ଆଜିର ରାଶିଫଳ, 09 ଜାନୁୟାରୀ 2023, ସୋମବାର, ମହାଦେବଙ୍କ କୃପା ରହିବ ଏହି 5ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ଜାନୁୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ପରିବାର ଲୋଙ୍କ ସହ ଆପଣଙ୍କର ସହାନୁଭୁତି ପୂର୍ଣ୍ଣ ଚର୍ଚ୍ଚା ହୋଇପାରେ । ପରିବାର ସହ ବିତାଇଥିବା ସମୟ ଆନନ୍ଦ ବ୍ଯତୀତ ହେବ । ଆଜି ଦିନରେ ଆପଣଙ୍କ ବ୍ୟବସାୟକ ଠିକ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଖର୍ଚ୍ଚ ର ଅଧିକତା ଆପଣଙ୍କୁ ଚିନ୍ତାରେ ପକାଇ ପାରେ । ଯୁବ ବର୍ଗ କାହା କଥାରେ ପଡି ନିସ୍ପତି ନିଅନ୍ତୁ ନାହି । ମନରେ ଚିନ୍ତା ରହିପାରେ ।

ବୃଷ ରାଶି : ପିଲାଙ୍କ ଠାରୁ ଖୁସି ଖବର ଶୁଣିବାକୁ ପାଇବେ । ବିଶ୍ଵସ୍ତ ହୋଇ ଆଜି କାମ କରନ୍ତୁ । ଧନ ଲାଭ ଓ ଅନେକ କାର୍ଯ୍ୟ ପୂର୍ଣ୍ଣ ହେବାର ଅଛି । ଧନ କ୍ଷେତ୍ରରେ ବୃଦ୍ଧି ର ଯୋଗ ରହିଛି । ନୂଆ ବ୍ୟାପାର ର ଯୋଗ ରହିଛି । ସମସ୍ତଙ୍କ ପାଇଁ ପାଇଁ ଉତ୍ତମ ସମୟ ଚାଲିଛି । ସମୟର ସଦୂପୋଯୋଗ କରନ୍ତୁ । ଆପଣଙ୍କର ଏକ ନୂଆ ଦ୍ରୁଷ୍ଟି କୋଣ ସୃଷ୍ଟି ହେବ । ଆଜି ଆପଣ ଧର୍ଯ୍ୟ ରଖନ୍ତୁ । ଆପଣଙ୍କ କିସ୍ମତ ରେ ବହୁତ କିଛି ଅଛି ।

ମିଥୁନ ରାଶି ; ଶ୍ଵଶୁର ଘର ପକ୍ଷରୁ ସହଯୋଗ ପ୍ରାପ୍ତ ହେବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଆଜିକାଲି ନିଜ ଲୋକଙ୍କ ସହ ସମ୍ପର୍କ ମଧୁର ରହିବ । ଆପଣ ସାନ୍ତ ହୋଇ ସ୍ଥିତି କୁ ସାମ୍ନା କରନ୍ତୁ । କ୍ରୋଧ ଉପରେ ସଂଯମ ରଖନ୍ତୁ । ଭଗବାନଙ୍କ ଭକ୍ତି କରିଲେ ମନରେ ଶାନ୍ତି ମିଳିବ । ପରିବାର ର ଗୁରୁଜନ ଓ ପିତା ଙ୍କ ପ୍ରତେକ ମାମଲାରେ ବହତ ବିନମ୍ର ରୁହନ୍ତୁ । ନିସ୍ପତି ନେବା ପାଇଁ ସହଜ ହେବ ।

କର୍କଟ ରାଶି : ବନ୍ଧୁ ଓ ପରିବାର ସହ ମଜାଦାର ସମୟ ବିତାଇବେ । ପରିଜନ ଙ୍କ ସହ ଆନନ୍ଦ ପୂର୍ବକ ସମୟ ବ୍ଯତୀତ ହେବ । ମାନସିକ ଶାନ୍ତି ପାଇବେ । ଚାକିରି କରୁଥିବା ଜାତକ କର୍ମଚାରୀ ଙ୍କ ସହଯୋଗ ପାଇବେ । ଅଧୁର କାମ ପୁରା ହେବ । ଆପଣଙ୍କ ସ୍ୱାସ୍ଥ୍ୟ ରେ ପରିବର୍ତ୍ତନ ହୋଇପାରେ । ଶିଂଗଲ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ମନରେ ଧାର୍ମିକ ବିଚାର ସୃଷ୍ଟି ହେବ । ପରିବାର ର ଯୁବକ ବ୍ୟକ୍ତି ଦ୍ଵାରା ପ୍ରଗତି ର ଖବର ମିଳିବ ।

ସିଂହ ରାଶି : ଆଜି ମନ ବିଚଳିତ ହୋଇପାରେ । କାର୍ଯ୍ୟ ରେ ନିସ୍ପତି ନେବାରେ ସମସ୍ଯା ହୋଇପାରେ । ଆପଣ ଆଜି ମେହନତ କରିବେ । ଆଜି ଆପଣଙ୍କୁ ଭଲ ସଫଳତା ମିଳିବାର ପ୍ରବଳ ସମ୍ଭାବନା ଅଛି । ଯଦି ଆପଣ ବିଦେଶ ଯାଇ ଚାକିରି କରିବାକୁ ଇଚ୍ଛା କରୁଛନ୍ତି ତ ବହୁତ ଜଲ୍ଦି ଆପଣ ହାତକୁ ଭଲ ଅବସର ଲାଗିପାରେ । ପଇସା ମାମଲାରେ ଆଜି ଦିନ ଟି ଖର୍ଚ୍ଚାନ୍ତ ରହିବ । ଆଜି ଆପଣ ନିଜର କଳ୍ପନା ଶକ୍ତି କୁ ଭଲରେ କାମରେ ଲଗାଇବେ ।

କନ୍ୟା ରାଶି : ଆଜି ଆପଣ ନିଜର ବ୍ୟକ୍ତିଗତ ଜୀବନରେ ସଫଳ ରହିବେ । ନିଜ କାମ ଓ ଦ୍ରୁଷ୍ଟି କୋଣ ରେ ଅନିଶ୍ଚିନ୍ତ ଅନୁଭବ କରିବେ । କାର୍ଯ୍ୟ ସ୍ଥଳରେ ଆପଣଙ୍କୁ ଅଧିକ କାମ ପଡିପାରେ । ଆପଣଙ୍କ ପିତା ଆପଣଙ୍କୁ ଏକ ବଡ ରାଶି କମାଇବାରେ ସାହାଜ୍ଯ କରିବ । ଆପଣଙ୍କୁ ବରିଷ୍ଠ ବା ସହଯୋଗୀ ପୂର୍ଣ୍ଣ ସହଯୋଗ କରିବେ । ଆପଣଙ୍କର ଅନେକ ଲୋକଙ୍କ ସହ ବନ୍ଧୁତା ସ୍ଥାପନ ହେବ । ପୁରୁଣା ଟେନସନ ଶେଷ ହେବ ।

ତୁଳା ରାଶି : ବନ୍ଧୁ ଙ୍କ ସହଯୋଗ ମିଳିବ । ଆଜି ଆପଣ ଶତ୍ରୁ ଙ୍କ ଠାରୁ ସତର୍କ ରୁହନ୍ତୁ । ସନ୍ତାନ ଙ୍କ ଗ୍ରହ ଅଧିକ ପ୍ରଭବଶାଳୀ ରହିବ । ବିଜନେସରେ ସଫଳତା ମିଳିବ । ଶାସନ ସତ୍ତା ର ସହଯୋଗ ମିଳିବ । ବାହନ ସୁଖ ରେ ବୃଦ୍ଧି ହେବ । ପାରିବାରିକ ଜୀବନ ସୁଖମୟ ରହିବ । ଚାକିରି ରେ ପରିବର୍ତ୍ତନ ହେବାର ଯୋଗ ଅଛି । କୌଣସି ପୁରୁଣା ବନ୍ଧୁ ଙ୍କ ସହ ଭେଟ ହେବ । ସନ୍ତାନ ଙ୍କ ମାଇଣ୍ଡ ଟେକନିକ କାର୍ଯ୍ୟ ରେ ଅଧିକ ସକ୍ରିୟ ରହିବ ।

ବିଛା ରାଶି : ଭାଇ ଭଉଣୀ ଙ୍କ ସାମାଜିକ ସ୍ଥିତି ରେ ଅପ୍ରତ୍ଯାଶିତ ଓ ଅଚାନକ ବୃଦ୍ଧି ହେବ । ଯଦି ଆପଣ ନିଜର କିଛି ନୂଆ ବ୍ୟାପାର ଆରମ୍ଭ କରିବାକୁ ଚାହୁଁ ଛନ୍ତି ତେବେ ଦିନ ଉତ୍ତମ ରହିବ । ଆଜି ଆପଣଙ୍କର ଭାଗ୍ୟ ଚମକିବା । ତେଣୁ ନୂଆ କାମ ଆରମ୍ଭ କରି ପାରନ୍ତି । ପୁରୁଣା କାର୍ଯ୍ୟ ରେ ବିସ୍ତାର ଆଜି କରି ପାରନ୍ତି । ଆଜି ଆପଣଙ୍କ ମନରେ ବିଚାର ଆସିବ । ବନ୍ଧୁ ଙ୍କ ସହ ଭେଟ ହେବ ।

ଧନୁ ରାଶି : ସନ୍ତାନ ପକ୍ଷ ସମ୍ବଧିତ କାର୍ଯ୍ୟ ସମ୍ପନ୍ନ ହେବ । କିଛି ନୂଆ ଅନୁଭବ ପାଇଁ ଆପଣ ରେଡି ରୁହନ୍ତୁ । ଆପଣଙ୍କ ଜୀବନରେ ବହୁତ ବଡ ଖୁସି ଖବର ମିଳିବ । ଅବେହଲା ରୁ କରିଥିବା କାମରେ ଆଜି ଆପଣଙ୍କୁ ପ୍ରିୟ ପରିଣାମ ମିଳିପାରେ । ବାହାରକୁ ଯିବାର ପ୍ଳାନ କରି ପାରନ୍ତି । ଆପଣ ଅଚଳ ସମ୍ପତି କ୍ରୟ କରିବାକୁ ପ୍ଳାନ କରିବେ । ବ୍ୟାପାରୀ ଙ୍କ ପାଇଁ ଦିନ ଶୁଭ ଅଟେ । ନିଜର ମେହନତ ରେ କଠିନ କାମ ସହଜରେ କରି ପାରିବେ ।

ମକର ରାଶି : ମାନସିକ ଚିନ୍ତା ଆଜି ଆପଣଙ୍କୁ ଧାର୍ମିକ ଗତି ବିଧି ଉପରେ ଧ୍ୟାନ କେନ୍ଦ୍ରିର କରିବାକୁ ଦେବ ନାହି । ଏହି ରାଶିର ଜାତକ ଙ୍କ ଆଜି ପାରିବାରିକ ଜୀବନ ସୁଖମୟ ରହିବ । ବନ୍ଧୁ ଙ୍କ ସହଯୋଗ ମିଳିବ । ଆତ୍ମବିଶ୍ଵାସ ରେ ଦୃଢତା ରହିବ । ସ୍ଵଭାବ ରେ କ୍ରୋଧ ସ୍ପଷ୍ଟ ଭାବେ ଜଣା ପଡିବ । ଚାକିରି ରେ ସଫଳତାର ଅସର ଅଛି । ଅନେକ ପ୍ରକାରର ନୂଆ ବିଚାର ମନରେ ଆସିପାରେ । ଆୟ ର ସାଧନ ଓ ମଜବୁତ କରିବାର ପ୍ରୟାସ କରନ୍ତୁ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କ ପ୍ରଦର୍ଶନ ଭଲ ରହିବ ।

କୁମ୍ଭ ରାଶି : ଜୋସ ରେ ଆସି କୌଣସି ଖାସ କଥାକୁ ଅନଦେଖା କରନ୍ତୁ ନାହି । ଆପଣଙ୍କ ବ୍ୟବସାୟର ପ୍ରଶଂସା ହେବ । ସନ୍ତାନ ଙ୍କ ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ । ସେମାନଙ୍କ ପଢା ରେ ଚାଲିଥିବା ବିକାଶ ଉପରେ ଧ୍ୟାନ ଦିଅନ୍ତୁ । ଆପଣ ମହତ୍ଵ ପୂର୍ଣ୍ଣ କାମ ସମୟରେ ପୁରା କରିବେ । ପଇସାକୁ ନେଇ ଆପଣଙ୍କ ଚିନ୍ତା ଦୂର ହେବ । ମାତା ଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇପାରେ । ସାମାଜିକ କାର୍ଯ୍ୟ ରେ ବ୍ୟସ୍ତ ରହିବେ ।

ମୀନ ରାଶି : ଦିନର ଆରମ୍ଭ ଆଜି ବ୍ୟସ୍ତରେ କଟିବ । ସାମାଜିକ କାର୍ଯ୍ୟ କରିଲେ ଆପଣଙ୍କ କୀର୍ତ୍ତି ରେ ବୃଦ୍ଧି ହେବ । ମଙ୍ଗଳ ଉଶ୍ଚବ ରେ ସମିଳିତ ହେବାର ଅବସର ପ୍ରାପ୍ତ ହେବ । ଭୌତିକ ବିକାଶର ଯୋଗ ଅଛି । ଆପଣଙ୍କର ଶତ୍ରୁ ଆପଣଙ୍କ ବ୍ୟବସାୟରେ କ୍ଷତି କରି ପାରନ୍ତି । ମନରେ ନୂଆ କାମର ଆସା ସଂଚାର ହେବ । ବ୍ୟପାରରେ ଆଜି କିଛି ଖାସ ଡିଲ ଫାଇନାଲ ହୋଇପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।