ଆଜିର ରାଶିଫଳ, 1 ଜୁଲାଇ 2020, ବୁଧବାର, ଏହି ୬ଟି ରାଶି ପାଇଁ ସୋଭାଗ୍ୟ ନେଇ ଆସିଛି ମାସର ପ୍ରଥମ ବୁଧବାର, ଗଣେଶଙ୍କ କୃପାରୁ ଦୂର ହେବ ଆର୍ଥିକ ସମସ୍ୟା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣ ପିତାଙ୍କ କୌଣସି ଜରୁରୀ କାର୍ଯ୍ୟ ପୁରା କରିବେ । ଆପଣଙ୍କ ପିତା ଆପଣଙ୍କ ଉପରେ ଗର୍ବ କରିବେ । ଛାତ୍ରମାନଙ୍କ ପାଇଁ ଆଜିର ଦିନ ସାମାନ୍ୟ ରହିବ । ପିଲାମାନଙ୍କ ସହିତ ଅଳ୍ପ ସମୟ ବ୍ୟତୀତ କରିବା ଦ୍ଵାରା ଆପଣଙ୍କ ଦିନ ଆନନ୍ଦପୂର୍ଣ ରହିବ । ଆଜି କିଛି ବିଷୟ ଉପରେ ଆପଣ ଚର୍ଚା କରି ପାରନ୍ତି । କିଛି ବିଷୟ ଅଦାଲତ ଆଡକୁ ଯାଇ ପାରେ । ଆୟ ଠିକ ହେବା ଦ୍ଵାରା ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଭାଗ୍ୟ ଆପଣଙ୍କୁ ଆର୍ଥିକ ଲାଭ ଦେଇପାରେ ।

ବୃଷ

ପରିଜନଙ୍କ ସାହାର୍ଯ୍ୟ ଦ୍ଵାରା ଆପଣ ସମସ୍ତ ଜିନିଷକୁ ସମ୍ଭାଳି ରଖିବେ । ଆପଣଙ୍କ ଉପରେ କିଛି ଦାୟିତ୍ଵ ଆସିପାରେ । ଆପଣ ଘରେ କୌଣସି କାର୍ଯ୍ୟ କ୍ରମର ପ୍ରସ୍ତୁତିରେ ଲାଗି ପାରନ୍ତି । ଆଖପାଖର ଲୋକମାନଙ୍କୁ ଦେଖି ଆପଣ ଖୁସି ହେବେ । ଆପଣଙ୍କ ଜୀବନ ଜଟିଳ ଭରା ରହିବ । ଏହା ସହିତ ଆପଣ ସାଥି ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରି ପାରନ୍ତି । ଆପଣଙ୍କୁ ସାବଧାନ ରହିବାକୁ ହେବ । ଆର୍ଥିକ ସ୍ଥିତି ଭଲ ରହିବ । ଏହି ସମୟରେ ଆପଣ ଏକ ଧନୀ ରୂପରେ ଜୀବନ ଅତିବାହିତ କରିବେ ।

ମିଥୁନ

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । କୌଣସି ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ରଖିବେ । ଏହି ସମୟରେ ଆପଣଙ୍କୁ ପର୍ଯ୍ୟାପ୍ତ ଅର୍ଥ ମିଳିବ । କିନ୍ତୁ ଏହି ସବୁ ଟଙ୍କା କେଉଁଠି ଖର୍ଚ ହୋଇଯିବେ ଏହା ଆପଣଙ୍କୁ ଜଣା ପଡିବ ନାହିଁ । କିଛି ଲୋକମାନେ ଆପଣଙ୍କ ଉପରେ ବିଶ୍ଵାସ କରିବେ । ଆପଣଙ୍କୁ ବିଜନେସ କରିବା ପାଇଁ ଭଲ ନିବେଶର ସ୍ଥାନ ଖୋଜିବା ଦରକାର । ନିଜର ପୁରା ଧ୍ୟାନ ପରିବାର ଉପରେ ରଖନ୍ତୁ । ପରିବାର ଉପରେ ଆପଣ ପୂରାପୂରି ଆଶ୍ରିତ ରହିବେ ।

କର୍କଟ

ଆପଣଙ୍କୁ ନିଜର କାର୍ଯ୍ୟ କୁଶଳତାକୁ ବୁଦ୍ଧି କରିବାର ଅଛି । ଆଜି ଆପଣ ନିଜର କୌଣସି ବନ୍ଧୁଙ୍କ ସହ ଶପିଙ୍ଗ କରିବାକୁ ଯାଇ ପାରନ୍ତି । ଆପଣ ନିଜର ଅଗ୍ରେସିବ ନେଚରକୁ କଣ୍ଟ୍ରୋଲରେ ରଖନ୍ତୁ । ଆପଣ ଏକ ଭଲ ହୃଦୟର ବ୍ୟକ୍ତିତ୍ବ ଅଟନ୍ତି । ଆପଣଙ୍କୁ ଏହି ସମୟରେ ନିଜର ଯାତ୍ରାରେ ସଫଳତା ମିଳିପାରେ । ଯାତ୍ରା ସମୟରେ ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରନ୍ତୁ । ସମ୍ପର୍କରେ ମଧୁରତା ଆସିବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇପାରେ । ଆପଣଙ୍କୁ ନିଜ ସ୍ଵଭାବକୁ ନିୟନ୍ତ୍ରଣ ରଖିବାକୁ ପଡିବ ।

ସିଂହ

କାର୍ଯ୍ୟ ମାମଲାରେ ଆପଣ ଅନୁଭବି ଲୋକମାନଙ୍କ ସମ୍ପର୍କରେ ଆସିବେ । ପରିଜନମାନଙ୍କ ସହିତ ଆପଣଙ୍କ ସମ୍ପର୍କ କିଛି ଭଲ ନ ରହିପାରେ । ଆପଣ ନିଜର ଆଖପାଖର ଲୋକମାନଙ୍କ ଠାରୁ ଅଧିକ ଆଶା ରଖନ୍ତୁ ନାହିଁ । ଏହି ସମୟ ଆପଣଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ନ ହୋଇପାରେ । ଆପଣଙ୍କ ପ୍ରୋଫେଶନଲ ଲାଇଫ କିମ୍ବା ପାର୍ଟନରଶିପ ବିଜନେସରେ ଏହି ସମୟ ଭଲ ଅଟେ । ଆପଣ ଶାରୀରିକ ଓ ମାନସିକ ରୂପରେ କ୍ଳାନ୍ତ ଅନୁଭବ କରି ପାରନ୍ତି ।

କନ୍ୟା

ଯଦି ଆପଣ ନିଜର ହୃଦୟର କଥା କାହାକୁ କହିବାକୁ ଚାହୁଛନ୍ତି ତେବେ ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବାର ଅଛି । ଆଜି ଆପଣ ନିଜର କାର୍ଯ୍ୟରେ ନିଶ୍ଚିତ ରୂପରେ ସଫଳ ହେବେ । ଏହି ସମୟ ନିଷ୍ପତି ନେବା ପାଇଁ ଉଚିତ ନ ହୋଇପାରେ । ଏହି ସମୟରେ ଆପଣ ନିଜିର ଧ୍ୟାନକୁ ନିଜର କାର୍ଯ୍ୟ କ୍ଷେତ୍ରରେ ଏକତ୍ରିତ କରନ୍ତୁ । ନଚେତ ଆପଣଙ୍କୁ କ୍ଷତି ହୋଇପାରେ । ଆପଣ ନିଜର କାମରେ କିଛି ସମସ୍ୟା ଆସିପାରେ । ବ୍ୟବସାୟରେ ପାର୍ଟନରଶିପ କରିବା ଦ୍ଵାରା ସଫଳତା ମିଳିପାରେ ।

ତୁଳା

ଆଜିର ଦିନ ଆପଣ ନିଜର କାମକୁ ସତର୍କତାର ସହ କରନ୍ତୁ । ବିଜନେସରେ କୌଣସି ପ୍ରକାରର ଅସୁବିଧା ଆସିପାରେ । ଆପଣଙ୍କୁ ଅଧିକ କ୍ଷତିର ସାମ୍ନା କରିବାକୁ ପଡିବ ନାହିଁ । ଆର୍ଥିକ ଯୋଜନା ଓ ନିବେଶ ସମ୍ବନ୍ଧିତ ନିଷ୍ପତି ନେବା ସମୟରେ ଅଳ୍ପ ସାବଧାନ ରୁହନ୍ତୁ । ଭଲ ସାମାଜିକ ସମ୍ପର୍କ ଓ ଗତିବିଧି କାରଣରୁ ଆପଣଙ୍କ ମାନ, ସମ୍ମାନ ଓ ପ୍ରତିଷ୍ଠା ବଢିପାରେ । ଆପଣଙ୍କ ମାତା ପିତାଙ୍କ ସମ୍ପର୍କ ଭଲ ରହିବ । ଆଜି ଆପଣଙ୍କୁ କୌଣସି ବି ପ୍ରକାରର କ୍ଷତି ହେବ ନାହିଁ ।

ବିଛା

ଆଜି ଆପଣ ନିଜର କୌଣସି କଥା କିମ୍ବା ବିଜନେସ ସହ ଜଡିତ କଥା ନିଜ ସାଥିଙ୍କ ସହ ଶେୟାର କରିବେ । ଜୀବନସାଥିଙ୍କ ସହ କାମକୁ ନେଇ ଆପଣଙ୍କୁ ଭଲ ଉପଦେଶ ବି ମିଳିପାରେ । ଆରମ୍ଭ ସମୟରେ ଆପଣଙ୍କୁ ସମସ୍ୟା ହୋଇପାରେ । କିନ୍ତୁ ସଫଳତା ପ୍ରାପ୍ତି କରିବା ପାଇଁ ଆପଣଙ୍କୁ ନିଜର ଲକ୍ଷ ଉପରେ ଧ୍ୟାନ ଦେବାକୁ ହେବ । ଆରମ୍ଭ ସମୟରେ ଆପଣଙ୍କୁ ମହତ୍ୱାକାଂକ୍ଷୀ ହେବାକୁ ପଡିବ । ଆର୍ଥିକ ଲାଭ ପାଇଁ ନିଜର ସମ୍ପର୍କର ଲାଭ ଉଠାନ୍ତୁ ।

ଧନୁ

ଆଜି ଆପଣ କୌଣସି ନୂତନ ବିଜନେସ ଆରମ୍ଭ କରି ପାରନ୍ତି । ଆପଣଙ୍କୁ ଘରର ବଡମାନଙ୍କ ପୁରା ସପୋର୍ଟ ମିଳିବ । ଆର୍ଥିକ ରୂପରେ ପିତାଙ୍କ ସାହାର୍ଯ୍ୟ ବି ମିଳିବ । ଆପଣ ନିଜର ଶିକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ପିଲାମାନଙ୍କ ପ୍ରତି ସାବଧାନ ରୁହନ୍ତୁ । କୌଣସି ଦୁର୍ଘଟଣାର ସମ୍ଭାବନା ଅଛି । ଅଫିସରେ ଆପଣଙ୍କ ସମସ୍ତ କାମ ପୁରା ହେବ । ଚାକିରିରେ ଭଲ ସ୍ଥିତି ରହିବ । ନିଜ ସନ୍ତାନମାନଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ସଫଳତା ପ୍ରାପ୍ତି କରିବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ଅପଡିପାରେ ।

ମକର

ଚାଲୁଥିବା ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ସାର୍ବଜନୀକ ଓ ରାଜନୈତିକ ସମ୍ବନ୍ଧ ଏହି ବର୍ଷ ଆପଣଙ୍କ ପାଇଁ ଅନୁକୂଳ ହୋଇପାରେ । ଚାକିରିରେ ଲୋକମାନଙ୍କୁ କାମରୁ ମୁକ୍ତି ମିଳିବ । ଆପଣଙ୍କ ଆୟ ବୁଦ୍ଧି ହେବ । ଆଜି ଆପଣଙ୍କୁ ଭଲ ପରିଣାମ ମିଳିବ । ଆଜିର ଦିନ ଶାନ୍ତି ପୂର୍ଣ ରହିବ । ଆପଣଙ୍କୁ ନିଜର ପରିଶ୍ରମର ଫଳ ନିଶ୍ଚିତ ରୂପରେ ମିଳିବ । କିଛି ଦିନ ଯେଉଁ ସମସ୍ୟା ଚାଲୁ ଅଛି, ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ ।

କୁମ୍ଭ

ଏହି ସମୟରେ ଆପଣଙ୍କ ପରିବାରରେ ଖୁସିର ଆଗମନ ହେବ । ଆପଣଙ୍କୁ କିଛି ସାମାଜିକ ଦାୟିତ୍ଵ ମିଳିପାରେ । କର୍ମଚାରୀ ନିଜର ଇଚ୍ଛା ଶକ୍ତି ଦ୍ଵାରା ଆଗକୁ ବଢିବାରେ ସକ୍ଷମ ହେବେ । ଆପଣ ନିଜର ବ୍ୟାପାରରେ ସଫଳତାର ଶୀର୍ଷରେ ପହଞ୍ଚିବେ । ଆପଣ ଜୀବନସାଥିଙ୍କୁ ପୁରା ସମୟ ଦେବେ । ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ସମସ୍ତ କାର୍ଯ୍ୟ ପୁରା ହୋଇଯିବ । ଆପଣଙ୍କୁ ସମୟ ସମୟ ପାଣି ପିଇବା ଉଚିତ ।

ମୀନ

ଆପଣଙ୍କୁ ନିଜର ଜୀବନସାଥି କିମ୍ବା ବିଜନେସ ପାର୍ଟନର ଠାରୁ ଲାଭ ମିଳିବ । ସମ୍ପର୍କୀୟ କିମ୍ବା ବନ୍ଧୁମାନଙ୍କ ସହିତ ଟଙ୍କାକୁ ନେଇ ଭିଲ ବୁଝାମଣା ହୋଇପାରେ । ପରିବାରରେ ଖୁସିର ପରିବେଶ ରହିବ । ଆଜି ଆପଣଙ୍କୁ ଘରେ ଯଜ୍ଞ କରିବା ଦରାକାର । ଏହା ଦ୍ଵାରା ଆପଣଙ୍କ ଦିନ ଭଲ ରହିବ । ଗଣେଶଙ୍କ କୃପାରେ ଆପଣଙ୍କୁ ବୟସାୟରେ ସଠିକ ନିଷ୍ପତି ନେବା ଦ୍ଵାରା ଲାଭ ମିଳିବ । ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଜୀବନ ପ୍ରେମ ଭରା ରହହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।