ଆଜିର ରାଶିଫଳ, 29 ମାର୍ଚ୍ଚ 2025, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 29 ମାର୍ଚ୍ଚ 2025ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର କୌଣସି ପୁରୁଣା ମିତ୍ରଙ୍କ ସହ ଭେଟ ହୋଇପାରେ ଯାହା ପାଇଁ ଆପଣଙ୍କ ଭବିଷ୍ୟତ ପାଇଁ ଫାଇଦା ହୋଇପାରେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଜୀବନରେ ଚଳାଇଥିବା ସମସ୍ୟାର ସମାଧାନର ରାସ୍ତା ବାହାରିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କ ମନରେ ସାକାରାତ୍ମକ ବିଚାର ଆସିବ । ଅଟକି ରହିଥିବା କାମ ପୁରା ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ ।

ବୃଷ ରାଶି : ପାରିବାରିକ ପରିବେଶ ଅଧିକ ସମୟ ପାଇଁ ହସ ଖୁସିରେ ଅତିବାହିତ ହେବ । ପରିବାର ଲୋକଙ୍କ ସହ ଯାତ୍ରା କରିବା ଦ୍ଵାରା ଆପଣ ଆନନ୍ଦ ଅନୁଭବ କରିବେ । ଆପଣଙ୍କ ଜୀବନରେ ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ । ଯାହା ପାଇଁ ଆପଣଙ୍କ ଭବିଷ୍ୟତ ପାଇଁ ଫାଇଦା ଆଣିବ । ଆପଣଙ୍କର ବ୍ୟକ୍ତିତ୍ବ ଓ କ୍ଷମତା ର ବିକାଶ ହେବ । ଲାଇଫ ପାର୍ଟନର ଙ୍କ କାମରେ ଆପଣ ଅଧିକ ହସ୍ତକ୍ଷେପ କରନ୍ତୁ ନାହି ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କର ଜୀବନ ସାଥି ନ ସହ ଅଧିକ ସମୟ ବିତାଇବାର ଅବସର ପ୍ରାପ୍ତ ହେବ । ସେୟାର ବଜାରରେ ନିବେଶ କରିଥିଲେ ଆପଣ ସେଥିରୁ ଫାଇଦା ପାଇବେ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ରେ ବିକାଶ ହେବ । ବ୍ୟବସାୟ କ୍ଷେତ୍ର ରେ ଆପଣ ନୂଆ ଯୋଜନା ଆରମ୍ଭ କରିବେ । ଅଫିସରେ କୌଣସି ପରିବର୍ତ୍ତନ ହୋଇପାରେ । ଯାହା ପାଇଁ ଆପଣଙ୍କ ଉପରେ ବଡ ଦାୟିତ୍ଵ ଭାବ ପଡିପାରେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

କର୍କଟ ରାଶି : ଆଜି ଆପଣଙ୍କର ସୁଖ ସୁବିଧାରେ ବୃଦ୍ଧି ହେବ । ବିଦ୍ୟାର୍ଥୀ ମାନେ ନିଜ ମେହନତର ଫଳ ପାଇବେ । କାର୍ଯ୍ୟ କ୍ଷେତ୍ର ରେ ଅଟକି ରହିଥିବା କାମ ଆରମ୍ଭ ହେବ । ଘରେ କୌଣସି ବଡ କଥା ଆଲୋଚନା ହୋଇପାରେ । ବିରୋଧୀ ପକ୍ଷ ଆପଣଙ୍କ ଆଗରେ ମୁଣ୍ଡ ନୂଆଇଁବାକୁ ବାଧ୍ୟ ହେବେ । କୋର୍ଟ କଚେରୀ ତଥା ସରକାରି କ୍ଷେତ୍ର ରେ ଅଟକି ରହିଥିବା କାମ ପୁରା ହେବ । ଆପଣ ସମୟର ସଦୁପୋଯୋଗ କରନ୍ତୁ ।

ସିଂହ ରାଶି : ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହି । ଏହା ଦ୍ଵାରା ଆପଣଙ୍କର କ୍ଷତି ହୋଇପାରେ । ଶତ୍ରୁ ମାନେ ଆପଣଙ୍କ ଠାରୁ ଦୂରେଇ ରହିବେ । ଚାକିରି କ୍ଷେତ୍ର ରେ ମାନ ସମାନ ପ୍ରାପ୍ତ ହେବ । ମହିଳା ମିତ୍ର ଙ୍କ ଠାରୁ ଆପଣ ସହଯୋଗ ପାଇବେ ଓ ସେଥିରେ ଲାଭ ମଧ୍ୟ ଆପଣଙ୍କୁ ମିଳିବ । ଉନ୍ନତି ର ମାର୍ଗ ପ୍ରଶାସ୍ତ ହେବେ । ଧାର୍ମିକ କାର୍ଯ୍ୟ ରେ ଆପଣ ବ୍ୟସ୍ତ ରେ ରହିବେ । ପ୍ରତିଷ୍ଠିତ ଲୋକଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଫାଇଦାରେ ରହିବେ ।

କନ୍ୟା ରାଶି : ଆଜି ନୂଆ ପରିଯୋଜନା ଆରମ୍ଭ କରି ପାରିବେ । ବିତ୍ତୀୟ ଲାଭ ପ୍ରାପ୍ତି ର ପ୍ରବଳ ଯୋଗ ରହିଛି । ଆପଣଙ୍କର ପାରିବାରିକ ଜୀବନ ସୁଖମୟ ଅହିବ । ଦାଂପତ୍ଯ ଜୀବନରେ କୌଣସି କମି ଆସିବ ନାହି । ଜୀବନ ସାଥି ଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିପାରେ । ଆଗାମୀ ସମୟ ଆପଣଙ୍କ ସାନଦାର ରହିବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହେବ ।

ତୁଳା ରାଶି : ଆଜି ଆତ୍ମିକ ସୁଖ ଅନୁଭବ କରିବେ । ପାରିବାରିକ ବାତାବରଣ ଆଜି ଅନୁକୂଳ ରହିବ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । କୌଣସି କ୍ଷେତ୍ର ରୁ ସୁଖ ସମାଚାର ଶୁଣିବାକୁ ପାଇବେ । କୌଣସି ଛୋଟ କଥା କୁ ନେଇ ବିବାଦ ହୋଇପାରେ । ପାରିବାରିକ ସମସ୍ଯା ଦୂର ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଦୁଇ ଗୁଣା ଧନ ଲାଭ କରିବେ । ଆପଣଙ୍କ ଜୀବନରେ ଉନ୍ନତି ହେବ ।

ବିଛା ରାଶି : ଆଜି କାର୍ଯ୍ୟରେ ବ୍ଯବଧାନ ଆସିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଆପଣଙ୍କର କିଛି ସମସ୍ୟାର ନିବାରଣ ହେବ । ବେପାର କ୍ଷେତ୍ର ରେ ଆପଣ ଦୁଇ ଗୁଣା ଧନ ଲାଭ କରିବେ । ଆପଣଙ୍କ ଜୀବନରେ ଉନ୍ନତି ର ନୂଆ ମାର୍ଗ ମିଳିପାରେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ଆନନ୍ଦମୟ ରହିବ । ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ ରାଶି : ବିଦ୍ୟାର୍ଥୀଙ୍କର କ୍ରୀଏଟିବ ଜ୍ଞାନ ଦ୍ଵାରା ଲୋକଙ୍କୁ ମୋହିତ କରିବେ । ଭାଇଙ୍କ ସହ କୌଣସି କଥାକୁ ଯୁକ୍ତିତର୍କ ହୋଇପାରେ । ନୂଆ ମିତ୍ର ସ୍ଥାପନ କରିବା ଦ୍ଵାରା ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଫାଇଦାରେ ରହିବ । ଆଜି ଆପଣ ସ୍ଵଚ୍ଛତା ଉପରେ ଅଧିକ ଧ୍ୟାନ ଦେବେ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ଅଫିସରେ ବଡ ଅଧିକାରୀଙ୍କ ସହ ଆପଣଙ୍କର ଆଲୋଚନା ହୋଇପାରେ । ପ୍ରେମ ଜୀବନରେ ଆପଣ ସଫଳ ହେବେ ।

ମକର ରାଶି : ଆପଣଙ୍କର ବ୍ୟବସାୟିକ ଯାତ୍ରା ସଫଳ ହେବ । ଚାକିରି କ୍ଷେତ୍ର ରେ ଉନ୍ନତି ହୋଇପାରେ । ପାରିବାରିକ ଜୀବନରେ ସ୍ଥିତି ଅନୁକୂଳ ରହିବ । ପିତା ଙ୍କ ଠାରୁ ଆପଣ ସଠିକ ପରାମର୍ଶ ମିଳିପାରେ । ଯାହା ପାଇଁ ଆପଣଙ୍କ ଭବିଷ୍ୟତ ଉଜ୍ବଳ ହେବ । ଆପଣ ସମୟ ଅନୁସାରେ ସବୁ କାମ ପୁରା କରିବେ । କୌଣସି କ୍ଷେତ୍ର ରୁ ଧନ ଲାଭ ହେବ । ସନ୍ତାନ ମାନଙ୍କ ତରଫରୁ ସୁଖ ସମାଚାର ଶୁଣିବାକୁ ପାଇବେ ।

କୁମ୍ଭ ରାଶି : ଆଜି ଆପଣ ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବେ । ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କରେ ମଧୁରତା ଆସିବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । କୌଣସି କ୍ଷେତ୍ର ରେ ଆପଣ ବଡ ନିବେଶ କରିବେ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ଆଜି ଆପଣଙ୍କର ବହୁତ ସାରା କାମ ପୁରା ହେବ । ଆପଣଙ୍କୁ ଏହାର ଫାଇଦା ମଧ୍ୟ ଦେଖିବାକୁ ମିଳିବ ।

ମୀନ ରାଶି : ଆଜି ଆପଣଙ୍କ ପାଇଁ ଦିନ ଟି ଭଲ ରହିବ । ଦାଂପତ୍ଯ ଜୀବନରେ ପ୍ରେମ ଓ ବିଶ୍ଵାସ ବଢିବ । ଅନ୍ୟ ମାନେ ଯେଉଁ କଥା କହିବେ ତା ଉପରେ ଭରସା କରନ୍ତୁ ନାହି । ବେପାର କ୍ଷେତ୍ର ରେ ଆପଣ ଦୁଇ ଗୁଣା ଧନ ଲାଭ କରିବେ । ଚାକରି କ୍ଷେତ୍ର ରେ ଉଚ୍ଚ ପଦ ହାସଲ କରିବେ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ନୁସାରଣ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।