ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 21 ମଇ 2023 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଯଦି ଆପଣ କାମ ଅଧୁରା ଛାଡିବେ ତେବେ ଆପଣଙ୍କ ମାଲିକ ଆପଣଙ୍କ ଉପରେ ରାଗି ପାରନ୍ତି । ପଇସା ମାମଲାରେ ଆଜି ଦିନ ଟି ଖର୍ଚ୍ଚାନ୍ତ ରହିବାର ଅଛି । ନିଜର ପରିଶ୍ରମ ରେ ଆପଣ ପରିବାରର ଜରୁରତ କୁ ପୁରା କରିବାରେ ସକ୍ଷମ ହେବେ । କାର୍ଯ୍ୟ କ୍ଷେତ୍ର ସମ୍ବଧିତ ଜରୁରୀ କଥା ଶିଖିବାର ଅବସର ମିଳିବ । ବିନା ବିଚାର କରି କଥା କୁହନ୍ତୁ ନାହିଁ । ଯୋଗ କରିଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।
ବୃଷ ରାଶି : ଚାକିରି ସହ ଜଡିତ ଲୋକଙ୍କ ପାଇଁ ଆଜି ଦିନ ଟି ସାମାନ୍ଯ ରହିବ । ଅଫିସରେ ସମସ୍ତଙ୍କ ସହ ମିଳିମିଶି କାମ କରନ୍ତୁ । ଯୁବକ ଙ୍କ ମାମଲାରେ ଆଜି ଦିନ ଟି ଠିକ ଠାକ ରହିବ । କୌଣସି ଶୁଭ ସମାଚାର ମିଳିପାରେ ଯାହା ଦ୍ଵାରା ମନ ପ୍ରସନ୍ନ ହେବ । ସ୍ୱାସ୍ଥ୍ୟ ରେ ଚେଞ୍ଜେସ ଆସିପାରେ । ଜନ ସମ୍ପର୍କ କୁ ଅଧିକ ମଜବୁତ କରିବାର ଜରୁରତ ଅଛି । ଆଜି କାହା ସହ ଡିଲ କରନ୍ତୁ ନାହିଁ ।
ମିଥୁନ ରାଶି : ଆଜି କିଛି ନିସ୍ପତି ସତର୍କତା ସହ ନିଅନ୍ତୁ । ସମୟର ଗତି ଆପଣଙ୍କ ପକ୍ଷ ରେ ରହିବ । ଲମ୍ବା ସମୟରୁ ଚାଲି ଆସୁଥିବା ବାଧା ଦୂର ହେବ । ସମାଜରେ ମାନ ସମାନ ପ୍ରାପ୍ତି ହେବ । ଆଜି ଦିନ ଟି ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହେବ । ସାଥିରେ କାମ କରୁଥିବା ବା ପରିବାର ଲୋକଙ୍କ ସହ ଝଗଡା କରନ୍ତୁ ନାହିଁ । ଆଜି ଆପଣଙ୍କର କିଛି ଜ୍ଞାନୀ ଲୋକଙ୍କ ସହ ଭେଟ ହୋଇପାରେ ।
କର୍କଟ ରାଶି : ଆପଣ ନିଜର ଜ୍ଞାନ ରେ ବୃଦ୍ଧି ହେବାର ଅନୁଭବ କରିବେ । ନିବେଶ କରିବା ପୂର୍ବରୁ ଭାବି ଚିନ୍ତି କରନ୍ତୁ । ଜୀବନ ସାଥି ତଥା ପରିଜନଙ୍କ ପୂର୍ଣ୍ଣ ସହଯୋଗ ରହିବ । ଅତ୍ୟଧିକ ମେହନତ ଓ କାର୍ଯ୍ୟ ଭାର କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ରେ ପ୍ରଭାବ ପଡିପାରେ । ଆଜି ଆପଣ କୌଣସି ପ୍ରିୟଜନ ଙ୍କ ବିଷୟରେ ଚିନ୍ତା କରିବେ । ପ୍ରେମ ସମ୍ପର୍କ ଭଲ ରହିବ । ଏମିତି ଲୋକଙ୍କ ଉପରେ ନଜର ରଖନ୍ତୁ ଯେଉଁ ମାନେ ଆପଣଙ୍କୁ ଖରାପ ରାସ୍ତା କୁ ନେବାକୁ ଚାହୁଁ ଛନ୍ତି ।
ସିଂହ ରାଶି : ଆଜି ଆପଣଙ୍କ ସାଥି ଆପଣଙ୍କୁ ଖୁବ ଖୁସି ଅନୁଭବ କରାଇବେ । ଆପଣଙ୍କ ସନ୍ତାନ ଓ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ପାରିବାରିକ ବାତାବରଣ ଖୁଶିମୟ ରହିବ । ଏହି ସମୟରେ ସ୍ୱାସ୍ଥ୍ୟ କୁ ନେଇ ଅବହେଳା କରନ୍ତୁ ନାହିଁ । ଚାକିରି କରୁଥିଲେ ସହ କର୍ମୀ ଙ୍କ ସହଯୋଗ ମିଳିବ । ମନ ଓ ମସ୍ତିସ୍କ ରେ ନୂଆ ଊର୍ଜା ସୃଷ୍ଟି ହେବ । ଏହାକୁ ଉଚିତ ଦିଶା ରେ ଲଗାନ୍ତୁ । ଆଜି ଆପଣ କୌଣସି ଭଲ ସ୍ମୃତି ମନେ ପକାଇ ଭଲ ଅନୁଭବ କରିବେ ।
କନ୍ୟା ରାଶି : ଆଜି ଆପଣଙ୍କୁ ଜରୁରୀ କାମରେ ଜଲ୍ଦି କରିବା ପାଇଁ ଚେଷ୍ଟା କରିବାକୁ ହେବ । ଆଜି କୌଣସି କାମ ପ୍ରତି ନିଷ୍ପତି ନେବା ପୂର୍ବରୁ ଘରର ବରିଷ୍ଠ ଙ୍କ ରାୟ ନିଅନ୍ତୁ । ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ । ନଚେତ ପରେ ସମସ୍ଯା ହୋଇପାରେ । ସ୍ୱାସ୍ଥ୍ୟ ମାମଲାରେ ଆଜି ଆପଣ ଥକାପଣ ଅନୁଭବ କରିବେ । ଆପଣଙ୍କୁ ନିଜର ଜୀବନ ଶୈଳୀ ରେ ଚେଞ୍ଜ କରିବାର ଜରୁରତ ଅଛି ।
ତୁଳା ରାଶି : କାରୋବାର ରେ ଭଲ ଲାଭ ହେବ । ଆପଣ ତରବର ହୁଅନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ପରାମର୍ଶ ଅଟେ । ନୂଆ ରୋମାନ୍ସ ଆପଣଙ୍କ ଜୀବନରେ ରଙ୍ଗ ର ବାହାର ନେଇ ଆସିବ । କୌଣସି ପ୍ରକାରର ବ୍ଯବସାୟିକ ନିବେଶ କରିବା ପାଇଁ ସମୟ ଅନୁକୂଳ ଅଟେ । ସରକାରୀ ଚାକିରି ରେ ଅଧିକାରୀ ଙ୍କ ସହ ଶାଳୀନତା ବଜାୟ ରଖନ୍ତୁ । ଆଜି ଆପଣ ନୂଆ କାମ କରିବାକୁ ଚେଷ୍ଟା କରିବେ । ବୌଧିକ କାର୍ଯ୍ୟ ଓ ସାହିତ୍ଯ ଲେଖନ ରେ ସକ୍ରିୟ ରହିବେ ।
ବିଛା ରାଶି : ଅଫିସ କାମରେ ଆଜି ଆପଣଙ୍କୁ ଅନେକ ଚ୍ୟାଲେଞ୍ଜ ର ସମାନ କରିବାକୁ ପଡିବ । ଯଦି ଆପଣ ଧର୍ଯ୍ୟ ଦ୍ଵାରା ନିସ୍ପତି ନେବେ ତେବେ ସଫଳତା ଅବଶ୍ୟ ମିଳିବ । ଆଜି ଯାତ୍ରା କରନ୍ତୁ ଯଦି ଜରୁରୀ ଅଛି । ବଡ ମାନଙ୍କର ଆଶୀର୍ବାଦ ନିଅନ୍ତୁ, କାମରେ ସଫଳତା ମିଳିବ । ଗ୍ରାହକ ଙ୍କୁ ଆକର୍ଷିତ କରିବା ପାଇଁ ବ୍ୟାପାରରେ ନୂଆ ଯୋଜନା ଲାଗୁ କରିବାର ଜରୁରତ ଅଛି । ସ୍ୱାସ୍ଥ୍ୟ ପାଇଁ ଦିନ ବେହତର ଅଛି ।
ଧନୁ ରାଶି : ଦିନଚର୍ଜ୍ୟା ନିୟମିତ ରଖନ୍ତୁ । ଚେଷ୍ଟା କାରଣରୁ ସକାଳୁ ଜଲ୍ଦି ଉଠିବାକୁ । ସମାଜ କାମରେ ରୁଚି ରହିବ । ଜୀବନ ସାଥିଙ୍କ କଥାକୁ ଗମ୍ଭୀର ଭାବେ ନିଅନ୍ତୁ । ଆଜି ଜୀବନ ସାଥିଙ୍କ ସହ କିଛି ବେହତର ସମୟ ବିତାଇବେ । କାର୍ଯ୍ୟ ସ୍ଥଳରେ ଆପଣ ନିଜର ସର୍ବ ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସଫଳ ହେବେ । ଧ୍ୟାନ ରଖିବେ ଅଯଥାରେ କାହା ଉପରେ କ୍ରୋଧ କରନ୍ତୁ ନାହିଁ । ଘରେ ସମୟ ଦିଅନ୍ତୁ ।
ମକର ରାଶି : କିଛି ନିକଟତର ଲୋକଙ୍କ ସହ ଦେଖା କରି ମନ ପ୍ରସନ୍ନ ହେବ । କୌଣସି ଯାତ୍ରା ର ପ୍ରୋଗ୍ରାମ ବନାଇବେ ଯାହା ପଜେଟିଭ ରହିବ । ପାରିବାରିକ ଜୀବନରେ ସ୍ଥିତି ସାମାନ୍ଯ ରହିବ । ବଡ ଗୁରୁଜନ ଙ୍କ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ଚ୍ୟାଲେଞ୍ଜ ସ୍ଵୀକାର ଆପଣଙ୍କ ପାଇଁ ସଫଳତାର ମାର୍ଗ ଖୋଲିବ । ମାତା ପିତା ଙ୍କ ସହଯୋଗ ମିଳିବ । ସନ୍ତାନ ଙ୍କ ଠାରୁ ସୁଖ ପ୍ରାପ୍ତ ହେବ । ପଇସା ମାମଲାରେ ତରବର ହୁଅନ୍ତୁ ନାହିଁ ।
କୁମ୍ଭ ରାଶି : ଆପଣଙ୍କର ସବୁ ସମସ୍ୟାର ସମାଧାନ ହେବ । ଆଜି କାର୍ଯ୍ୟ ସିଦ୍ଧି ବା ସଫଳତା ମିଳିଲେ ଆପଣ ଖୁସି ହେବେ । ଆଜି ଜୀବନ ସାଥି କିଛି ଉଦାସ ଅନୁଭବ କରିବେ । ଆପଣ ତାଙ୍କ ମନ କଥା ଆଲୋଚନା ମାଧ୍ୟମରେ ଜାଣିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣ କୌଣସି ବି ଅବସର ପାଇଁ ସଚେତନ ରୁହନ୍ତୁ । ନିଜର କ୍ରୋଧ ଉପରେ କାବୁ ରଖନ୍ତୁ । କିଛି ଅଟକିଥିବା ମାମଲାର ଆଜି ସମଧାନ ହେବ ।
ମୀନ ରାଶି : ସନ୍ତାନ ଙ୍କୁ ନେଇ ଚିନ୍ତାରେ ରହିବେ । ଆଜି ନିଜର ବ୍ୟବହାର ଠିକ ରଖନ୍ତୁ । କାହା ସହ ବିବାଦ କରନ୍ତୁ ନାହିନ । ଘରୋଇ ଦାୟିତ୍ଵ ପୁରା କରିବା ପାଇଁ ପରସ୍ପରର ସାହାର୍ଯ୍ୟ ନିଅନ୍ତୁ । ଶାରୀରିକ ସମସ୍ଯା ଥିଲେ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ । ଗାଈ କୁ ରୋଟି ଖାଇବାକୁ ଦିଅନ୍ତୁ । ସବୁ ସମସ୍ୟାର ସମାଧାନ ହେବ । ଆଜି ଆପଣ ନିଜର ଖାଦ୍ୟପେୟ ଉପରେ ସନ୍ତୁଳନ ରଖନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।