ଆଜିର ରାଶିଫଳ, 01 ମାର୍ଚ୍ଚ 2023, ବୁଧବାର, ବିଘ୍ନହର୍ତା ଗଣେଶଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୦୧ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ: ଆପଣ ଏହି ସମୟରେ କରୁଥିବା କାର୍ଯ୍ୟ ରେ ସଫଳତା ପାଇବେ । ଆପଣ ଯାହା ଭାବୁଥିବେ ସେହି କାର୍ଯ୍ୟ କୁ ଶୀଘ୍ର କରନ୍ତୁ ଏହି ସାମୀ ବାପନଙ୍କ ପାଇନବହୁତ ଭଲ ଅଛି । ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ହେବ । କୌଣସି କ୍ଷେତ୍ର ରୁ ଅଚାନକ ଭାବେ ଧାନ ମିଳିବ । କର୍ମ କ୍ଷେତର ରେ ଶଯୋଗୀଙ୍କ ସାହାଜ୍ଯ ମିଳିବାରୁ ସବୁ କାର୍ଯ୍ୟ କୁ ସମୟ ପୂର୍ବରୁ କରିବାରେ ସଫଳ ହେବେ । ପାରିବାରିକ ଖୁସି ମିଳିବ । ପରିବାର ରେ ସବୁ ସଦସ୍ୟଙ୍କ ମନ୍ଧ୍ୟ ରେ ସମ୍ପର୍କ ଭଲ ରହିବ ଯାହା ଦ୍ଵାରା କି ଆପଣଙ୍କୁ ଭବିଷ୍ୟତରେ ଆପଣଙ୍କୁ ବହୁତ ଲାଭ ମିଳିବ ।

ବୃଷ: ଆପଣ ପରିବାର ସହ ବୁଲିବାକୁ ଯାଇପାରନ୍ତି । ଆପଣ କୌଣସି କାର୍ଯ୍ୟ ରେ ଅର୍ଥ ଖରଚ କରିପାରନ୍ତି । ଆପଣ କୌଣସି ମାଙ୍ଗଳିକ କାର୍ଯ୍ୟ କ୍ରମରେ ଭାଗ ନେଇ ପାରନ୍ତି । ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖୁସି ଆସିବ । ଆପଣ କୌଣସି କ୍ଷେତ୍ର ରେ ଗୁରୁତ୍ଵ ପୂର୍ଣ ନିସ୍ପତି ନେଇ ପାରନ୍ତି । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବା ଦ୍ଵାରା ଆପଣ ସବୁ କାର୍ଯ୍ୟ ରେ ସଫଳତା ପାଇବେ । ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ର ରେ ଆପଣଙ୍କୁ ସଫଳତା ମିଳିବ । ଚାକିରି କ୍ଷେତ୍ର ରେ ପଦୋନ୍ନତି ହବାର ସମ୍ଭାବନା ଅଛି । ଆପଣଙ୍କୁ କୌଣସି କ୍ଷେତ୍ର ରୁ ଅଚାନକ ଭାବେ ଧନ ମିଳିବ ।

ମିଥୁନ: ଆପଣ ଏହି ସମୟରେ କୌଣସି ଅର୍ଥ ଦେବା ନେବା କରନ୍ତୁ ନାହିଁ । ଆପଣ କୌଣସି କାମକୁ ନେଇ ବିଦେଶ ଯାତ୍ରା କରିବାକୁ ଚାହୁଁ ଛନ୍ତି ତେବେ ଏହି ସମୟ ଅନୁକୂଳ ଅଛି । ଚାତର ମାନେ ଏହି ସମୟ ରେ କୌଣସି ପ୍ରବେଶିକ ପରୀକ୍ଷା ରେ ଉତିର୍ଣ୍ଣ ହୋଇ ବିଦେଶ ଯାଇ ପାରନ୍ତି । ଆପଣଙ୍କୁ ଆର୍ଥିକ କ୍ଷେତ୍ର ରେ କୌଣସି ମିତ୍ର ସାହାଯ୍ୟ କରିବେ । ଆପଣଙ୍କୁ କୌଣସି କୋଟ କଚେରୀ ମାମଲା ରେ ରାୟ ଆପଣଙ୍କ ସପକ୍ଷ ରେ ମିଳିବ । ସତୃମାନେ ଆପଣଙ୍କର ମିତ୍ରା ହେବାକୁ ଭରପୁର ପ୍ରୟାସ କରିବେ । ଆପଣଙ୍କ ବୈବାହିକ ଜୀବନରେ ବହୁତ ଖୁସି ଆସିବ ।

କର୍କଟ: ଆପଣ ବହୁତ ଦିନରୁ ଭାବୁଥିବା କୌଣଯସୀ କାର୍ଯ୍ୟ ରେ ସଫଳତା ପାଇବେ । ଆପଣ ଧନ ସଞ୍ଚଯ କରିବାରେ ସ୍ଫଳତା ପାଇବେ ଏହି ତୁଳନମାରେ ଖର୍ଚ ମନ୍ଧ୍ୟ କରିବେ । ଆପଣ ଏହି ସମୟରେ କୌଣସି ଧନ ଦେବା ନେବା କରନ୍ତୁ ନାହିଁ । ଆପଣ ବ୍ୟବସାୟରେ ଉନ୍ନତି କରିବେ । ଚାକିଋ କ୍ଷେତ୍ର ରେ ଉଚ୍ଚ ଅଧିକାରୀଙ୍କ ସହ ଯୋଗ ମିଳିବ । ଆପଣଙ୍କ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ବିଦେଶିକମ୍ପାନୀ ରେ ଚାକିରି କରିବାରେ ସଫଳତା ମିଳିବ । ଛାତ୍ର ଓ ଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ର ରେ ସଫଳତା ମିଳିବ । ବିଦେଶ ଯାତ୍ରା ର ଯୋଗ ଅଛି ।

ସିଂହ: ଆପଣ ଏହି ସମୟ ରେ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଂ । ଆପଣ ରୋଜଗାର କ୍ଷେତରବ ରେ କରିଥିବା ପ୍ରୟାସ ରେ ସଫଳ ହେବେ । ଆପଣଙ୍କ କୌଣସି କାରଜ୍ୟରେ ବିଳମ୍ବ ହେଉଥିଲା ସେଥିରେ ସୁଧାର ଆସିବ । କାର୍ଯ୍ୟ କ୍ଷେତ୍ର ରେ ସହ ଯୋଗୀଙ୍କର ସାହାଜ୍ଯ ମିଳିବ । ଆତ୍ମ ବିଶ୍ଵାସରେ ନୂଆ ଭାବ ଦେଖା ଜୀବ । ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ର ରେ କୃତ କାର୍ଯ୍ୟ ମିଳିବ । ଆପଣ କୌଣସି କାମ କୁ ନେଇ ବ୍ୟସ୍ତ ରହିବେ । ବିଦେଶ ଯାତ୍ରା ର ଯୋଗ ରହୁଛି ।

କନ୍ୟା: ଆପଣଙ୍କୁ ଆର୍ଥିକ କ୍ଷେତ୍ର ରେ ଅଦ୍ଭୁତ ପ୍ରକାର ଲାଭ ମିଳିବ । ଆର୍ଥିକ କ୍ଷେତ୍ର ରେ କୌଣସି ନିବେଶ ରେ ଭଲ ଲାଭ ମିଳିବ । ଆପଣ ଭାବୁଥିବା ସବୁ କାର୍ଯ୍ୟ ରେ ସଫଳତା ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ପରିବାର ଶ କୌଣସି ଧାର୍ମିକ କ୍ଷେତ୍ର କୁ ବୁକିବାକୁ ଯାଇପାରନ୍ତି । ଆପଣ କୌଣସି ଧାର୍ମ କାର୍ଯ୍ୟ ତଥା ଗରିବ ଲୋକଙ୍କୁ ଖାଇବାକୁ ଦେଇପାରନ୍ତି । ଆପଣଙ୍କ ର ସମାଜରେ ପପ୍ରତିଷ୍ଠା ମିଳିବ । କୌଣସି ପୁରୁଣା ମିତ୍ର ସହ ଦେଖା ହେବାର ସମ୍ଭାବନା ଅଛି ଯାହା ଦ୍ଵାରା କି ଆପଣ ଙ୍କୁ ଆର୍ଥିକ କ୍ଷେତ୍ର ରେ କୌଣସି ସାହାଜ୍ଯ ମିଳିବ ।

ତୁଳା: ଆପଣଙ୍କ ଦାମ୍ପତ୍ୟ ଜୀବନରେ ବହୁତ ଖୁସି ଆସିବ । ବାହନ ପ୍ରତି ସତର୍କ ରୁହନ୍ତୁ , ଧୀରେ ବାହନ ଚଲାନ୍ତୁ । କୌଣସି ପାର୍ଟନର ବ୍ୟବସାୟ କରନ୍ତୁ ନାହିନ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ କ୍ରୋଧକୁ ମନ୍ଧ୍ୟ ନିୟନ୍ତ୍ରଣ ରଖନ୍ତୁ । ଭୂମି କିମ୍ବା ବାହନ କିଣିବାର ସମଭାବନା ଅଛି । କୌଣସି ଯାତ୍ରା ମୂଳକ ଲାଭ ମିଳିବ । ପରିଶ୍ରମ ଅନୁସାରେ ଫଳ ମିଳିବା କାରଣରୁ ଆପଣ ବହୁତ ଉତ୍ସାହ ରହିବେ । ଆପଣଙ୍କୁ କୌଣସି କ୍ଷେତ୍ର ରୁ ଉପହାର ମିଳିପାରେ । ଚୋରଙ୍କ ପ୍ରତି ସତର୍କ ରୁହନ୍ତୁ । ପରିବାର ରେ ଖୁଶିର ପରିବେଶ ରହିବ ।

ବିଚ୍ଛା: ଆପଣ ଏହି ସମୟରେ ଗୁପ୍ତ ଶତ୍ରୁଙ୍କ ଠାରୁ ସତର୍କ ହୋଇ ରୁହନ୍ତୁ । ଆପଣଙ୍କୁ ରୋଜଗାର ର୍ନୁଆ ପନ୍ଥା ମିଳିବ । ଆଜି ମଝିରେ କୌଣସି କଥାକୁ ନେଇ ଚିନ୍ତିତ ରହି ପାରନ୍ତି ଏଠି ପ୍ରତି ସାବଧାନ ରୁହନ୍ତୁ । ଅଯଥା ବିବାଦରେ ପସନ୍ତୁ ନାହିଁ ନଚେତ ଅସୁବିଧାରେ ପଡିପରାନ୍ତ । ଶପଥ ମାଧରେ ମାନ ସନ୍ନମାନ ବୃଦ୍ଧି ହେବ । ବିବାହ ଆଦି କାର୍ଯ୍ୟରେ କରିଥିବା ପ୍ରୟାସରେ ସଫଳତା ପାଇବେ । ବୈବାହିକ ନିବନରେ ଖୁସି ଅନୁଭବ କରିବେ । ନବ ଦମ୍ପତି ଙ୍କୁ ସନ୍ତାନ ପ୍ରାପ୍ତ ଯୋଗ ଅଛି ।

ଧନୁ: ସନ୍ତାନ ସମ୍ବନ୍ଧୀୟ ଚିନ୍ତରୁ ଆପଣଙ୍କୁ ମିଳିପାରେ । ସପ୍ତାହର ଆରମ୍ଭରୁ ସମୟ ବହୁତ ଭଲ ରହିବ । ଯେଉଁ ସଫଳତା ଓ ଲାଭ ପାଇଁ ଆପଣ ଲମ୍ବା ସମୟ ଧରି ଅପେକ୍ଷା କରି ରହିଥିଲେ ଏହି ସପ୍ତାହରେ ମିଳିବାର ଅଛି । ଆପଣଙ୍କ ଦ୍ଵାରା ନିର୍ନାୟ କରିଥିବା କାର୍ଯ୍ୟ ରେ ସଫଳତା ପାଇବେ । ସପ୍ତାହର ଶେଷ ଆଡକୁ କ୍ଯାରିୟର ରେ କିଛିଟା ସମସ୍ଯା ଆସିପାରେ ଏଥି ପାଇଁ ଆପଣ ନିଜ ଜିଦ କୁ ଛାଡି ଉଚ୍ଚ ଅଧିକାରୀଙ୍କ ସହ ଭଲ ସମ୍ପର୍କ ରଖନ୍ତୁ । ଆଜିସେସ ରେ ଆପଣ ଙ୍କ ଜୀବନ ସାଥୀଙ୍କ ସହ ମନାନ୍ତର ହୋଇପାରେ । ପାରିବାଋକ ଓ ଆର୍ଥିକ କ୍ଷେତର ରେ ସ୍ଥିତି ସାମାନ୍ୟ ରହିବ ।

ମକର: ଦିନ ଆରମ୍ଭରୁ ପାରିବାରିକ୍କଲହ ସୃଷ୍ଟି ହୋଇପାରେ କିନ୍ତୁ ମଝିରେ ମାନ ସମ୍ମାନ ରେ ବୃଦ୍ଧି ହୋଇପାରେ ।ପ୍ରତିଯୋଗିତାମୂଳକ କ୍ଷେତ୍ର ରେ ସଫଳତା ମିଳିବ । ଆପଣ କୌଣସି ମହତ୍ଵ ପୂର୍ଣ କାର୍ଯ୍ୟ ରେ ସ ଫଳତା ପାଇବେ । କୌଣସି ମାଙ୍ଗଳିକ କାର୍ଯ୍ୟ କ୍ରମ ଆପଣଙ୍କ ଘରେ ହୋଇପାରେ । ନୂଆ ଚାକିରି ପାଇଁ ଆବେଦନ କରିପାରିବେ । ପାରିବାରିକ ଡାଇତ୍ଵ ବଢିବା ଫଳରେ ପରିବାର ସହ ଭଲ ସମ୍ପର୍କ ରଖନ୍ତୁ ଯାହା ଫଳରେ ଏହି ଡାଇତ୍ଵ କୁ ସମ୍ପୂର୍ଣ କରିବାରେ ପରିବାର ର ଶହ ଯୋଗ ମିଳିବ । ଆପଣଙ୍କୁ କୌଣସି ସ୍ଵାସ୍ଥ୍ୟ ଚିନ୍ତା ରହି ପାରେ ।

କୁମ୍ଭ: ଆପଣଙ୍କ ସମାଜ ଭଲ ଥିବାରୁ ଏହି ସମୟରେ ଆପଣ କୌଣସି ଗୁରୁତ୍ଵ ପୂର୍ଣ ନିସ୍ପତି ନେବାରେ ସଫଲ ହେବେ । କୌଣସି ପୁରୁଣା କାର୍ଯ୍ୟ ଏହି ସମୟରେ ପୂରଣ ହୋଇଯିବ । ଏହି ଆଜିରେ ସମୟ ମିଳା ମିଶା ରହିବ । ଶତ୍ରୁ ମାନେ ଏହି ସମୟ ରେ ମିଟର ଭଳି ଆଚରଣ କରିବେ । ଆପଣଙ୍କର ଥିବା ଗୃହ ଓ ବାହନକୁ ନେଇ ଚିନ୍ତା ଦୂର ହୋଇଯିବ । ଆପଣଙ୍କୁ ସନ୍ତାନ ଶୁଖ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଯାହାଫଳ ରେ କି ଆପଣ କୌଣସି ବଡ ସ୍ୱାସ୍ଥ୍ୟ ହାନି ରୁ ରକ୍ଷା ପାଇପାରିବେ । ନିୟମିତ ଆୟରେ ବୃଦ୍ଧି ହେବ ।

ମୀନ :  ଉଧାର ଦେଇଥିବା ଧନ ଫେରସ୍ତ ମିଳିଯିବ । ଅବିବାହିତ ମାନଙ୍କୁ ଏହି ସମୟରେ ବିବାହ ହେବାର ସୁଯୋଗ ମିଳିବ । ଆପଣଙ୍କର ନିଜ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ସମାଜ ରେ ଆପଣଙ୍କର ବହୁତ ମାନ ସମ୍ମାନରେବୃଦ୍ଧି ହେବ । ବୈଦେସିକ କାରବାର ରେ ସଫଳତା ପାଇବେ । ଶତ୍ରୁ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । କୌଣସି କାର୍ଯ୍ୟକୁ ସାବଧାନ ପୂର୍ବକ କରନ୍ତୁ ନଚେତ ଅସୁବିଧାରେ ପଡ଼ିପାରନ୍ତି । ପାରିବାରିକ ସମସ୍ଯା ସାମାନ୍ୟ ଆସିପାରେ ତଥାପି ବହୁତ ଖୁସିରେ ଦିନ ବିତିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।