷ ସତର୍କ ରୁହନ୍ତୁ । ଆପଣଙ୍କୁ କିଛି ସାର୍ଥକ ଜିନିଷ ନଜର ଆସିବ । ଆପଣ ମାନସିକ ରୂପରେ ସ୍ୱାସ୍ଥ୍ୟ ରହିବ । ଆପଣ ବିରୋଧୀ ଙ୍କ ଉପରେ ଭାରି ପଡିବେ । ଆପଣ ଭାଇ ଭଉଣୀ ଙ୍କ ସହ ଭଲ ଜାଗାକୁ ଯାତ୍ରା କରିବାର ପ୍ଳାନ କରିବେ । ଆପଣଙ୍କୁ ତାଙ୍କ ପଇସା ମାମଲାରେ ସାବଧାନ ରହିବାର ଅଛି । ଶିଂଗଲ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଭବିଷ୍ୟରେ ଫାଇଦା ଦେଉଥିବା ନିବେଶରେ ଆପଣ ଯୋଜନା କରିବେ ।

କର୍କଟ ରାଶି : ଆଜି ଆପଣଙ୍କର ଦୟାଳୁ ପ୍ରବୃତ୍ତି ଅପନାଙ୍କୁ ସମ୍ମାନ ଦେବ । ଆପଣଙ୍କୁ ପେଶବର କ୍ଷେତ୍ର ରେ ଆପଣଙ୍କୁ ପ୍ରଶଂସା ମିଳିବ । ସାମାଜିକ ରୂପରେ ଆପଣ ଅଧିକ ଲୋକପ୍ରିୟତା ରହିବ । କୌଣସି ବନ୍ଧୁ ଙ୍କ ସହ ଅଚାନକ ଭେଟ ହେବ ଯାହା ଆପଣଙ୍କ ପାଇଁ ଭବିଷ୍ୟ ପାଇଁ ଫାଇଦା ରେ ରହିବ । ନିଜ ଚାରି ପାଖରେ ଗତି ବିଧି ଉପରେ ନଜର ରଖନ୍ତୁ । କାରଣ ଆପଣଙ୍କ କାମରେ ଶ୍ରେୟ ଆଉ କାହାକୁ ମିଳିପାରେ ।

ସିଂହ ରାଶି : ଆଜି ଦାଂପତ୍ଯ ଜୀବନରେ ରୋମାନ୍ସ ରହିବ । ବଜେଟ ଅନୁଯାୟୀ ପଇସା ର ନିବେଶ ଓ ବଡ ଜିନିଷ କ୍ରୟ କରିବେ । ଅଫିସିୟାଲି କାର୍ଯ୍ୟ ବିଷୟରେ କହିବାକୁ ଗଲେ କୌଣସି ନୂଆ ପ୍ରୋଜେକ୍ଟ ଉପରେ କମ କରିବାର ଅବସର ମିଳିବ । ବ୍ୟାପାର ସହ ଜଡିତ ଲାଭ ହେବାର ସମ୍ଭାବନା ରହିଛି । ଲମ୍ବା ଅବଧି ରେ ଭାରି ଲାଭ ଅର୍ଜିତ କରିବା ପାଇଁ ଆପଣ ନୂଆ ଉଦ୍ୟମ ରେ ନିବେଶ କରିବେ । ଏହି ପ୍ରକାରର ନିବେଶ ପାଇଁ ସମୟ ପରିପକ୍ଵ ଅଟେ ।

କନ୍ୟା ରାଶି : ବିଦ୍ୟାର୍ଥୀ ଙ୍କ ପଢା ପାଇଁ ବେହତର ସମୟ ଆସିବ ଓ ଅକାର୍ଯ୍ୟ ରେ ସଫଳତା ଅବଶ୍ୟ ମିଳିବ । ଛୋଟ ଭାଇ ଙ୍କ ପଢାରେ ଧ୍ୟାନ ଦିଅନ୍ତୁ । ଯଦି ଭାଇର ସ୍ଵଭାବରେ ପରିବର୍ତ୍ତନ ହୋଇଛି ତେବେ ସେଥିରେ ସଞ୍ଜତ ଲଗାନ୍ତୁ । କୌଣସି ରମଣୀୟ ସ୍ଥଳ ରେ ପର୍ଯ୍ୟଟନ ର ଆୟୋଜନ ହେବ । ମଧ୍ୟାହ୍ନ ପରେ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ପରିଜନ ଙ୍କ ପାଇଁ ଖର୍ଚ୍ଚ କରିବାର ପ୍ରସଙ୍ଗ ଉପସ୍ଥିତ ହୋଇପାରେ । ବ୍ୟକ୍ତିଗତ ଜୀବନ ସହ ନିଜର ଦାୟୀତ୍ଵ ଉଠାନ୍ତୁ ।

ତୁଳା ରାଶି : ଆଜି ଆପଣ ନୂଆ କାର୍ଯ୍ୟ ର ଆରମ୍ଭ କରିବେ । ଆଜି ଆପଣଙ୍କର କୌଣସି ଇଚ୍ଛା ପୂରଣ ହେବ । ଯାହା ଦ୍ଵାରା ମନ ମସ୍ତିସ୍କ ଆନନ୍ଦମୟ ରହିବ । ଅଫିସରେ ଯିଏ ଆପଣଙ୍କ ସହକର୍ମୀ ଅଛନ୍ତି ତାଙ୍କ ସହ ଭଲରେ ବ୍ୟବହାର କରନ୍ତୁ । ଆଜି ଆପଣଙ୍କ ଶତ୍ରୁ ପରାସ୍ତ ହେବେ । ପ୍ରଭାବ ରେ ବୃଦ୍ଧି ହେବ । କୋର୍ଟ କଚେରୀ ମାମଲାରେ ବିଜୟ ପ୍ରାପ୍ତ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ପ୍ରଭାବଶାଳୀ ଲୋକଙ୍କ ସହ ଭେଟ ହେବ ।

ବିଛା ରାଶି : ଧର୍ମ ପ୍ରତି ଶ୍ରଦ୍ଧା ଭାବ ରହିବ । ଭାଇ ବନ୍ଧୁ ଙ୍କ ବ୍ୟବହାର ଆଜି ଅଧିକ ସହଯୋଗ ପୂର୍ଣ୍ଣ ଓ ପ୍ରେମ ପୂର୍ଣ୍ଣ ରହିବ । ବାଣୀ ଉପରେ ସଂଯମ ରଖନ୍ତୁ । ଯେଉଁ ଲୋକ କାରୋବର କରୁଛନ୍ତି ସେମାନଙ୍କର ଦିନ ସାରା ବ୍ୟାପାରିକ ମାମଲାରେ ସତର୍କ ରହିବାର ଅଛି । କାରଣ ଆଜି ଆର୍ଥିକ ହାନି ହୋଇପାରେ । ସ୍ଵସ୍ଥ ବିଗିଡି ଯାଇପାରେ । ଅଧିକାଂଶ ସମୟ ଆପଣ ବ୍ୟସ୍ତ ରେ ରହିବେ । କିଛି ଜରୁରୀ କମ ଆପଣ ଅନ୍ୟ ଦିନ କରିବାକୁ ସ୍ଥିର କରିବେ ।

ଧନୁ ରାଶି : ସମ୍ପତି ର ସଉଦା ଆପଣଙ୍କୁ ଲାଭ ଦେବ । ଆପଣଙ୍କୁ ସ୍ୱାସ୍ଥ୍ୟ ମାମଲାରେ ସତର୍କ ରହିବାର ଅଛି ନଚେତ କିଛି ସମସ୍ଯା ହୋଇପାରେ । ଭଲ କାମରେ ଆପଣଙ୍କୁ ଖାନଦାନ ର ନାମ ଉଚ୍ଚ ହେବ । ଗୁରୁଜନ ମାନଙ୍କର ଆଶୀର୍ବାଦ ରୁ କାର୍ଯ୍ୟ ସଫଳତା ମିଳିବ । ବ୍ୟାପାରୀ ଙ୍କୁ ଧନ ଲାଭ ହେବାର ଯୋଗ ଅଛି । ବ୍ୟାପାରିକ ଯାତ୍ରା ସଫଳ ହେବ । ଚାକିରି କରୁଥିବା ଜାତକ ଙ୍କ ପାଇଁ ଉନ୍ନତି ହେବାର ଆସର ଅଛି । ଆପଣଙ୍କ ଯୋଜନା ସଠିକ ମାର୍ଗ ରେ ଚାଲିବ ।

ମକର ରାଶି : ଆଜି ଆପଣଙ୍କର ଭୁଲ ବୁଝାମଣା ଦୂର ହେବ । ଆଜି ଆପଣଙ୍କ ଘରେ ଅତିଥି ଙ୍କ ଆଗମନ ହୋଇପାରେ । ଆପଣଙ୍କର ବ୍ୟକ୍ତିତ୍ବ ରେ ବିକାଶ ହେବ । ଦୈନିକ ବ୍ଯବସାୟିକ ପାଇଁ ଆୟ ର ନୂଆ ସ୍ରୋତ ମିଳିବ । ପରିବାର ତରଫରୁ ଶୁଭ ସମାଚାର ମିଳିବ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କ ଅଧିକାର ରେବୃଦ୍ଧି ହେବ । ଆୟ ର ସ୍ରୋତ ରେ ବୃଦ୍ଧି ହେବାର ଯୋଗ ଅଛି ।

କୁମ୍ଭ ରାଶି : ଆଜି ଆପଣଙ୍କର ଶିକ୍ଷା କ୍ଷେତ୍ର ରେ ସଫଳତା ଅହସିଲ ହେବ । କିଛି ଲୋକଙ୍କ ଠାରୁ ଆପଣଙ୍କୁ ବହୁତ ଉପୋଯୋଗୀ ପରାମର୍ଶ ମିଳିପାରେ । ପାରିବାରିକ ସମ୍ପତି ମାମଲାରେ ବିବାଦ କୌଣସି ବଡ ଲୋକଙ୍କ ସହାୟରେ ସମାଧାନ ହେବ । ସନ୍ଧ୍ଯା ସମୟରେ ଦାନ ପୂଣ୍ୟ ର କାର୍ଯ୍ୟ ସଫଳ ହେବ । କୌଣସି ଶୁଭ ସମ୍ବାଦ ସିବାରୁ ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ । ନୂଆ ଲୋକଙ୍କ ସହ ଭେଟ ଲାଭଦାୟକ ହେବ । ଅଚାନକ ବଡ ମାତର ରେ ଧନ ପ୍ରାପ୍ତି ହୋଇପାରେ ।

ମୀନ ରାଶି : ଗୁପ୍ତ କଥା କାହା ସହ ସେୟାର କରନ୍ତୁ ନହି । ଧାର୍ମିକ ଓ ସାମାଜିକ କାର୍ଯ୍ୟ ରେ ସହଯୋଗ କରିବେ । ରୋଜଗାର କ୍ଷେତ୍ର ରେ କ୍ଷମତା ରେ ସୁଧାର ଆସିବ । ନୂଆ ଅବସର ପ୍ରାପ୍ତି ହେବ । ଶ୍ଵଶୁର ଘର ସମ୍ପର୍କ ରେ ସୁଧାର ଆସିବ ଓ ସେମାନଙ୍କର ସହଯୋଗରେ ଜମିବାଡି ମାମଲାର ସମାଧାନ ହେବ । ଆଜି ଘର ଲୋକଙ୍କ ଇଚ୍ଛା ର କଦର କରନ୍ତୁ । ପରିବାର ସହ ସମୟ ବିତାଇଲେ ଆନନ୍ଦ ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।