ଆଜିର ରାଶିଫଳ, 18 ଜାନୁୟାରୀ 2025, ଶନିବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 18 ଜାନୁୟାରୀ 2025 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ଜୀବନ ସାଥିଙ୍କ ସ୍ଵଭାବରେ ଗମ୍ଭୀରତା ଅନୁଭବ କରିବେ । ମିତ୍ର ଙ୍କ ସହଯୋଗ ପାଇବେ । କୌଣସି ଅତିରିକ୍ତ ଦାୟିତ୍ଵ ମିଳିପାରେ । ପରିଶ୍ରମ ଅଧିକ ରହିବ । ଅଟକି ରହିଥିବା କାମ ଆରମ୍ଭ ହେବ । ଶିକ୍ଷା କ୍ଷେତ୍ର ରେ କାମ କରୁଥିବା ଶିକ୍ଷକ ମାନେ ଆଜି କୌଣସି ସମସ୍ୟାର ସମୁଖିନ୍ନ ହୋଇ ପାରନ୍ତି । ମନରେ ସାକାରାତ୍ମକ ପ୍ରଭାବ ପଡିପାରେ । କାରୋବାର ରେ ସୁଧାର ଆସିବ । ଆପଣଙ୍କୁ ପେଟ ଜନିତ ସମସ୍ଯା ହୋଇପାରେ ତେଣୁ ସତର୍କ ରୁହନ୍ତୁ ।

ବୃଷ ରାଶି : ବେପାର କ୍ଷେତ୍ରରେ ଅନ୍ୟ ଲୋକଙ୍କ ସହ ସମ୍ପର୍କରେ ଆସିଲେ ଫାଇଦା ରେ ରହିବେ । ଆଜି ଆପଣଙ୍କୁ ବେପାର କ୍ଷେତ୍ର ରେ ପ୍ରତିଦ୍ଵନ୍ଦୀ ମାନଙ୍କର ସାମନା କରିବାକୁ ପଡିପାରେ । ଆପଣଙ୍କୁ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବକୁ ହେବ । ଚାକିରି ଓ ବେପାର କ୍ଷେତ୍ର ରେ ଥିବା ଲୋକଙ୍କୁ ଇନକମ କରିବାର ନୂଆ ସ୍ରୋତ ମିଳିବ । ଆପଣଙ୍କ ବ୍ୟବହାରେ କିଛି ଲୋକ ଖୁସି ହେବେ । କାରୋବାରରେ ବିସ୍ତାର ହୋଇପାରେ । ଲାଭର ଅବସର ମିଳିବ । ପରିବାରର ସହଯୋଗ ମଧ୍ୟ ମିଳିବ ।

ମିଥୁନ ରାଶି : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ସାମାନ୍ୟ ରହିବ । ଆତ୍ମବିଶ୍ଵାସ ଭରପୁର ରହିବ । କିଛି ପରିସ୍ଥିତି ରେ ଆପଣ ଫଶୀ ପାରନ୍ତି । କିନ୍ତୁ ଆପଣ ଏଭଳି ପରିସ୍ଥିତି ରୁ ବାହାରିବା ଜାଣିଛନ୍ତି । ବିବାଦ ଠାରୁ ବଞ୍ଚିତ ରୁହନ୍ତୁ । ଯଦି ଆପଣ କୌଣସି ଶିକ୍ଷା ପ୍ରତିଯୋଗୀତା ରେ ଭାଗ ନେଉଛନ୍ତି ତେବେ ଆପଣଙ୍କ ଭାଗ୍ୟ ଓ ମେହନତ ଉଭୟ ଆପଣଙ୍କର ସାଥ ଦେବେ । ଯୋଜନା ଉପରେ ଅମଳ କରନ୍ତୁ । ଅବହେଳା କାରଣରୁ କ୍ଷତି ହୋଇପାରେ । ଭାଗ୍ୟ ଓ ଚାକିରି ମାମଲା ରେ ଆଜି ଦିନ ଚ୍ୟାଲେଞ୍ଜ ଭରା ରହିବ ।

କର୍କଟ ରାଶି : ଆଜି ଆପଣଙ୍କୁ ଭାଇ ମାନଙ୍କ ସହଯୋଗ ମିଳିବ । ଆପଣଙ୍କ ଜୀବନରେ ଆସୁଥିବା ସବୁ ପ୍ରକାରର ଦୁଖ କଷ୍ଟର ଅନ୍ତ ଘଟିବ । କାର୍ଯ୍ୟ ରେ ଯଶ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ଦାଂପତ୍ଯ ଜୀବନ ସୁଖଦ ରହିବ ଓ ସାଥିଙ୍କର ଭରପୁର ସହଯୋଗ ମିଳିବ । ବାଣୀ ରେ ମଧୁରତା ଲୋକ ମାନଙ୍କୁ ପ୍ରବାହିତ କରିବ । ଆପଣ ଦିନ ରାତି ଚାରି ଗୁଣା ଉନ୍ନତି କରିବେ । ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ । କୁଟୁମ୍ବ ଓ ପରିବାରରେ ଧାର୍ମିକ-ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ପରିଶ୍ରମ ଅଧିକ କରିବାକୁ ପଡିବ ।

ସିଂହ ରାଶି : ଆଜି ଆପଣଙ୍କ ମାନ ସମାନ ବଢିବ । ପରିବାରେ ରେ ଖୁସି ବଜାୟ ରହିବ । ପାଖ ଲୋକଙ୍କ ସହ ମନ କଥା କହିଲେ ଆପଣଙ୍କର କ୍ଷତି ହୋଇପାରେ । ସମସ୍ୟକୁ ନଜର ଅନ୍ଦାଜ କରିଲେ ଏହାର ସମାଧାନ ହେବ ନାହି । ନୂଆ ବସ୍ତ୍ର ଅଭୂଷଣ ତଥା ପ୍ରସାଧନ ପଛରେ ଅଧିକ ଧନ ଖର୍ଚ୍ଚ ହୋଇପାରେ । କାର୍ଯ୍ୟ କ୍ଷେତ୍ର ରେ ସମସ୍ଯା ଆସିପାରେ । ସମ୍ପତି ବିବାଦରେ ବିଭାଜନ ହେବାର ଆଶଙ୍କା ରହିଛି । ଘରୋଇ ସମସ୍ଯା ପାଇଁ ଚିନ୍ତା ରେ ରହିବେ ।

କନ୍ୟା ରାଶି : ପ୍ରତିଯୋଗୀ ର ପରିଣାମ ନିରାଶ ଜନକ ହୋଇପାରେ । ମହତ୍ଵ ପୂର୍ଣ୍ଣ ନିସ୍ପତି ନେବା ହିତକର ହେବ ନାହି । ଧାର୍ମିକ ମାହୋଲ ରେ ସମୟ ବ୍ଯତୀତ କରିବେ । ଆଜି ଭାଗ୍ୟର ଆପଣଙ୍କୁ ଯଥା ସମ୍ଭବ ସହଯୋଗ ମିଳିବ । ପରିବାରରେ ହସ ଖୁସି ଭରା ମାହୋଲ ରହିବ । ମିତ୍ର ମାନଙ୍କ ସହ କୌଣସି ଜରୁରୀ କଥା ଉପରେ ଚର୍ଚ୍ଚା କରିବେ । ପାରିବାରିକ ଲୋକଙ୍କ ସହ ଭୁଲ ବୁଝାମଣା ଦୂର କରିବାକୁ ଚେଷ୍ଟା କରନ୍ତୁ । ପଇସାକୁ ନେଇ ଅଧିକ ରିସ୍କ ନିଅନ୍ତୁ ନାହି ।

ତୁଳା ରାଶି : ଆଜି ଆପଣଙ୍କର ପ୍ରେମ ପ୍ରସଙ୍ଗରେ ସମୟ ଭଲ ବ୍ଯତୀତ ହେବ । ଆର୍ଥିକ ଲାଭର ଯୋଗ ରହିଛି । ସୁଖ ସୁବିଧା ଉପରେ ଖର୍ଚ୍ଚ କରିବେ । ଆଜି ଆପଣ କାର୍ଯ୍ୟ ବିଳମ୍ବ ହେବ କାରଣରୁ ଚିନ୍ତା ରେ ରହିବେ । ଆଜି ଆପଣଙ୍କୁ ଭାଗ୍ୟ ର ପୁରା ସହଯୋଗ ମିଳିବ ନାହି । ଆପଣଙ୍କର ପ୍ରତେକ କାମରେ ବାଧା ଆସିପାରେ । ବିତ୍ତୀୟ ମାମଲା ସହଜରେ ଆଗକୁ ବଢିବ । ଆୟ କରିବାର ନୂଆ ମାର୍ଗ ଖୋଲିବ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ ।

ବିଛା ରାଶି : ଆପଣଙ୍କୁ ରୋଜଗାର କରିବାର ଉଚିତ ଅବସର ମିଳିବ । କାମ ସମୟରେ ନିଆରା ଦାୟିତ୍ଵ କୁ ଠିକ ଭାବେ ପୁରା କରନ୍ତୁ । କାର୍ଯ୍ୟ ସ୍ଥଳରେ କର୍ମଚାରୀ ଙ୍କ ସହଯୋଗ ମିଳିବ । ସନ୍ତାନ ମାନଙ୍କ ସହ ବାଦ ବିବାଦ ହୋଇପାରେ । ବାହନ କ୍ରୟ କରିବାର ମନ କରିଥିଲେ ତେବେ ଜଲ୍ଦି ପୁରା କରନ୍ତୁ । ଆଜି ଆପଣଙ୍କର ପ୍ରତିଭା ଆପଣଙ୍କର ଇଜ୍ଜତ ବଢାଇବ । କୌଣସି ବିବାଦ ହେବାରୁ ବଞ୍ଚିତ ରୁହନ୍ତୁ । ଆପଣଙ୍କର ପ୍ରେମ ଭରା ରୋମାଣ୍ଟିକ ଅନ୍ଦାଜ ଦାଂପତ୍ଯ ଜୀବନରେ ନବ ତରଙ୍ଗରେ ଭରି ଦେବ ।

ଧନୁ ରାଶି : ଆଜି ଆପଣଙ୍କର ରହଣସହଣି କଷ୍ଟଦାୟକ ହେବ । ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ । ଜୀବନ ସାଥିଙ୍କ ସହ ଲଞ୍ଚ କରିବାର ପ୍ଳାନ କରିବେ । ଆପଣ ନିଜର ଭାଇଙ୍କୁ ଖୁସି କରିବା ପାଇଁ ତାଙ୍କୁ କିଛି ଗିଫ୍ଟ ଦେବେ । ବେପାର ରେ ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିଲେ ଏହି ସ୍ଥିତି କିସ୍ମତ ଆପଣଙ୍କର ସାଥ ଦେବ । କୌଣସି ଖାସ ମାମଲା କୁ ନେଇ ଆପଣଙ୍କର ଚିନ୍ତାଧାରା ବଦଳିପରେ । ବ୍ୟାପାର ବ୍ୟବସାୟ ଭଲ ରହିବ ।

ମକର ରାଶି : ମାତା ପିତାଙ୍କ ସ୍ୱାସ୍ଥ୍ୟ କୁ ନେଇ ଆପଣ ଚିନ୍ତା ରେ ରହିବେ । ଘର ମାମଲାରେ ଅନ୍ୟ ର ରାଏ ନେବାରୁ ବଞ୍ଚିତ ହୁଅନ୍ତୁ। ଆପଣଙ୍କ ମେହନତ ଜୀବନରେ ସଫଳତାର ରଙ୍ଗ ଭରି ଦେବ । ପାରିବାରିକ ସମ୍ପର୍କରେ ମଧୁରତା ଆସିବ । ବିଜେନ୍ସ ଆଗକୁ ବଢାଇବା ପାଇଁ ଆପଣ ନୂଆ ଯୋଜନା ଭବିବେ । ଛୋଟ ଭାଇ ଭଉଣିଙ୍କ ଜୀବନରେ ବାଧା ଆସିପାରେ । ବେହତର ହେବ ଶାନ୍ତି ପୂର୍ଣ୍ଣ ଭାବେ ସବୁ ସମସ୍ଯାର ସମାଧାନ କରନ୍ତୁ । ଜୀବନ ସାଥିଙ୍କ ସହ ସମୟ ବ୍ଯତୀତ କରି ଆପଣ ଭଲ ଅନୁଭବ କରିବେ ।

କୁମ୍ଭ ରାଶି : ଆଜି ମିଡିଆ କ୍ଷେତ୍ର ରେ ଥିବା ଲୋକାଙ୍କୁ ଲାଭ ମିଳିପାରେ । ଆପଣଙ୍କର ସାହସ ଓ ପରାକ୍ରମ ଆଗରେ ଶତ୍ରୁ ମାନେ ହାର ମାନିବେ । ସନ୍ତାନ ମାନଙ୍କ ପ୍ରତି ଆପଣଙ୍କର ପ୍ରେମ ଭାବନା ବଢିବ । ସନ୍ଧ୍ୟା ସମୟରୁ ନେଇ ରାତ୍ରି ଯାଏଁ ଆପଣ ଧାର୍ମିକ କାର୍ଯ୍ୟ ରେ ମନ ଲଗାଇବେ । ମାଲିକଙ୍କ ସହ କୌଣସି ଖାସ କଥା କୁ ନେଇ ଆଲୋଚନା କରିବେ । ଚାକିରି କ୍ଷେତ୍ର ରେ କୌଣସି ବଡ ପଦ ର ଲାଭ ମିଳିପାରେ । ଆପଣଙ୍କର ଅଟକି ରହିଥିବା କାମ ଆରମ୍ଭ ହେବ ସହ ଉନ୍ନତି କରିବାର ନୂଆ ଅବସର ମିଳିବ ।

ମୀନ ରାଶି : ପ୍ରମୋସନ କାରଣରୁ ଆର୍ଥିକ ଲଭ ହୋଇପାରେ । ଆଜି ଦିନ ଟି ଆପଣଙ୍କ  ପାଇଁ ପ୍ରତେକ ମାମଲା ରେ ବହୁତ ସତର୍କତା ରହିବାକୁ ହେବ । କ୍ଷତି ହେବାର ଆଶଙ୍କା ରହିଛି । ଆଜି କୌଣସି ମାମଲା କୁ ନେଇ ଆପଣଙ୍କ ଉପରେ ବଡ ଦାୟିତ୍ଵ ଆସିପାରେ । କୌଣସି ନୂଆ ଜମି ବା ଘର କିଣିର ଚିନ୍ତା କରିବେ । ପିତାଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନିଅନ୍ତୁ । ରାଜନୈତିକ ଜାତଙ୍କ ପାଇଁ ସମୟ ଉତ୍ତମ ରହିବ । ବିରୋଧୀ ପରାସ୍ତ ହେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।